ଫୁରସତ

ଏମିତି ମନ୍ଦିର ଯେଉଁଠି ପ୍ରସାଦ ଲଗାଯାଏ ଗାଡ଼ି ପାର୍ଟସ୍‌, କାରଣ ଜାଣିଲେ..

ମନ୍ଦିରରେ ସମସ୍ତେ ଧୂପ, ଦୀପ ଜଳାଇ କଦଳୀ, ନଡିଆ, ମିଠା ଆଦି ପ୍ରସାଦ ଲଗାନ୍ତି। କିନ୍ତୁ ଆମେ ଏଠାରେ ଯେଉଁ ମନ୍ଦିର କଥା କହୁଛୁ ସେଠି ପ୍ରସାଦଭାବେ ଚଢ଼ାଯାଏ ଗାଡ଼ିର ପାର୍ଟସ୍‌, ଗାଡ଼ିର ନମ୍ବର ପ୍ଲେଟ୍‌, ଘରର ପୁରୁଣା ହତିଆର ଆଦି।…

ଅଷ୍ଟ୍ରେଲିଆନ ଅଭିନେତ୍ରୀ ବନ୍ଧୁକ ମୁନରେ ଆଫ୍ରିକାରେ ହୋଇଥିଲେ ଅପହରଣ, ପୂରା ଘଟଣା ଥିଲା ଏମିତି…

ଅଷ୍ଟ୍ରେଲିଆନ ଅଭିନେତ୍ରୀ, ଲେଖିକା, କମେଡିଆନ ଏବଂ ପ୍ରଯୋଜିକା ରେବେଲ ବିଲ୍‌ସନ ନିଜର ଦମ୍‌ଦାର ଅଭିନୟ ଏବଂ ଇନ୍‌ଷ୍ଟାଗ୍ରାମରେ ମଜାଳିଆ ପୋଷ୍ଟ ପାଇଁ ହଲିଉଡ୍‌ରେ ବେଶ୍‌ ଲୋକପ୍ରିୟ। ମାତ୍ର ତାଙ୍କ ଜୀବନରେ ଏମିତି ଏକ ଘଟଣା ଘଟିଥିଲା ଯାହା ଖୁବ୍‌ କମ୍‌ ଲୋକ…

ରହସ୍ୟମୟ ନାଗାସାଧୁ: କରିଥାନ୍ତି ୧୭ ଶୃଙ୍ଗାର

ନୂଆଦିଲ୍ଲୀ: ବିବାହିତ ମହିଳାମାନେ ୧୬ ଶୃଙ୍ଗାର କରୁଥିବା ଆଲୋଚନା କରାଯାଏ। ମାନ୍ୟତା ରହିଛି, ଏହା କେବଳ ସୁନ୍ଦରତା ବଢ଼ାଇ ନ ଥାଏ ବରଂ ଭାଗ୍ୟ ସହିତ ମଧ୍ୟ ଏହାର ସମ୍ପର୍କ ରହିଛି। ହେଲେ ନାଗାସାଧୁମାନେ ମହିଳାଙ୍କଠାରୁ ଗୋଟିଏ ପାଦ ଆଗରେ। ସେମାନେ…

ବିଲ୍‌ ଗେଟସ୍‌ ଆମେରିକାର ଏକ ନମ୍ବର ଚାଷୀ: କିଣିଲେ ୨୪୨ ହଜାର ଏକର ଚାଷ ଜମି

ଓ୍ବାଶିଂଟନ,୧୬।୧: ମାଇକ୍ରୋସଫ୍ଟ ସଂସ୍ଥାପକ ତଥା ପୃଥିବୀର ଚତୁର୍ଥ ଧନୀକ ଭାବେ ଖ୍ୟାତି ହାସଲ କରିଥିବା ବିଲ୍‌ ଗେଟସ୍‌ ଏବେ ଆମେରିକାର ଏକ ନମ୍ବର ଚାଷୀ ପାଲଟିଛନ୍ତି। ସେ ଦେଶର ୧୮ଟି ରାଜ୍ୟରେ ମୋଟ ୨୪୨ ହଜାର ଏକର ଚାଷ ଜମି କିଣିଛନ୍ତି।…

ପିକ୍‌ନିକ୍‌ ସ୍ପଟ୍‌: ଦୁର୍ଗାପାଡ଼ୁ ଜଳପ୍ରପାତ

ପ୍ରକୃତିର କୋଳରେ ରହିଛି ରାୟଗଡ଼ା ଜିଲା। ନିଆରା କଳା, ସଂସ୍କୃତି, ଆଦିବାସୀ ପରମ୍ପରା ସହ ଏଠାରେ ରହିଛି ଅନେକ ଆକର୍ଷଣୀୟ ପର୍ଯ୍ୟଟନସ୍ଥଳୀ ତଥା ପିକ୍‌ନିକ୍‌ ସ୍ପଟ୍‌। ଏହା ମଧ୍ୟରେ ଅନ୍ୟତମ ଦୁର୍ଗାପାଡ଼ୁ ଜଳପ୍ରପାତ। ରାୟଗଡ଼ା ଜିଲା ସଦରଠାରୁ ମାତ୍ର ୩୭ କି.ମି.…

ଗୋଟିଏ ଦୁଇଟି ନୁହେଁ ୬ ବିଷୟରେ ନେଟ୍‌ କ୍ୱାଲିଫାଏ କରି ରେକର୍ଡ କଲେ ଏହି ଯୁବକ: ଇଣ୍ଡିଆ ବୁକ୍‌ ଅଫ୍‌ ରେକଡର୍‌ସରେ ପାଇଲେ ସ୍ଥାନ

