କାର୍ ଭିତରେ ବସିଥିଲେ ଦମ୍ପତି, ହଠାତ୍ ୫୦ ଫୁଟ ଉପରୁ ଖସିଲା ବରଫଖଣ୍ଡ; ଆଉ ତା’ ପରେ…
ସେଣ୍ଟପିଟରସବର୍ଗ,୧।୪: କ୍ୟାମେରାରେ କଏଦ ହୋଇଥିବା ଏକ ଭିଡିଓ ଦେଖିଲେ ଆପଣଙ୍କ ଲୋମ ଟାଙ୍କୁରି ଉଠିବ। ଭିଡିଓରେ ଦେଖିବାକୁ ମିଳିଛି ଏକ ଦମ୍ପତି କାର୍ରେ ଯାଉଥିଲେ। ହଠାତ୍ ୫୦ ଫୁଟ ଉପରୁ ଏକ ବିରାଟ ପଥରଖଣ୍ଡ ଖସିଲା। ଫଳରେ ତାଙ୍କ କାର୍ ଭାଙ୍ଗି…
ଶିବ-ପାର୍ବତୀ ଭୂମିକାରେ କରୁଥିଲେ ଅଭିନୟ, ଏହି ବେଶରେ ହିଁ ବିବାହ ବନ୍ଧନରେ ବାନ୍ଧିହେଲେ
ଲକ୍ଷ୍ନୌ,୧।୪: କାନପୁର ଅଞ୍ଚଳରେ ଏକ ବିବାହ ଏବେ ଖୁବ୍ ଚର୍ଚ୍ଚାରେ ରହିଛି। ବରକନ୍ୟା ଶିବ-ପାର୍ବତୀ ବେଶ ଧାରଣ କରି ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଦୁହିଁଙ୍କ ବିବାହକୁ ଖାସ୍ କରିବା ପାଇଁ ବନ୍ଧୁ ପରିଜନ ଏବଂ ସମ୍ପର୍କୀୟମାନେ ବହୁ ଉତ୍ସାହିତ ହୋଇ…
ଷ୍ଟକ୍ ମାର୍କେଟରେ ବୁଡ଼ିଗଲା ଅର୍ଥ, ପରେ ଏମିତି ପଦକ୍ଷେପ ନେଲେ ଫ୍ୟାକ୍ଟ୍ରି କର୍ମଚାରୀ
ବେଜିଂ,୧।୪: ଚାଇନାର ଜଣେ ଫ୍ୟାକ୍ଟ୍ରି କର୍ମଚାରୀ ଆତ୍ମହତ୍ୟା କରିଛନ୍ତି। କାରଣ ଏହି କର୍ମଚାରୀ ଜଣକ ଷ୍ଟକ୍ ମାର୍କେଟରେ ୬ ଲକ୍ଷ ଟଙ୍କା ହରାଇଥିଲେ। ଏହା ପରେ ତାଙ୍କର ମାନସିକ ସ୍ଥିତି ଠିକ୍ ରହିଲା ନାହିଁ। ଫଳରେ ସେ ଫ୍ୟାକ୍ଟ୍ରିରେ ଥିବା ଷ୍ଟିଲ୍…
ଚୋରି କରିବାକୁ ଆସିଥିଲା ଚୋର, ବ୍ୟାଗ୍ ଭର୍ତ୍ତି ଟଙ୍କା ଦେଖି ହେଲା ହାର୍ଟ ଆଟାକ୍, ଆଉ ତା’ ପରେ…
ଲକ୍ଷ୍ନୌ,୧।୪: ଉତ୍ତରପ୍ରଦେଶର ବିଜନୋରରେ ଚୋରି କରିବାକୁ ଆସିଥିବା ଜଣେ ଚୋର ବ୍ୟାଗ୍ରେ ୭ ଲକ୍ଷ ଟଙ୍କା ଦେଖି ଖୁସିରେ ଆତ୍ମବିଭୋର ହୋଇଯାଇଥିଲେ। ସେ ଏତେ ଖୁସି ହୋଇଯାଇଥିଲେ ଯେ, ତାଙ୍କୁ ହାର୍ଟ ଆଟାକ୍ ହୋଇଥିଲା। ଫଳରେ ସେ ଡାକ୍ତରଖାନା ଯାଇଥିଲେ। ଏହି…
ଝିଅକୁ ବାକ୍ସ ଭିତରେ ପୂରାଇ ଘରଘର ବୁଲି ସାମଗ୍ରୀ ଡେଲିଭରି କଲେ ପିତା, ଜାଣିଲେ…
ସୋସିଆଲ ମିଡିଆରେ କେତେବେଳେ କ’ଣ ଭାଇରାଲ ହେଉଛି ତାହା କହିହେବ ନାହିଁ। ଏବେ ଏମିତି ଏକ ଭିଡିଓ ଖୁବ୍ ତୀବ୍ର ବେଗରେ ଭାଇରାଲ ହେଉଛି। ଚାଇନାର ଲି ୟୁଆନୁଆନ୍ ନାମକ ଜଣେ ଡେଲିଭରି ବୟ ତାଙ୍କ ଛୋଟ ଝିଅକୁ ସ୍କୁଟି ଭିତରେ…
୩୦ ବର୍ଷ ଧରି ଖୋଲୁ ନ ଥିଲା ଏହି ମହିଳାଙ୍କ ମୁହଁ, ସଫଳ ଅପରେଶନ କଲେ ଡାକ୍ତର
