Posted inଫୁରସତ

ମା’ ମାସ୍କ ନ ଦେବାରୁ ରାଗିଯାଇ ଚାପୁଡା ମାରିଲା କୁନିପୁଅ, ଭିଡିଓ ଭାଇରାଲ

କରୋନାର ଦ୍ୱିତୀୟ ଲହର ପୁଣି ଆସିଛି। ହେଲେ ଏ ନେଇ ଲୋକେ ସଚେତନ ନ ଥିବା ଦେଖିବାକୁ ମିଳୁଛି। ଦିନକୁ ଦିନ ପଜିଟିଭ୍‌ଙ୍କ ସଂଖ୍ୟା ବଢ଼ୁ ଥିବା ବେଳେ ଏ ନେଇ ଚିନ୍ତା ବଢ଼ିଛି। ତେବେ ସୋସିଆଲ ମିଡିଆରେ ବର୍ତ୍ତମାନ ଏକ ଭିଡିଓ ଭାଇରାଲ ହେଉଛି। ଏଥିରେ ମା’ଙ୍କ ସହ ଏକ ପିଲାକୁ ଦେଖିବାକୁ ମିଳୁଛି। ପିଲାଟି ମୁହଁରେ ମାସ୍କ ଥିବା ବେଳେ ମା’ ମୁହଁରୁ ମାସ୍କ କାଢ଼ି ଦେଇଛନ୍ତି। ପରେ ଛୋଟ ପିଲାଟି ମା’ଙ୍କୁ ମାସ୍କ ପିନ୍ଧାଇ ଦେଉଛି। ଏହା ପରେ ମା’ ମାସ୍କ କାଢ଼ି ଦେବାରୁ ପିଲାଟି ମା’ଙ୍କୁ ଚାପୁଡା ମାରୁଛି। ଏହି ଭିଡିଓକୁ ପୂଜା ମହାପାତ୍ର ତାଙ୍କ ଟୁଇଟରରେ ଶେୟାର କରିଛନ୍ତି। କ୍ୟାପଶନ୍‌ରେ ଲେଖିଛନ୍ତି, ‘ତୁମକୁ କେବଳ ଏହା ଦରକାର .. ଯଦି ନ ସୁଧୁରିବ ତେବେ ଏହା ତୁମ ସହିତ ହୋଇପାରେ।’। ଏହି ଭିଡିଓଟି ଭାଇରାଲ ହେବାରେ ଲାଗିଛି।

 


Enter your email to get our daily news in your inbox.

All Right Reserved By Dharitri.Com

ପୁରୁଷପ୍ରଧାନ କ୍ଷେତ୍ରରେ ସଫଳ ମହିଳା ଫଟୋଗ୍ରାଫର

ହାତରେ କ୍ୟାମେରା ଧରି ଏହି ନାରୀମାନେ ବାହାରିଥିଲେ ସମାଜର ନିଚ୍ଛକ ବାସ୍ତବତା, ପ୍ରକୃତିର ସୌନ୍ଦର୍ଯ୍ୟ ଓ ସାମାଜିକ ଜୀବନର ବିଭିନ୍ନ ଘଟଣାବଳୀକୁ ନିଜ କ୍ୟାମେରାରେ ଆବଦ୍ଧ...

୮୭ ବର୍ଷୀୟ କରୋନା ସଂକ୍ରମିତଙ୍କୁ ଡାକ୍ତର ଦେଖାଇଲେ ସୂର୍ଯ୍ୟାସ୍ତ ଦୃଶ୍ୟ, ଫଟୋ ଭାଇରାଲ

ବେଜିଂ,୮ା୩: ଚାଇନାର ଉହାନ ସହର କରୋନା ଭାଇରସ୍‌ରେ ଅଧିକ ପ୍ରଭାବିତ। ପ୍ରାୟ ୮୦ ହଜାର ଲୋକ ଏହି ଭାଇରସ୍‌ ଦ୍ୱାରା ସଂକ୍ରମିତ ହୋଇଛନ୍ତି। ଉହାନ୍‌ ୟୁନି...

