ସଫାରୀରେ ବସିଥିଲେ ଲୋକେ, ପଛରୁ ଆସିଲା ବାଘ; ଆଉ ତା’ ପରେ…
ବେଙ୍ଗାଲୁରୁର ବ୍ୟାନରଘାଟା ଜାତୀୟ ଉଦ୍ୟାନରେ ଏକ ବାଘ ସଫାରୀ ଟାଣିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଭିଡିଓରେ ଦେଖିବାକୁ ମିଳିଛି, ସଫାରୀରେ କିଛି ଲୋକ ବସିଛନ୍ତି। ଜଙ୍ଗଲ ମଧ୍ୟରୁ ହଠାତ୍ ବାଘଟି ପଛପଟୁ ଆସି କାର୍ ଟାଣିବାରେ ଲାଗୁଛି। ପରେ…
ଏହି ବୁଲା କୁକୁରକୁ ଦେଖି ଲୋକେ କରୁଛନ୍ତି ଭୟ, ଜାଣନ୍ତୁ କାହିଁକି
ହାଇଦ୍ରାବାଦ୍,୧୭।୧: ତେଲେଙ୍ଗାନାର କେସାଲାପୁର ଗାଁରେ ବାଘ ସଦୃଶ କୁକୁର କୌତୁହଳର ବିଷୟ ପାଲଟିଛି। ଏହି କୁକୁରକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। କୁକୁରର ଶରୀରରେ ବାଘ ଭଳି ଧାର ଅଛି। ଗ୍ରାମବାସୀ କହିଛନ୍ତି ଯେ, କୁକୁର ଶରୀରରେ ଥିବା ଏହି ଧାରଗୁଡ଼ିକ…
ଓଡ଼ିଶାର କଳାସଂସ୍କୃତି ମୋ ପରିଚୟ: ଯୁବ ଶିଳ୍ପୀ ପଦ୍ମଚରଣ
ପ୍ରତ୍ୟେକ ଚିତ୍ର ପଛରେ କିଛି ଅକୁହା କାହାଣୀ ରହିଛି। ଯେତେବେଳେ ଦର୍ଶକ ଛବି ଦେଖାରେ ନିଜକୁ ହଜେଇ ଦିଅନ୍ତି ସେତେବେଳେ ମତେ ଖୁବ୍ ଖୁସି ଲାଗେ । ଏମିତିରେ ଓଡ଼ିଶାର କଳା ସଂସ୍କୃତି ହିଁ ମୋତେ ପରିଚୟ ଦେଇଛି। ଶିଳ୍ପୀଙ୍କ ହସ୍ତର…
ପ୍ରଥମ ଦରମା ବାପାଙ୍କୁ ଦେଇଥିଲି: ରାମପ୍ରସାଦ ଚ୍ୟାଉପଟ୍ଟନାୟକ
ଖୋର୍ଦ୍ଧା ଜିଲା ଟାଙ୍ଗୀ ବ୍ଲକ ଅନ୍ତର୍ଗତ ରତନପୁରରେ ମୋ ଜନ୍ମ। ମା’ ସୁହାସିନୀ ଓ ବାପା ହରମୋହନ ଚ୍ୟାଉପଟ୍ଟନାୟକ। ଶିକ୍ଷାଗତ ଯୋଗ୍ୟତା ସ୍ନାତକ। ଇଚ୍ଛା ଥିଲା ସରକାରୀ ଚାକିରି, ବିଶେଷକରି ପୋଲିସ ଚାକିରି କରିବାକୁ। ହେଲେ ସମୟ ସ୍ରୋତରେ ମୋ ଜୀବନର…
ରେଷ୍ଟୁରାଣ୍ଟ୍ରେ ମିଳୁଛି ଶ୍ୱଶୁରଘର ଭଳି ଜ୍ୱାଇଁ ଭୋଜନ…
ରାୟପୁର,୧୭।୧: ଏବେ ସୋସିଆଲ୍ ମିଡ଼ିଆରେ ଏକ ରେଷ୍ଟୁରାଣ୍ଟ୍ ବେଶ୍ ଭାଇରାଲ ହେବାରେ ଲାଗିଛି। ସାଧାରଣତଃ ରେଷ୍ଟୁରାଣ୍ଟ୍ରେ ଘର ଭଳି ଖାଦ୍ୟ ମିଳୁଥିବା ସାଇନ୍ ବୋର୍ଡରେ ଲେଖା ହୋଇଥାଏ। ମାତ୍ର ଏହି ରେଷ୍ଟୁରାଣ୍ଟ୍ରେ ଶ୍ୱଶୁରଘର ଭଳି ଜ୍ୱାଇଁ ଭୋଜନ ମିଳୁଥିବା ନେଇ ଗ୍ଲୋ…
ନାମ ସଂକୀର୍ତ୍ତନ
ଯେଉଁଠାରେ ନାମ କୀର୍ତ୍ତନ ହୁଏ ସେଠାରେ ଭଗବାନ ସ୍ବୟଂ ପ୍ରକଟ ହୋଇଥାନ୍ତି ବୋଲି ବିଶ୍ୱାସ ରହିଛି। ଭଗବାନଙ୍କ ନାମରେ ଅପାର ମହିମା ରହିଛି। ଶ୍ରଦ୍ଧା ଓ ନିଷ୍ଠାର ସହିତ ବାରମ୍ବାର ଆବୃତ୍ତି କଲେ ଅନ୍ତଃକରଣରେ ପବିତ୍ରତା ଆସେ। ଦିବ୍ୟ ଆନନ୍ଦ ମିଳେ।…
