Posted inଫୁରସତ

ପତ୍ରରେ ଏମ୍ବ୍ରୋଏଡରୀ

ଏମ୍ବ୍ରୋଏଡରୀ ହୋଇଥିବା କପଡ଼ାର ପୋଷାକ ପିନ୍ଧିବାକୁ ପ୍ରାୟ ସମସ୍ତେ ପସନ୍ଦ କରନ୍ତି। ତେବେ ଏହି କଳାକୁ ଏକ ଭିନ୍ନ ରୂପ ଦେଇଛନ୍ତି ରିଚମଣ୍ଡ, ଭର୍ଜିନିଆର ହିଲାରୀ ଓ୍ବାଟର୍ସ ଫେୟଲ ନାମକ ଜଣେ କଳାକାର। ସେ ଶୁଖିଲା ପତ୍ର ଉପରେ କରୁଛନ୍ତି ଏମ୍ବ୍ରୋଏଡରୀ। ଏଥିପାଇଁ ସେ ଶୁଖିଲା ପତ୍ର, ଛୋଟିଆ ଛୁଞ୍ଚତ୍ ଓ ସୂତା ବ୍ୟବହାର କରନ୍ତି। ଏହି କାମ ପାଇଁ ଅସୀମ ଧୈର୍ଯ୍ୟର ଆବଶ୍ୟକତା ରହିଥାଏ। କାରଣ ସତର୍କତାର ସହ ଏହି ସୂକ୍ଷ୍ମ କାମ ନ କଲେ ପତ୍ର ଛିଣ୍ଡି ଯିବାର ଆଶଙ୍କା ଥାଏ। ବେଶ୍‌ ନିଖୁଣ କାରିଗରିର ଝଲକ ଦେଖିବାକୁ ମିଳେ ତାଙ୍କର ଏହି ଲିଫ୍‌ ଏମ୍ବ୍ରୋଏଡରୀରେ।


Enter your email to get our daily news in your inbox.

All Right Reserved By Dharitri.Com

ମହିଳାଙ୍କଠାରୁ ଟଙ୍କା ଭର୍ତ୍ତି ବ୍ୟାଗ୍‌ ଝାମ୍ପିନେଲା ମାଙ୍କଡ଼, ପୋଲିସ ପହଞ୍ଚିବା ପରେ ଯାହା ଘଟିଲା…

ଅଯୋଧ୍ୟାରୁ ସୋସିଆଲ ମିଡିଆରେ ମାଙ୍କଡ଼ର ଏକ କାରନାମା ସାମ୍ନାକୁ ଆସିଛି। ଜଣେ ମହିଳାଙ୍କଠାରୁ ଟଙ୍କା ବ୍ୟାଗ୍‌ ଝାମ୍ପିନେଇ ମାଙ୍କଡ଼ ପଳାଇଗଲା। ମହିଳା ଏବଂ ପାଖରେ ଥିବା ଲୋକମାନେ…

ହଠାତ୍‌ ଟ୍ରେନ୍‌ ଟ୍ରାକ୍‌କୁ ଚାଲିଆସିଲେ ହାତୀପଲ, ବନ କର୍ମଚାରୀ କଲେ ଏମିତି କାମ, ସମସ୍ତେ ଆଶ୍ଚର୍ଯ୍ୟ…

ଆସାମର ହୋଜାଇ ଜିଲାରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ଯାହାକି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି। ରାଜଧାନୀ ଏକ୍ସପ୍ରେସ୍‌ ଯିବାକୁ ଥିବାବେଳେ ହଠାତ୍‌ ଟ୍ରେନ୍‌ ଟ୍ରାକ୍‌କୁ ହାତୀପଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri