ଫୁରସତ

ବୃହସ୍ପତିଙ୍କ ମକରରୁ କୁମ୍ଭ ଚଳନ: ଜାଣନ୍ତୁ ଏହାର ଫଳାଫଳ…

ଦେବଗୁରୁ ବୃହସ୍ପତି ସୋମବାର ରାତି ୧ଟା ୫୦ରେ ମକର ରାଶିରୁ କୁମ୍ଭକୁ ଚଳନ କରିବେ। ଗୁରୁ ଆସନ୍ତା ୧୩ ସେପ୍ଟେମ୍ବର ପର୍ଯ୍ୟନ୍ତ ଏଠାରେ ଅବସ୍ଥାନ କରିବେ। ଏହା ପରେ ବକ୍ରି ଗୁରୁ ସେପ୍ଟେମ୍ବର ୧୪ରେ ରାତି ୨ଟା ୨୮ରେ ମକର ରାଶିରେ…

ବାଲକୋନିରେ ଠିଆ ହୋଇ ଉଲଗ୍ନ ଫଟୋ ଉଠାଇଲେ ୧୨ ମହିଳା, ପରେ ଘଟିଲା ଏମିତି…

ଦୁବାଇରେ କିଛି ମହିଳା ବାଲକୋନିରେ ଠିଆ ହୋଇ ଉଲଗ୍ନ ଫଟୋ ଉଠାଇଥିଲେ। ଫଳରେ ଏହା ସେମାନଙ୍କୁ ଭାରି ପଡ଼ିଛି। ଦୁବାଇ ପୋଲିସ ଦ୍ୱାରା ସମସ୍ତ ମହିଳା ଗିରଫ ହୋଇଛନ୍ତି। ୧୨ରୁ ଅଧିକ ମହିଳା ଏକ ଶୁଟିଂ ପାଇଁ ବାଲ୍‌କୋନିରେ ଠିଆ ହୋଇ…

ଖାଦ୍ୟ ଛାଡ଼ି ଦିନକୁ କେବଳ ୫ ଥର ବିୟର ପିଇଲେ ଏହି ବ୍ୟକ୍ତି, ଆଉ ତା’ ପରେ…

ଆମେରିକାର ଜଣେ ବ୍ୟକ୍ତି ଖାଦ୍ୟ ଛାଡ଼ି କେବଳ ଉପବାସ କରି ବିୟର ପିଇ ବଞ୍ଚିଛନ୍ତି। ଖାଲି ଏତିକି ନୁହେଁ, ସେ ତାଙ୍କର ୧୮ କେଜି ଓଜନ କମାଇବାରେ ବିସଫଳ ହୋଇଛନ୍ତି। ସିନସିନାଟି ସହରରେ ରହୁଥିବା ଡେଲ୍‌ ହଲ କୁହନ୍ତି, ସେ କେବଳ…

ସ୍ତ୍ରୀଙ୍କୁ ଯିଏ ଆଣିବ ଫେରାଇ, ତାଙ୍କୁ ଦେବି ଭୋଟ…

ଲକ୍ଷ୍ନୌ,୫।୪: ଉତ୍ତରପ୍ରଦେଶରେ ଆଗକୁ ପଞ୍ଚାୟତ ନିର୍ବାଚନ ହେବ। ତେବେ ନିର୍ବାଚନରେ ପ୍ରାର୍ଥୀଙ୍କୁ ଭୋଟ ଦେବାନେଇ ଜଣେ ଭୋଟର ଅଜବ ସର୍ତ୍ତ ରଖିଛନ୍ତି। ସ୍ଥାନୀୟ ରହିମାବାଦ ଅଞ୍ଚଳର ରାମନଗରରେ ବାସ କରୁଥିବା ରାଧେ ଭୋଟ ଦେବାକୁ ଅନୁରୋଧ କରିବା ଲାଗି ତାଙ୍କ ଘରକୁ…

ପୁଟିନ୍‌ ସବୁଠାରୁ ‘ସେକ୍ସି’

ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କୁ ଦେଶର ସବୁଠାରୁ ‘ସେକ୍ସି’ ଓ ‘ହ୍ୟାଣ୍ଡସମ୍‌’ ପୁରୁଷ ଘୋଷଣା କରାଯାଇଛି। ୨୨ ମାର୍ଚ୍ଚରୁ ୧ ଏପ୍ରିଲ ପର୍ଯ୍ୟନ୍ତ ଦେଶର ୩ ଶହରୁ ଅଧିକ ସହରର ୨ ହଜାର ଜଣଙ୍କ ଉପରେ ଏକ ସର୍ଭେ କରାଯାଇଥିଲା। ଦେଶର…

