ଫୁରସତ

ସବୁଠୁ ମହଙ୍ଗା ଛାଡ଼ପତ୍ର: ପିତାଙ୍କ ପକ୍ଷରୁ ପୁଅ ମା’ଙ୍କୁ ଦେବେ ୭୬୦ କୋଟି ଟଙ୍କା, ଜାଣନ୍ତୁ ପୂରା ମାମଲା…

ଲଣ୍ଡନ,୨୬।୪: ଅଧିକାଂଶ ଛାଡ଼ପତ୍ର ମାମଲା ସାମ୍ନାକୁ ଆସିଥାଏ। ଯେଉଁଥିରେ ଗୋଟିଏ ପକ୍ଷ ଅନ୍ୟ ପକ୍ଷକୁ ଭରଣପୋଷଣ ବାବଦ ବହୁ ଅର୍ଥ ଦେବାକୁ ପଡ଼ିଥାଏ ବୋଲି ନଜିର ରହିଛି। ମାତ୍ର ବ୍ରିଟେନ୍‌ରେ ଏମିତି ଏକ ଘଟଣା ସାମ୍ନାକୁ ଆସିଛି, ଯେଉଁଠି ସ୍ବାମୀ-ସ୍ତ୍ରୀଙ୍କ ଝଗଡ଼ାରେ…

କଦଳୀ ପତ୍ରରେ ଅଭିନେତ୍ରୀଙ୍କ ଅବିକଳ ଡ୍ରେସ୍‌ ତିଆରି କରନ୍ତି ଏହି ଯୁବକ, ସୋସିଆଲ ମିଡିଆରେ ହେଉଛି ଟ୍ରେଣ୍ଡ୍‌

ସୋସିଆଲ ମିଡିଆ ଆସିବା ପୂର୍ବରୁ ଅଧିକାଂଶ ଲୋକଙ୍କଠାରେ ଭରପୂର ପ୍ରତିଭା ଥିଲା ମାତ୍ର ପ୍ଲାଟ୍‌ଫର୍ମର ଅଭାବ ଯୋଗୁ ଲୋକଲୋଚନକୁ ଆସି ପାରୁ ନ ଥିଲେ। ବର୍ତ୍ତମାନ ସୋସିଆଲ ମିଡିଆର ବହୁଳ ବ୍ୟବହାର ଯୋଗୁ ଏସବୁ ପ୍ରତିଭା ଏବେ ପ୍ରସ୍ଫୁଟିତ ହେବାରେ ଲାଗିଛି।…

ଭାଇ ଚାହୁଁଥିଲେ ୫ମ ସନ୍ତାନ, ଏହି ଇଚ୍ଛାକୁ ସ୍ତ୍ରୀ ନୁହନ୍ତି; ଏମିତି ପୂରଣ କଲେ ଭଉଣୀ

ଓ୍ବାଶିଂଟନ,୨୬।୪: ସମାଜରେ ଭାଇ-ଭଉଣୀ ସମ୍ପର୍କ ସବୁଠୁ ପବିତ୍ର ସମ୍ପର୍କ ବୋଲି କୁହାଯାଏ। ମାତ୍ର ଯେତେବେଳେ ଶୁଣିବାକୁ ମିଳେ ଯେ, ଭାଇଙ୍କ ପିଲାକୁ ଭଉଣୀ ଜନ୍ମ ଦେଇଛନ୍ତି ତାହା ନିଶ୍ଚିତ ଆଶ୍ଚର୍ଯ୍ୟ ଲାଗେ। ମାତ୍ର ଏହା ସତ ହୋଇଛି ଓ୍ବାଶିଂଟନ୍‌ରେ। ଭାଇଙ୍କ ୫ମ…

