ଭ୍ରମଣର ମଜା ସି-ବିଚ୍ରେ
ସି-ବିଚ୍ ବା ସମୁଦ୍ରତଟରେ କିଛି ସମୟ ବୁଲିଆସିଲେ କାହିଁକି କେଜାଣି ମନ ପ୍ରଫୁଲ୍ଲିତ ହୋଇଯାଏ ଆଉ ଶରୀରକୁ ବେଶ୍ ତାଜା ଅନୁଭବ ହୁଏ। ସ୍ବଳ୍ପ ସମୟ ପାଇଁ ହେଉନା କାହିଁକି ଲାଗେ ସତେ ଯେମିତି ମନରେ କିଛି ବି ଚିନ୍ତା କି…
କାର୍ କିଣିନାହାନ୍ତି, କିନ୍ତୁ ଭିଆଇପି ନମ୍ବର ପ୍ଲେଟ୍ ପାଇଁ ଏହି ବ୍ୟକ୍ତି ଖର୍ଚ୍ଚ କଲେଣି ଲକ୍ଷାଧିକ ଟଙ୍କା
ଦୁନିଆରେ କିଛି ଲୋକ ଅଛନ୍ତି ଯେଉଁମାନଙ୍କର ଗାଡ଼ି କିଣିବାରେ ଭାରି ସଉକ। ଖାଲି ଗାଡ଼ି କିଣିବା ନୁହେଁ, ମନପସନ୍ଦର ନମ୍ବର ପ୍ଲେଟ୍ ଲଗାଇବା ମଧ୍ୟ ଏମାନଙ୍କର ସଉକ। ଏଥିପାଇଁ ଜଣେ ଲୋକ ଲକ୍ଷେ କି ଦୁଇ ଲକ୍ଷ ନୁହେଁ, ଏକାବେଳକେ ୬…
ଦରମା ଟଙ୍କାରେ ବହି କିଣୁଥିଲି: ଲକ୍ଷ୍ମୀଧର ମହାରଣା
କଟକର ଟାଙ୍ଗୀ ଅଞ୍ଚଳରେ ମୋ ଜନ୍ମ। ଟାଙ୍ଗୀ ବିଦ୍ୟାପୀଠରୁ ୧୯୭୦ରେ ଏକାଦଶ ପାସ୍ କରିବା ପରେ ବେଶ୍ କିଛିଦିନ ଘରେ ରହି ଇଂଲିଶର ବିଭିନ୍ନ ପୁସ୍ତକ ଆଣି ପଢାପଢି କରୁଥିଲି। କାରଣ ସେ ସମୟରେ ଇଂଲିଶରେ ମୁଁ ଟିକେ ଦୁର୍ବଳ ଥିଲି।…
ବଦଳୁଛି ମଶାଣି ରୂପ
ମର୍ତ୍ତ୍ୟ ମଣ୍ଡଳେ ଦେହ ବହି, ଦେବତା ହେଲେ ବି ମରଇ। ତେବେ ଜନ୍ମର ଅନ୍ତୁଡ଼ି ନିଆଁଠାରୁ ମଶାଣିର ଜୁଇକୁ ଯିବା ସମୟର ବ୍ୟବଧାନ ମଧ୍ୟରେ ସମସ୍ତଙ୍କୁ ଦୁନିଆ ରଙ୍ଗମଞ୍ଚରେ ଅଭିନୟ କରିବାକୁ ପଡ଼ିଥାଏ । ଯେମିତି କି କୁହାଯାଏ ଏଜୀବନଟା ଏକ…
ଚାଲିଥିଲା ଜୁମ୍ ମିଟିଂ: ଉଲଗ୍ନ ହୋଇ ଠିଆ ହେଲେ ନେତାଙ୍କ ସ୍ତ୍ରୀ, ଆଉ ତା’ ପରେ…
କରୋନା ଭାଇରସ ଯୋଗୁ ବର୍ତ୍ତମାନ ଅଧିକାଂଶ ଲୋକେ ଘରେ ରହି କାମ କରୁଛନ୍ତି। ଏହି ସମୟରେ ସକରାରୀ ଅଧିକାରୀ ଏବଂ ନେତାମାନେ ଜୁମ୍ ଆପ୍ରେ ମିଟିଂ କରୁଛନ୍ତି। ତେବେ ଏହି ଜୁମ୍ ମିଟିଂ ସମୟରେ ଏମିତି ଏକ ଘଟଣା ଘଟିଛି, ଯାହା…
କରୋନା ଟିକା ନେଲେ ମିଳୁଛି ନାକଫୁଲ-ହ୍ୟାଣ୍ଡ୍ ବ୍ଲେଣ୍ଡର ଉପହାର
ରାଜକୋଟ,୪।୪: ଦେଶରେ ସାର୍ବଜନୀକ କରୋନା ଟିକାକରଣ ଅଭିଯାନଜାରି ରହିଛି। ଏପରିସ୍ଥଳେ ଲୋକଙ୍କୁ ଟିକା ନେବା ପାଇଁ ସଚେତନ କରାଇବା ନିମନ୍ତେ ଗୁଜରାଟର ରାଜକୋଟରେ ଲୋକଙ୍କୁ ଉପହାର ପ୍ରଦାନ କରାଯାଉଛି। ରାଜକୋଟ ସ୍ବର୍ଣ୍ଣକାର ସମ୍ପ୍ରଦାୟ ପକ୍ଷରୁ ଏଭଳି ନିଆର ପଦକ୍ଷେପ ଗ୍ରହଣ କରାଯାଇଛି।…
ମା’ ମାସ୍କ ନ ଦେବାରୁ ରାଗିଯାଇ ଚାପୁଡା ମାରିଲା କୁନିପୁଅ, ଭିଡିଓ ଭାଇରାଲ
