ତୁଷାରପାତରେ ଫସିଥିବା ମା’, ନବଜାତକଙ୍କ ପାଇଁ ଦେବଦୂତ ସାଜିଲେ ଯବାନ

ଭାରତୀୟ ସେନାର ଶକ୍ତି ସାମର୍ଥ ବିଷୟରେ ସମସ୍ତଙ୍କୁ ଜଣା। ମାତ୍ର ମାନବିକତା କ୍ଷେତ୍ରରେ ଭାରତୀୟ ସେନା ସହ କେହି ତୁଳନୀୟ ହୋଇପାରିବେ ନାହିଁ।

ଜମ୍ମୁ କଶ୍ମୀରରୁ ଭାରତୀୟ ସେନାର ଏକ ଉଦାରତାର ଖବର ବର୍ତ୍ତମାନ ଚର୍ଚ୍ଚାର ବିଷୟ ହୋଇଛି। ଯେଉଁଠାରେ ଯବାନମାନେ ଏକ ନବଜାତ ଶିଶୁ ଏବଂ ତାଙ୍କ ମା’ଙ୍କୁ ଉଦ୍ଧାର କରିଛନ୍ତି। ସେ ପୁଣି କରି କାନ୍ଧରେ ବସାଇ ପ୍ରବଳ ତୁଷରେପାତରେ ୬ କିଲୋମିଟର ଚାଲି ଚାଲି।
ଏହି ଘଟଣା ଘଟିଛି କୁପୱାରା ଜିଲାରେ। ଯେଉଁଠାରେ ପ୍ରବଳ ତୁଷାରପାତ ମଧ୍ୟରେ ଜଣେ ମା’ ନିଜ ନବଜାତ ଶିଶୁ ସହିତ ଡାକ୍ତରଖାନାରେ ଫସି ରହିଥିଲେ। ପରେ ଭାରତୀୟ ସେନା ନିଜ କାନ୍ଧରେ ବସାଇ ୬ କିଲୋମିଟର ଧରି ତାଙ୍କ ଘରକୁ ଆଣିଛନ୍ତି।

ଭାରତୀୟ ସେନା କର୍ମଚାରୀମାନେ ଡାର୍ଡପୋରାର ବାସିନ୍ଦା ଫାରୁକ ଖସାନାଙ୍କ ସ୍ତ୍ରୀ ତଥା ନବଜାତ ଶିଶୁକୁ ଘରେ ସୁରକ୍ଷିତରେ ପହଞ୍ଚାଇବା ପାଇଁ ୬ କିଲୋମିଟର ପ୍ରବଳ ତୁଷାରପାତରେ ଚାଲୁଛନ୍ତି। ଖାସାନାଙ୍କ ସ୍ତ୍ରୀ ଡାକ୍ତରଖାନାରେ ଏକ ସନ୍ତାନ ଜନ୍ମ ଦେଇଥିଲେ। ହସ୍ପିଟାଲରୁ ଡିସଚାର୍ଜ ହେବା ପରେ ପ୍ରବଳ ତୁଷାରପାତ ମଧ୍ୟରେ ଦୁହେଁ ଫସିରହିଥିଲେ। ୨୮ଆର୍‌ଆର୍‌ ବାଟାଲିୟନର ସେନା ଅଧିକାରୀ ସେମାନଙ୍କୁ ଘରକୁ ନେବାରେ ସାହାଯ୍ୟ କରିଥିଲେ ।

 


Enter your email to get our daily news in your inbox.

All Right Reserved By Dharitri.Com

ବଢୁଛି ପ୍ରଦୂଷଣ କମୁଛି ତାପମାତ୍ରା: ରାଜଧାନୀରେ ବେକାକୁ ହେଲାଣି କରୋନା ସଂକ୍ରମଣ

ନୂଆଦିଲ୍ଲୀ,୧୨ ।୧୧: ରାଜଧାନୀ ଦିଲ୍ଲୀରେ କରୋନା ସଂକ୍ରମଣ ଏବେ ସବୁ ରେକର୍ଡକୁ ଭାଙ୍ଗି ଦେଇଛି । ଗତ ୨୪ ଘଣ୍ଟାରେ ପାଖାପାଖି ୯ ହଜାର ନୂଆ...

ବୈବାହିକ ବଳାତ୍କାରକୁ ଅପବାଦ ଶ୍ରେଣୀଭୁକ୍ତ କରିବା ଗାରିମା-ଅଭିବ୍ୟକ୍ତିର ଉଲ୍ଲଂଘନ, ହାଇକୋର୍ଟରେ ପିଟିଶନ ଦାଖଲ…

ନୂଆଦିଲ୍ଲୀ, ୧୧।୧ : ବୈବାହିକ ଜୀବନରେ ବଳାତ୍କାରକୁ ଅପବାଦ ଶ୍ରେଣୀଭୁକ୍ତ କରିବା ମହିଳାଙ୍କ ଗାରିମା, ଅଭିବ୍ୟକ୍ତି, ବ୍ୟକ୍ତିଗତ ତଥା ଯୌନ ସ୍ବତନ୍ତ୍ରତାର ଅଧିକାରର ଉଲ୍ଲଂଘନ ବୋଲି...