ଦିଲ୍ଲୀର ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କରେ ସିନିୟର ମ୍ୟାନେଜର ଭାବରେ କାର୍ଯ୍ୟ କରୁଥିବା ଜଣେ ମହିଳାଙ୍କ ଏକ ନିଆରା ଅପରେଶନ ହୋଇଛି। ଏହି ମହିଳାଙ୍କ ପାଟି ଦୀର୍ଘ ୩୦ ବର୍ଷ ଧରି ଖୋଲୁ ନ ଥିଲା। ତେବେ ଡାକ୍ତରମାନଙ୍କ ସଫଳ ଅପରେଶନ ପରେ…
ଗାଡ଼ିରୁ ଓହ୍ଲାଇ ମୁନ୍ଓ୍ବାକ୍ କଲେ ଯୁବକ, ଲୋକେ କହିଲେ…
ଦୁନିଆରେ ପ୍ରତ୍ୟେକ ବ୍ୟକ୍ତିଙ୍କ ପାଖରେ କିଛି ନା କିଛି ପ୍ରତିଭା ଲୁଚିକି ରହିଛି। ସେ ଗରିବ ହୁଅନ୍ତୁ କି ଧନୀ। ସମସ୍ତଙ୍କ ନିକଟରେ ଅନନ୍ୟ ପ୍ରତିଭା ରହିଥାଏ। ଏମିତି ଜଣେ ପ୍ରତିଭାବାନ ଯୁବକଙ୍କୁ ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଯାହାଙ୍କ ଡ୍ୟାନ୍ସ…
ଗରମ ହେବାରୁ ହାତୀ କରୁଛି ଏପରି, ଭିଡିଓ ଦେଖିଲେ…
ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ ଭାଇରାଲ…
ଆତଙ୍କ ଖେଳାଉଛି ବାଇଡେନଙ୍କ କୁକୁର
ଓ୍ବାଶିଂଟନ,୩୧।୩: ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ କୁକୁର ପାଳିବାରେ ଭାରି ସଉକ। କିନ୍ତୁ ବାଇଡେନଙ୍କ ଏହି ସଉକ ଲୋକଙ୍କୁ କ୍ଷତି ପହଞ୍ଚାଉଛି। ଜୋ ବାଇଡେନଙ୍କ କୁକୁର ‘ମେଜର’ ହ୍ବାଇଟ୍ ହାଉସରେ ପୁଣି ଥରେ ଜଣେ ଲୋକଙ୍କୁ କାମୁଡ଼ିଛି। ନ୍ୟାଶନାଲ ପାର୍କ ସର୍ଭିସ…
କୋଲକାତାରେ ମିଳୁଛି ବିଶ୍ୱର ସବୁଠୁ ଦାମୀ ଚା’ : ମୂଲ୍ୟ ଜାଣିଲେ ହେବେ ଆଶ୍ଚର୍ଯ୍ୟ
ବିଭିନ୍ନ କାରଣକୁ ନେଇ କୋଲକତା ଏବେ ଚର୍ଚ୍ଚାରେ ରହିଛି। ରାଜନୈତିକ ଉତ୍ଥାନପତନ ମଧ୍ୟରେ ଅନ୍ୟ ଏକ କାରଣ ପାଇଁ ମଧ୍ୟ ଚର୍ଚ୍ଚାରେ ରହିଛି ଏହି ସହର। ଏଠାରେ ଦୁନିଆର ସବୁଠାରୁ ଦାମୀ ଚା’ ମିଳୁଛି। ଗୋଟିଏ କପ୍ ଚା’ର ମୂଲ୍ୟ ହେଉଛି…
ମୃତ୍ୟୁ ମୁହଁରୁ ଫେରିଲା ଜୀବନ: କୁମ୍ଭୀର ପାଟିରୁ ଗୋଡ଼ କାଢ଼ି ଦୌଡ଼ିଲା ଜେବ୍ରା
ପ୍ରାୟତଃ ପ୍ରାଣୀଙ୍କୁ ନେଇ ସୋସିଆଲ ମଡିଆରେ କିଛିନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହୋଇଥାଏ। ଟୁଇଟରରେ ଏବେ ଏକ ଭିଡିଓ ବହୁତ ଭାଇରାଲ ହେବାରେ ଲାଗିଛି। ଏଥିରେ ଏକ ଜଳାଶୟ ମଧ୍ୟରେ କୁମ୍ଭୀରଟିକୁ ଦେଖିବାକୁ ମିଳୁଛି। ପରେ ଏକା ଜେବ୍ରା…
ଖରାଦିନେ ଖାଆନ୍ତୁ ଏହିସବୁ ଖାଦ୍ୟ: ମିଳିବ ଅନେକ ଫାଇଦା
ଋତୁ ବଦଳିବା ସହିତ ଖାଦ୍ୟପେୟ, ପୋଷାକପତ୍ର ସବୁଥିରେ ପରିବର୍ତ୍ତନ ଦେଖାଯାଇଥାଏ। ଯେପରି ଆମକୁ ଶୀତଦିନେ ଗରମ ଜିନିଷ ଭଲ ଲାଗିଥାଏ। ସେହିପରି ଗରମ ଦିନରେ ମଧ୍ୟ ଥଣ୍ଡା ଭଲ ଲାଗିଥାଏ। ତେବେ ଗ୍ରୀଷ୍ମଋତୁରେ ଆପଣଙ୍କ ସ୍ବାସ୍ଥ୍ୟର ଯତ୍ନ ନେବା ପାଇଁ କେଉଁ…

