Posted inଫୁରସତ

ଚାଲିଥିଲା ଜୁମ୍‌ ମିଟିଂ: ଉଲଗ୍ନ ହୋଇ ଠିଆ ହେଲେ ନେତାଙ୍କ ସ୍ତ୍ରୀ, ଆଉ ତା’ ପରେ…

କରୋନା ଭାଇରସ ଯୋଗୁ ବର୍ତ୍ତମାନ ଅଧିକାଂଶ ଲୋକେ ଘରେ ରହି କାମ କରୁଛନ୍ତି। ଏହି ସମୟରେ ସକରାରୀ ଅଧିକାରୀ ଏବଂ ନେତାମାନେ ଜୁମ୍‌ ଆପ୍‌ରେ ମିଟିଂ କରୁଛନ୍ତି। ତେବେ ଏହି ଜୁମ୍‌ ମିଟିଂ ସମୟରେ ଏମିତି ଏକ ଘଟଣା ଘଟିଛି, ଯାହା ଶୁଣିଲେ ଲାଜ ଲାଗିବ।

ଦକ୍ଷିଣ ଆଫ୍ରିକାରେ ଏବେ କରୋନା ସଂକ୍ରମଣ ବଢୁଥିବାରୁ ସରକାରୀ ଅଧିକାରୀ ଏବଂ ନେତାମାନେ ଜୁମ୍‌ ଆପ୍‌ରେ ମିଟିଂ କରୁଥିଲେ। ଏହି ସମୟରେ ଜଣେ ନେତାଙ୍କ ସ୍ତ୍ରୀ ଉଲଗ୍ନ ହୋଇ ସ୍ବାମୀଙ୍କ ପଛ ପଟେ ଠିଆ ହୋଇଥିଲେ। ଏହା ଦେଖି ଜୁମ୍‌ ମିଟିଂରେ ଯୋଡ଼ି ହୋଇଥିବା ଅନ୍ୟ ସଦସ୍ୟମାନେ ସଂପୃକ୍ତ ନେତାଙ୍କୁ ଏ ବିଷୟରେ କହିଥିଲେ କି ତୁମ ପଛରେ ଠିଆ ହୋଇଥିବା ମହିଳା ଜଣକ କିଛି କପଡ଼ା ପିନ୍ଧିନାହାନ୍ତି। ଆପଣ କ’ଣ ତାଙ୍କୁ ଜଣାଇ ନ ଥିଲେ କି ମିଟିଂ ଚାଲିଛି ବୋଲି। ଏହା ଶୁଣିବା ପରେ ନେତା ଜଣକ ଲାଜେଇ ଯାଇଥିଲେ।

ଯୋଲିଲେ ଏନ୍‌ଭେଡୁ ନାମକ ଏହି ନେତା ଜଣକ ମୁହଁରେ ହାତ ଦେବା ସହ କ୍ଷମା ମାଗିଛନ୍ତି। ସେ କହିଛନ୍ତି, ମୁଁ କ୍ୟାମେରା ପ୍ରତି ଏତେଟା ଧ୍ୟାନ ଦେଇ ନ ଥିଲି। ପଛକୁ ମୁଁ ଆଉ ଚାହିଁ ନ ଥିଲି। ଏଥିରେ ମୁଁ ବହୁ ଲଜ୍ଜିତ।


Enter your email to get our daily news in your inbox.

All Right Reserved By Dharitri.Com

ନିଦ ବାଉଳାରେ ମୁହଁରୁ ବାହାରିଗଲା ଏମିତି କଥା, ପ୍ରେମିକାଙ୍କ ସାମ୍ନାରେ ଖୋଲିଗଲା ଧୋକାବାଜ ପ୍ରେମିକଙ୍କ ଗୁମର…

କିଛିଲୋକ ଶୋଇଥିବା ଅବସ୍ଥାରେ ବିଳିବିଳଉଥିବା ଶୁଣିଥିବେ। ମାତ୍ର ଏହି ଅଭ୍ୟାସ ବେଳେବେଳେ ବିରାଟ ସମସ୍ୟା ଠିଆ କରିଦିଏ। ଠିକ୍‌ ସେମିତି ଘଟିଛି ଜଣେ ଯୁବକଙ୍କ କ୍ଷେତ୍ରରେ।...