୨୫ ହଜାର ବର୍ଷ ଧରି କନ୍ଦାଉଛି କରୋନା, କହିଲେ ବିଶେଷଜ୍ଞ…

ଓ୍ବାଶିଂଟନ/ନୂଆଦିଲ୍ଲୀ,୨୬।୪: ପୃଥିବୀରେ ସମ୍ପ୍ରତି ଦେଖା ଦେଇଥିବା କରୋନା ମହାମାରୀ ନେଇ ଏକ ନୂଆ ଗବେଷଣା ରିପୋର୍ଟ ପ୍ରକାଶ ପାଇଛି। ରିପୋର୍ଟ ଉଲ୍ଲେଖ କରାଯାଇଛି ଯେ, ଏବେ ନୁହେଁ କରୋନା ମହାମାରୀ ଗତ ୨୫ ହଜାର ବର୍ଷ ଧରି ମାନବ ସଭ୍ୟତାକୁ କନ୍ଦାଉଛି।…

ବିନା ଚାକିରିରେ ୧୫ ବର୍ଷ ଧରି ଆକାଉଣ୍ଟକୁ ଆସୁଥିଲା ଟଙ୍କା, ଜଣା ପଡ଼ିବାରୁ…

ରୋମ,୨୬।୪: ଚାକିରି କରୁଥିବା ଲୋକ ସବୁବେଳେ ଭାବିଥାନ୍ତି ଯେତେ ପରିଶ୍ରମ କରୁଛନ୍ତି ସେହି ଅନୁଯାୟୀ ତାଙ୍କୁ ଦରମା ମିଳୁ। ମାତ୍ର କିଛି ଲୋକ ନିଜ ଦରମାକୁ ନେଇ ସନ୍ତୁଷ୍ଟ ନ ହୋଇ ଆଉ କିଛି ଇଚ୍ଛା ରଖିଥାନ୍ତି, ଯେମିତି କି ତାଙ୍କ…

ଗୁଗଲ୍‌ ସିଇଓଙ୍କ ଦରମା କେତେ ଜାଣନ୍ତି

ଭାରତୀୟ ମୂଳ ସୁନ୍ଦର ପିଚାଇ ଏବେ ଗୁଗଲ୍‌ ସିଇଓ ଭାବେ କାର୍ଯ୍ୟ କରୁଛନ୍ତି। ୨୦୧୯ରେ ଗୁଗଲ୍‌ର ପ୍ୟାରେଣ୍ଟ କମ୍ପାନୀ ଆଲ୍‌ଫାବେଟ୍‌ର କାର୍ଯ୍ୟଭାର ମଧ୍ୟ ତାଙ୍କୁ ଦିଆଯାଇଥିଲା। ଏହାପରେ ସୁନ୍ଦର ପିଚାଇଙ୍କ କାର୍ଯ୍ୟ ଆଗ ଅପେକ୍ଷା ବଢିଯାଇଛି। କେବଳ କାର୍ଯ୍ୟ ନୁହେଁ, ତାଙ୍କ…

ପାରା ଉପରେ ଉଡ଼ୁଛି ପାରା, ଭିଡିଓ ଦେଖିଲେ

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ ଭାଇରାଲ…

ଅଚିନ୍ତା ନିଦରେ ଶୋଇଥିଲା ବଣର ରାଜା, ଛପି ଛପି ଆସି ପଛରୁ ଏମିତି କଲା କୋକିଶିଆଳି

ପ୍ରାୟତଃ ପ୍ରାଣୀଙ୍କୁ ନେଇ ସୋସିଆଲ ମିଡିଆରେ କିଛି ନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହୋଇଥାଏ। ଟୁଇଟରରେ ଏବେ ଏକ ଭିଡିଓ ବହୁତ ଭାଇରାଲ ହେବାରେ ଲାଗିଛି। ଏଥିରେ ବଣର ରାଜା ସିଂହ ଅଚିନ୍ତା ନିଦରେ ଶୋଇଥିବା ବେଳେ ପଛରୁ…