ଅନନ୍ୟ ଅନୁଭୂତି: ଶ୍ରୀଅରବିନ୍ଦ ଆଶ୍ରମ
ପଣ୍ଡିଚେରୀ ଯାହା ଏବେ ପୁଡୁଚେରୀ ଭାବେ ପରିଚିତ। ଏଠାରେ ରହିଛି ଶ୍ରୀଅରବିନ୍ଦଙ୍କ ଆଶ୍ରମ, ଯାହାକି ଏକ ପବିତ୍ର ଆଧ୍ୟାତ୍ମିକସ୍ଥଳୀ। ଶ୍ରୀମା ଓ ଶ୍ରୀଅରବିନ୍ଦଙ୍କୁ ଏଠାରେ ଆରାଧନା କରାଯାଇଥାଏ। ପ୍ରତିବର୍ଷ ବହୁ ସଂଖ୍ୟାରେ ପର୍ଯ୍ୟଟକ ଏଠାକୁ ବୁଲି ଆସନ୍ତି। ମୁଁ ମଧ୍ୟ ୨/୩…
ପରୀ ରାଇଜ ପରି ଘର
ଅନେକଙ୍କୁ ପରୀ ରାଇଜର କାହାଣୀ ବହୁତ ଭଲ ଲାଗେ। ଆଉ ସେହିଭଳି ଏକ ଦୁନିଆରେ ରହିବାକୁ ବି ଅନେକେ ଇଚ୍ଛା କରନ୍ତି। ଷ୍ଟୁଆର୍ଟ ଗ୍ରାଣ୍ଟ ନାମକ ଜଣେ ବ୍ୟକ୍ତି ଫାଣ୍ଟାସିକୁ ନେଇ କରାଯାଇଥିବା ‘ଲର୍ଡ ଅଫ୍ ଦି ରିଙ୍ଗ୍ସ’ ଚଳଚ୍ଚିତ୍ରକୁ ବହୁତ…
ନେତାଜୀଙ୍କ ସ୍ମୃତିରେ…
ନେତାଜୀ ସୁଭାଷ ଚନ୍ଦ୍ର ବୋଷ, ଏହି ନାଁ ହିଁ ଯଥେଷ୍ଟ ମନରେ ଦେଶପ୍ରୀତି, ଦେଶଭକ୍ତି ଜାଗ୍ରତ କରିବା ପାଇଁ। ଓଡ଼ିଶା ମାଟିରେ ଜନ୍ମିତ ଏହି ମହାନ୍ ରାଷ୍ଟ୍ରନାୟକ ଦେଶକୁ ସ୍ବାଧୀନତା ଦେବା ପାଇଁ ସହିଥିବା କଷ୍ଟ ଓ କରିଥିବା ତ୍ୟାଗକୁ ଆଜି…
ବିଶ୍ୱର ସବୁଠୁ ଅସନା ମଣିଷ: ୬୫ ବର୍ଷ ହେଲାଣି କରିନାହାନ୍ତି ସ୍ନାନ
ନୂଆଦିଲ୍ଲୀ: ଦିନେ କି ଦୁଇ ଦିନ ନୁହେଁ ୬୫ ବର୍ଷ ହେଲାଣି ସେ ସ୍ନାନ କରିନାହାନ୍ତି। ସେତିକି ନୁହେଁ, ପରିଷ୍କାର ପରିଚ୍ଛନ୍ନତାକୁ ସେ ଘୃଣା କରନ୍ତି। ରନ୍ଧା ଖାଦ୍ୟ ବଦଳରେ ସେ ପଚାଶଢା ଖାଦ୍ୟ ଖାଇବାକୁ ଭଲପାନ୍ତି। ସେଥିପାଇଁ ତ ଏବେ…
‘ରିଙ୍ଗ୍ ଅଫ୍ ଫାୟାର’ରେ ଭୂକମ୍ପ ଭୟ
ଜାକର୍ତ୍ତା: ଭୂକମ୍ପରେ ଦୋହଲିଛି ଇଣ୍ଡୋନେସିଆ। ଶୁକ୍ରବାର ବିଳମ୍ବିତ ରାତିରେ ସଂଘଟିତ ପ୍ରକୃତିର ଏହି ତାଣ୍ଡବ ନେଇଛି ୪୦ରୁ ଊର୍ଦ୍ଧ୍ୱ ଜୀବନ। ୬୦୦ରୁ ଅଧିକ ଆହତ ହୋଇଛନ୍ତି। ସପ୍ତାହେ ପୂର୍ବରୁ ଏଠାରେ ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଅଦ୍ୟାବଧି ଏହାର ରହସ୍ୟ ଉନ୍ମୋଚନ…
ପିକ୍ନିକ୍ ସ୍ପଟ୍: ହାଣ୍ଡିଭଙ୍ଗା ଜଳପ୍ରପାତ
କେନ୍ଦୁଝର ଜିଲାର ଘଞ୍ଚ ଜଙ୍ଗଲ ଓ ପାହାଡ ପରିବେଷ୍ଟିତ ଖଣିଖାଦାନ ଯୋଡ଼ା ବ୍ଲକରେ ରହିଛି ବହୁ ପ୍ରାକୃତିକ ସୌନ୍ଦର୍ଯ୍ୟପୂର୍ଣ୍ଣ ଛୋଟ ବଡ଼ ଜଳପ୍ରପାତ। ଏଠାକାର ପ୍ରକୃତିଦତ୍ତ ଚିରସ୍ରୋତା ଝରଣା, ସବୁଜ ପାହାଡ, ଘଞ୍ଚ ଜଙ୍ଗଲ ତଥା ଥଣ୍ଡା ପରିବେଶ ପର୍ଯ୍ୟଟକଙ୍କୁ ଆକୃଷ୍ଟ…

