ସ୍ବାମୀ ଦେଖିଲେ ଏଭଳି ସ୍ବପ୍ନ, ସତକୁ ସତ ସ୍ତ୍ରୀ ପାଲଟିଲେ ୪୦୦ କୋଟିର ମାଲିକାଣୀ
ବିଶ୍ୱରେ କରୋନା ମହାମାରୀ ପ୍ରତ୍ୟେକ ଲୋକଙ୍କ ଆର୍ଥିକ ବ୍ୟବସ୍ଥା ପ୍ରତି ବେଶ୍ ପ୍ରଭାବ ପକାଇଛି। କିଛି ଲୋକଙ୍କ ଚାକିରି ମଧ୍ୟ ଚାଲିଯାଇଛି। ଆଉ କିଛି ଲୋକଙ୍କ ଭାଗ୍ୟ ମଧ୍ୟ ବଦଳିଯାଇଛି। ଠିକ୍ ସେମିତି ଜଣେ ମହିଳାଙ୍କ କ୍ଷେତ୍ରରେ ଘଟିଛି। କିଛି ସମୟ…
୧୫ ବର୍ଷ ପରେ ଯୁବତୀ ଜାଣିଲେ ସେ ଜଣେ ଯୁବକ: ମାତାପିତା ଚିନ୍ତାରେ
ପୁଣେ, ୨୭।୧: ମହାରାଷ୍ଟ୍ରର ପୁଣେରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ଜଣେ ଯୁବତୀ ୧୫ ବର୍ଷ ପରେ ନିଜକୁ ଚିହ୍ନି ପାରିଛନ୍ତି। ସେ ଜଣେ ଯୁବକ ବୋଲି ଜଣାପଡ଼ିଛି। ଏନେଇ ମାତାପିତାଙ୍କ ଚିନ୍ତା ବଢ଼ିବାରେ ଲାଗିଛି। ଏହା ଦ୍ୱାରା ତାଙ୍କର…
ସାବଧାନ! ଟି-ଶର୍ଟ ପିନ୍ଧି ଗାଡ଼ି ଚଲାଇଲେ କଟିବ ମୋଟା ଅଙ୍କର ଚାଲାଣ
ବିଶ୍ୱର ପ୍ରତିଦେଶରେ ଭିନ୍ନ ଭିନ୍ନ ଟ୍ରାଫିକ ନିୟମ ରହିଛି। ପ୍ରତି ଦେଶର ସରକାର ନିଜର ନାଗରିକମାନଙ୍କ ସୁରକ୍ଷା ପାଇଁ ଟ୍ରାଫିକ ନିୟମ ତିଆରି କରିଛନ୍ତି। ନିୟମ ପାଳନ ନ କଲେ ଦୁର୍ଘଟଣାରେ ଜୀବନ ଚାଲିଯିବାର ଆଶଙ୍କା ରହିଥାଏ। ମାତ୍ର କିଛି ଦେଶରେ…
୧୦ ବର୍ଷ ହେଲା ହାତ ଧୋଇନାହାନ୍ତି ଏହି ଟିଭି ଆଙ୍କର, ଏମିତି ବଖାଣିଲେ ସତ
ଆମେରିକାର ଏକ ଟିଭି ଚ୍ୟାନେଲର ଜଣେ ହୋଷ୍ଟ ତଥା ଆଙ୍କର ଗତ ୧୦ ବର୍ଷ ହେଲା ହାତ ଧୋଇନାହାନ୍ତି। ଏ ବିଷୟରେ ନିଜେ ଖୁଲାସା କରିଛନ୍ତି। ଆମେରିକୀୟ ଟିଭି ଆଙ୍କର ପିଟ୍ ହେଗସେଥ ସର୍ବସମ୍ମୁଖରେ ଏହି କଥାର ସତ୍ୟତା ପ୍ରକାଶ କରିଛନ୍ତି।…
