ଫୁରସତ

ମୁକେଶ-ଅନିଲ ଅମ୍ବାନୀଙ୍କ ଘରର ଦାମ୍‌ କେତେ ଜାଣନ୍ତି

ଦୁନିଆର ସବୁ ଲୋକ ଚାହିଁଥାନ୍ତି ତାଙ୍କ ଘର ସୁନ୍ଦର ଆଉ ବିଳାସପୂର୍ଣ୍ଣ ହେଉ। ଏଥିପାଇଁ ଅନେକ କଷ୍ଟ କରି ଘରଟିଏ ତୋଳିଥାନ୍ତି। ତେବେ ଏଥିମଧ୍ୟରୁ କିଛି ଘର ଚର୍ଚ୍ଚାରେ ରହିଥାଏ। ଯେମିତି କି ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ଘରକୁ ନେଇ ବର୍ତ୍ତମାନ…

ନାଚୁ ନାଚୁ ହଠାତ୍‌ ବଦଳିଗଲା ଯୁବତୀଙ୍କ ଡ୍ରେସ୍‌, ଆଉ ତା’ ପରେ…

ସୋସିଆଲ ମିଡିଆରେ ଏବେ ଏକ ଡ୍ୟାନ୍ସର ଭିଡିଓ ଭାଇରାଲ ହେଉଛି। ଏଥିରେ ଦେଖିବାକୁ ମିଳିଛି, ଜଣେ ମହିଳା ଡ୍ୟାନ୍ସରଙ୍କ ଡ୍ରେସ୍‌ ହଠାତ୍‌ ବଦଳି ଯାଉଛି। ଏହା ଦେଖି ଉପସ୍ଥିତ ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଭିଡିଓ ଆରମ୍ଭରେ ଦେଖିବାକୁ ମିଳିଛି ଜଣେ ଯୁବତୀ…

ବିନା ମାସ୍କରେ ଘରୁ ବାହାରିଲେ ପୋଲିସ ନେବ ଏହି କଡ଼ା ପଦକ୍ଷେପ, ଜାଣିଲେ…

ବର୍ତ୍ତମାନ ସମଗ୍ର ଦେଶରେ ପୁଣି କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ଏଥିରୁ ନିସ୍ତାର ପାଇବା ପାଇଁ ନାନା ପଦଦେକ୍ଷ ଗ୍ରହଣ କରାଯାଉଛି। ଏହି ପରିପ୍ରେକ୍ଷୀରେ ପୋଲିସ ପ୍ରଶାସନ ସହରରେ କରୋନା ସଂକ୍ରମଣ ରୋକିବା ପାଇଁ ଭିନ୍ନ ଏକ ପଦକ୍ଷେପ ଆପଣାଇଛି। ଯଦି…

ପ୍ରାର୍ଥୀ ଶେୟାର କଲେ ଛିଣ୍ଡା ଚପଲ: କହିଲେ, ସରିଲା ନିର୍ବାଚନ ପ୍ରଚାର

ଚେନ୍ନାଇ,୬।୪: ତାମିଲନାଡୁରେ ବିଧାନସଭା ନିର୍ବାଚନ ପାଇଁ ମଙ୍ଗଳବାର ପ୍ରଥମ ପର୍ଯ୍ୟାୟ ମତଦାନ ଅନୁଷ୍ଠିତ ହୋଇଛି। କରୋନା ନିୟମ ପାଳନ କରି ସକାଳୁ ମତଦାତାମାନେ ଲାଇନ୍‌ରେ ଠିଆ ହୋଇ ମତଦାନ କରିଛନ୍ତି। ତାମିଲନାଡ଼ୁରେ ବିଧାନସଭା ନିର୍ବାଚନ ପାଇଁ ଗତ କିଛି ଦିନରୁ ରାଜନୈତିକ…

ଆଗ୍ନେୟଗିରି ହେବ ଥଣ୍ଡା: ନଳ ଲଗାଇ ଭୂଗର୍ଭକୁ ଛଡ଼ାଯିବ ଥଣ୍ଡାପାଣି

ଓ୍ବାଶିଂଟନ,୬।୪: ଆମେରିକାରେ ଥିବା ୟେଲୋଷ୍ଟୋନ ଆଗ୍ନେୟଗିରିକୁ ଥଣ୍ଡା କରାଯିବା ଲାଗି ନାସାର ବୈଜ୍ଞାନିକମାନେ ଯୋଜନା ପ୍ରସ୍ତୁତ କରିଛନ୍ତି। ପ୍ରତିବର୍ଷ ଆଗ୍ନେୟଗିରି ରହିଥିବା ଅଞ୍ଚଳରେ ୩୦୦୦ରୁ ଅଧିକ ଥର ଭୂକମ୍ପ ହୋଇଥାଏ। ଏହା ମୁଖ୍ୟତଃ ହାଇଡ୍ରୋଥର୍ମାଲ ପ୍ରତିକ୍ରିୟା ଯୋଗୁ ହେଉଥିବା ବୈଜ୍ଞାନିକମାନେ ଅନୁମାନ…

