ଲାଙ୍ଗୁଡ଼ ଧରିଦେଲା ମା’, ପରେ ଏମିତି ପ୍ରତିକ୍ରିୟା ଦେଲା ଛୁଆ ମାଙ୍କଡ଼; ଯାହା ହୃଦୟକୁ ଛୁଇଁଯିବ
ସୋସିଆଲ ମିଡିଆରେ ପ୍ରତିଦିନ କିଛି ନା କିଛି ଭିଡିଓ ଭାଇରାଲ ହୋଇଥାଏ। ଯାହାକୁ ଦେଖିଲେ ଓଠରେ ହସ ଫୁଟିଉଠେ। ବେଳେବେଳେ ଏମିତି ଭିଡିଓ ଶେୟାର ହୋଇଥାଏ ଯାହା ହୃଦୟକୁ ଛୁଇଁଯାଏ। ଠିକ୍ ସେମିତି ଏକ ଭିଡିଓ ଭାଇରାଲ ହେଉଛି। ଭିଡିଓରେ ଏକ…
ବୟଫ୍ରେଣ୍ଡ୍ଙ୍କ ସହିତ ମୋବାଇଲ୍ରେ କଥା ହେବାରୁ ମିଳିଲା ଏଭଳି ଦଣ୍ଡ…
କାବୁଲ,୨୮।୪: ମୋବାଇଲରେ ବୟଫ୍ରେଣ୍ଡ୍ଙ୍କ ସହିତ କଥା ହେବା ଜଣେ ଯୁବତୀଙ୍କୁ ମହଙ୍ଗା ପଡ଼ିଛି। ତାଙ୍କୁ ଜନଗହଳିପୂର୍ଣ୍ଣ ସ୍ଥାନରେ ସର୍ବସମ୍ମୁଖରେ ୪୦ ଥର ଚାବୁକ୍ମାଡ଼ ହୋଇଛି। ଏଭଳି ଘଟଣା ଆଫଗାନିସ୍ତାନରେ ଘଟିଛି। ଆମେରିକା ସୈନ୍ୟଙ୍କ ସ୍ବଦେଶ ଫେରିବା ଘୋଷଣା ପରେପରେ ଦେଶରେ ପୁଣି…
ସ୍ବାମୀଙ୍କୁ ନପୁଂସକ ଔଷଧ ଦେଉଛନ୍ତି ଏହି ଦେଶର ମହିଳା…
ବେଜିଂ,୨୮।୪: ସ୍ବାମୀଙ୍କ ଅଜାଣତରେ ସ୍ତ୍ରୀ ତାଙ୍କୁ ନପୁଂସକ ଔଷଧ ଦେଉଥିବା ଶୁଣିଲେ ଯେ କେହି ଆଶ୍ଚର୍ଯ୍ୟ ହେବା ସ୍ବାଭାବିକ। ତେବେ ଚାଇନାର କେତେକ ମହିଳା ଗୁପ୍ତରେ ଏଭଳି କରୁଛନ୍ତି। ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି, ସ୍ବାମୀ ଯେଭଳି ଅନ୍ୟ କୌଣସି ମହିଳାଙ୍କ…
ସ୍ତ୍ରୀଙ୍କ ମୃତଦେହକୁ ସାଇକେଲରେ ବୋହି ନେଇ କଲେ ଅନ୍ତିମ ସଂସ୍କାର: ଗାଁ ଲୋକେ ଘରେ ଲୁଚିଲେ…
ଲକ୍ଷ୍ନୌ,୨୮।୪: କରୋନା ମହାମାରୀ ସଂକ୍ରମଣ ଯୋଗୁ ଦେଶରେ ସ୍ଥିତି ଅସମ୍ଭାଳ ହୋଇଛି। ଏପରିସ୍ଥଳେ କରୋନା ସଂକ୍ରମଣ ଭୟରେ କେତେକ ଲୋକଙ୍କ ମଧ୍ୟରେ ମାନବିକତା ନ ଥିବା ଭଳି ମନେ ହେଉଛି। ଏଭଳି ଏକ ଘଟଣା ଉତ୍ତରପ୍ରଦେଶ ଜୋନ୍ପୁରରେ ଘଟିଛି। ସ୍ଥାନୀୟ ମଣ୍ଡିୟାହୁଂ…
ଏଥର ଖାଇବା ପାଇଁ ଦରକାର ନାହିଁ ପାତ୍ର, କି ନଷ୍ଟ ହେବନି ପତ୍ର : ବ୍ୟକ୍ତିଙ୍କ ଏହି ଭାଇରାଲ ଭିଡିଓ ଦେଖିଲେ ଆପଣ କହିବେ…
ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ ଭାଇରାଲ…
ଥାନାରେ ବିବାହ କଲେ ମହିଳା କନଷ୍ଟେବଳ, ଘୋଡ଼ା ଚଢ଼ି ବିଦା ହେଲେ ଶାଶୁଘର
ଜୟପୁର,୨୮।୪: ପୋଲିସ ଯେତେ ସମସ୍ୟାରେ ଥିଲେ ବି ନିଜର ଡ୍ୟୁଟି ପାଳନ କରିବାକୁ ବାଧ୍ୟ ହୋଇଥାଏ। କର୍ତ୍ତବ୍ୟ ଆଗରେ ସବୁକିଛି ତୁଚ୍ଛ ହୋଇଥାଏ। ସେମିତି ଜଣେ ମହିଳା କନଷ୍ଟେବଳଙ୍କ କ୍ଷେତ୍ରରେ ଘଟିଛି। କରୋନା ମହାମାରୀ ଯୋଗୁ ଥାନାରୁ ତାଙ୍କୁ ଛୁଟି ମିଳିଲା…