ଦିନେ ଲୋକେ କହୁଥିଲେ ଡାହାଣୀ, ଏବେ ଜିତିଲେ ପଦ୍ମଶ୍ରୀ
ରାଞ୍ଚି,୨୭।୧: ଚଳିତବର୍ଷ ସାଧାରଣତନ୍ତ୍ର ଦିବସ ପୂର୍ବରୁ ପଦ୍ମ ପୁରସ୍କାର ଘୋଷଣା କରାଯାଇଛି। ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ୧୧୯ ଜଣଙ୍କୁ ପୁରସ୍କାର ଦିଆଯିବ। ଝାଡଖଣ୍ଡର ଛୁଟନୀ ଦେବୀ ଏଥର ପଦ୍ମଶ୍ରୀ ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି। ଜୀବନରେ ଅନେକ ପ୍ରତାଡନା…
ବର୍ଷା ବିନ୍ଦୁ ଦେଖି ଏମିତି ପ୍ରତିକ୍ରିୟା ଦେଲା କୁକୁର, ଦେଖନ୍ତୁ ମଜାଳିଆ ଭିଡିଓ
ବିଶ୍ୱରେ ପ୍ରତି ଜିନିଷ, ଜୀବଜନ୍ତୁକୁ ପ୍ରକୃତି ସୃଷ୍ଟି କରିଛି। ପ୍ରତି ମୁହୂର୍ତ୍ତରେ ପ୍ରକୃତି ନିଜର ରୂପ ରଙ୍ଗ ବି ବଦଳାଇଥାଏ। ମଣିଷ ଏହାକୁ ବୁଝିପାରେ ଏବଂ ଅନ୍ୟ ପାଖରେ ପ୍ରକାଶ କରିପାରେ। ମାତ୍ର ଜୀବଜନ୍ତୁଙ୍କ କଥା କେହି ବୁଝିପାରନ୍ତି ନାହିଁ। ବେଳେବେଳେ…
ବିକ୍ରି ହେବ ସବୁଠୁ କ୍ଷୀପ୍ର ଗତିରେ ଚାଲୁଥିବା କାର୍
ସବୁଠୁ କ୍ଷୀପ୍ର ଗତିରେ ଚାଲୁଥିବା କାର୍ ବିକ୍ରି ହେବା ପାଇଁ ପ୍ରସ୍ତୁତି ହୋଇରହିଛି। ଏହି କାର୍ର ନାମ ବ୍ଲଡହାଉଣ୍ଡ ସୁପରସୋନିକ୍ କାର୍। ଏହା ୨୦୧୯ ମସିହାରେ ଘଣ୍ଟା ପ୍ରତି ୧୦୧୦ କିଲୋମିଟର ବେଗରେ ଚାଲିଥିଲା। ବର୍ତ୍ତମାନ ଏହାର ମାଲିକ ଚାହୁଁଛନ୍ତି ଏହି…
ପ୍ରେମିକାଙ୍କୁ ଜନ୍ମଦିନରେ ସ୍ବତନ୍ତ୍ର ଉପହାର ଦେଲେ ରାଜା
ଥାଇଲାଣ୍ଡର ୬୮ ବର୍ଷୀୟ ରାଜା ମହା ଭାଜିରାଲଙ୍ଗକର୍ନ ନିଜ ୩୨ ବର୍ଷୀୟା ପ୍ରେମିକା ସିନିନଟ ଓ୍ବଙ୍ଗଭାଜିରାପକଡିଙ୍କୁ ତାଙ୍କ ଜନ୍ମଦିନରେ ସ୍ବତନ୍ତ୍ର ଉପହାର ଦେଇଛନ୍ତି। ରାଜା ମହା ତାଙ୍କୁ ମୁକୁଟ ପିନ୍ଧାଇ ଦେଶର ଦ୍ୱିତୟ ରାଣୀ କରିଛନ୍ତି। ସିନିନଟ ଓ୍ବଙ୍ଗଭାଜିରାପକଡି ପୂର୍ବରୁ ଅନେକ…
