୧୫୭ ଥର ଡ୍ରାଇଭିଂ ଟେଷ୍ଟରେ ଫେଲ୍‌ ହେଲେ ବ୍ୟକ୍ତି, ଆଉ ତା’ ପରେ …

ଡ୍ରାଇଭିଂ ଟେଷ୍ଟରେ ଜଣେ ବ୍ୟକ୍ତି ଥରେ, ଦୁଇ ଥର କିମ୍ବା ଅତି ବେଶିରେ ଦଶ ଥର ଫେଲ୍‌ ହୋଇଥାନ୍ତି। ମାତ୍ର ଇଂଲଣ୍ଡରେ ରହୁଥିବା ଜଣେ ବ୍ୟକ୍ତି ୧୫୭ ଥର ଫେଲ୍‌ ହୋଇଥିଲେ। ଏହା ସତ୍ତ୍ୱେ ମଧ୍ୟ ସେ ହାର ମାନି ନ ଥିଲେ। ୧୫୮ ଥରରେ ସେ ପାସ୍‌ କରିଛନ୍ତି।
ଏମିତିରେ ଫି’ ତ ଲାଗିବ। ଏହି ଅଜଣା ଡ୍ରାଇଭର ବାରମ୍ବାର ଟେଷ୍ଟ ପାଇଁ ଆବେଦନ ଭରିବା ନିମନ୍ତେ ୩ ହଜାର ପାଉଣ୍ଡ (୩ ଲକ୍ଷ ଟଙ୍କା ) ଖର୍ଚ୍ଚ କରିସାରିଛନ୍ତି। ସିଲେକ୍ଟ କାର ଲେସିଂର ନିର୍ଦ୍ଦେଶକ ମାର୍କ ଟୁଙ୍ଗ କୁହନ୍ତି, ଏହା ସତ, ଏଥିରେ ଯଦି ଆପଣ ଫେଲ୍‌ ହେଉଛନ୍ତି ତେବେ ବାରମ୍ବାର ଚେଷ୍ଟା ଜାରି ରଖିବାକୁ ପଡ଼ିଥାଏ।
ଆହୁରି ମଧ୍ୟ ସେ କହିଛନ୍ତି ଯେ, ବାରମ୍ବାର ଡ୍ରାଇଭିଂ ଟେଷ୍ଟରେ ବିଫଳ ହେଉଥିବା ଏହା ପ୍ରଥମ ବ୍ୟକ୍ତି ନୁହନ୍ତି। ଏମିତି ଅନେକ ବ୍ୟକ୍ତି ରହିଛନ୍ତି। ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ସବୁଠାରୁ ଖରାପ ରେକର୍ଡ ଜଣେ ମହିଳାଙ୍କ ନାମରେ ରହିଛି। ସେ ୧୧୭ଥର ଟେଷ୍ଟ ଦେଇଥିବା ବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ଏଥିରେ ପାସ୍‌ କରିପାରି ନାହାନ୍ତି। ତୃତୀୟ ତମ ସ୍ଥାନରେ ଜଣେ ୪୮ ବର୍ଷୀୟା ମହିଳା ରହିଥିଲେ, ଯିଏକି ୯୪ ଥର ଟେଷ୍ଟ ଦେବା ପରେ ପାସ୍‌ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚାଇନାର କରୋନା ଭ୍ୟାକ୍ସିନକୁ ସ୍ଥଗିତ ରଖିଲା ଶ୍ରୀଲଙ୍କା, ଏବେ ନେବ ଭାରତର ଭ୍ୟାକ୍ସିନ

କଲମ୍ବୋ,୨୭ ।୨: ଶ୍ରୀଲଙ୍କା ଚାଇନାର କୋଭିଡ-୧୯ ଭ୍ୟାକ୍ସିନ ସାଇନୋଫାର୍ମ ବ୍ୟବହାର କରିବ ନାହିଁ ବୋଲି ଜଣାପଡିଛି । ଏହା ବଦଳରେ ସେ ଭାରତର ଭ୍ୟାକ୍ସିନ ବ୍ୟବହାର...

ଭାଇ ସହ ସ୍ମୃତି: ସେଦିନର ଘଟଣା ଲୋମ ଟାଙ୍କୁରି ଉଠେ

ଭାଇ ଭଉଣୀର ପବିତ୍ର ସମ୍ପର୍କର ନିଦର୍ଶନ ହେଉଛି ରାଖୀ। ରାଖୀ ପୂର୍ଣ୍ଣିମାରେ ଭାଇ ହାତରେ ରାଖୀଟିଏ ବାନ୍ଧି ଏହି ସମ୍ପର୍କକୁ ଆହୁରି ଦୃଢ଼ କରିବା ପାଇଁ...

