ବିଶ୍ୱର ପ୍ରଥମ ଦାଢି ଥିବା କନ୍ୟା!
ହରମାନ କୌରଙ୍କୁ ବିଶ୍ୱର ପ୍ରଥମ ଦାଢିଥିବା କନ୍ୟା ବୋଲି କୁହାଯାଏ । ପ୍ରକୃତରେ ସେ ପଲିସିଷ୍ଟିକ ଓଭାରି ସିଣ୍ଡ୍ରୋମ୍ସରେ ପୀଡ଼ିତ କାରଣରୁ ତାଙ୍କ ଶରୀରରେ ଅଧିକ କେଶ ଉଠିଥିବା କୁହନ୍ତି ଡାକ୍ତର । ଏଥିପାଇଁ ପ୍ରଥମେ ପ୍ରଥମେ ହରମାନ ଚିନ୍ତା କରୁଥିବା…
୬୭ ଲକ୍ଷ ଟଙ୍କାର ଜିନିଷ ଚୋରି କଲେ ୬ ବର୍ଷର ବାଳକ, ମାତାପିତାଙ୍କୁ ଜେଲ
ଜଣେ ଛଅ ବର୍ଷର ଶିଶୁ ୬୭ ଲକ୍ଷ ଟଙ୍କା ମୂଲ୍ୟର ସାମଗ୍ରୀ ଚୋରି କରି ଚର୍ଚ୍ଚାକୁ ଆସିଛନ୍ତି। ସବୁଠୁ ଆଶ୍ଚର୍ଯ୍ୟର କଥା ହେଉଛି ଏହି ଚୋରି ପାଇଁ ମାତାପିତା ତାଙ୍କୁ ତାଲିମ ଦେଇଥିଲେ। ମାତାପିତାଙ୍କ ନିର୍ଦ୍ଦିଷ୍ଟ ପଥ ଅନୁସରଣ କରି ପୁଅ…
ଚା’ର ଏଭଳି ମେନୁ: ‘ପ୍ରେମରେ ଧୋକା’କୁ ବି ପିଇପାରିବେ
ରାତିପାହିଲେ ସହରର ଗଳିକନ୍ଦିରେ ଥିବା ଚା’ ଦୋକାନରେ ଭିଡ ଜମେ। ସକାଳ ବୁଲାରେ ବାହାରିଥିବା ବାବୁମାନେ ହୁଅନ୍ତୁ ନଚେତ ନୂଆ ନୂଆ ପ୍ରେମରେ ପଡ଼ିଥିବା ଯୁବକଯୁବତୀମାନେ ସେଇଠି ଭେଟ ହୋଇଥାନ୍ତି। ଗ୍ରାହକଙ୍କ ମନ ମୁତାବକ ଚା’ ମଧ୍ୟ ଦୋକାନୀ ପରଷି ଦିଅନ୍ତି।…
ବରେଲୀର ଆଇପିଏସ୍-ଭୁବନେଶ୍ୱରର ଏସ୍ଆଇଙ୍କ ନିଆରା ଲଭ୍ଷ୍ଟୋରୀ: ଭିନ୍ନ ଜାତି ଯୋଗୁ ଉପୁଜିଥିଲା ବାଧା, ସମାଜର ପ୍ରତ୍ୟାଖ୍ୟାନ ସତ୍ତ୍ୱେ…
ଅନ୍ୟ ଜାତିରେ ବିବାହ ସହରରେ ସାଧାରଣ କଥା ଲାଗୁଥାଇପାରେ। ହେଲେ ଆଜି ବି ବହୁ ଗାଁରେ ଏହାକୁ ସହଜରେ ଗ୍ରହଣ କରାଯାଏନାହିଁ। ହେଲେ ରାଜସ୍ଥାନର ଜଣେ ଆଇପିଏସ୍ ଛୋଟ ସହରର ଏହି ଛୋଟ ଭାବନା ସହ ଲଢ଼ି ଏକ ଭିନ୍ନ ଉଦାହରଣ…
ଭଣଜାଙ୍କୁ ବଞ୍ଚାଇବାକୁ ଯାଇ ଛାତରୁ ଗଳି ପଡ଼ିଲେ କନ୍ୟା: ଶଯ୍ୟାଶାୟୀ ଆରତୀଙ୍କ ସିନ୍ଥି ଭରିଲେ ବର
ସୁରଜ ବଡ଼ଯାତ୍ୟାଙ୍କ ଫିଲ୍ମ ବିବାହ(୨୦୦୬) ପ୍ରାୟ ସମସ୍ତଙ୍କ ମନେ ଥିବ। ଏହି ଫିଲ୍ମରେ ଅଭିନେତ୍ରୀ ଅମୃତା ରାଓ ତାଙ୍କର ସାନ ଭଉଣୀଙ୍କୁ ବଞ୍ଚାଇ ବାକୁ ଯାଇ ନିଜେ ନିଆଁରେ ପୋଡି ହୋଇଯାଇଥିଲେ। ତଥାପି ହିରୋ ଶାହିଦ୍ କପୁର ତାଙ୍କୁ ହିଁ ନିଜର…
୧୬ କୋଟି ଟଙ୍କାର ଇଞ୍ଜେକ୍ସନ ନେବ ୮ ସପ୍ତାହର ଶିଶୁ: ରୋଗ ବିଷୟରେ ଜାଣିଲେ ଲାଗିବ ଭୟ
ବ୍ରିଟେନରେ, ମାତ୍ର ଆଠ ସପ୍ତାହର ଏକ ପିଲାକୁ ଦୁନିଆର ସବୁଠାରୁ ମହଙ୍ଗା ଇଞ୍ଜେକ୍ସନ ଦିଆଯିବ। ବର୍ତ୍ତମାନ ଆପଣ ଭାବୁଥିବେ ଏମିତି କେଉଁ ରୋଗ ଶିଶୁଟିକୁ ହେଇଛି, ଯେଉଁଥିପାଇଁ ତାଙ୍କୁ ୧୬ କୋଟି ଟଙ୍କାର ଇଞ୍ଜେକ୍ସନ ଦିଆଯିବ। ତେବେ ଏହି ରୋଗର ନାମ…