କରୋନା ସମୟରେ ଏହି ଦେଶରେ ଆୟୋଜନ ହେଉଛି ଗ୍ରାଣ୍ଡ୍‌ ପାର୍ଟି: ୧୫ ମିନିଟ୍‌ରେ ଅତିଥିଙ୍କର କରାଯାଉଛି ରାପିଡ୍‌ ଟେଷ୍ଟ୍‌

ଓ୍ବାଶିଂଟନ୍‌,୧୫ା୮: ସମଗ୍ର ବିଶ୍ୱରେ କରୋନା ଆତଙ୍କ ସୃଷ୍ଟି କରି ଚାଲିଥିବା ବେଳେ ଆମେରିକାର ସବୁଠୁ ଧନୀ ଲୋକମାନେ କରୋନା ସମୟରେ ମଧ୍ୟ ଗ୍ରାଣ୍ଡ୍‌ ପାର୍ଟି କରୁଛନ୍ତି।...

ରାମାୟଣ ଅନ୍‌ଲାଇନ କୁଇଜ୍‌ରେ ୨ ମୁସଲମାନ୍‌ ଛାତ୍ରଙ୍କ ସଫଳତା…

ଥିରୁଭାନନ୍ତପୁରମ୍‌, ୭।୮ : କେରଳର ମାଲାପୁରାମର ଦୁଇଜଣ ମୁସଲମାନ ଛାତ୍ର ବାସିତ ଏବଂ ଜବୀର ଏକ ଅନଲାଇନ ରାମାୟଣ କୁଇଜ ପ୍ରତିଯୋଗିତାରେ ସଫଳତା ହାସଲ କରିଛନ୍ତି।...

ନାଗପଞ୍ଚମୀ: ନାଗଦେବତାଙ୍କ ପୂଜାରେ ଅବଲମ୍ବନ କରନ୍ତୁ ଏହିସବୁ ସାବଧାନତା

ଶ୍ରାବଣ ମାସରେ ଅନେକ ପର୍ବପର୍ବାଣି ପଡ଼ିଥାଏ। ଏହି ମାସ ଭଗବାନ ଶିବଙ୍କ ପ୍ରିୟ ହୋଇଥିବାରୁ ବିଶେଷକରି ତାଙ୍କୁ ପୂଜାର୍ଚ୍ଚନା କରାଯାଇଥାଏ। ଏହାସହିତ ମାସର ପଞ୍ଚମୀ ତିଥିରେ...

ମୃତଦେହ ସଂସ୍କାର ଗୃହରେ ଜନ୍ମଦିନ ପାଳନ କଲେ ଯୁବକ: କେକ୍‌ କାଟି ଖୁଆଇଲେ

ନାସିକ୍‌,୧୯।୧୧: ମହାରାଷ୍ଟ୍ର ନାସିକ୍‌ରେ ଜଣେ ଯୁବକ ମୃତଦେହ ସଂସ୍କାର ଗୃହରେ ସାଙ୍ଗମାନଙ୍କ ସହିତ ଜନ୍ମଦିନ ପାଳନ କରିଛନ୍ତି। ରାତି ୧୨ଟା ପରେ ସ୍ଥାନୀୟ ନିପାଦ୍‌ ଅଞ୍ଚଳର...

ପ୍ରେମ କରି ଚର୍ଚ୍ଚାରେ ବିଶ୍ୱର ଏହିସବୁ ଲୋକପ୍ରିୟ ନେତା

ନିକଟରେ ବ୍ରିଟେନର ପ୍ରଧାନମନ୍ତ୍ରୀ ବୋରିସ ଜନସନ ୱେଷ୍ଟମିଂଷ୍ଟର କ୍ୟାଥେଡ୍ରଲରେ ତାଙ୍କ ଗର୍ଲଫ୍ରେଣ୍ଡ କ୍ୟାରି ସାଇମଣ୍ଡସଙ୍କୁ ଗୁପ୍ତରେ ବିବାହ କରିଥିଲେ। ୫୬ ବର୍ଷ ବୟସରେ ବୋରିସ ତୃତୀୟ...

ମଝି ରାସ୍ତାରେ ହାତୀକୁ ଦେଖି ସାଇକେଲ୍‌ ଧରି ଧାଇଁଲେ ବ୍ୟକ୍ତି, ହେଲେ …

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ...

Advertisement
Archives

Model This Week