ଏହି ପରିବାର ଉପରେ ରିସର୍ଚ୍ଚ କରୁଛନ୍ତି ଗବେଷକ…
ବେଙ୍ଗାଲୁରୁ: ପରିବାରରେ ଭାଇଭାଇ ମଧ୍ୟରେ ସମ୍ପତ୍ତି ଭାଗବଣ୍ଟା ହେବା ସ୍ବାଭାବିକ କଥା। ତେବେ କର୍ନାଟକର ଧାରଓ୍ବାଡ୍ରେ ବାସ କରୁଥିବା ନରସିଂଓ୍ବର ପରିବାରରେ ଭିନ୍ନ ପରମ୍ପରା ଗତ ୭ ପିଢ଼ି ଧରି ପ୍ରଚଳିତ ହେଉଛି। ଏହି ପରିବାରର ସମ୍ପତ୍ତି କେବେ ମଧ୍ୟ ଭାଗବଣ୍ଟା…
ହାତୀକୁ ଖାଇବାକୁ ଦେଲାବେଳେ ବୁଲିପଡ଼ି କଲା ଏଭଳି, ଭିଡିଓ ଦେଖିଲେ..
ବର୍ତ୍ତମାନ ସମୟରେ ଲୋକେ ସୋସିଆଲ ମିଡିଆରେ ଅଧିକ ସକ୍ରିୟ ରହୁଛନ୍ତି। ଏହି ସମୟରେ ମଧ୍ୟ ସୋସିଆଲ ମିଡିଆର ଚାହିଦା ବଢ଼ିଥିବା ବେଳେ ଭାଇରାଲ ହେଉଥିବା ଫଟୋ ଓ ଭିଡିଓକୁ ନେଇ ଚର୍ଚ୍ଚା ଜୋର ଧରୁଛି। ବର୍ତ୍ତମାନ ସେଭଳି ଏକ ଭିଡିଓ ସୋସିଆଲ…
ଗୀତ ବାଜିବାରୁ ନାଚିଲା ମଇଁଷି, ଭିଡିଓ ଦେଖି ହସି ହସି ଗଡିବେ
ସୋସିଆଲ ମିଡିଆରେ ଏମିତି କିଛି ଭିଡିଓ ଭାଇରାଲ ହୁଏ, ଯାହା ଲୋକଙ୍କୁ ହସିବାର ଖୋରାକ ଯୋଗାଇଥାଏ। ନିକଟରେ ମଇଁଷିର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଏକ ମଇଁଷି ବଲିଉଡ୍ ଫିଲ୍ମ ଗୀତରେ ନାଚୁଥିବାର ନଜର ଆସିଛି।…
ରାମ ମନ୍ଦିର ନିର୍ମାଣ ପାଇଁ ନିଜ ପକେଟ ମନି ଦାନ କଲେ ୨ ଶିଶୁ
ବରେଲୀ/ପ୍ରୟାଗରାଜ,୧୯।୧: ରାମ ମନ୍ଦିର ନିର୍ମାଣ ପାଇଁ ଉତ୍ତରପ୍ରଦେଶର ୨ ଜଣ ଶିଶୁ ନିଜ ପକେଟ ମନିି ଦାନ କରିଛନ୍ତି। ବରେଲୀର ୬ ବର୍ଷ ବୟସ୍କ ଦିବିତ୍ ପାଲ୍ ଘଡ଼ାରେ ସଞ୍ଚୟ କରିଥିବା ୩୮୫ ଟଙ୍କା ଦାନ କରିଛନ୍ତି। ନିଜ ପକେଟ ମନିରୁ…
‘ଥ୍ରି ଇଡିୟଟ୍’ ଷ୍ଟାଇଲରେ ପ୍ରସବ
ଲକ୍ଷ୍ନୌ, ୧୯ା୧: ଅମୀର ଖାନଙ୍କ ଅଭିନୀତ ଲୋକପ୍ରିୟ ଚଳଚ୍ଚିତ୍ର ‘ଥ୍ରି ଇଡିୟଟ’ ଷ୍ଟାଇଲରେ ଜଣେ ଗର୍ଭବତୀଙ୍କ ପ୍ରସବ କରାଇଛନ୍ତି ଜଣେ ଦିବ୍ୟାଙ୍ଗ ଯୁବକ। ଉପସ୍ଥିତ ବୁଦ୍ଧି ଖଟାଇ ସମ୍ପୂର୍ଣ୍ଣ ସୁରକ୍ଷିତ ଭାବେ ସେ ବିନା କୌଣସି ସ୍ବାସ୍ଥ୍ୟ ଉପକରଣ ବ୍ୟବହାରକରି ମହିଳାଙ୍କ…
ଏମିତି ଉପାୟରେ ଟଙ୍କା ଗଣୁଛନ୍ତି ବ୍ୟକ୍ତି, ମଇଁଷି କରୁଛି ସାହାଯ୍ୟ
ପ୍ରାୟତଃ ପ୍ରାଣୀଙ୍କୁ ନେଇ ସୋସିଆଲ ମିଡ଼ିଆରେ କିଛିନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହୋଇଥାଏ। ଟୁଇଟରରେ ଏବେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଜଣେ ବ୍ୟକ୍ତି ଟଙ୍କା ଗଣିବା ପାଇଁ ଅଭିନବ ଉପାୟ ଗ୍ରହଣ କରୁଥିବା ଦେଖିବାକୁ…