ଜି-ମେଲ୍ ପାସଓ୍ବାର୍ଡ ଭୁଲିଯିବାରୁ ଗୁଗ୍ଲ ସିଇଓଙ୍କ ନିକଟରେ ଗୁହାରି କଲେ ଏହି ବ୍ୟକ୍ତି
ଯଦି ଆପଣ କେବେ କୌଣସି ପାସୱାର୍ଡ ଭୁଲିଯାନ୍ତି ତେବେ ଆପଣ ପୁନର୍ବାର ପାସୱାର୍ଡ ସେଟ୍ କରିବାର ବିକଳ୍ପ ଖୋଜନ୍ତି। କେବଳ ଜି-ମେଲ୍ ନୁହେଁ, ପ୍ରାୟ ସମସ୍ତ ପ୍ରକାରର ଡିଜିଟାଲ ଲଗଇନର ପାସୱାର୍ଡ ଭୁଲିଗଲେ ଏହି ପ୍ରକ୍ରିୟା ଅବଲମ୍ବନ କରାଯାଏ। କିନ୍ତୁ ନିକଟରେ…
ଭୂକମ୍ପକୁ ନ ଡରି ତୁରନ୍ତ କରନ୍ତୁ ଏପରି, ହୋଇଯିବ ଜୀବନ ରକ୍ଷା
ଭୂକମ୍ପ ନାଁ ଶୁଣିଲେ ମନରେ ଅଜଣା ଭୟ ଜାଗିଉଠେ। ଭୂକମ୍ପ ଆସିଲେ ଲୋକେ ହଡ଼ବଡ଼େଇ ଯାଇଥାନ୍ତି। ତେଣୁ ଏହି ସମୟରେ ଲୋକେ କ’ଣ କରିବେ ନ କରିବେ ଚିନ୍ତା କରିପାରନ୍ତି ନାହିଁ। ବିଳମ୍ବ ଯୋଗୁ ଅନେକ ଜୀବନ ହାନି ହୋଇଥାଏ। କିନ୍ତୁ…
ସ୍ବାଭିମାନର ସୌଦାଗର
ଓଡ଼ିଶାର ପ୍ରଥମ ବାରିଷ୍ଟର, ଉତ୍କଳ ସମ୍ମିଳନୀର ପ୍ରତିଷ୍ଠାତା, ସ୍ବତନ୍ତ୍ର ଉତ୍କଳ ପ୍ରଦେଶର କର୍ଣ୍ଣଧାର, ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଓଡ଼ିଆ ଜାତି ପ୍ରତି ଅବଦାନ ଅବର୍ଣ୍ଣନନୀୟ। ସ୍ବାଭିମାନୀ ଓଡ଼ିଆ ଭାବେ ଦିଗବିଦିଗ ପରିଚିତ ମଧୁବାବୁ ଜଣେ ବାଗ୍ମୀ ଓ ସମାଜ ସଂସ୍କାରକ…
ଭିଡ଼ିଓ କଲିଂରେ ବିବାହ: ବେଦୀରେ ବରକନ୍ୟା କିନ୍ତୁ ନ ଥିଲେ ପଣ୍ଡିତ…
ଅଜମେର,୨୭।୪: ଦେଶରେ କରୋନା ମହାମାରୀ ସଂକ୍ରମଣ ଯୋଗୁ ଆତଙ୍କ ସୃଷ୍ଟି ହୋଇଛି। ସଂକ୍ରମଣରୁ ଦୂରେଇ ରହିବା ପାଇଁ ଏବେ ବିବାହ ଅନ୍ଲାଇନ୍ରେ ହେଉଥିବା ଘଟଣା ଦେଖିବାକୁ ମିଳୁଛି। ସମ୍ପ୍ରତି ରାଜସ୍ଥାନର ଅଜମେରରେ ଏଭଳି ଏକ ଅନ୍ଲାଇନ୍ ବିବାହ ଅନୁଷ୍ଠିତ ହୋଇଛି। ବିବାହରେ…
ଜାଣିଜାଣି ମୃତ୍ୟୁ ମୁହଁକୁ ଆସୁଥିଲା କଇଁଛ, ଆଉ ତା’ ପରେ
ତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ ଭାଇରାଲ…
ଛୁଆକୁ ହରାଇ କାନ୍ଦିଲା ପେଙ୍ଗୁଇନ୍
ଛୁଆର ମୃତ୍ୟୁ ପରେ ପେଙ୍ଗୁଇନ୍ କାନ୍ଦିବାର ଏକ ଭିଡିଓ ସୋସିଆଲ ମିଡିଆରେ ସମସ୍ତଙ୍କୁ ଭାବୁକ କରିଛି। ଭାରତୀୟ ବନ୍ୟ ସେବା ପକ୍ଷରୁ ସୁଶାନ୍ତ ନନ୍ଦ ସୋମବାର ଏହାର ଏକ ଭିଡିଓ କ୍ଲିପ୍ ଟୁଇଟ୍ କରିଛନ୍ତି। ୨୫ ସେକେଣ୍ଡର ଏହି କ୍ଲିପ୍ରେ ଦୁଇଟି…

