ଫୁରସତ

ମିସ୍‌ ଥାଇଲାଣ୍ଡ ପାଇଁ ଚାଲିଥିଲା ଫଟୋସୁଟ୍‌: ଅଚାନକ ପାଣିରେ ଖସିପଡିଲେ ମଡେଲ

ବ୍ୟାକଂକ,୧୦।୧୨: ନିକଟରେ ଥାଇଲାଣ୍ଡରେ ମିସ୍‌ ଥାଇଲାଣ୍ଡ ପ୍ରତିଯୋଗିତାରେ ଅନେକ ମଡେଲଙ୍କ ଏକ ଫଟୋସୁଟ୍‌ ଚାଲିଥିଲା। ହେଲେ ସେହି ସମୟରେ ହଠାତ୍‌ ଏକ ଦୁର୍ଘଟଣା ଘଟିଥିଲା। ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ସୂଚନାଯୋଗ୍ୟ, ମିସ୍‌ ଥାଇଲାଣ୍ଡ ପ୍ରତିଯୋଗିତା ପାଇଁ…

୭ ବର୍ଷର ଏହି ବାଳିକାଙ୍କ ଅଦ୍ଭୁତ ପ୍ରତିଭା: କୁନି ହାତରେ ୭୦ କିଗ୍ରା ଭାରୋତ୍ତୋଳନ କରି ଏବେ ଚର୍ଚ୍ଚାରେ

ନୂଆଦିଲ୍ଲୀ: ବୟସ ମାତ୍ର ୭ ବର୍ଷ। ହେଲେ କାରନାମା କୌଣସି ବଡ଼ ତାରକାଠାରୁ କମ୍‌ ନୁହେଁ। ଆମେ କଥା ହେଉଛୁ କାନାଡ଼ାର ରୋରି ଭାନ ଉଲଫତଙ୍କ କଥା। ଏତେ କମ୍‌ ବୟସରେ ସେ ୭୦ କେଜି ଭାରୋତ୍ତୋଳନ କରୁଛନ୍ତି। କଥାଟି ବିଶ୍ୱାସ…

ସିନ୍ଧୁ ସଭ୍ୟତା ଲୋକେ ଥିଲେ ମାଂସାହାରୀ

ନୂଆଦିଲ୍ଲୀ/କେମ୍ବ୍ରିଜ୍‌,୧୦।୧୨: ସିନ୍ଧୁ ସଭ୍ୟତା ଲୋକେ ମାଂସାହାରୀ ଥିଲେ। ଏହା ହୋଇଥିବା ଏକ ଗବେଷଣାରୁ ଜଣାପଡ଼ିଛି। ଏସମ୍ପର୍କିତ ତଥ୍ୟ ଜର୍ନାଲ ଅଫ୍‌ ଆର୍କିୟୋଲୋଜିକାଲ ସାଇନ୍ସ୍‌ରେ ପ୍ରକାଶିତ ହୋଇଛି। ଏଥିରେ ସିନ୍ଧୁ ସଭ୍ୟତା ଲୋକଙ୍କର ଖାଦ୍ୟପାନୀୟ ବିଷୟରେ କେତେକ ଅଜଣା କଥା ଉଲ୍ଲେଖ କରାଯାଇଛି।…

ଘର ସଫା କରିବା ସମୟରେ ମିଳିଲା ଜେଜେବାପାଙ୍କ ଡାଏରୀ, ଏଥିରେ ଯାହା ଲେଖାଥିଲା ନାତି ହେଲେ ଆଶ୍ଚର୍ଯ୍ୟ

ଜଣେ ଯୁବକ ତାଙ୍କ ମା’ଙ୍କ ସହିତ ଘର ସଫା କରୁଥିବା ସମୟରେ ଏକ ଡାଏରୀ ପାଇଥିଲେ। ଏଥିରୁ ଯାହା ଦେଖିଲେ ସେ ଆଶ୍ଚର୍ଯ୍ୟ ହୋଇଗଲେ। କାରଣ ଏହି ଡାଏରୀରେ ମହାତ୍ମା ଗାନ୍ଧୀ, ଜବାହରଲାଲ ନେହେରୁ, ବି.ଆର୍‌ ଆମ୍ବେଦକର ଏବଂ ସିଭି ରମଣଙ୍କ…