୫ ବର୍ଷଧରି ଯୁବତୀଙ୍କୁ ରଖାଯାଇଛି ପଞ୍ଜୁରୀରେ, କାରଣ ଜାଣିଲେ…
୫ ବର୍ଷ ଧରି ଫିଲିପାଇନ୍ସର ଜଣେ ମହିଳାଙ୍କୁ ଏକ ପଞ୍ଜୁରୀରେ ରଖାଯାଇଛି। ଯଦିଓ ତାଙ୍କ ପରିବାର ଲୋକେ ଦାବି କରିଛନ୍ତି ଯେ, ଏହା ତାଙ୍କ ସୁରକ୍ଷା ପାଇଁ । କାରଣ ଏହି ମହିଳା ଜଣକ ଗମ୍ଭୀର ମାନସିକ ସମସ୍ୟାରେ ଜଡ଼ିତ। ୨୯…
ଏକଲାପଣ ଦୂର କରିବାକୁ ଘରକୁ ଏକ କୁକୁର ଆଣିଥିଲେ ଯୁବକ, ସତ ଜଣାପଡ଼ିଲା ପରେ ସମସ୍ତେ ହେଲେ ଆଶ୍ଚର୍ଯ୍ୟ
ଚାଇନାର ଜଣେ ଯୁବକ ଏକଲାପଣ ଦୂର କରିବା ପାଇଁ ଘରକୁ ଏକ କୁକୁର ଆଣିଥିଲେ। ମାତ୍ର ଏହାର ଠିକ୍ ୩ ଦିନ ପରେ ତାଙ୍କ ସହ ଯାହା ଘଟିଲା ସେ ଆଶ୍ଚର୍ଯ୍ୟ ହୋଇଗଲେ। କାରଣ ଯାହାକୁ ସେ କୁକୁର ଭାବି ଘରକୁ…
ମରୁଭୂମିରେ ତୁଷାରପାତ: ବାଲିରେ ବରଫ ଚାଦର
ତାବୁକ,୧୮।୧: ସାହାରା ମରୁଭୂମି ଏବଂ ସୌଦି ଆରବର ତାବୁକ୍ ମରୁଭୂମିରେ ତୁଷାରପାତ ହୋଇଛି। ଫଳରେ ବାଲି ଉପରେ ଘନ ବରଫ ଚାଦର ଆଚ୍ଛାଦିତ ହୋଇପଡ଼ିଛି। ଆଫ୍ରିକାର ଆଲଜେରିଆସ୍ଥିତ ସାହାରା ମରୂଭୁମି ଅଞ୍ଚଳର ଏଇନ୍ ସେଫ୍ରା ସହରର ରାଜରାସ୍ତା ବରଫରେ ଢାଙ୍କି ହୋଇ…
ପିକ୍ନିକ୍ ସ୍ପଟ୍: କରଞ୍ଜେଇ ପୀଠ
ଗଞ୍ଜାମ ସହରରେ ରହିଛି ବହୁ ଦୈବୀପୀଠ ଓ ପିକ୍ନିକ୍ ସ୍ପଟ୍, ସେଥିମଧ୍ୟରୁ ଶେରଗଡର କରଞ୍ଜେଇ ପୀଠ ଅନ୍ୟତମ। କରଞ୍ଜେଇ ଓ ପାକିଡି ପାହାଡ ମଝିରେ ରହିଛି ଏହି ମନୋରମ ସ୍ଥଳ। କିମ୍ବଦନ୍ତୀ ଅନୁଯାୟୀ ମୁନିଋଷିମାନେ ଏହି ପାହାଡରେ ତପସ୍ୟା କରି ସିଦ୍ଧିଲାଭ…
ଜୀବନ ସାରା ଲିଭ୍ ଇନ୍ରେ ରହି ବି ହୋଇ ପାରୁନି ବିବାହ…
ରାଞ୍ଚି: ଝାଡଖଣ୍ଡରେ ପାଖରେ ଟଙ୍କା ନ ଥିବାରୁ ଅନେକ ଜନଜାତି ସମ୍ପ୍ରଦାୟର ଲୋକେ ଏକାଠି ଲିଭ୍ ଇନ୍ରେ ରହୁଥିଲେ ମଧ୍ୟ ବିବାହ କରି ପାରୁ ନାହାଁନ୍ତି। ଜୀବନ ସାରା ଲିଭ୍ ଇନ୍ରେ ପିଲା ଛୁଆ ବଡ଼ ହୋଇ ଯାଉଛନ୍ତି। ସେମାନଙ୍କର ବିବାହ…
ଜଳନ୍ତା ନିଆଁରେ ଖେଳ, ଜୀବନ ସହିତ ଲାଗେ ବାଜି…
ମାଦ୍ରିଦ୍: ପୃଥିବୀର ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ପରମ୍ପରା ରହିଛି। ସ୍ପେନ୍ରେ ଘୋଡ଼ାର ଶୁଦ୍ଧିକରଣ ପାଇଁ ଏକ ଭୟଙ୍କର ଖେଳ ହୋଇଥାଏ। ଜଳନ୍ତା ନିଆଁ ସହିତ ଏହି ଖେଳରେ ଜୀବନ ସହ ବାଜି ଲାଗେ । ଗତ ୫ ଶହ ବର୍ଷ…