୯ ବର୍ଷର ପୁଅକୁ ପାଇଲଟ ହେବାର ଟିପ୍ସ ଦେଲେ ରାହୁଲ ଗାନ୍ଧୀ

ନୂଆ ଦିଲ୍ଲୀ, ୬।୪: ରାହୁଲ ଗାନ୍ଧୀ ବର୍ତ୍ତମାନ ପ୍ରଚାର କାର୍ଯ୍ୟରେ ବ୍ୟସ୍ତ ଅଛନ୍ତି। ନିଜର ବ୍ୟସ୍ତ ସମୟ ମଧ୍ୟରୁ ସେ କିଛି ସମୟ ବାହାର କରି ଯୁବକଙ୍କ ସହ ବିତାଇଥାନ୍ତି। ନିକଟରେ ଏମିତି କିଛି ଦେଖିବାକୁ ମିଳିଛି। ଜଣେ ୯ ବର୍ଷର…

ସେଲୁନରେ କେଶ କାଟିବା ବେଳେ ବାରିକ ଲଗାଇଲେ ଏହି ଗୀତ: ଗ୍ରାହକ କାନ୍ଦି କାନ୍ଦି ବେହାଲ

ସୋସିଆଲ ମିଡିଆରେ ଏକ ସେଲୁନର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ଏହାକୁ ଦେଖିବା ପରେ ଯେ କେହିବି ହସି ହସି ଗଡ଼ିଯିବେ। ପ୍ରାୟତଃ, ସେଲୁନରେ କେଶ କାଟିବା ସମୟରେ ବାରିକ ସବୁବେଳେ ଗୀତ ଲଗାଇଥାନ୍ତି। ହେଲେ ଏବେ ବାରିକ ଜଣଙ୍କ…

ବିବାହ ଦିନ ଜଣାପଡ଼ିଲା ବର-କନ୍ୟା,ଭାଇ-ଭଉଣୀ

ବେଜିଂ,୬।୪: ଚାଇନାରେ ଆୟୋଜିତ ହୋଇଥିବା ଏକ ବିବାହ ସମାରୋହରେ ନିଆରା ଦୃଶ୍ୟ ଦେଖିବାକୁ ମିଳିଛି। ଯାହାକି କେହି କଳ୍ପନା ମଧ୍ୟ କରିପାରିବେ ନାହିଁ। ବିବାହ ଦିନ ବର ଓ କନ୍ୟା ଉଭୟ ଭାଇ ଭଉଣୀ ବୋଲି ଜଣାପଡ଼ିବା ସତ୍ତ୍ୱେ ତାଙ୍କର ବିବାହ…

ମୃତ୍ୟୁ ପରେ ବି ମସ୍ତିଷ୍କ ଜିନ୍‌ ରୁହେ ସକ୍ରିୟ…

ଓ୍ବାଶିଂଟନ,୬।୪: ମୃତ୍ୟୁ ଘଟିବାର ବହୁଘଣ୍ଟା ପରେ ବି ମସ୍ତିଷ୍କରେ କେତେକ ଜିନ୍‌ ସକ୍ରିୟ ରହିଥାନ୍ତି। ହୃଦ୍‌ସ୍ପନ୍ଦନ ବନ୍ଦ ହେବା ସହିତ ମସ୍ତିଷ୍କ ମଧ୍ୟ କାମ କରିବା ବନ୍ଦ କରିଦେଇଥାଏ। ତେବେ ମସ୍ତିଷ୍କର କ୍ରିୟାଶୀଳତା ଲୋପ ପାଇବା ପରେ କେତେକ ଜିନ୍‌ ହଠାତ୍‌…

ବୟଫ୍ରେଣ୍ଡଙ୍କ ସହ ହୋଟେଲରେ ରହିବାକୁ ଯାଇଥିଲେ ମହିଳା, ହଠାତ୍‌ ଆସିଲେ ସ୍ବାମୀ: ଆଉ ତା’ପରେ

ଅମୃତସର,୬।୪: ପଞ୍ଜାବର ଅମୃତସରରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ଏକ ହୋଟେଲରେ ଜଣେ ସ୍ବାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ହାଇଭୋଲଟେଜ୍‌ ଡ୍ରାମା ଦେଖିବାକୁ ମିଳିଛି। ବୟଫ୍ରେଣ୍ଡ୍‌ ସହ ହୋଟେଲ ଯାଇଥିବା ଜଣେ ମହିଳାଙ୍କୁ ଚାପୁଡା ମାରିଥିବାର ଦୃଶ୍ୟ ସିସିଟିଭିରେ କଏଦ…

ଏପରି ଷ୍ଟଣ୍ଟ୍‌ ଦେଖାଉଛନ୍ତି ଯୁବକ, ହାତ ନ ଲଗାଇ ଓଦା କରୁଛନ୍ତି କେଶ, ଭିଡିଓ ଭାଇରାଲ

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂଆ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ…

ଷ୍ଟେପ୍‌ ପକାଇ ନାଚୁଛି ହରିଣ, ଭିଡିଓ ଭାଇରାଲ

ପ୍ରାୟତଃ ପ୍ରାଣୀଙ୍କୁ ନେଇ ସୋସିଆଲ ମିଡିଆରେ କିଛି ନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହୋଇଥାଏ। ଟୁଇଟରରେ ଏବେ ଏକ ଭିଡିଓ ବହୁତ ଭାଇରାଲ ହେବାରେ ଲାଗିଛି। ଆପଣ ମୟୂରର ନାଚ ଦେଖିଥିବେ। ହେଲେ ହରିଣର ନାଚ ଦେଖିଛନ୍ତି କି?…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?