କରୋନାର ଦ୍ୱିତୀୟ ଲହର ପୁଣି ଆସିଛି। ହେଲେ ଏ ନେଇ ଲୋକେ ସଚେତନ ନ ଥିବା ଦେଖିବାକୁ ମିଳୁଛି। ଦିନକୁ ଦିନ ପଜିଟିଭ୍ଙ୍କ ସଂଖ୍ୟା ବଢ଼ୁ ଥିବା ବେଳେ ଏ ନେଇ ଚିନ୍ତା ବଢ଼ିଛି। ତେବେ ସୋସିଆଲ ମିଡିଆରେ ବର୍ତ୍ତମାନ ଏକ…
ଅଧା ଶରୀର ମଣିଷ, ଆଉ ଅଧା ମେଶିନ
ଟେକ୍ନୋଲୋଜି କ୍ଷେତ୍ରରେ ଆଜି ବିଶ୍ୱ ବହୁ ଆଗକୁ ଯାଇଛି। ଯଦିଓ ବୈଜ୍ଞାନିକମାନେ ପ୍ରଯୁକ୍ତି ବିଦ୍ୟା ସାହାଯ୍ୟରେ ସମ୍ପୂର୍ଣ୍ଣ ମଣିଷ ତିଆରି କରିପାରି ନାହାନ୍ତି ତଥାପି ଅଧା ମଣିଷ ଏବଂ ଅଧା ରୋବଟ ତିଆରି କରିବାରେ ସକ୍ଷମ ହୋଇଛନ୍ତି। ବ୍ରିଟେନର ଜଣେ ବୈଜ୍ଞାନିକ…
୩ ପ୍ରାଇଭେଟ ଅଙ୍ଗ ଥିବା ଶିଶୁ ଜନ୍ମ, ଡାକ୍ତର ହେଲେ ଆଶ୍ଚର୍ଯ୍ୟ
ତିନୋଟି ପ୍ରାଇଭେଟ ଅଙ୍ଗ ଥିବା ଶିଶୁ ଜନ୍ମ ନେବା ଶୁଣିଲେ ଆଶ୍ଚର୍ଯ୍ୟ ଲାଗେ। ମାତ୍ର ଏହା ସତ। ଏହା ବିଶ୍ୱର ପ୍ରଥମ ଘଟଣା ବୋଲି କୁହାଯାଉଛି। ଇରାକର ମୋସୁଲ ସହରରେ ଏମିତି ଏକ ଅଦ୍ଭୁତ ଶିଶୁ ଜନ୍ମ ନେଇଛି। ଯାହାର ୩…
ଏପଟେ ହସ୍ପିଟାଲରେ ଲାଗିଥିଲା ଭୟଙ୍କର ନିଆଁ, ସେପଟେ ଡାକ୍ତର କରୁଥିଲେ ରୋଗୀଙ୍କ ହାର୍ଟ ଅପରେଶନ
ସେଣ୍ଟପିଟର୍ସବର୍ଗ,୩।୪: ଡାକ୍ତରଙ୍କୁ ଭଗବାନଙ୍କ ଦ୍ୱିତୀୟ ଅବତାର ବୋଲି କୁହାଯାଏ। ଏହି କଥାର ପ୍ରମାଣ କରି ଦେଖାଇଛନ୍ତି ରୁଷିଆର ଡାକ୍ତରମାନେ। ଏଠାରେ ଥିବା ଏକ ହସ୍ପିଟାଲରେ ହଠାତ୍ ନିଆଁ ଲାଗି ଯାଇଥିଲା। ଠିକ୍ ଏହି ସମୟରେ ଜଣେ ରୋଗୀଙ୍କର ହାର୍ଟ ଅପରେଶନ କରୁଥିଲେ…
ମଝି ଆକାଶରେ ଉଡ଼ି ସମ୍ପର୍କ ରଖିଲେ ପ୍ରେମୀଯୁଗଳ, ପରେ ଘଟିଲା ଏମିତି…
ପାରାଚ୍ୟୁଟ ସାହାଯ୍ୟରେ ଆକାଶରେ ଉଡ଼ିବା କଥା ସମସ୍ତେ ଜାଣନ୍ତି। ମାତ୍ର ଏଥର ଏମିତି ଏକ ଘଟଣା ସାମ୍ନାକୁ ଆସିଛି ଯାହା ଶୁଣିଲେ ଆଶ୍ଚର୍ଯ୍ୟ ଲାଗେ। ପ୍ରେମୀଯୁଗଳ ମଝି ଆକାଶରେ ସମ୍ପର୍କ ରଖିବା ମହଙ୍ଗା ପଡ଼ିଛି। ଫଳରେ ଉଭୟଙ୍କୁ ଡାକ୍ତରଖାନା ଯିବାକୁ ପଡ଼ିଛି।…
କୋଲକାତାରେ ବିକ୍ରି ହେଉଛି ଦିଦି ସନ୍ଦେଶ, ମୋଦି ମିଠାଇ
କୋଲକାତା,୩।୪: ପଶ୍ଚିମବଙ୍ଗ ନିର୍ବାଚନରେ ରାଜନୈତିକ ଦଳଗୁଡ଼ିକ ମଧ୍ୟରେ ନାନା ବାଦବିବାଦ ଦେଖାଦେଇଛି। ଏହି ନିର୍ବାଚନରେ ଜିତିବା ପାଇଁ ଟିଏମ୍ସି ଏବଂ ଭାଜପା କଠିନ ପରିଶ୍ରମ କରୁଛନ୍ତି। ମମତା ବାନାର୍ଜୀ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପରସ୍ପର ପ୍ରତି ଆକ୍ଷେପ ପ୍ରତି ଆକ୍ଷେପ…

