Posted inଫୁରସତ

ଚାଲିଥିଲା ଜୁମ୍‌ ମିଟିଂ: ଉଲଗ୍ନ ହୋଇ ଠିଆ ହେଲେ ନେତାଙ୍କ ସ୍ତ୍ରୀ, ଆଉ ତା’ ପରେ…

କରୋନା ଭାଇରସ ଯୋଗୁ ବର୍ତ୍ତମାନ ଅଧିକାଂଶ ଲୋକେ ଘରେ ରହି କାମ କରୁଛନ୍ତି। ଏହି ସମୟରେ ସକରାରୀ ଅଧିକାରୀ ଏବଂ ନେତାମାନେ ଜୁମ୍‌ ଆପ୍‌ରେ ମିଟିଂ କରୁଛନ୍ତି। ତେବେ ଏହି ଜୁମ୍‌ ମିଟିଂ ସମୟରେ ଏମିତି ଏକ ଘଟଣା ଘଟିଛି, ଯାହା ଶୁଣିଲେ ଲାଜ ଲାଗିବ।

ଦକ୍ଷିଣ ଆଫ୍ରିକାରେ ଏବେ କରୋନା ସଂକ୍ରମଣ ବଢୁଥିବାରୁ ସରକାରୀ ଅଧିକାରୀ ଏବଂ ନେତାମାନେ ଜୁମ୍‌ ଆପ୍‌ରେ ମିଟିଂ କରୁଥିଲେ। ଏହି ସମୟରେ ଜଣେ ନେତାଙ୍କ ସ୍ତ୍ରୀ ଉଲଗ୍ନ ହୋଇ ସ୍ବାମୀଙ୍କ ପଛ ପଟେ ଠିଆ ହୋଇଥିଲେ। ଏହା ଦେଖି ଜୁମ୍‌ ମିଟିଂରେ ଯୋଡ଼ି ହୋଇଥିବା ଅନ୍ୟ ସଦସ୍ୟମାନେ ସଂପୃକ୍ତ ନେତାଙ୍କୁ ଏ ବିଷୟରେ କହିଥିଲେ କି ତୁମ ପଛରେ ଠିଆ ହୋଇଥିବା ମହିଳା ଜଣକ କିଛି କପଡ଼ା ପିନ୍ଧିନାହାନ୍ତି। ଆପଣ କ’ଣ ତାଙ୍କୁ ଜଣାଇ ନ ଥିଲେ କି ମିଟିଂ ଚାଲିଛି ବୋଲି। ଏହା ଶୁଣିବା ପରେ ନେତା ଜଣକ ଲାଜେଇ ଯାଇଥିଲେ।

ଯୋଲିଲେ ଏନ୍‌ଭେଡୁ ନାମକ ଏହି ନେତା ଜଣକ ମୁହଁରେ ହାତ ଦେବା ସହ କ୍ଷମା ମାଗିଛନ୍ତି। ସେ କହିଛନ୍ତି, ମୁଁ କ୍ୟାମେରା ପ୍ରତି ଏତେଟା ଧ୍ୟାନ ଦେଇ ନ ଥିଲି। ପଛକୁ ମୁଁ ଆଉ ଚାହିଁ ନ ଥିଲି। ଏଥିରେ ମୁଁ ବହୁ ଲଜ୍ଜିତ।


Enter your email to get our daily news in your inbox.

All Right Reserved By Dharitri.Com

କେଜିଏଫ୍‌-୨ର ସଫଳତାକୁ ସେଲିବ୍ରେଟ୍‌ କଲା ‘ଅମୂଲ୍‌’

ସିନେମାଘରେ ରିଲିଜ ହେବା ପରଠାରୁ ବକ୍ସ ଅଫିସରେ ନୂଆ ନୂଆ ରେକର୍ଡ କରୁଛି ‘କେଜିଏଫ୍‌ ଚାପ୍ଟର-୨’। ଦର୍ଶକଙ୍କୁ ଫିଲ୍ମଟି ପସନ୍ଦ ଆସିଥିବାରୁ ଆଗକୁ ଏହା ସୁପରହିଟ୍‌...

ମାଙ୍କଡ଼ର ଅନ୍‌ଲାଇନ ଶପିଂ

ବେଜିଂ: ସ୍ମାର୍ଟଫୋନ୍‌ ହେଉ କି କମ୍ପ୍ୟୁଟର ଏଥିରେ ଇଣ୍ଟରନେଟ୍‌ ସଂଯୋଗ କରି ଘରେ ବସି ଅନ୍‌ଲାଇନ୍‌ରେ ବିଭିନ୍ନ କାର୍ଯ୍ୟ ସହଜରେ କରିହେଉଛି। ଏସବୁ ଭିତରେ ଅନ୍‌ଲାଇନ୍‌...

