କେକ୍ ଭାବି ଅନ୍ଲାଇନ୍ରୁ ଅର୍ଡର କଲେ ଘଷି: ଖାଇବା ପରେ ଦେଲେ ଏଭଳି ରିଭ୍ୟୁ
ଅନ୍ଲାଇନ୍ ସପିଂ କରିବାର ଅନେକ ଲାଭ ରହିଛି। ସବୁଠାରୁ ବଡ଼ ଲାଭ ହେଲା ଘରେ ବସି ଜିନିଷ ପାଇପାରିବା। ଅନ୍ଲାଇନ୍ରୁ ଅର୍ଡର କରିବା ପୂର୍ବରୁ ପ୍ରଥମେ ରିଭ୍ୟୁ ଦେଖିବା ପରେ ତାହା କିପରି ହୋଇଥିବ ଜଣାପଡ଼ିଥାଏ। ବେଳେବେଳେ ରିଭ୍ୟୁରେ ଲେଖାଯାଇଥିବା କିଛି…
ଏମିତି ବୁଲେଟ୍ ଯିଏ ଦେଖୁଛି, ଘଡ଼ିଏ ଅଟକି ଯାଉଛି; ଜାଣନ୍ତୁ କ’ଣ ରହିଛି ସ୍ବତନ୍ତ୍ରତା
ଆପଣ କେବେ କାଠର ବୁଲେଟ୍ ଦେଖିଛନ୍ତି? କିନ୍ତୁ କେରଳର ଜଣେ ଯୁବକ ଏମିତି ନିଆରା ବୁଲେଟ୍ ତିଆରି କରି ଚର୍ଚ୍ଚାକୁ ଆସିଛନ୍ତି। ବୁଲେଟ୍ଟି ସମ୍ପୂର୍ଣ୍ଣ କାଠରେ ତିଆରି। ଏହାକୁ ଯିଏ ଦେଖୁଛି ଘଡ଼ିଏ ଅଟକି ରହିଯାଉଛି। କାରୁଲଇ କଲାମ ଅଞ୍ଚଳ ଶାଗୁଆନ…
ବେଙ୍ଗର ଦାମ୍ ଦେଢ଼ ଲକ୍ଷ
ଦୁନିଆର ସବୁଠୁ ବିଷାକ୍ତ ବେଙ୍ଗ ବିଷୟରେ ଜାଣନ୍ତି କି? ଯଦି ନା ତେବେ ଏମିତି ଏକ ବେଙ୍ଗ ବିଷୟରେ କହିବୁ ଯେ କି ସବୁଠୁ ବିଷାକ୍ତ ଆଉ ଦାମୀ ମଧ୍ୟ। ଏହାର ବିଷ ଏକାବେଳକେ ୧୦ ଲୋକଙ୍କ ଜୀବନ ନେଇଥାଏ। ଏହି…
ଏମିତି ବଜାର, ଯେଉଁଠି ବିକ୍ରି ହୁଅନ୍ତି କନ୍ୟା; ଉଚ୍ଚ ଦାମ୍ ଦେଇ କିଣିନିଅନ୍ତି…
