ଏକାସଙ୍ଗେ ୪ ହଜାର ମହିଳାଙ୍କ ସହିତ ଶାରୀରିକ ସମ୍ପର୍କ ରଖିଥିବା ସୂଚନା ଦେଲେ ଧନୀ ବ୍ୟକ୍ତି, ସ୍ତ୍ରୀ ଶେଷରେ କଲେ ଏପରି…
ଟୋକିଓ,୧।୫: ଜଣେ ଅବା ଦୁଇ ଜଣ ନୁହେଁ ଏକାସଙ୍ଗେ ୪ ହଜାର ମହିଳାଙ୍କ ସହିତ ସମ୍ପର୍କ ରଖିଥିବା ନେଇ ଜଣେ ଅରବପତି ସୂଚନା ଦେଇଥିଲେ। ତେବେ ଏହା ତାଙ୍କ ପାଇଁ ଶେଷରେ ମହଙ୍ଗା ପଡ଼ିଥିଲା। ସ୍ବାମୀ ଧୋକା ଦେଇଥିବାରୁ ୨୫ ବୟସ୍କା…
ପଛ ପଟୁ ଆସି ଗୋଡ଼ରେ ଠେଲି ଦେଲା ବିଲେଇ, ଆଉ ତା’ ପରେ
ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ ଭାଇରାଲ…
ବ୍ୟୁଟି ପାର୍ଲରରେ ସଜ ହେଉଥିଲେ କନ୍ୟା, ମୋବାଇଲକୁ ଆସିଲା ବରଙ୍କ ଆଶ୍ଚର୍ଯ୍ୟକର ମେସେଜ୍; ପାଦତଳୁ ଖସିଗଲା ମାଟି
ଲକ୍ଷ୍ନୌ,୩୦।୪: ବ୍ୟୁଟି ପାର୍ଲରରେ ଜଣେ କନ୍ୟା ସଜ ହେବାକୁ ଯାଇଥିବା ବେଳେ ଠିକ୍ ଏହି ସମୟରେ ବରଙ୍କର ଏକ ମେସେଜ ଆସିଥିଲା। ଯାହା ସମସ୍ତଙ୍କ ହୋସ୍ ଉଡ଼ାଇ ଦେଇଥିଲା। ଏଥିରେ ଲେଖାଥିଲା ବିବାହ କ୍ୟାନସେଲ। ଆମେ ବରଯାତ୍ରୀ ନେଇ ଯାଉନାହୁଁ। ଉତ୍ତରପ୍ରଦେଶର…
୧୩୨୨ କୋଟି ଲଟେରି ଜିତି ଏମିତି ଜୀବନ ବିତାଉଛନ୍ତି ଏହି ମହିଳା, ଜାଣିଲେ…
ଲଟେରି ହେଉଛି ଏକ ଭାଗ୍ୟର ଖେଳ। ଏହା ଏମିତି ଏକ ଖେଳ ଯାହା ମଣିଷକୁ କେତେବେଳେ କୋଟିପତି କରିଦିଏ ତ ଆଉ କେତେବେଳେ ଭିକାରି ସଜାଇ ଦିଏ। ଠିକ୍ ବ୍ରିଟେନରେ ରହୁଥିବା ଗିଲିୟନ ବେଫୋର୍ଡଙ୍କ କ୍ଷେତ୍ରରେ ଏମିତି କିଛି ଘଟିଛି। ଏକ…
ଚାଲିଥିଲା ଜୁମ୍ କ୍ଲାସ୍, କ୍ୟାମେରା ବନ୍ଦ ନ କରି ହଠାତ୍ ସ୍ତ୍ରୀଙ୍କ ସହ ଏମିତି କଲେ ଶିକ୍ଷକ