ହନିମୁନ୍‌ର ୨ ସପ୍ତାହ ପରେ ସ୍ବାମୀ ଦେଲେ ଧୋକା, ଗୋଟିଏ ଚାବିରୁ ଖୋଲିଲା ରାଜ୍‌

ଦୁନିଆରେ ସ୍ତ୍ରୀ-ସ୍ବାମୀ ସମ୍ପର୍କ ସବୁଠୁ ପବିତ୍ର ବୋଲି ଧରାଯାଏ। ବେଦୀ ଉପରେ ଅଗ୍ନିକୁ ସାକ୍ଷୀ ରଖି ଉଭୟ ସାତ ଜନ୍ମ ପାଇଁ ରହିବାର ଶପଥ ନିଅନ୍ତି। କିନ୍ତୁ ଆଜିକାଲି ବିବାହ ଏକ ପ୍ରହଶନରେ ପରିଣତ ହୋଇଛି। କିଛି ବ୍ୟକ୍ତି ନିଜ ସ୍ବାର୍ଥ…

ଏଠାରେ ଲାଲ୍‌ ପିମ୍ପୁଡ଼ି ଚଟଣୀ ଖାଇଥାନ୍ତି ଲୋକେ, ଦୂର ହୋଇଥାଏ ଅନେକ ରୋଗ

ଆପଣ ଅନେକ ଚଟଣୀ ଖାଇଥିବେ, ଯେପରିକି ଟମାଟୋ ଚଟଣୀ ଖଜୁରୀ ଚଟଣୀ, ଆମ୍ବ ଚଟଣୀ, ଧନିଆ ଚଟଣୀ ଇତ୍ୟାଦି। ମାତ୍ର ଆଜି ଏକ ଭିନ୍ନ ଚଟଣୀ ବିଷୟରେ କହିବୁ ଯାହାକି ପିମ୍ପୁଡ଼ିରୁ ପ୍ରସ୍ତୁତ ଚଟଣୀ। ଏହି ପିମ୍ପୁଡ଼ି ସାଧାରଣତଃ ଶୀତଦିନରେ ଜଙ୍ଗଲିଆ…

ସାଇକେଲ ଚଲାଇ ୨୦୦୦ କିଲୋମିଟର ନର୍ମଦା ପରିକ୍ରମାରେ ବାହାରିଲେ ୧୨ ବୃଦ୍ଧ

ଭୋପାଳ,୧୦ା୧୨: ନର୍ମଦା ନଦୀକୁ ପରିଷ୍କାର ପରିଚ୍ଛନ୍ନ ରଖିବା ସମସ୍ତଙ୍କର ଦାୟିତ୍ୱ। ଏହି ବାର୍ତ୍ତା ନେଇ ନାସିକ୍‌ରୁ ୧୨ ଜଣ ବୃଦ୍ଧ ସୋମବାର ଓଁକାରେଶ୍ୱରରୁ ମା’ ନର୍ମଦାଙ୍କ ପରିକ୍ରମା ପାଇଁ ୨୦୦୦ କିଲୋମିଟର ସାଇକେଲ ଯାତ୍ରା ଆରମ୍ଭ କରିଛନ୍ତି। ଏହି ଦଳରେ ଅଧିକାଂଶ…

ଏହି ସ୍କୁଲରେ ପାଠ ପଢୁଥିଲେ ମୁକେଶ ଅମ୍ବାନୀଙ୍କ ପୁଅ, ଏବେ ବିଶିଷ୍ଟ ଶିଳ୍ପପତି

ମୁକେଶ ଅମ୍ବାନୀଙ୍କ ପୁଅ ଅନନ୍ତ ମୁମ୍ବାଇସ୍ଥିତ ଧୀରୁଭାଇ ଅମ୍ବାନୀ ଇଣ୍ଟରନ୍ୟାଶନାଲ ସ୍କୁଲରେ ପଢୁଥିଲେ। ଯେଉଁ ସ୍କୁଲକୁ ମୁକେଶ ତାଙ୍କ ପିତା ଧୀରୁଭାଇ ଅମ୍ବାନୀଙ୍କୁ ସ୍ମରଣ କରିବା ପାଇଁ ଖୋଲିଥିଲେ। ଅନନ୍ତ ହେଉଛନ୍ତି ମୁକେଶଙ୍କ ସାନ ପୁଅ। ଅନନ୍ତଙ୍କ ଉପରେ ଭାଇ ଆକାଶ…

