୧୫୭ ଥର ଡ୍ରାଇଭିଂ ଟେଷ୍ଟରେ ଫେଲ୍ ହେଲେ ବ୍ୟକ୍ତି, ଆଉ ତା’ ପରେ …
ଡ୍ରାଇଭିଂ ଟେଷ୍ଟରେ ଜଣେ ବ୍ୟକ୍ତି ଥରେ, ଦୁଇ ଥର କିମ୍ବା ଅତି ବେଶିରେ ଦଶ ଥର ଫେଲ୍ ହୋଇଥାନ୍ତି। ମାତ୍ର ଇଂଲଣ୍ଡରେ ରହୁଥିବା ଜଣେ ବ୍ୟକ୍ତି ୧୫୭ ଥର ଫେଲ୍ ହୋଇଥିଲେ। ଏହା ସତ୍ତ୍ୱେ ମଧ୍ୟ ସେ ହାର ମାନି ନ…
ସ୍ବାମୀ ଜୀବିତ ଥିଲେ ମଧ୍ୟ ବିଧବାଙ୍କ ଭଳି ଜୀବନ ଜିଅନ୍ତି ଏହି ସମ୍ପ୍ରଦାୟର ମହିଳା, କାରଣ ଜାଣିଲେ…
ଭାରତ ବିବିଧତାରେ ପରିପୂର୍ଣ୍ଣ ଦେଶ। ଏଠାରେ ବିଭିନ୍ନ ଧାର୍ମିକ ପରମ୍ପରା, ରୀତିନୀତି ଦେଖିବାକୁ ମିଳିଥାଏ। ସେଥିରୁ କିଛି ପରମ୍ପରା ବେଶ୍ ଅଜବ। ହେଲେ ପୁରାତନ କାଳରୁ ଚାଲି ଆସୁଥିବାରୁ ଏହାର ମାନ୍ୟତା ଆଜି ବି ରହିଛି। ସେଭଳି ଗୋଟିଏ ହେଲା ଗଛବାହା…
ଅନ୍ଲାଇନ୍ ପ୍ରେମିକାଙ୍କୁ ଜନ୍ମଦିନରେ ସର୍ପ୍ରାଇଜ୍ ଦେବାକୁ ଯାଇ ୨୦୦୦ କିମି ଦୂରରୁ ଧାଇଁ ଆସିଥିଲେ ପ୍ରେମିକ, ବାନ୍ଧିନେଲା ପୋଲିସ..
ନୂଆଦିଲ୍ଲୀ: ସୋସିଆଲ ମିଡିଆ ପ୍ରେମରେ ଆଜିକାଲିର ଯୁବପୀଢ଼ି। ଏଣୁ ଅନେକ ପ୍ରେମକାହାଣୀ ଏଠାରେ ହିଁ ଗଢ଼ି ଉଠୁଛି। ହେଲେ ବାଙ୍ଗାଲୋରର ଜଣେ ଯୁବକଙ୍କୁ ଅନ୍ଲାଇନ୍ରେ ପ୍ରେମ କରିବା ମହଙ୍ଗା ପଡ଼ିଛି। ୨୦୦୦ କିମି ରାସ୍ତା ଅତିକ୍ରାନ୍ତ କରି ଯୁବକଜଣଙ୍କ ପ୍ରେମିକାଙ୍କୁ ସର୍ପ୍ରାଇଜ୍…
୨୭ ବର୍ଷୀୟା ଛାତ୍ରୀଙ୍କ ପ୍ରେମରେ ୫୪ ବର୍ଷୀୟ ପ୍ରଫେସର
କଥାରେ ଅଛି ପ୍ରେମ ସ୍ଥାନ, କାଳ ପାତ୍ର କିଛି ମାନେନା। ପ୍ରେମ ଦେଖେନା ବୟସ କି ଜାତି ନୀତି। ଠିକ୍ ଏମିତି ଏକ ଘଟଣା ଘଟିଛି ଜର୍ମାନୀର ଜଣେ ମନୋବିଜ୍ଞାନ ଛାତ୍ରୀଙ୍କ କ୍ଷେତ୍ରରେ। ଛାତ୍ରୀ ଜଣଙ୍କ ୟୁଟ୍ୟୁବ୍ରେ ପ୍ରଫେସରଙ୍କ ଭିଡିଓ ଦେଖି…