ମୋଦିଙ୍କ ପିତାଙ୍କୁ ନେଇ ମନ୍ତବ୍ୟ, ଭାଜପା କହିଲା ଜବାବ ଦେବେ ଜନତା…

ଭୋପାଳ,୧୫।୬ : ମଧ୍ୟପ୍ରଦେଶରେ ପୂର୍ବତନ କଂଗ୍ରେସ ସଭାପତି ଅରୁଣ ଯାଦବ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପିତା ସ୍ବର୍ଗତ ଦାମୋଦର ଦାସ ମୋଦିଙ୍କ ସମ୍ପର୍କରେ ବିବାଦୀୟ ମନ୍ତବ୍ୟ...

‘ମନ କି ବାତ’ର ୧୦୦ ତମ ଏପିସୋଡ ପ୍ରସାରଣ ପୂର୍ବରୁ ମୋଦି କହିଲେ, ସତରେ ବହୁତ ନିଆରା ଥିଲା ଯାତ୍ରା

ନୂଆଦିଲ୍ଲୀ,୩୦।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରେଡିଓ କାର୍ଯ୍ୟକ୍ରମ ‘ମନ କି ବାତ’ର ୧୦୦ତମ ଏପିସୋଡ ରବିବାର ଅର୍ଥାତ୍‌ ୩୦ ଏପ୍ରିଲରେ ପ୍ରସାରଣ କରାଯିବ। ଏହି ଦିନକୁ...

ଭ୍ରମଣର ମଜା ସି-ବିଚ୍‌ରେ

ସି-ବିଚ୍‌ ବା ସମୁଦ୍ରତଟରେ କିଛି ସମୟ ବୁଲିଆସିଲେ କାହିଁକି କେଜାଣି ମନ ପ୍ରଫୁଲ୍ଲିତ ହୋଇଯାଏ ଆଉ ଶରୀରକୁ ବେଶ୍‌ ତାଜା ଅନୁଭବ ହୁଏ। ସ୍ବଳ୍ପ ସମୟ...

ରାହୁଲ ନବୀନ ଇଡିର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଭାବେ ନିଯୁକ୍ତ

ନୂଆଦିଲ୍ଲୀ,୧୬।୯: ଇଡି ମୁଖ୍ୟ ସଞ୍ଜୟ କୁମାର ମିଶ୍ରାଙ୍କ କାର୍ଯ୍ୟକାଳ ଶୁକ୍ରବାର ଅର୍ଥାତ୍‌ ୧୫ ସେପ୍ଟେମ୍ବରରେ ଶେଷ ହୋଇଛି। ବର୍ତ୍ତମାନ ଇଡିର ସ୍ବତନ୍ତ୍ର ନିର୍ଦ୍ଦେଶକ ରାହୁଲ ନବୀନଙ୍କୁ...

ପ୍ରସିଦ୍ଧ ସନ୍ତୁର ବାଦକ ପଣ୍ଡିତ ଭଜନ ସୋପାରିଙ୍କ ପରଲୋକ

ଗୁରୁଗାଁଓ,୨।୬: ପ୍ରସିଦ୍ଧ ସନ୍ତୁର ବାଦକ ତଥା ସଙ୍ଗୀତକାର ପଣ୍ଡିତ ଭଜନ ସୋପାରିଙ୍କ ଗୁରୁବାର ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୭୪ ବର୍ଷ ବୟସ ହୋଇଥିଲା।...

ଇଣ୍ଡିଆ ବନାମ ଭାରତ ବିବାଦରେ ଚୁପ୍‌ ରହିବାକୁ ମନ୍ତ୍ରୀ ପରିଷଦ ବୈଠକରେ ପରାମର୍ଶ ଦେଲେ ମୋଦି

ନୂଆଦିଲ୍ଲୀ,୬।୯: ଭାରତକୁ ନେଇ ମହାଭାରତ ବିବାଦ ଛିଡିଥିବାବେଳେ ମନ୍ତ୍ରୀ ପରିଷଦ ବୈଠକରେ ଇଣ୍ଡିଆ ଓ ଭାରତ ବିବାଦ ଉପରେ କିଛି ନ କହିବା ପାଇଁ ପ୍ରଧାନମନ୍ତ୍ରୀ...

Advertisement
Archives

Model This Week