ସନ୍ୟାସୀ ପାଲଟିଲେ ରିଲାଏନ୍ସ୍‌ର ପୂର୍ବତନ ଉପସଭାପତି…

ମୁମ୍ବାଇ,୨୯।୪: ଦୁନିଆର ମୋହମାୟା ଛାଡ଼ି ରିଲାଏନ୍ସ୍‌ର ପୂର୍ବତନ ଉପସଭାପତି ପ୍ରକାଶ ଶାହା ସନ୍ୟାସୀ ପାଲଟିଛନ୍ତି। ସେ ଜଣେ ଜୈନ ସାଧୁଙ୍କଠାରୁ ସନ୍ୟାସ ଦୀକ୍ଷା ଗ୍ରହଣ କରିଛନ୍ତି। ପ୍ରକାଶ ତାଙ୍କ ସ୍ତ୍ରୀ ନୈନାଙ୍କ ସହିତ ମୁମ୍ବାଇଠାରେ ସନ୍ୟାସବ୍ରତ ଗ୍ରହଣ କରିଛନ୍ତି। ଗତବର୍ଷ ସେ ରିଲାଏନ୍ସ ଉପସଭାପତି ପଦରୁ ଅବସର ଗ୍ରହଣ କରିଥିଲେ। ୪୦ ବର୍ଷ ତଳେ ପ୍ରକାଶ ବମ୍ବେ ଆଇଆଇଟିରୁ କେମିକାଲ ଇଞ୍ଜିନିୟରିଂରେ ଗ୍ରାଜୁଏଶନ ପାସ୍‌ କରିଥିଲେ। ସୂଚନାଯୋଗ୍ୟ, ୭ ବର୍ଷ ପୂବେ ପ୍ରକାଶଙ୍କ ପୁଅ ମଧ୍ୟ ବମ୍ବେ ଆଇଆଇଟିରୁ ଗ୍ରାଜୁଏଶନ୍‌ ପାସ୍‌ କରିବା ପରେ ଜୈନ ସନ୍ୟାସୀ ଦୀକ୍ଷା ଗ୍ରହଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଫେରିବାଲା-ପରିବା ବିକାଳିଙ୍କ ହେବ କରୋନା ଟେଷ୍ଟ !

ନୂଆଦିଲ୍ଲୀ,୮।୮: ଦେଶରେ ବେଳକୁ ବେଳ କରୋନା ସଂକ୍ରମଣ ବଢି ଚାଲିଥିବା ବେଳେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଏବେ ଏହାକୁ କମ୍‌ କରିବାକୁ ଚିନ୍ତା କରୁଛି। ଏହି...

ହୋଟେଲରେ ବିଧାୟକଙ୍କୁ ଭେଟିଲେ ଆଦିତ୍ୟ ଠାକରେ

ମୁମ୍ବାଇ,୮।୧୧: ମହାରାଷ୍ଟ୍ରରେ ରାଜନୈତିକ ଜାରି ରହିଛି। ରାଜ୍ୟରେ ବିଧାନସଭା କାର୍ଯ୍ୟକାଳ ଶନିବାର ସରୁଥିବାବେଳେ ଏପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଉଭୟ ଭାଜପା ଏବଂ ଶିବସେନା ମଧ୍ୟରେ...

ରୋହିଙ୍ଗ୍ୟା-ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ ମାମଲା: ଏଟିଏସ୍‌ ହେପାଜତରେ ୪ ସନ୍ଦିଗ୍ଧ

ଲକ୍ଷ୍ନୌ,୬।୧: ରୋହିଙ୍ଗ୍ୟା ଏବଂ ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ ମାମଲାରେ ଉତ୍ତରପ୍ରଦେଶ ଏଟିଏସ୍‌ ପକ୍ଷରୁ ବୁଧବାର ଚଢ଼ାଉ କରାଯାଇଛି। ୪ ଜଣ ସନ୍ଦିଗ୍ଧଙ୍କୁ ଏଟିଏସ୍‌ ହେପାଜତରେ ରଖାଯାଇଛି।...