ଆମେରିକାରେ ଭାରତୀୟ ଦମ୍ପତିଙ୍କ ମୃତଦେହ ଜବତ

ନ୍ୟୁଜର୍ସି /ମୁମ୍ବାଇ,୧୦ା୪: ଆମେରିକାର ନ୍ୟୁଜର୍ସି ସ୍ଥିତ ନର୍ଥ ଅର୍ଲିଂଟନର ଏକ ଆପାର୍ଟମେଣ୍ଟ ବାଲକୋନିରେ ଜଣେ ୪ ବର୍ଷର ଝିଅ କାନ୍ଦୁଥିବା ପଡ଼ୋଶୀମାନେ ଦେଖିବାକୁ ପାଇଥିଲେ। ସେମାନଙ୍କଠାରୁ...

ୟୁନ୍‌ ସୁକ୍‌-ୟୋଲ୍‌ ଦକ୍ଷିଣ କୋରିଆ ରାଷ୍ଟ୍ରପତି..

ସିଓଲ,୧୦।୩ : ଦକ୍ଷିଣ କୋରିଆର ରାଷ୍ଟ୍ରପତି ଭାବେ ୟୁନ ସୁକ-ୟୋଲ ନିର୍ବାଚିତ ହୋଇଛନ୍ତି। ମୁଖ୍ୟ ବିରୋଧୀ ପିପୁଲ୍ସ ପାୱାର ପାର୍ଟିର ୬୦ବର୍ଷିୟ ୟୁନ୍‌ ୪୮.୬ ପ୍ରତିଶତ...

ଚାଇନାର ବନ୍ଧୁ ପଣିଆ: କିମ୍‌ ଜୋଙ୍ଗ୍‌ଙ୍କୁ କରୋନା ଟିକା ଦେଲେ ଜିନ୍‌ପିଙ୍ଗ୍‌

ବେଜିଂ,୧।୧୨: ଚାଇନା ଉତ୍ତର କୋରିଆ ପ୍ରତି ଥିବା ନିଜର ବନ୍ଧୁ ପଣିଆ ଦେଖାଇଛି। ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ୍‌ ଜୋଙ୍ଗ ଉନ୍‌ ପ୍ରତି ନିଜର...

୪ ଟଙ୍କା ପାଇଁ ୮ମାସର ଲଢ଼େଇ

ଗ୍ବାଲିୟର: ମାତ୍ର ୪ ଟଙ୍କା ୧୦ ପଇସା ପାଇଁ ଆଠ ମାସର ଆଇନଗତ ଲଢେଇ । କଥାଟା ଶୁଣିବାକୁ ଅଜବ ଲାଗୁଥିଲେ ବି ବାସ୍ତବରେ ଏପରି...

ହୀରା ଭିତରେ ୮୦ କୋଟି ବର୍ଷ ତଳର ପୁରୁଣା ହୀରା…

ମସ୍କୋ,୧୩।୭: ପ୍ରକୃତିର ସୃଷ୍ଟି ଅତି ବିଚିତ୍ରମୟ। ଏବେ ରୁଷିଆରେ ମିଳିଥିବା ଏକ ହୀରାକୁ ନେଇ ସୋସିଆଲ୍‌ ମିଡ଼ିଆରେ ଚର୍ଚ୍ଚା ଜାରି ରହିଛି। ଏହି ହୀରା ଭିତରେ...

ଗୋଟିଏ ବାଇକ୍‌ରେ ୮ ଲୋକ; ଦେଶୀ ଯୋଗାଡ଼ର ଏହି ଭିଡିଓ ଦେଖିଲେ…

ଆବଶ୍ୟକତା ହେଉଛି ଉଦ୍ଭାବନର ଚାବିକାଠି। ଅନେକ ସମୟରେ କିଛି ଅଦ୍ଭୁତ ଉଦ୍ଭାବନ ଧ୍ୟାନ ଆକର୍ଷଣ କରିଥାଏ। ସୋସିଆଲ ମିଡିଆରେ ଏହାର ଭିଡିଓ ମଧ୍ୟ ଭାଇରାଲ ହୋଇଥାଏ।...

Advertisement
Archives

Model This Week