ଫୁରସତ

ବିନା ହେଲ୍‌ମେଟ୍‌ରେ ଯିବାକୁ ବସିଥିଲେ, ଟ୍ରାଫିକ୍‌ ପୋଲିସ ନୁହେଁ ହାତୀ ଦେଲା ପାନେ

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହୋଇଥାଏ। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ ବହୁତ…

ବିଶ୍ୱର ସବୁଠୁ ଲମ୍ବା ଗାଁ: ୯ କିଲୋମିଟର ଯାଏ ବ୍ୟାପିଛି

ଦୁନିଆରେ ଅନେକ ଗାଁ ଅଛି। ପ୍ରତ୍ୟେକ ଗାଁ କିଛି ନା କିଛି କାରଣ ଯୋଗୁ ବେଶ୍‌ ପରିଚିତି ଲାଭ କରିଥାଏ। କେଉଁ ଗାଁ ସଫାସୁତରା ପାଇଁ ତ ଆଉ କିଏ ସୁନ୍ଦରତା ପାଇଁ। କିନ୍ତୁ ଆଜି ଏମିତି ଏକ ଗାଁ ସମ୍ପର୍କରେ…

ଚିପ୍ସ ପ୍ୟାକେଟ୍‌ରେ ତିଆରି କଲେ କମ୍ବଳ

କୌଣସି ଜିନିଷ ଅଦରକାରୀ ନୁହେଁ। ଅଦରକାରୀ ମନେକରୁଥିବା ଜିନିଷରୁ ବି ଅନେକ ଦରକାରୀ ଜିନିଷ ତିଆରି ହୋଇପାରେ; ଯାହା ପ୍ରମାଣିତ କରି ଦେଖାଇଛନ୍ତି ୨୩ ବର୍ଷୀୟ ମାଇଲି ପୋରିଟ୍‌। ଏହି ଯୁବକଜଣକ ଡଷ୍ଟବିନ୍‌ ଓ ରାସ୍ତାଘାଟରୁ ଚିପ୍ସ ପ୍ୟାକେଟ୍‌ ସଂଗ୍ରହ କରି…

କୁକୁରର ଅୟସ ଜୀବନ: ଅଡି କାର୍‌ରେ ବୁଲେ, ପିନ୍ଧିଥାଏ ହୀରାର ପଟା

ଘରେ ପେଟ୍‌ ଅନେକେ ରଖନ୍ତି। ପେଟ୍‌ ଭିତରେ କୁକୁର ପ୍ରାୟ ସମସ୍ତଙ୍କର ପ୍ରିୟ। ଘରର ଜଗୁଆଳି ସହ ପରିବାର ସଦସ୍ୟଙ୍କ ଭଲ ବନ୍ଧୁଟିଏ ହୋଇଥାଏ କୁକୁର। ଅନେକ ସମୟରେ ତ ସେ ପାଲଟିଯାଏ ଘରର ସଦସ୍ୟ। ଆଉ ତା’ର ମାଲିକ ତା’…

ପତ୍ରରେ ଏମ୍ବ୍ରୋଏଡରୀ

ଏମ୍ବ୍ରୋଏଡରୀ ହୋଇଥିବା କପଡ଼ାର ପୋଷାକ ପିନ୍ଧିବାକୁ ପ୍ରାୟ ସମସ୍ତେ ପସନ୍ଦ କରନ୍ତି। ତେବେ ଏହି କଳାକୁ ଏକ ଭିନ୍ନ ରୂପ ଦେଇଛନ୍ତି ରିଚମଣ୍ଡ, ଭର୍ଜିନିଆର ହିଲାରୀ ଓ୍ବାଟର୍ସ ଫେୟଲ ନାମକ ଜଣେ କଳାକାର। ସେ ଶୁଖିଲା ପତ୍ର ଉପରେ କରୁଛନ୍ତି ଏମ୍ବ୍ରୋଏଡରୀ।…

ବାଲିଆପାଳର ରମାଦେବୀ

ପ୍ରତି ଆନ୍ଦୋଳନରେ ନିଜକୁ ଲୋକଙ୍କ ସହ ମିଶେଇ ଦେବା ତାଙ୍କର ବିଶେଷତ୍ୱ। ସେମାନଙ୍କ ମନରେ ଶୋଷଣମୁକ୍ତ ଓ ଶ୍ରେଣୀବିହୀନ ସମାଜର ସ୍ବପ୍ନ ବୁଣନ୍ତି। ଆଖି ପାଉ ନ ଥିବା ଦୂରତାକୁ ଟେକାଟିଏ ପକେଇବାର ନିର୍ଭୀକତା ରଖିଥାଆନ୍ତି ସେ। ଜଣେ ସମ୍ବେଦନଶୀଳ ମଣିଷର…