ମିଛ କହିଲେ ହାଡ଼ ଦୁର୍ବଳ ହୁଏ

ଫରିଦାବାଦ୍‌: ଜଣେ ବ୍ୟକ୍ତି ଶାରୀରିକ ଭାବେ ସୁସ୍ଥ ରହିବା ଫଳରେ ଅନେକ ରୋଗଠାରୁ ଦୂରେଇ ରହିଥାଆନ୍ତି। ଫଳରେ ଶରୀରର ହାଡ଼ ମଜଭୁତ ହେବା ସହ ଫ୍ରାକ୍ଚର...

ଫ୍ୟାଶନରେ ଆଗରେ ଥିଲେ ପ୍ରାଚୀନ ଭାରତୀୟ

ନୁଆଦିଲ୍ଲୀ: ସୋସିଆଲ ମିଡିଆ ଏବେ ବେଶ୍‌ ଲୋକପ୍ରିୟତା ହାସଲ କରିଛି। ଦୂରଦୂରାନ୍ତରେ ରହୁଥିବା ଲୋକଙ୍କ ସହ ଯୋଗାଯୋଗରେ ରହିବାର ଏହା ମୁଖ୍ୟ ମାଧ୍ୟମ ପାଲଟିଥିବା ବେଳେ...

ଏଠାରେ ଛୁରିରେ କରାଯାଏ ମସାଜ: ଫାଇଦା ବିଷୟରେ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଯଦି କୁହାଯାଏ ଛୁରିକୁ ମସାଜ ପାଇଁ ବ୍ୟବହାର କରାଯାଏ, ତେବେ କେହି ବିଶ୍ୱାସ କରିବେ ନାହିଁ। ମାତ୍ର ତାଇଓ୍ବାନ୍‌ର ପୂର୍ବ ଏସିଆ ଦେଶରେ ମସାଜ ପାର୍ଲରଗୁଡିକରେ...

ଆହାର ଭାବି ପଛରୁ ପାଦ ଚାପିଚାପି ଆକ୍ରମଣ କରିବାକୁ ଆସିଥିଲା ବାଘ, ଯାହା ଦେଖିଲା…

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର...

ବାପା ସାଇକେଲ କିଣି ନ ଦେବାରୁ ଅଦ୍ଭୁତ ସାଇକେଲ ତିଆରି କଲେ ଅଷ୍ଟମ ଶ୍ରେଣୀର ଛାତ୍ର

ଲଧିଆନା,୨୫।୮: ଆବଶ୍ୟକତା ହିଁ ଆବିଷ୍କାରର ଜନନୀ। କରୋନା ଭାଇରସ୍‌ ଲକ୍‌ଡାଉନ ଓ ଆର୍ଥିକ ଅନାଟନ ଯୋଗୁ ଜଣେ ପିତା ନିଜ ପୁଅ ପାଇଁ ନୂଆ ସାଇକେଲ...

କ୍ରିକେଟ୍‌ ଖେଳୁଥିବାବେଳେ ମହୁମାଛି ଆକ୍ରମଣ: ଜାଣନ୍ତୁ ବର୍ତ୍ତିବା ଲାଗି କ’ଣ କଲେ ଯୁବକ

ଡେରାଡୁନ, ୨୪।୬- ଉତ୍ତରାଖଣ୍ଡ ରୁର୍‌କିର କିଛି ଯୁବକ କ୍ରିକେଟ୍‌ ଖେଳୁଥିବାବେଳେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ସ୍ଥାନୀୟ ସୁବାଷ ନଗର ପଡ଼ିଆ ନିକଟରେ ଥିବା...

ବିସ୍ମୟ ସ୍ତମ୍ଭ : ୧୬୦୦ ବର୍ଷ ପରେ ବି ଏଥିରେ ଲାଗିନାହିଁ କଳଙ୍କି

ବିଶ୍ୱରେ ଏମିତି କିଛି ଜିନିଷ ଅଛି, ଯାହା ସମ୍ପର୍କରେ ଜାଣିଲେ ବିସ୍ମୟ ସୃଷ୍ଟି ହେବ। ଏମିତି ଏକ ଜିନିଷ ବିଷୟରେ କହିବାକୁ ଯାଉଛୁ, ଯାହା ଆଶ୍ଚର୍ଯ୍ୟ...

Advertisement
Archives

Model This Week