କାନପୁର: ଗୋଟିଏ କିମ୍ବା ଦୁଇଟି ବିଷୟ ନୁହେଁ, ବରଂ ଛଅଟି ବିଷୟରେ ଜାତୀୟ ଯୋଗ୍ୟତା ପରୀକ୍ଷା(ନେଟ୍‌) ପରୀକ୍ଷା ପାସ କରି ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡସ୍‌ରେ ସ୍ଥାନ ପାଇଛନ୍ତି ଜଣେ ଯୁବକ। ସେ ହେଲେ କାନପୁରର ଅମିତ କୁମାର ନିରଞ୍ଜନ। ଦେଶରେ…

ଓଃ କି ଶୀତ, ଶେଷରେ ଏକାଠି ବସି ନିଆଁ ପୋଇଁହେଲେ ଏମାନେ

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହୋଇଥାଏ। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ ବହୁତ…

ଏହି ଦେଶକୁ ଗଲେ ଚାଲିଯିବ ଜୀବନ

ଗ୍ଲୋବାଲ ୱାର୍ମିଂ ବ୍ୟତୀତ ବାୟୁ ପ୍ରଦୂଷଣ ମଧ୍ୟ ବର୍ତ୍ତମାନର ଯୁଗ ପାଇଁ ଏକ ପ୍ରମୁଖ ସମସ୍ୟା ପାଲଟିଛି। ଦେଶର ରାଜଧାନୀ ଦିଲ୍ଲୀକୁ ପ୍ରାୟତଃ ଏହି ସମସ୍ୟାର ସାମ୍ନା କରିବାକୁ ପଡୁଛି। ତେବେ ଭାରତର ଅନେକ ସ୍ଥାନ ବ୍ୟତୀତ ବାଂଲାଦେଶ ଏବଂ ଚାଇନାର…

ଆମେରିକା ପାରାକୁ ମାରିବାକୁ ଚାହୁଁଛି ଅଷ୍ଟ୍ରେଲିଆ, କାରଣ…

ଅଷ୍ଟ୍ରେଲିଆ ସରକାର ଆମେରିକାରୁ ଆସିଥିବା ଏକ ଧଳାରଙ୍ଗର ପାରାକୁ ମାରିବା ପାଇଁ ଚେଷ୍ଟା ଚଳାଇଛି। ଫଳରେ ଏହି ପାରାର ଜୀବନ ଏବେ ବିପଦରେ। ଅଷ୍ଟ୍ରେଲିଆ ସରକାରଙ୍କ ମତରେ ଏହି ପାରା ଆସିଥିବାରୁ ନାନା ରୋଗ ହେବ। ପାରାଟି ଆମେରିକାରୁ ୧୩ ହଜାର…

ଖାଇବା ପରିବର୍ତ୍ତେ ଛତୁ ରସର ଇଞ୍ଜେକ୍‌ସନ ନେଲେ ଯୁବକ, ପରେ ଯାହା ଘଟିଲା…

ଜଣେ ୩୦ ବର୍ଷୀୟ ଯୁବକ ଛତୁରୁ ରସ ବାହାର କରି ମଜାରେ ନିଜ ଶରୀରରେ ଇଞ୍ଜେକ୍‌ସନ ଦେଇଦେଲେ। ଏହା କିଛି ସମୟରେ ତାଙ୍କ ଶରୀରରେ ଛତୁଗଛ ଉଠିବାରେ ଲାଗିଲା। ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଘଟଣାଟି ସତ। ଏପରି ଅଜବ ଘଟଣା ଦେଖିବାକୁ…

ଚାଇନା ତିଆରି କରୁଛି ଏମିତି ଟେଲିସ୍କୋପ, ଯାହା ଦେବ ଏଲିଅନ୍‌ଙ୍କ ବିଷୟରେ ଖବର

ବେଜିଂ,୧୫।୧: ମହାକାଶରେ ଏଲିଅନ୍‌, ଏଷ୍ଟରୟେଡ୍‌ସ ଏବଂ ମେଟିୟୋର୍ସ ଖବର ଦେବା ପାଇଁ ଥିବା ଆର୍ସିବୋ ଟେଲିସ୍କୋପ ଭାଙ୍ଗିଯିବା ପରେ ଚାଇନା ବିଶ୍ୱ ପାଇଁ ନୂଆ ଟେଲିସ୍କୋପ ତିଆରି କରୁଛି। ଚାଇନାର ବଡ଼ ଟେଲିସ୍କୋପ ଦୁନିଆର ସବୁଠୁ ବଡ଼। ନ୍ୟାଶନାଲ ଆଷ୍ଟ୍ରୋନମିକାଲ ଅବ୍‌ଜରଭେଟିବ୍‌ସ…

ପିକ୍‌ନିକ୍‌ ସ୍ପଟ୍‌: ପୁଞ୍ଜିସିଲ

ବଣ ପାହାଡ଼ ଘେରା ପ୍ରାକୃତିକ ପରିବେଶରେ ରହିଛି କୋରାପୁଟ ଜିଲା। ଏଠାରେ ବିଭିନ୍ନ ପର୍ଯ୍ୟଟନସ୍ଥଳୀ ମଧ୍ୟରେ ପୁଞ୍ଜିସିଲ ଅନ୍ୟତମ। ପ୍ରକୃତିର ଅପରୂପ ସୌନ୍ଦର୍ଯ୍ୟରେ ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥାଏ ଜିଲାର ବିଭିନ୍ନ ଝରଣାର କୁଳୁକୁଳୁ ସ୍ବର। ପାହାଡ଼ ଉପରୁ ପ୍ରବାହିତ ହେଉଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?