ମେରିଗୋଲ୍ଡ ଡାଇମଣ୍ଡ ରିଙ୍ଗ

ହାତରେ ବଡ଼ ବଡ଼ ରିଙ୍ଗ ବା ମୁଦି ପିନ୍ଧିବା ଆଜିକାଲି ଫ୍ୟାଶନ୍‌ ପାଲଟିଗଲାଣି। ଉତ୍ତରପ୍ରଦେଶ, ମିରଟ୍‌ର ଜଣେ ଗହଣା ନିର୍ମାତା ତିଆରି କରିଛନ୍ତି ସେମିତି ଏକ ସୁନ୍ଦର ବଡ଼ ରିଙ୍ଗ। ହେଲେ ଏହାକୁ ପିନ୍ଧିବା ସମସ୍ତଙ୍କ ପକ୍ଷେ ସମ୍ଭବ ନୁହେଁ। କାରଣ…

ପେନ୍‌ରେ ଜୀବନ୍ତ ପରଜୀବୀ କୃମି

ପେନ୍‌ ବା କଲମ ବିଭିନ୍ନ ପ୍ରକାରର ଦେଖିଥିବେ। ଅନେକଙ୍କର ବିଭିନ୍ନ ପ୍ରକାର ପେନ୍‌ ରଖିବାର ସଉକ ବି ଥାଏ। ଜାପାନରେ ଏଭଳି ଏକ ପେନ୍‌ ତିଆରି ହୋଇଛି, ଯାହାକୁ ପେନ୍‌ ସଂଗ୍ରହକାରୀ ନିଶ୍ଚୟ ନିଜ ସଂଗ୍ରହରେ ରଖିବାକୁ ଚାହିଁବେ। କାରଣ ଉକ୍ତ…

ଏରୋପ୍ଲେନ୍‌ ହ୍ୟାଣ୍ଡବ୍ୟାଗର ମୂଲ୍ୟ ଏରୋପ୍ଲେନ୍‌ଠୁ ବେଶି

ଲୁଇସ୍‌ ଭିଟୋନ୍‌ ମେନ୍ସଓ୍ବେର୍‌ର ଆର୍ଟିଷ୍ଟିକ୍‌ ଡାଇରେକ୍ଟର ଭିର୍ଗିଲ ଅବ୍‌ଲୋହ ଡିଜାଇନ୍‌ କରିଛନ୍ତି ଏକ ନୂଆ ହ୍ୟାଣ୍ଡବ୍ୟାଗ୍‌। ପୁରୁଷଙ୍କ ପାଇଁ ଉଦ୍ଦିଷ୍ଟ ଏହି ହ୍ୟାଣ୍ଡବ୍ୟାଗ୍‌ ଦେଖିବାକୁ ଏରୋପ୍ଲେନ୍‌ ପରି। ଆଉ ଜାଣି ଆଶ୍ଚର୍ଯ୍ୟ ହେବେ ଏହାର ମୂଲ୍ୟ ସିଙ୍ଗଲ୍‌ ଇଞ୍ଜିନ୍‌ ବିଶିଷ୍ଟ ଏରୋପ୍ଲେନ୍‌ଠାରୁ…

୫ ମିନିଟରେ ଚିହ୍ନିଲେ ୧୫୦ ଦେଶର ପତାକା

କରୋନା ପାଇଁ ଲକ୍‌ଡାଉନ୍‌ ଶଟ୍‌ଡାଉନ୍‌ ହେବା ଯୋଗୁ ପିଲାଙ୍କ ପାଠପଢାରେ ବିଶେଷ କ୍ଷତି ହୋଇଛି। କିନ୍ତୁ ଏହି ସମୟକୁ ଏକ କୁନି ଝିଅ ସଦୁପଯୋଗ କରି ଗିନିଜ୍‌ ଓ୍ବାର୍ଲଡ ରେକର୍ଡସ୍‌ରେ ସ୍ଥାନ ପାଇପାରିଛନ୍ତି। ସେ ହେଉଛନ୍ତି ପ୍ରେଶା ଖେମାନୀ। ଉଜ୍ଜୈନ ହେଉଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?