କରୋନା ସମୟରେ ଲୋକେ ଘରେ ରହି କାମ କରୁଛନ୍ତି। ନେତାମନ୍ତ୍ରୀଙ୍କଠାରୁ ଆରମ୍ଭ କରି ସରକାରୀ କର୍ମଚାରୀ ସମସ୍ତେ ଅନ୍ଲାଇନ୍ରେ କାମ କରୁଛନ୍ତି। ପିଲାମାନଙ୍କ ପାଠପଢ଼ା ମଧ୍ୟ ଅନ୍ଲାଇନ୍ରେ ହେଉଛି। ପୂର୍ବରୁ ଅନ୍ଲାଇନ୍ ମିଟିଂ ସମୟରେ ଅନେକ ଅଜବ ଘଟଣା ସବୁ ଘଟିଥିବା…
ଚକୋଲେଟ୍ ଚୋରି କରି ପୁଣି ଅଡୁଆରେ ପାକିସ୍ତାନ ରାଜନେତା
ଇସଲାମାବାଦ୍: ପାକିସ୍ତାନକୁ ପୁଣି ଥରେ ଲଜ୍ଜିତ ହେବାକୁ ପଡ଼ିଛି। ଦକ୍ଷିଣ କୋରିଆରେ ପାକିସ୍ତାନର ଦୁଇ ରାଜନେତା ଚୋରି କରିଥିବା ବେଳେ ଧରା ପଡ଼ିଛନ୍ତି। ଜାଣି ଆଶ୍ଚର୍ଯ୍ୟ ହେବେ ଏହି ଦୁଇ ନେତା କୌଣସି ବଡ଼ ଜିନିଷ ଚୋରି କରିନାହାନ୍ତି। ଚକୋଲେଟ୍ ଏବଂ…
କରୋନାରେ ହାରିଗଲା ଜୀବନ: କାହା କୋଳରେ ଆଖି ବୁଜିଲେ ପୁଅ ତ କାହା ବାହୁ ବନ୍ଧନରେ ଚାଲିଗଲା ସ୍ବାମୀଙ୍କ ପ୍ରାଣ
ମହାମାରୀ କରୋନାର ଦ୍ୱିତୀୟ ଲହର ଭାରତ ପାଇଁ ଭୟଙ୍କର ସାବ୍ୟସ୍ତ ହୋଇଛି। ପ୍ରଭାବିତ ରାଜ୍ୟଗୁଡ଼ିକର କିଛି ଫଟୋ ଭାଇରାଲ ହେବା କ୍ଷଣି ଆଖି ଓଦା କରୁଛି। ଲୋକମାନେ ଅକ୍ସିଜେନ୍ ଏବଂ ଆବଶ୍ୟକୀୟ ଔଷଧ ନ ମିଳିବା ଯୋଗୁ ଆଖି ବୁଜୁଛନ୍ତି। ଡାକ୍ତରଖାନା…
ସନ୍ୟାସୀ ପାଲଟିଲେ ରିଲାଏନ୍ସ୍ର ପୂର୍ବତନ ଉପସଭାପତି…
ମୁମ୍ବାଇ,୨୯।୪: ଦୁନିଆର ମୋହମାୟା ଛାଡ଼ି ରିଲାଏନ୍ସ୍ର ପୂର୍ବତନ ଉପସଭାପତି ପ୍ରକାଶ ଶାହା ସନ୍ୟାସୀ ପାଲଟିଛନ୍ତି। ସେ ଜଣେ ଜୈନ ସାଧୁଙ୍କଠାରୁ ସନ୍ୟାସ ଦୀକ୍ଷା ଗ୍ରହଣ କରିଛନ୍ତି। ପ୍ରକାଶ ତାଙ୍କ ସ୍ତ୍ରୀ ନୈନାଙ୍କ ସହିତ ମୁମ୍ବାଇଠାରେ ସନ୍ୟାସବ୍ରତ ଗ୍ରହଣ କରିଛନ୍ତି। ଗତବର୍ଷ ସେ…
କରୋନା ନେଇ ପିଲାଙ୍କଠାରେ ଦେଖାଯାଉଛି ଏଭଳି ଲକ୍ଷଣ…