ନାଳରେ କାର ପଡ଼ି ଗୋଟିଏ ପରିବାରର ୫ଜଣ ମୃତ୍ୟୁ

ମିରଟ,୨୫।୫: ଉତ୍ତରପ୍ରଦେଶର ମିରଟ ସହରର ଜଟପୁରା ଗଁ।ରେ ଶନିବାର ସକାଳେ ଏକ ସଡ଼କ ଦୁର୍ଘଟଣା ଘଟିଛି। ଉକ୍ତ ଗଁ। ନିକଟରେ କାରଟି ଭାରସାମ୍ୟ ହରାଇ ଏକ...

ଏପ୍ରିଲ ପରେ ହେବ ଜମ୍ମୁ-କଶ୍ମୀର ନିର୍ବାଚନ

ନୂଆଦିଲ୍ଲୀ,୧୦ା୮: ଆସନ୍ତା ବର୍ଷ ଏପ୍ରିଲ ପରେ ଜମ୍ମୁ-କଶ୍ମୀର କେନ୍ଦ୍ରଶାସିତ ଅଞ୍ଚଳ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। କାରଣ ନବଗଠିତ କେନ୍ଦ୍ରଶାସିତ ଅଞ୍ଚଳ ଜମ୍ମୁ-କଶ୍ମୀର ବିଧାନସଭା କ୍ଷେତ୍ରର...

ଏହି ଆତଙ୍କବାଦୀଙ୍କ ପାଇଁ ପ୍ରେମିକା ବିଛାଇଥିଲେ ଜାଲ

ଶ୍ରୀନଗର,୮।୭: ଆତଙ୍କବାଦୀ ସଂଗଠନଗୁଡ଼ିକ ପକ୍ଷରୁ ବୁଧବାର ହିଜବୁଲ୍‌ ମୁଜାହିଦ୍ଦିନ୍‌‌ ସଦସ୍ୟ ବୁରହାନ୍‌ ଓ୍ବାନୀଙ୍କ ଶ୍ରାଦ୍ଧ ବାର୍ଷିକୀ ପାଳନ ପାଇଁ ଯୋଜନା କରାଯାଇଛି। ଏହାକୁ ଦୃଷ୍ଟିରେ ରଖି...

ଡିସେମ୍ବର ୧୫ ସୁଦ୍ଧା ଭାଙ୍ଗିଯିବ ଦିଦିଙ୍କ ସରକାର: ୬୨ ତୃଣମୂଳ ବିଧାୟକ ଭାଜପା ଯୋଗାଯୋଗରେ !

କୋଲକାତା,୩୦।୧୧: ପଶ୍ଚିମବଙ୍ଗରେ ଭାଜପା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସରକାରଙ୍କ ପାଇଁ କଣ୍ଟା ପାଲଟିଛି। ଏପରିସ୍ଥଳେ ଭାଜପା ଏମ୍‌ପି ସୌମିତ୍ର ଖାନ୍‌ଙ୍କ ମନ୍ତବ୍ୟ ନେଇ ରାଜ୍ୟ ରାଜନୀତିରେ...

ଦିଲ୍ଲୀରେ ଲକ୍‌ଡାଉନ୍‌ ଅବଧି ବଢିବ ନାହିଁ: ସ୍ବାସ୍ଥ୍ୟ ମନ୍ତ୍ରୀ

ନୂଆଦିଲ୍ଲୀ,୧୨।୬: ଦେଶରେ କରୋନା ଭୂତାଣୁ ସଂକ୍ରମଣ ଲଗାତାର ବୃଦ୍ଧି ପାଇବାରେ ଲାଗିଛି। ମହାରାଷ୍ଟ୍ର ପରେ ଏବେ ଦିଲ୍ଲୀସ୍ଥିତି ଉଦ୍‌ବେଗଜନକ ସ୍ଥିତିରେ ପହଞ୍ଚିଛି। ଦିଲ୍ଲୀରେ ଗତ ୨୪...

Advertisement


Archives

Model This Week

Why Dharitri