ଦୁନିଆରେ ବିଭିନ୍ନ ପ୍ରକାର ବଜାର ରହିଛି। କେଉଁଠି ସାପ୍ତାହିକ ବଜାର ତ ଆଉ କେଉଁଠି ପାକ୍ଷିକ ବଜାର। ସାଧାରଣତଃ ବଜାର କହିଲେ ପନିପରିବା, ପୋଷାକପତ୍ର, ଘରକରଣା ସାମଗ୍ରୀ ଇତ୍ୟାଦି କିଣାଯାଇଥାଏ। ମାତ୍ର ବିଶ୍ୱରେ ଏମିତି ଏକ ବଜାର ରହିଛି, ଯେଉଁଠି କନ୍ୟାଙ୍କୁ…
ଏହି ବ୍ୟକ୍ତିଙ୍କର ୨୭ ସ୍ତ୍ରୀ, ୧୫୦ ସନ୍ତାନ; ପରିବାର ସମ୍ପର୍କରେ ଏମିତି କହିଲେ ପୁଅ
୬୪ ବର୍ଷୀୟ ଓ୍ବିନ୍ଷ୍ଟନ ବ୍ଲାକମୋର କାନାଡାର ସବୁଠୁ ପରିଚିତ ବ୍ୟକ୍ତି ଯେ କି ଏକାଧିକ ବିବାହ କରିଛନ୍ତି। କଲମ୍ବିଆରେ ରହୁଥିବା ଓ୍ବିନ୍ଷ୍ଟନଙ୍କ ରହିଛନ୍ତି ୧୫୦ ସନ୍ତାନ। ସେ ୨୭ ଜଣ ମହିଳାଙ୍କୁ ବିବାହ କରିଥିବା ବେଳେ ବର୍ତ୍ତମାନ ୨୨ ଜଣ ଅଛନ୍ତି।…
ରୋବୋ କରିବ ନାଳ ସଫା
ବିଶାଖାପଟ୍ଟନମ୍, ୨୧।୧: ନାଳ ସଫା କାର୍ଯ୍ୟରେ ଏବେ ରୋବୋକୁ ନିୟୋଜିତ କରାଯିବ। ବିଶାଖାପଟ୍ଟନମ୍ ମ୍ୟୁନିସ୍ପାଲ୍ କର୍ପୋରେଶନ ପକ୍ଷରୁ ଏଭଳି ରୋବୋ କିଣିବା ଲାଗି ଯୋଜନା କରାଯାଇଛି। ଏହି ମେସିନର ଦାମ୍ ବଜାରରେ ୮୦ ଲକ୍ଷ ଟଙ୍କା ରହିଛି। ଏହାର ବ୍ୟବହାର ଦ୍ୱାରା…
୧୭ ବର୍ଷ ଧରି ଗାଁରେ ଜଳୁଛି ନିଆଁ..
ପୃଥିବୀରେ ଏଭଳି ବହୁ ରହସ୍ୟ ରହିଛି ଯାହାର ଉତ୍ତର ଏପର୍ଯ୍ୟନ୍ତ ମିଳିପାରିନାହିଁ। ଅନେକ ଗବେଷଣାପରେ ଗବେଷକ ମଧ୍ୟ ଏଭଳି ଅନେକ ରହସ୍ୟ ଭେଦ କରିବାକୁ ହୋଇ ନାହାଁନ୍ତି ସକ୍ଷମ। ଆଧୁନିକ ବିଜ୍ଞାନ ଏସବୁ ରହସ୍ୟ ନେଇ ନୀରବ। ସେଭଳି ଏକ ରହସ୍ୟମୟ…
ମମତାଙ୍କ ପାଇଁ କାହିଁକି ନନ୍ଦିଗ୍ରାମ ଗୁରୁତ୍ୱପୂର୍ଣ୍ଣ ?