୨୦ ମାସର ଶିଶୁ ୫ ଜଣଙ୍କ ଜୀବନ ରକ୍ଷା କଲେ
ନୂଆଦିଲ୍ଲୀ,୧୪।୧: କୁହାଯାଏ ଖୁସି ବାଣ୍ଟିଲେ ବଢ଼ିଥାଏ। ଏଭଳି କାର୍ଯ୍ୟ ଜଣେ ୨୦ ମାସର ଶିଶୁ କରିଛନ୍ତି। ସେ ୫ ଜଣ ଲୋକଙ୍କ ଜୀବନ ରକ୍ଷା କରିଛନ୍ତି। ଅଙ୍ଗଦାନ କରି ସେ ଏଭଳି ମହାନ୍ କାର୍ଯ୍ୟ କରିପାରିଛନ୍ତି। ଏହାଦ୍ୱାରା ସେ ସର୍ବ କନିଷ୍ଠ…
ରାମସେତୁ ନିର୍ମାଣର ରହସ୍ୟ ଜଣାପଡ଼ିବ
ନୂଆଦିଲ୍ଲୀ,୧୪।୧: ରାମସେତୁର ନିର୍ମାଣର ରହସ୍ୟ ସମ୍ପର୍କରେ ଏବେ ଜଣାପଡ଼ିବ। ଏହା କେବେ ନିର୍ମିତ ହୋଇଥିଲା ଏବଂ ଏହା ସହିତ ଜଡ଼ିତ ରହିଥିବା ଅନ୍ୟ ତଥ୍ୟ ସମ୍ପର୍କରେ ଜାଣିବା ପାଇଁ ଅଣ୍ଡର ଓ୍ବାଟର ରିସର୍ଚ୍ଚ ପ୍ରୋଜେକ୍ଟ ଚଳିତ ବର୍ଷ ଆରମ୍ଭ ହେବାକୁ ଯାଉଛି।…
ଏମିତି ମନ୍ଦିର, ଯେଉଁଠି ମକର ସଂକ୍ରାନ୍ତିରେ ପଡ଼େ ସୂର୍ଯ୍ୟଙ୍କ ପ୍ରଥମ କିରଣ
ସମଗ୍ର ଦେଶରେ ଗୁରୁବାର ମକର ସଂକ୍ରାନ୍ତି ଧୂମଧାମରେ ପାଳନ କରାଯାଉଛି। ଭାରତରେ ଏମିତି ଏକ ରାଜ୍ୟ ଅଛି, ଯେଉଁଠି ଥିବା ମନ୍ଦିରରେ ମକର ସଂକ୍ରାନ୍ତ ଦିନ ସୂର୍ଯ୍ୟଙ୍କ ପ୍ରଥମ କିରଣ ପଡ଼ିଥାଏ। ଏହି ମନ୍ଦିର ମଧ୍ୟପ୍ରଦେଶର ଖରଗୋନ ଜିଲାରେ ରହିଛି। ପ୍ରସିଦ୍ଧ…
ମକର ସଂକ୍ରାନ୍ତିରେ କାହିଁକି କରାଯାଏ ସୂର୍ଯ୍ୟ ପୂଜା, ଜାଣନ୍ତୁ …
ଆଜି ଜାନୁୟାରୀ ୧୪ ଗୁରୁବାର ମକର ସଂକ୍ରାନ୍ତି। ଏହି ଦିନ ସୂର୍ଯ୍ୟ ଉତ୍ତରାୟଣ ଗତି କରନ୍ତି। ଜ୍ୟୋତିଷ ଶାସ୍ତ୍ରରେ ସୂର୍ଯ୍ୟ ଗ୍ରହମାନଙ୍କର ରାଜା ଭାବରେ ପରିଗଣିତ ହୋଇଥାନ୍ତି। ବିଜ୍ଞାନ ମତରେ ସମସ୍ତ ନଅଟି ଗ୍ରହ ସୂର୍ଯ୍ୟ ଚାରିପଟେ ଘୂରି ବୁଲୁଛନ୍ତି। କେବଳ…
