୯ ସନ୍ତାନଙ୍କୁ ଏକାସଙ୍ଗେ ଜନ୍ମଦେଲେ ମହିଳା…
ବାମାକୋ,୫।୫: ଗୋଟିଏ ନୁହେଁ ଦୁଇଟି ନୁହେଁ, ଏକାସଙ୍ଗେ ୯ଜଣ ସନ୍ତାନଙ୍କୁ ଜଣେ ମହିଳା ଜନ୍ମ ଦେଇଛନ୍ତି। ଆଫ୍ରିକାର ମାଲିରେ ଏଭଳି ଘଟିଛି। ୨୫ ବର୍ଷ ବୟସ୍କା ହଲିମା ସିସ୍ସେ୍ ନାମକ ମହିଳା ମରକ୍କୋର ହସ୍ପିଟାଲରେ ପ୍ରସବ କରିଥିବା ଜଣାପଡ଼ିଛି। ମା’ ଏବଂ…
ଡାକ୍ତର ତିିଆରି କଲେ ଏମିତି ମେଶିନ, ଏଥିରୁ ରୋଗୀଙ୍କୁ ଦେଉଛନ୍ତି ଅମ୍ଳଜାନ
ଭୋପାଳ,୪।୫: ମଧ୍ୟପ୍ରଦେଶର ମାଲଓ୍ବା ଜିଲାରେ ରୋଗୀଙ୍କୁ ଲଗାତର ଅକ୍ସିଜେନ ଅଭାବ ପଡୁଥିବା ଦେଖିବାକୁ ମିଳିଛି। ସରକାରୀ ହସ୍ପିଟାଲର ଡାକ୍ତର ଏବଂ କର୍ମଚାରୀ ରୋଗୀଙ୍କ ଜୀବନ ବଞ୍ଚାଇବା ପାଇଁ ପ୍ରାଣପଣେ ଉଦ୍ୟମ ଜାରି ରଖିଛନ୍ତି। ଏପରି ସ୍ଥିତିରେ ଏହି ହସ୍ପିଟାଲର ଜଣେ ଡାକ୍ତର…
୨ ବର୍ଷର ଶିଶୁପୁତ୍ରକୁ ବିକି ଗର୍ଲଫ୍ରେଣ୍ଡଙ୍କ ସହ ବୁଲିବାକୁ ଗଲେ ଏହି ବ୍ୟକ୍ତି
ବେଜିଂ,୪।୫: ଚାଇନାର ଏକ ପିଶାଚ ପିତା ଦୁଇ ବର୍ଷର ଶିଶୁପୁତ୍ରକୁ ବିକି ଗର୍ଲଫ୍ରେଣ୍ଡଙ୍କ ସହ ବିଦେଶ ବୁଲିଯିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଏହି ବ୍ୟକ୍ତି ଜଣକ ପ୍ରଥମ ସ୍ତ୍ରୀଙ୍କୁ ଛାଡ଼ପତ୍ର ଦେଇଥିଲେ। କିନ୍ତୁ ପିଲାର ଦେଖାଶୁଣା କରିବା ପାଇଁ ରାୟ ହୋଇଥିଲା।…
କୁକୁରଟିଏ ପାଇଁ ବର୍ଷାରେ ଭିଜୁଛି କୁନି ଝିଅ, ଜାଣନ୍ତୁ କାହିଁକି
ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ ଭାଇରାଲ…
ବିଶ୍ୱର ସବୁଠୁ ଗରିବ ଦେଶ: ଲୋକେ ଘାସପତ୍ର, ଝିଣ୍ଟିକା ଖାଇ ବଞ୍ଚନ୍ତି
ବିଶ୍ୱର ଅନେକ ଦେଶରେ କରୋନା ମହାମାରୀ ତା’ର କାୟା ବିସ୍ତାର କରିଚାଲିଛି। ଏଭଳି ପରିସ୍ଥିତିରେ ଆଫ୍ରିକା ମହାଦେଶର ମାଡାଗାସ୍କରରେ ବାସ କରୁଥିବା ହଜାର ହଜାର ଲୋକ ଜଙ୍ଗଲୀ ଘାସ ପତ୍ର ଏବଂ ଝିଣ୍ଟିକା ଖାଇ ଭୋକ ମେଣ୍ଟାଉଛନ୍ତି। ମାଡାଗାସ୍କରରେ ଲଗାତର ମରୁଡ଼ି…
ସୂର୍ଯ୍ୟଙ୍କ ତୃତୀୟ ମନ୍ଦିର
ଓଡ଼ିଶାର ଉପାସନା ଧାରା ପ୍ରାଚୀନକାଳରୁ ସାଂସ୍କୃତିକ ସଂହତିର ମାଧ୍ୟମ ହୋଇ ରହିଆସିଛି। ଆମର ମହାଜନମାନେ ଶ୍ରୀବିଷ୍ଣୁଙ୍କର ଚାରି ଆୟୁଧକୁ ନେଇ ଚାରୋଟି କ୍ଷେତ୍ର କରିଥିଲେ। ଏହି ଚାରି କ୍ଷେତ୍ରରେ ବିଷ୍ଣୁ, ଶିବ, ଦେବୀ ଓ ସୂର୍ଯ୍ୟଙ୍କର ଉପାସନା ପ୍ରଚଳିତ ଥିଲା। ଚାରି…
ଏଟିଏମ୍ରୁ ଟଙ୍କା ଉଠାଇବା ବାହାନାରେ ଚୋରି କଲେ ସାନିଟାଇଜର, ଭିଡିଓ ଦେଖିଲେ…