ହିଟଲର-ଟ୍ରମ୍ପ୍ ବାବା: ପହଞ୍ଚିଲେ ପ୍ରୟାଗରାଜ ମାଘମେଳାରେ
ପ୍ରୟାଗରାଜ, ୨୬।୧: ଉତ୍ତରପ୍ରଦେଶର ପ୍ରୟାଗରାଜରେ ଅନୁଷ୍ଠିତ ହେଉଥିବା ମାଘମେଳାରେ ହିଟଲର ଏବଂ ଟ୍ରମ୍ ବାବା ପହଞ୍ଚିଛନ୍ତି। ସେମାନଙ୍କୁ ନେଇ ମେଳାରେ ଚର୍ଚ୍ଚା ଆରମ୍ଭ ହୋଇଛି। ମହନ୍ତ ମାଧବଦାସଙ୍କୁ ଗୁରୁଙ୍କଠାରୁ ହିଟଲର ନାମ ମିଳିଛି। ତାଙ୍କର ପ୍ରକୃତ ନାମ ଅଜୟ କୁମାର ତ୍ରିପାଠି…
୧୯ ବର୍ଷ …
୧୯ ବର୍ଷ ଅର୍ଥାତ୍ ୨୬ ଜାନୁୟାରୀ ୨୦୦୨ରେ ଜାତୀୟ ପତାକା କୋଡ୍ରେ କେତେକ ସଂଶୋଧନ କରାଯାଇଥିଲା ଏହି କୋଡ୍ରେ ଜାତୀୟ ପତାକା ଉତ୍ତୋଳନ କରିବାକୁ ଚାହୁଁଥିବା ନାଗରିକ ଅବା ଯେକୌଣସି ସରକାରୀ ଓ ବେସରକାରୀ ଅନୁଷ୍ଠାନ ପାଇଁ ମାର୍ଗଦର୍ଶିକା ଜାରି କରାଯାଇଥତ୍ଲା…
ବ୍ୟାଣ୍ଡ୍-ବାଜା ସହ ପହଞ୍ଚିଲେ ବର, କନ୍ୟା ଘରେ ପଡିଥିଲା ତାଲା: ଆଉ ତା’ପରେ
ଚଣ୍ଡିଗଡ,୨୬।୧: ପଞ୍ଜାବର ମୋଗା ଜିଲାରେ ଏକ ରୋଚକ ଘଟଣା ଘଟିଛି। ବ୍ୟାଣ୍ଡବାଜା ସହ ବର କନ୍ୟା ଘରେ ପହଞ୍ଚିବା ପରେ ସେଠାରେ ଏକ ଅଜବ ପରିସ୍ଥିତି ସୃଷ୍ଟି ହୋଇଥିଲା। କନ୍ୟା ଘରେ ତାଲା ପଡିଥିବା ଦେଖି ବରଘର ପକ୍ଷ କୌଣସି ଉପାୟ…
ଲାହୋଲରେ ୧୭୫ କିଲୋମିଟର ମଧ୍ୟରେ ନାହିଁ ସେଲୁନ!
ଉଦୟପୁର,୨୬ ।୧: ହିମାଚଳପ୍ରଦେଶର ଲାହୋଲରେ ଛୋଟ ପିଲା, ଯୁବକ, ବୃଦ୍ଧ ହେୟାର ଷ୍ଟାଇଲ କରିବାକୁ ଟ୍ରିମର ଉପରେ ନିର୍ଭର କରିଥାଆନ୍ତି । ସେଥିପାଇଁ ସେଠାରେ ମିଳିଥିବା ବିଭିନ୍ନ କମ୍ପାନୀର ଟ୍ରିମରକୁ ଏମାନେ ୫ଶହ ଟଙ୍କାରୁ ନେଇ ୫ ହଜାର ଟଙ୍କା ପର୍ଯ୍ୟନ୍ତ…

