ଫୋନ୍ରେ ଗପୁ ଗପୁ ସନ୍ତାନ ଜନ୍ମ ଦେଲେ ମହିଳା
ଲଣ୍ଡନ,୮।୫: ବ୍ରିଟେନ୍ରେ ରହୁଥିବା ଜଣେ ମହିଳା ମାତ୍ର ୨୭ ସେକେଣ୍ଡରେ ସନ୍ତାନ ଜନ୍ମ ଦେଇଛନ୍ତି। ଯାହାକି ଆଶ୍ଚର୍ଯ୍ୟଜନକ। ୨୯ ବର୍ଷୀୟା ସୋଫି କୁହନ୍ତି, ସେ ଏହି ସମୟରେ ବାଥ୍ରୁମ୍ ଯାଇଥିଲେ। ତାଙ୍କ ବନ୍ଧୁ ଫୋନ୍ କରିବାରୁ କଥା ବି ହେଉଥିଲେ। ମାତ୍ର…
ଅନ୍ୟ ପାଇଁ ନିଜ ଜୀବନକୁ ବାଜି ଲଗାଇବାକୁ ପଛାଇଲା ନାହିଁ କୁକୁର, ଭିଡିଓ ଦେଖିଲେ
ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ ଭାଇରାଲ…
ପତ୍ନୀ-ପ୍ରେମିକା ସହ ଭାଗ ବାଣ୍ଟି ରହୁଥିଲେ ଯୁବକ
ଝାଡ଼ଖଣ୍ଡର ରାଜଧାନୀ ରାଞ୍ଚିରୁ ଏକ ଭିନ୍ନ ଘଟଣା ସାମ୍ନାକୁ ଆସିଛି। ଜଣେ ଯୁବକ ଭାଗ ଭାଗ କରି ଖୁସିରେ ରହୁଥିଲେ ପତ୍ନୀ ଓ ପ୍ରେମିକଙ୍କ ସହ। ସେ ସପ୍ତାହକୁ ୩ ଦିନ ଲେଖାଏ ପତ୍ନୀ ଓ ପ୍ରେମିକା ସହ ରହୁଥିଲେ। ବଳକା…
ଥରେ କି ଦୁଇଥର ନୁହେଁ, ୧୦ ଥର ଆସିଲା ନେଗେଟିଭ୍ ରିପୋର୍ଟ; ତଥାପି କରୋନାରେ ଚାଲିଗଲା ଜୀବନ
ଲଣ୍ଡନ,୭।୫: କରୋନା ଭ୍ୟାକ୍ସିନ ଆସିବା ପରେ ଏହି ମହାମାରୀ ସହିତ ଜଡ଼ିତ କିଛି ଜଟିଳ ସମସ୍ୟା ସାମ୍ନାକୁ ଆସୁଛି। ଏମିତି ଏକ ମାମଲା ବ୍ରିଟେନରୁ ଆସିଛି। ଏଠାକାର ୫୫ ବର୍ଷୀୟା ଜଣେ ମହିଳା ଲଗାତର କରୋନା ଟେଷ୍ଟ କରାଉଥିଲେ। ଏମିତିକି ଥରେ…
ଶ୍ମଶାନରେ ଡ୍ୟୁଟି କରୁଛନ୍ତି ଏହି ପୋଲିସ ଅଧିକାରୀ, ବର୍ତ୍ତମାନ ସୁଦ୍ଧା ୧୧୦୦ ମୃତଦେହ କଲେଣି ସଂସ୍କାର
ନୂଆଦିଲ୍ଲୀ,୭।୫: ବର୍ତ୍ତମାନ ଦେଶରେ କରୋନାର ଦ୍ୱିତୀୟ ଲହର ଜାରି ରହିଛି। ଲୋକେ ଖୁବ୍ ତୀବ୍ର ବେଗରେ ସଂକ୍ରମିତ ହେଉଛନ୍ତି। ମୃତକଙ୍କ ସଂଖ୍ୟା ମଧ୍ୟ ବଢ଼ିଚାଲିଛି। ଏପରି ସ୍ଥିତିରେ ଦିଲ୍ଲୀ ପୋଲିସର ଜଣେ ଏଏସ୍ଆଇଙ୍କ କାମ ବର୍ତ୍ତମାନ ଚର୍ଚ୍ଚାରେ ରହିଛି। ଆଜିର ଏହି…
ବିଶ୍ୱ ରେକର୍ଡ କଲେ ୧୦ ବର୍ଷର ଝିଅ