ରାତିର ଅନ୍ଧକାରରେ ହୋଇଥାଏ କିନ୍ନରଙ୍କ ଅନ୍ତିମ ସଂସ୍କାର, ହୁଏ ଉତ୍ସବ ପାଳନ; କାରଣ ଜାଣିଲେ…
ଘରେ କିଛି ଶୁଭକାମ ହେଉଥିଲେ, କେଉଁଆଡୁ ପହଞ୍ଚିଯାଇଥାନ୍ତି କିନ୍ନର। ସେ ବିବାହ ହେଉ ଅବା ଶିଶୁ ଜନ୍ମ, ସମସ୍ତ କାର୍ଯ୍ୟରେ ପହଞ୍ଚି ଆଶୀର୍ବାଦ ଦେଇଥାନ୍ତି ସେମାନେ। ସମାଜରେ ‘ଥାର୍ଡ ଜେଣ୍ଡର’ସ୍ଥାନ ନେଇଥିବା କିନ୍ନରଙ୍କ ଚଳଣି, ଜୀବନଚର୍ଯ୍ୟାଠାରୁ ଆରମ୍ଭ କରି ଅନ୍ତିମ ସଂସ୍କାର…
ସ୍ବାମୀଙ୍କୁ କୁକୁର ବେଲ୍ଟରେ ବାନ୍ଧି ବୁଲାଇବାକୁ ନେଲେ ସ୍ତ୍ରୀ, କାରଣ ଜାଣିଲେ…
ଜଣେ ମହିଳା କରୋନା କଟକଣାରୁ ରକ୍ଷା ପାଇବା ପାଇଁ ଏକ ନିଆରା ପଦକ୍ଷେପ ନେଇ ଚର୍ଚ୍ଚାରେ। ମହିଳା ଜଣକ ସ୍ବାମୀଙ୍କୁ କୁକୁର ପରି ବାନ୍ଧି ବୁଲିବାକୁ ନେଇଗଲେ। ପରେ ତେବେ ଧରାପଡବାରୁ ଏହି ଦମ୍ପତିଙ୍କୁ ୧ ଲକ୍ଷ ୭୫ ହଜାର ଟଙ୍କା…
ଉତ୍ତରାଖଣ୍ଡର ‘ପନୀର’ ଗାଁ: ନାମକରଣ ପଛରେ ରହିଛି ଏଭଳି…
ମସୁରୀ: ଅନେକ ଗ୍ରାମ ରହିଛି ଯାହା ନିଜର ଅଜବ ନାମକୁ ନେଇ ଖ୍ୟାତ। ସେଭଳି ଏକ ଗ୍ରାମ ହେଉଛି ଉତ୍ତରାଖଣ୍ଡ ମସୁରୀ ନିକଟସ୍ଥ ରୌତୁ ଗ୍ରାମ। ଲୋକଙ୍କ ଜୀବିକାକୁ ନେଇ ଏହାର ନାମକରଣ ହୋଇଛି। ପନୀର ଭିଲେଜ୍(ଗାଁ) ଭାବେ ଲୋକେ ଏହାକୁ…
ମାରିଦେଇ ବର୍ତ୍ତିଯିବେ ଭାବିଥିଲେ ହେଲେ ପାଇଲେ ପାନେ
ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହୋଇଥାଏ। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ ବହୁତ…