ବେଙ୍ଗାଲୁରୁ,୨୯।୪: କରୋନା ସଂକ୍ରମଣ ଯୋଗୁ ଦିନକୁ ଦିନ ସ୍ଥିତି ଅସମ୍ଭାଳ ହେବାରେ ଲାଗିଛି। ବୃଦ୍ଧି ପାଉଥିବା କରୋନା ସଂକ୍ରମଣ ଯୋଗୁ ପିଲାଙ୍କ ମଧ୍ୟରେ ବହୁ ଅସ୍ବାଭାବିକ ଲକ୍ଷଣ ପ୍ରକାଶ ପାଇବାରେ ଲାଗିଛି। ଛୋଟ ପିଲାଙ୍କ ମଧ୍ୟରେ ଘରେ ବନ୍ଦ ରହିବା ଯୋଗୁ…
ବାଇକ୍କୁ ଆମ୍ବୁଲାନ୍ସ କଲେ ଯୁବ ଇଞ୍ଜିନିୟର, ଏଥିରେ ବେଡ୍ ସହ ରହିଛି ଅକ୍ସିଜେନ ସିଲିଣ୍ଡର
ଭୋପାଳ,୨୯।୪: ଦେଶରେ କରୋନା ସଂକ୍ରମଣ ମାମଲା ଦିନକୁ ଦିନ ହୁ ହୁ ହୋଇ ବଢ଼ିଚାଲିଛି। କରୋନା ରୋଗୀଙ୍କ ସମ୍ପର୍କୀୟମାନେ କେଉଁଠି ଆମ୍ବୁଲାନ୍ସ ପାଉନାହାନ୍ତି ତ ଆଉ କେଉଁଠି ଅକ୍ସିଜେନ। ଏହି ଅଭାବ ଦୂର କରିବାକୁ ଜଣେ ଯୁବ ଇଞ୍ଜିନିୟର ଅଜିଜ୍ ଖାନ୍…
ହୃଦୟ ବିଦାରକ ଦୃଶ୍ୟ: ରାତିସାରା ବାପାଙ୍କ ମୃତଦେହକୁ କୁଣ୍ଢାଇ ଧରି ଶୋଇ ରହିଲେ କୁନିଝିଅ…
ପାଟନା,୨୯।୪: କରୋନା ସଂକ୍ରମଣ ଯୋଗୁ ଦିନକୁ ଦିନ ସ୍ଥିତି ସଙ୍କଟ ଜନକ ହେବାରେ ଲାଗିଛି। କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟଣା ହୃଦୟ ବିଦାରକ ହେବାରେ ଲାଗିଛି। ବିହାର ପାଟନାରେ ଜଣେ ୬ ବର୍ଷ ବୟସ୍କ କୁନିଝିଅ କରୋନାରେ ଆକ୍ରାନ୍ତ ବାପାଙ୍କ ମୃତଦେହକୁ…
ପିପିଇ କିଟ୍ ପିନ୍ଧି ବରଯାତ୍ରୀରେ ନାଚିଲେ ଆମ୍ବୁଲାନ୍ସ ଡ୍ରାଇଭର, କହିଲେ…
କରୋନା ମହାମାରୀ ସମୟରେ ଦେଶର ପ୍ରତ୍ୟେକ ବ୍ୟକ୍ତି ଭୟ ଆଉ ଚିନ୍ତାରେ ରହିଛନ୍ତି। ଏହି ମହାମାରୀ ଯୋଗୁ ଲୋକେ ପୁଣି ଥରେ ଘରେ ବସିବାକୁ ବାଧ୍ୟ ହେଲେ। ମାତ୍ର କିଛି ଲୋକ ଦିନ ରାତି କରୋନା ରୋଗୀଙ୍କ ସେବାରେ ନିଜକୁ ଉତ୍ସର୍ଗ…