ଭାରତରେ ପ୍ରତିଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିଚାଲିଛି। ଏହାକୁ ଦୃଷ୍ଟିରେ ରଖି କେତେକ ରାଜ୍ୟରେ ଲକ୍ଡାଉନ୍ ଘୋଷଣା ବି କରାଯାଇଛି। ସରକାର ଲୋକଙ୍କୁ ନିୟମ ପାଳନ କରିବାକୁ ନିବେଦନ କରୁଛନ୍ତି। କରୋନାରୁ ମୁକ୍ତି ପାଇବା ପାଇଁ ପ୍ରତ୍ୟେକ ସ୍ଥାନରେ ସାନିଟାଇଜର ବ୍ୟବସ୍ଥା…
ନିଜକୁ ଫିଟ୍ ରଖିବା ପାଇଁ ଗଛରେ ଗୋଡ଼ ରଖି ବିଲେଇ କରୁଥିଲା ଏମିତି, ଭିଡିଓ ଭାଇରାଲ
ପ୍ରାୟତଃ ପ୍ରାଣୀଙ୍କୁ ନେଇ ସୋସିଆଲ ମିଡିଆରେ କିଛି ନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହୋଇଥାଏ। ଟୁଇଟରରେ ଏବେ ଏକ ଭିଡିଓ ବହୁତ ଭାଇରାଲ ହେବାରେ ଲାଗିଛି। ଏଥିରେ ଏକ ବିଲେଇ ଗଛରେ ନିଜକୁ ଫିଟ୍ ରଖିବା ପାଇଁ ଗୋଡ଼…
ମରିଗଲାଣି ଏମାନଙ୍କ ମାନବିକତା: ୪ କିଲୋମିଟର ରାସ୍ତା ପାଇଁ ଆମ୍ବୁଲାନ୍ସ ଭଡ଼ା ନେଲା ୧୦,୦୦୦ ଟଙ୍କା, ଲୋକେ କହିଲେ…
ନୂଆଦିଲ୍ଲୀ: ଦିଲ୍ଲୀରେ ଆତଙ୍କ ଖେଳାଇଛି କରୋନାର ଦ୍ୱିତୀୟ ଲହର। ପ୍ରତିଦିନ ହଜାର ହଜାର ସଂଖ୍ୟାରେ ଲୋକ ଏଥିରେ ସଂକ୍ରମିତ ହେଉଥିବା ବେଳେ ଆବଶ୍ୟକୀୟ ସ୍ବାସ୍ଥ୍ୟସେବା ନ ପାଇ ଅନେକ ପ୍ରାଣ ହରାଉଛନ୍ତି। ଗୋଟିଏ ପଟେ କିଛି ଲୋକ ସହାୟତା ପାଇଁ ଆଗକୁ…
ବାଡ଼ିରେ ପିନ୍ଧାଇଲେ ବରଣମାଳା..
ପାଟନା,୨।୫: ଦେଶରେ କରୋନା ସଂକ୍ରମଣ ଜାରି ରହିଛି। ଏପରିସ୍ଥଳେ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି ପାଇଁ କେତେକ ବ୍ୟକ୍ତି ପ୍ରୟାସ କରୁଛନ୍ତି। ସମ୍ପ୍ରତି ବିହାରର ବେଗୁସରାଇରେ ଏକ ବିବାହ ଉତ୍ସବରେ ବରକନ୍ୟା ସଚେତନତା ସୃଷ୍ଟି ଲାଗି ବାଡ଼ିରେ ବରଣମାଳା ଧରି ପରସ୍ପରକୁ…
୨୧ ବର୍ଷୀୟା ମହିଳା ଜନ୍ମ ଦେଲେ ୬ କେଜି ଓଜନର କନ୍ୟା ସନ୍ତାନ
ଲଣ୍ଡନ,୧।୫: ବ୍ରିଟେନରେ ଜଣେ ୨୧ ବର୍ଷୀୟା ମହିଳା ଏକ କନ୍ୟା ସନ୍ତାନ ଜନ୍ମ ଦେଇଛନ୍ତି। ଏହି ଶିଶୁର ଓଜନ ୬ କେଜି। ଯାହାକୁ ନେଇ ଡାକ୍ତରମାନେ ଅଶ୍ଚର୍ଯ୍ୟ ହୋଇଛନ୍ତି। ବ୍ରିଟେନର ଅକ୍ସଫୋର୍ଡସ୍ଥିତ ଏଷ୍ଟନ ଅଞ୍ଚଳରେ ଏପରି ମାମଲା ସାମ୍ନାକୁ ଆସିଛି। ଏଠାକାର…
ଚତୁର୍ଥୀ ରାତିରେ କନ୍ୟାଙ୍କ ସହ ଘଟିଲା ଏମିତି, ଜାଣିଲେ କହିବେ…
ଲକ୍ଷ୍ନୌ,୧।୫: ଉତ୍ତରପ୍ରଦେଶର ବିଜନୌରରେ ଏକ ଦୁଃଖଦ ଘଟଣା ଘଟିଛି। କନ୍ୟାଙ୍କ ହାତରୁ ମେହେନ୍ଦୀ, ପାଦରୁ ଅଳତା ଲିଭି ନ ଥିବା ବେଳେ ଦଇବ ଦାଉ ସାଧିଲା। ସଂସାର କ’ଣ ଜାଣିବା ଆଗରୁ ସବୁକିଛି ଛାରଖାର ହୋଇଗଲା। କାରଣ ଚତୁର୍ଥୀ ଦିନ ହିଁ…