ମା’ଙ୍କ ଡ୍ରାଇଭିଂ ଲାଇସେନ୍ସ ପାଇଁ ଏମିତି କଲେ ପୁଅ, ଜାଣିଲେ ହେବେ ଆଶ୍ଚର୍ଯ୍ୟ

ବ୍ରାଜିଲ୍‌: ସାଧାରଣତଃ ଡ୍ରାଇଭିଂ ଲାଇସେନ୍ସ ପାଇବାକୁ ହେଲେ ଟେଷ୍ଟରେ ଗାଡ଼ି ଚଳାଇ ଦେଖାଇବାକୁ ପଡ଼ିଥାଏ। କିନ୍ତୁ ବ୍ରାଜିଲ୍‌ର ଜଣେ ମହିଳାଙ୍କ ନିକଟରେ ଡ୍ରାଇଭିଂ ଲାଇସେନ୍ସ ନ ଥିଲା। ତେଣୁ ତାଙ୍କ ପୁଅ ଏକ ଅଜବ ଉପାୟ ଆପଣାଇଥିଲେ। ଯାହା ଜାଣିଲେ ଆଶ୍ଚର୍ଯ୍ୟ…

ବାଥ ଟବରେ ଗାଧୋଉଛି ବାଘ: ଭିଡିଓ ଭାଇରାଲ

ପ୍ରତିଦିନ ସୋସିଆଲ ମିଡିଆରେ ଅନେକ ଭିଡିଓ ଭାଇରାଲ ହେଉଛି। ବର୍ତ୍ତମାନ ଗୋଟିଏ ବାଘ ବାଥ ଟବରେ ଗାଧୋଉଥିବା ଭିଡିଓ ଭାଇରାଲ ହୋଇଛି। ଭିଡିଓରେ ଦେଖାଯାଇଛି, ଜଙ୍ଗଲ ମଧ୍ୟରେ ଏକ ବାଥ ଟବରେ ପାଣି ଭର୍ତ୍ତି ହୋଇ ରହିଛି। ଏହି ସମୟରେ ଏକ…

ଗଭୀର ଗାତରେ ଏହାକୁ ଦେଖି ଡରିଗଲା କୋକିଶିଆଳି: ପରେ ସେହି ବଞ୍ଚାଇଲା ଜୀବନ

ବର୍ତ୍ତମାନ ସମୟରେ ଲୋକେ ସୋସିଆଲ ମିଡିଆରେ ଅଧିକ ସକ୍ରିୟ ରହୁଛନ୍ତି। ଏହି ସମୟରେ ମଧ୍ୟ ସୋସିଆଲ ମିଡିଆର ଚାହିଦା ବଢ଼ିଥିବା ବେଳେ ଭାଇରାଲ ହେଉଥିବା ଫଟୋ ଓ ଭିଡିଓକୁ ନେଇ ଚର୍ଚ୍ଚା ଜୋର ଧରୁଛି। ବର୍ତ୍ତମାନ ସେଭଳି ଏକ ଭିଡିଓ ସୋସିଆଲ…

ଗୁଡ଼ି ଉଡ଼ାଉଥିଲେ ଏହି ନାବାଳକ, ୩୦ ଫୁଟ ଉଚ୍ଚରୁ ଖସି ପଡ଼ିଲେ; ଆଉ ତା’ ପରେ…

ଇଣ୍ଡୋନେସିଆରେ ଜଣେ ନାବାଳକ ଗୁଡ଼ି ସାହାଯ୍ୟରେ ଆକାଶରେ ଉଡୁଥିବା ସମୟରେ ୩୦ ଫୁଟ ଉଚ୍ଚରୁ ଖସିପଡ଼ି ଆହତ ହୋଇଛି। ୧୨ ବର୍ଷର ଏହି ନାବାଳକ ‘ଡ୍ରାଗନ କାଇଟ୍‌’ ଉଡ଼ାଉଥିଲେ। ଯାହାକି ତାଙ୍କଠାରୁ ତିନି ଗୁଣ ବଡ଼ ଥିଲା। ପବନରେ ଏହି ଗୁଡ଼ିଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?