ଏପଟେ ହସ୍ପିଟାଲରେ ଲାଗିଥିଲା ଭୟଙ୍କର ନିଆଁ, ସେପଟେ ଡାକ୍ତର କରୁଥିଲେ ରୋଗୀଙ୍କ ହାର୍ଟ ଅପରେଶନ

ସେଣ୍ଟପିଟର୍ସବର୍ଗ,୩।୪: ଡାକ୍ତରଙ୍କୁ ଭଗବାନଙ୍କ ଦ୍ୱିତୀୟ ଅବତାର ବୋଲି କୁହାଯାଏ। ଏହି କଥାର ପ୍ରମାଣ କରି ଦେଖାଇଛନ୍ତି ରୁଷିଆର ଡାକ୍ତରମାନେ। ଏଠାରେ ଥିବା ଏକ ହସ୍ପିଟାଲରେ ହଠାତ୍‌...

ମାତ୍ର ଏତିକି ଟଙ୍କା ଦେଇ ୨୫ ବର୍ଷ ପର୍ଯ୍ୟନ୍ତ ପାଇବେ ମାଗଣା ବିଜୁଳି

ବିଦ୍ୟୁତ୍‌ ବିଲ୍‌ କ୍ରମାଗତ ଭାବରେ ମହଙ୍ଗା ହେଉଛି। ଯାହାର ପ୍ରଭାବ ସିଧାସଳଖ  ସାଧାରଣ ଲୋକଙ୍କ ଉପରେ ପଡିଛି। ତେବେ ବିଦ୍ୟୁତ୍‌ ବିଲ ହ୍ରାସ କରିବା କଷ୍ଟସାଧ୍ୟ...

ମେକାନିକ୍‌ କଲେ ଏମିତି କାମ, ଆନନ୍ଦ ମହିନ୍ଦ୍ରାଙ୍କ ହୃଦୟଙ୍କୁ ଛୁଇଁଲା

ଶିଳ୍ପପତି ଆନନ୍ଦ ମହିନ୍ଦ୍ରା ପ୍ରାୟତଃ ସୋସିଆଲ ମିଡିଆରେ ପ୍ରେରଣାଦାୟକ ଭିଡିଓ ଶେୟାର କରନ୍ତି। କେବଳ ଏତିକି ନୁହେଁ, ପ୍ରତିଭାଶାଳୀ ଲୋକମାନଙ୍କୁ ଦେଖି ସେ ମଧ୍ୟ ସେମାନଙ୍କୁ...

ଭୋକ ହେବାରୁ ମଣିଷ ଭଳି ପକ୍ଷୀ ବି କରୁଛି ଏମିତି

ପ୍ରାୟତଃ ପ୍ରାଣୀଙ୍କୁ ନେଇ ସୋସିଆଲ ମିଡିଆରେ କିଛି ନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହୋଇଥାଏ। ଟୁଇଟରରେ ଏବେ ଏକ ଭିଡିଓ ବହୁତ ଭାଇରାଲ...

ବରକନ୍ୟାଙ୍କ ସାମ୍ନାରେ ସମସ୍ତ ବିବାହ ଫଟୋ ଡିଲିଟ୍‌ କରିଦେଲେ ଫଟୋଗ୍ରାଫର, କାରଣ ଜାଣିଲେ…

ଜଣେ ଫଟୋଗ୍ରାଫର ଫଟୋଶୁଟ୍‌ ପାଇଁ ଏକ ବିବାହ ଉତ୍ସବକୁ ଯାଇଥିଲେ। କିନ୍ତୁ ବର ତାଙ୍କୁ ଏପରି ବ୍ୟବହାର କରିଥିଲେ ଯେ, ଏଥିରେ ସେ କ୍ରୋଧିତ ହୋଇ...

ଏମିତି ମାସ୍କ, ଯାହା ମୁହଁରୁ ନ ଖୋଲି ଖାଇପାରିବେ ଖାଦ୍ୟ

ସାରା ବିଶ୍ୱରେ କରୋନା ଭାଇରସ୍‌ ତା’ର କାୟା ବିସ୍ତାର କରିସାରିଛି। ଏହି ଭାଇରସ୍‌ ଯୋଗୁ ବର୍ତ୍ତମାନ ସୁଦ୍ଧା ୩ ଲକ୍ଷରୁ ଅଧିକ ଲୋକଙ୍କ ଜୀବନ ଯାଇଥିବା...

Advertisement
Archives

Model This Week