ବିଧାନସଭା ନିର୍ବାଚନ ପୂର୍ବରୁ ପଶ୍ଚିମବଙ୍ଗରେ ରାଜନୀତି ପୂରା ସରଗରମ ହୋଇଉଠିଛି। ଆଗାମୀ ନିର୍ବାଚନରେ ନନ୍ଦିଗ୍ରାମ ସିଟ୍ରେ ହିଁ ଛିଡ଼ା ହେବେ ବୋଲି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ତାଙ୍କର ଏହି ଘୋଷଣାରୁ ଜଣାପଡ଼ୁଛି ବର୍ତ୍ତମାନ କର-ବା-ମର ସ୍ଥିତିରେ ଛିଡ଼ା ହୋଇଛନ୍ତି…
୮ ମାସ ଧରି କରୋନା ସହ ଲଢୁଥିଲେ ପାଇଲଟ, ସ୍ତ୍ରୀଙ୍କ ପାଇଁ ପାଇଲେ ନୂଆ ଜୀବନ
କରୋନା ମହାମାରୀ ବେଶ୍ କିଛି ଲୋକଙ୍କ ଜୀବନଙ୍କୁ ପ୍ରଭାବିତ କରିଛି। ଏହି ମହାମାରୀ ଚାଲିଥିବା ସମୟରେ କିଛି ଲୋକଙ୍କ ଅଦମ୍ୟ ସାହସ ମଧ୍ୟ ସାମ୍ନାକୁ ଆସିଛି। ଏମିତି ଏକ ଘଟଣା ଲଣ୍ଡନର ଜଣେ ପାଇଲଟ୍ଙ୍କ କ୍ଷେତ୍ରରେ ଘଟିଛି। ଗତ ୮ ମାସ…
ପାର୍ଟିରେ ମଦ ପିଇ କୋମାକୁ ଚାଲିଯାଇଥିଲେ ଯୁବତୀ, କରୋନା ଦେଲା ନୂଆ ଜୀବନ
କରୋନା ମହାମାରୀ ସମଗ୍ର ବିଶ୍ୱରେ କ୍ଷତି ପହଞ୍ଚାଇଥିବା ବେଳେ କିଛି ଲୋକଙ୍କୁ ନୂଆ ଜୀବନ ବି ଦେଇଛି। ଇଂଲଣ୍ଡରେ ରହୁଥିବା ଜଣେ ଯୁବତୀଙ୍କ କ୍ଷେତ୍ରରେ ଏମିତି କିଛି ଘଟିଛି। ଏକ ପାର୍ଟିରେ ଓଲିବିୟା ଇବିଟସନ ନାମକ ୨୧ ବର୍ଷୀୟା ଯୁବତୀ ଅତ୍ୟଧିକ…
ଆନ୍ଦୋଳନ କରୁଥିବା ଅନ୍ନଦାତାଙ୍କ ପାଇଁ ଓପନ ଲାଇବ୍ରେରୀ-ଫ୍ରି ଲାଙ୍ଗୁଏଜ୍ କ୍ଲାସ୍
ନୂଆଦିଲ୍ଲୀ, ୨୦।୧: ଘାଜିପୁର ସୀମାରେ ଅନ୍ନଦାତାଙ୍କ ଆନ୍ଦୋଳନ ଜାରି ରହିଛି। ଅନ୍ନଦାତାଙ୍କ ଅବସର ସମୟ ବିତାଇବା ଲାଗି ଏଠାରେ ଓପନ ଲାଇବ୍ରେରୀ ସହିତ ଫ୍ରି ଲାଙ୍ଗୁଏଜ୍ କ୍ଲାସ୍ ଆରମ୍ଭ କରାଯାଇଛି। ଆନ୍ଦୋଳନର ୫୫ ଦିନରେ ଏଠାରେ ଓପନ ଲାଇବ୍ରେରୀ ଖୋଲା ଯାଇଛି।…
ବିକଳ୍ପ ଖାଦ୍ୟ ଦ୍ୱାରା ମେଣ୍ଟିବ ଭୋକ…
ହେଲସିଙ୍କ: ଆଗାମୀ ଦିନରେ ପୃଥିବୀର ଖାଦ୍ୟ ସମସ୍ୟା କିଭଳି ଦୂର କରାଯିବ ସେ ନେଇ ବୈଜ୍ଞାନିକମାନେ ଗବେଷଣା ଜାରି ରଖିଛନ୍ତି। ଏହି ମର୍ମରେ ଫିନ୍ଲାଣ୍ଡର ବୈଜ୍ଞାନିକ ପାଣି, ପବନ ଏବଂ ବିଦ୍ୟୁତ୍ ଶକ୍ତିରୁ ବିକଳ୍ପ ଖାଦ୍ୟ ସୋଲେନ୍ ତିଆରି କରିଥିବା ଦାବି…