ନୂଆ ସଂସଦ ପରି ଦେଖିବାକୁ ଏହି ମନ୍ଦିର
ମଧ୍ୟପ୍ରଦେଶର ବିଦିଶାର ବିଜୟ ମନ୍ଦିର ଏବଂ ଭାରତର ନୂଆ ସଂସଦ ଗୃହର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଫଟୋକୁ ଦେଖିବା ପରେ ଅନେକ ୟୁଜର ନୂଆ ସଂସଦ ଭବନକୁ ଆମେରିକାର ପେଣ୍ଟାଗନର ନକଲ ବୋଲି କହୁଛନ୍ତି।…
ଦୁନିଆର ସବୁଠାରୁ ଏକାକି ମହିଳା: ୭୬ ବର୍ଷ ଧରି ଜଙ୍ଗଲରେ ବିତାଉଛନ୍ତି ଜୀବନ
ଏକାକୀ ରହିବା ଯେକୌଣସି ମଣିଷ ପାଇଁ ସବୁଠାରୁ କଷ୍ଟକର କାର୍ଯ୍ୟ, ହେଲେ ସାଇବେରିଆର ଏକ ଜଙ୍ଗଲରେ ରୁହନ୍ତି ଦୁନିଆର ଏକମାତ୍ର ଏକାକି ମହିଳା। ତାଙ୍କର କୌଣସି ସମ୍ପର୍କୀୟ କିମ୍ବା ପରିବାର ନାହିଁ। ୭୬ ବର୍ଷ ବୟସ୍କା ଏହି ମହିଳା ଜନ୍ମରୁ ଏହି…
ଏହି ଦେଶର ଲୋକଙ୍କ ପ୍ରିୟ ଅସରପା ସର୍ବତ
ଅସରପାକୁ ପ୍ରାୟତଃ ସମସ୍ତେ ଘୃଣା କରନ୍ତି। କେହିକେହି ଏହାକୁ ଭୟ ମଧ୍ୟ କରନ୍ତି। ମାତ୍ର ଚାଇନା ଲୋକଙ୍କ ପାଇଁ ଆୟର ଉତ୍ସ ହୋଇଛି। ଏହାର ଔଧୀୟ ଗୁଣ ଯୋଗୁ ଚାଇନା ଶିଳ୍ପ ପାଇଁ ଏକ ବ୍ୟବସାୟିକ ସୁଯୋଗ। ଚାଇନା ସମେତ ଅନେକ…
ସ୍ବାମୀଙ୍କ ପାଇଁ ଖାଦ୍ୟ ପ୍ୟାକ୍ କରିବା ପୂର୍ବରୁ ଖାଇଥାନ୍ତି ସ୍ତ୍ରୀ: କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ
କଥାରେ ଅଛି, ଖାଇବା ବାଣ୍ଟିବା(ଶେୟାର କଲେ) ଦ୍ୱାରା ଭଲପାଇବା ବଢ଼ିଥାଏ। ଏହାକୁ ନେଇ ଏବେ ଚର୍ଚ୍ଚାରେ ଜଣେ ମହିଳା। ଆମେରିକାର ଟେକ୍ସାସ୍ରେ ରୁହନ୍ତି ଟ୍ରେସି ହୋଓ୍ବେଲ ନାମ୍ନୀ ମହିଳା। ସେ ପେଶାରେ ଜଣେ ଫେସବୁକ୍ ୟୁଜର। ନିକଟରେ ଟ୍ରେସି ସୋସିଆଲ ମିଡିଆରେ…
ବିଶାଳ ସମୁଦ୍ର ଉପରେ ଗାଁ
ନୂଆଦିଲ୍ଲୀ: ଦୁନିଆରେ ବହୁତ ଅଦ୍ଭୁତ ଜିନିଷ ଅଛି, କିନ୍ତୁ ଆପଣ ସମୁଦ୍ର ଉପରେ ଥିବା ଗାଁ ବିଷୟରେ ଶୁଣିଛନ୍ତି? ହୁଏତ ନା। ଚାଇନାରେ ଏଭଳି ଏକ ଗାଁ ରହିଛି। ଏହା ଚାଇନାର ଫୁଜିଆନ ପ୍ରଦେଶର ନିଙ୍ଗଡେ ସହର ନିକଟରେ ଅବସ୍ଥିତ। ବର୍ତ୍ତମାନର…
କଫି କପ୍ରୁ ପ୍ରେମିକଙ୍କ ମିଛ ଧରିଲେ ପ୍ରେମିକା
ପ୍ରେମ ଏବଂ ପ୍ରତାରଣାର ଅନେକ କାହାଣୀ ଆପଣ ନିଶ୍ଚୟ ଶୁଣିଥିବେ, କିନ୍ତୁ ଜଣେ ମହିଳା ପ୍ରେମ ଏବଂ ପ୍ରତାରଣାର କାହାଣୀ ଶୁଣି ଆଶ୍ଚର୍ଯ୍ୟ ହୋଇଯିବେ। ପ୍ରେମରେ ପ୍ରତାରଣା ପାଇଥିବା ଆମେରିକାର ଡାନିଏଲ ବ୍ରାଉନଙ୍କ କାହାଣୀର ଭିଡିଓ ,ପର୍ଯ୍ୟନ୍ତ ୯୦ ହଜାରରୁ ଅଧିକ…