ଜାତିର ଗୌରବମୟ ଐତିହ୍ୟକୁ ଛଡ଼ାଇ ନେବାର ଉପକ୍ରମ

କୋଣାର୍କ ମନ୍ଦିର ଉପରେ କଲମଚାଳନା କରିବାକୁ ଧାଇଁ ଆସିଥିବା ପଣ୍ଡିତମାନେ ମୂଳ ମନ୍ଦିରର ନାମକୁ ଏଡ଼େଇଗଲେ। ମୂଳ ମନ୍ଦିରର ଶବ୍ଦ ଭିତରେ ଥିବା ରହସ୍ୟ ବୁଝିବା ତ ଦୂରକଥା, ଶିଳ୍ପୀଙ୍କର ଦକ୍ଷତା ଉପରେ ସନ୍ଦେହ ପ୍ରକାଶ କରି କୁହେଳିକା ସୃଷ୍ଟି କଲେ।…

ବିପଦ ବେଳେ ସାଥୀରେ ରହିଥାନ୍ତି ଏମିତି ବନ୍ଧୁ, ଭିଡିଓ ଦେଖିଲେ..

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ ଭାଇରାଲ…

୨ ଫୁଟ ବରଙ୍କୁ ୪ ଫୁଟ କନ୍ୟା, ଭାଇରାଲ ହେଉଛି ବିବାହ ବେଳର ଫଟୋ

କୁହାଯାଏ,ବିବାହ ଉପରବାଲା ଯୋଡ଼ିଥାଏ। ଏହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଆନ୍ଧ୍ରପ୍ରଦେଶର ପୂର୍ବ ଗୋଦାବରୀ ଜିଲାର ମୁମିଦିବରାମରେ। ଏଠାରେ ବିବାହ ବନ୍ଧନରେ ବାନ୍ଧି ହୋଇଥିବା ବରଙ୍କ ଉଚ୍ଚତା ୨ ଫୁଟ ହୋଇଥିବା ବେଳେ କନ୍ୟାଙ୍କ ଉଚ୍ଚତା ୪ ଫୁଟ। ଏମାନଙ୍କ ବିବାହ…

ନିଶ ଥିବା ଚଢ଼େଇ

ପୁରୁଷଙ୍କୁ ନିଜ ନିଶ ଭାରି ପ୍ରିୟ। ଏହାକୁ ନେଇ ସେମାନେ ଗର୍ବ କରନ୍ତି। ଯାହାର ଯେତେ ଗହଳ ଓ ଲମ୍ବା ନିଶ ସେ ସେତେ ଗର୍ବ ଅନୁଭବ କରନ୍ତି। ତେବେ ଜାଣନ୍ତି କି ଖାଲି ପୁରୁଷ ନୁହନ୍ତି ଏକ କୁନି ଚଢ଼େଇର…

ବିରିୟାନୀ ଦାମ ୨୦,୦୦୦ଟଙ୍କା

ବିରିୟାନୀ କଥା ଉଠିଲେ ପାଟିରୁ ଲାଳ ଗଡିଆସେ। ପ୍ରାୟ ସମସ୍ତଙ୍କୁ ଭଲ ଲାଗେ ଏହାର ସ୍ବାଦ। ଭଲ ଓ ଫେମସ୍‌ ବିରିୟାନୀ ଖାଇବା ପାଇଁ ତ ଲୋକେ ଯେକୌଣସି ଜାଗାକୁ ଯିବାକୁ ପ୍ରସ୍ତୁତ ହୋଇଯାଆନ୍ତି। ତେବେ ଆମେ ଏଠାରେ ଏମିତି ଏକ…

ପେଣ୍ଟିଂ ନୁହେଁ, ଏମ୍ବ୍ରୋଏଡରି ଓ୍ବାର୍କ

ଯେତେବେଳେ ଦୁଇଜଣ ଭିନ୍ନ ଧରଣର କଳାକାର ଏକାଠି ହୁଅନ୍ତି, ସେଠି ଜନ୍ମ ନିଏ ଏକ ନୂଆ କଳାର ଧାରା। ଠିକ୍‌ ଯେମିତି ଭିଏତ୍‌ନାମର ପାରମ୍ପରିକ ଏମ୍ବ୍ରୋଏଡରି କାରିଗର ହୋଆଙ୍ଗ ଲି ଜୁଆନ୍‌ ଓ ପେଣ୍ଟର୍‌ ଏକ୍ସକ୍ୟୁ ଡଲାତ୍‌ ଏକାଠି ହୋଇ ସୃଷ୍ଟି…

ବିସ୍ମୟ ପ୍ରକୃତି

ପ୍ରକୃତି ଏକ ବିସ୍ମୟର ଗନ୍ତାଘର। ଏହାମଧ୍ୟରେ ଏମିତି ଅନେକ କିଛି ଅଛି, ଯାହା ମଣିଷକୁ ବାରମ୍ବାର ଚକିତ କରିଆସିଛି। ତା’ର ରହସ୍ୟ ଜାଣିବାକୁ ଚେଷ୍ଟା କରିଛି। ହେଲେ ପାରିନି। ସେମିତି କିଛି ବିସ୍ମୟକର ସ୍ଥାନ ସମ୍ପର୍କରେ… ବଟର୍‌ ବଲ୍‌: ଦକ୍ଷିଣ ଭାରତର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?