ତୁଷାରପାତରେ ଫସିଥିବା ମା’, ନବଜାତକଙ୍କ ପାଇଁ ଦେବଦୂତ ସାଜିଲେ ଯବାନ

ଭାରତୀୟ ସେନାର ଶକ୍ତି ସାମର୍ଥ ବିଷୟରେ ସମସ୍ତଙ୍କୁ ଜଣା। ମାତ୍ର ମାନବିକତା କ୍ଷେତ୍ରରେ ଭାରତୀୟ ସେନା ସହ କେହି ତୁଳନୀୟ ହୋଇପାରିବେ ନାହିଁ। ଜମ୍ମୁ କଶ୍ମୀରରୁ ଭାରତୀୟ ସେନାର ଏକ ଉଦାରତାର ଖବର ବର୍ତ୍ତମାନ ଚର୍ଚ୍ଚାର ବିଷୟ ହୋଇଛି। ଯେଉଁଠାରେ ଯବାନମାନେ…

ଆମ ସମ୍ବିଧାନ କଥା

ଭାରତ ପୃଥିବୀର ସବୁଠାରୁ ବଡ଼ ଗଣତାନ୍ତ୍ରିକ ରାଷ୍ଟ୍ର। ଏହି ଗଣତାନ୍ତ୍ରିକ ରାଷ୍ଟ୍ର ଭାରତୀୟ ସମ୍ବିଧାନ ଦ୍ୱାରା ଶାସିତ। ଯେଉଁ ସମ୍ବିଧାନ ପୃଥିବୀର ସବୁଠାରୁ ଲମ୍ବା ହସ୍ତଲିଖିତ ସମ୍ବିଧାନ। ଏହାକୁ ପୃଥିବୀର ସର୍ବୋତ୍ତମ ସମ୍ବିଧାନ ଭାବେ ମଧ୍ୟ ଗଣନା କରାଯାଏ। ୨୬ ଜାନୁୟାରୀ…

ଭ୍ରମଣରେ ଦେଶପ୍ରୀତି

ସାଧାରଣତନ୍ତ୍ର ଦିବସ ଅବସରରେ ଭାରତର ବିଭିନ୍ନ ସ୍ଥାନରେ ଭବ୍ୟ ପରେଡ୍‌ର ଆୟୋଜନ ହେବା ସହିତ ଦେଶପ୍ରୀତି ସମ୍ପର୍କିତ ଅନେକ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ପରିବେଷଣ କରାଯାଇଥାଏ। ତେଣୁ ଏହି ବିଶେଷ ଦିବସ ଅବସରରେ କେଉଁ କେଉଁ ସ୍ଥାନକୁ ବୁଲିଗଲେ ମନରେ ଦେଶପ୍ରୀତି…

ଜନଜାତି ସଂଗ୍ରହାଳୟ

ସାଧାରଣତଃ ବିରଳ ଆଉ ପୁରାତନ ସାମଗ୍ରୀକୁ ନେଇ ସଂଗ୍ରହାଳୟ ହୋଇଥାଏ। ଏଥିରୁ ଆମେ ଆମ ଇତିହାସ ଓ ସଂସ୍କୃତି କଥା ଜାଣିଥାଉ। ମାତ୍ର ଆଦିବାସୀଙ୍କ ଜୀବନଶୈଳୀ ସମ୍ପର୍କରେ ଜାଣିବା ପାଇଁ କେହି ଯଦି ଇଚ୍ଛାକରନ୍ତି ହୁଏତ କେଉଁ ଏକ ଦୂର ଆଦିବାସୀ…

ବିଶ୍ୱର ସବୁଠୁ ବଡ଼ ଗୁମ୍ଫା: ଯେଉଁଠି ତିଆରି କରି ହେବ ୪୦ ମହଲା କୋଠା

ଆପଣ ଅନେକ ଗୁମ୍ଫା ଦେଖିଥିବେ ମାତ୍ର ବିଶ୍ୱର ସବୁଠୁ ବଡ଼ ଗୁମ୍ଫା କେଉଁଟା ଏବଂ କେଉଁଠି ଅଛି ଜାଣନ୍ତି କି? ଆଜ୍ଞା ହଁ ଏପରି ଗୁମ୍ଫା ଭିଏତନାମାର ଏକ ଜଙ୍ଗଲ ମଧ୍ୟରେ ଅଛି। ଏହି ଗୁମ୍ଫା ଏତେ ବଡ଼ ଯେ, ଏଠାରେ…

ପ୍ରଥମ ରୋଜଗାର ଟଙ୍କାରେ ଜଗନ୍ନାଥଙ୍କ ପାଖେ ଭୋଗ କରିଥିଲି: ଡ. ସୁଧୀର ଚନ୍ଦ୍ର ଜେନା

ଭଦ୍ରକ ଜିଲାର ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ବାଲିପୋଖରୀ ଗ୍ରାମରେ ମୋର ଜନ୍ମ। ଶଂଶା ଦେବୀ ଓ ଦୈତାରୀ ଜେନାଙ୍କର ମୁଁ ହେଲି ଶେଷ ସନ୍ତାନ। ଗୋଟିଏ ନିମ୍ନ ମଧ୍ୟବିତ୍ତ ଓ ଚାଷୀ ପରିବାରର ପିଲା ଭାବରେ ମୋତେ ଜୀବନରେ ବହୁବିଧ ଆର୍ଥିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?