ଇଣ୍ଟରନେଟ ଏବଂ ଟେକ୍ନୋଲୋଜିର ଏହି ଯୁଗରେ ପିଲାମାନେ ବହୁତ ପ୍ରତିଭାଶାଳୀ ହୋଇପାରିଛନ୍ତି। ଏହାର ସଦ୍ୟତମ ଉଦାହରଣ ହେଉଛି ୧୦ ବର୍ଷୀୟା ଝିଅ ସାରା ଛିପା। ସାରା ରାଜସ୍ଥାନର ଭିଲୱାରାର ମୂଳ ବାସିନ୍ଦା। ଗତ ମେ ୨ ରେ ସେ ୧୯୫ଟି ଦେଶର…
ଖୁସି ଖବର: ପୁଣି ଆସୁଛି ପବ୍ଜୀ
ନୂଆଦିଲ୍ଲୀ,୭।୫: ଭାରତରେ ପବ୍ଜୀ ଗେମ୍ ବହୁ ଲୋକପ୍ରିୟ। ମାତ୍ର ସୁରକ୍ଷା ଦୃଷ୍ଟିରୁ ଏହାକୁ ଗତବର୍ଷ ବ୍ୟାନ୍ କରାଯାଇଥିଲା। ଫଳରେ ଏହାର ପ୍ରଶଂସକମାନେ ନିରାଶ ହୋଇଥିଲେ। ବର୍ତ୍ତମାନ ପବ୍ଜୀର ପ୍ରଶଂସକମାନଙ୍କ ପାଇଁ ଖୁସି ଖବର। ପବ୍ଜୀ ଗେମ୍ର ନିର୍ମାଣକାରୀ କମ୍ପାନୀ ‘କ୍ରାଫ୍ଟନ’ ପ୍ରସ୍ତୁତି…
ମନୋଜ ଭୂମିରେ ଏକ ବିରଳ ଘଟଣା
ପ୍ରଣମ୍ୟ ମନୋଜ ଦାସଙ୍କ ସୁଦୀର୍ଘ ୮୭ବର୍ଷର ଜୀବନଯାତ୍ରାରେ ଅସଂଖ୍ୟ ଅକଳ୍ପନୀୟ ଚମକପ୍ରଦ ଘଟଣା ଘଟିଥିଲେ ବି ତାଙ୍କ ପୁଣ୍ୟ ଜନ୍ମଭୂମି ଭୋଗରାଇ ମାଟି ଯାହା ମନୋଜଭୂମି ଭାବରେ ଲୋକେ ସମ୍ବୋଧିତ କରନ୍ତି, ସେହିଠାରେ ଏକ ବିରଳ ଘଟଣା ଘଟିଥିଲା। ସେଇ ଘଟଣା…
‘ଓଟ’ ପିଠିରେ ଶୀତଳ ସନ୍ଧ୍ୟା
ଆଜି ଯଦି ଜଣେ ଛାତ୍ରକୁ ଇଂଲିଶ୍ରେ ଅନୁବାଦ କରିବା ନିମନ୍ତେ ଏମନ୍ତ ବାକ୍ୟଟିଏ ଦିଆଯିବ – ଯଥା: ”ଦେବକୀଙ୍କ ଅଷ୍ଟମ ସନ୍ତାନ ହେବ କଂସର ନିଧନକାରୀ-ହେଲା ଆକାଶବାଣୀ“-ତେବେ ସେ ହୁଏତ ଲେଖିବ, ”ଦି ଏଇଟିଥ୍ ଇସ୍ୟୁ ଅଫ୍ ଦେବକୀ ଉଡ୍ ବି…
ଉତ୍କଳୀୟ ଐତିହ୍ୟର ଏକ ବିସ୍ମୃତ ବିଭୂତି
ବର୍ଷ ପରେ ବର୍ଷ ଓଡ଼ିଶାର ଜନସାଧାରଣ ତଥା ପ୍ରବାସୀ ଓଡ଼ିଆମାନେ ଭାରତବର୍ଷର ବିଭିନ୍ନ ସହର, ନଗରରେ ତଥା ଦେଶ ବାହାରେ ମଧ୍ୟ ଉତ୍କଳ ଦିବସ ପାଳନ କରିଆସୁଛନ୍ତି। ଏଭଳି ସମାବେଶରେ ସାଂସ୍କୃତିକ, ସାମାଜିକ ଏବଂ ମନସ୍ତାତ୍ତ୍ୱିକ ଗୁରୁତ୍ୱ ପ୍ରଭୂତ, କହିବାବାହୁଲ୍ୟ। ବର୍ଷ…
କନ୍ୟାଙ୍କ ହାତରୁ ମଙ୍ଗଳସୂତ୍ର ପିନ୍ଧିଲେ ବର, କାରଣ ଜାଣିଲେ…
ସାଧାରଣତଃ ବିବାହ ସମୟରେ ବର କନ୍ୟାଙ୍କୁ ମଙ୍ଗଳସୂତ୍ର ପିନ୍ଧାଇବାର ପରମ୍ପରା ରହିଛି। ମାତ୍ର ଜଣେ କନ୍ୟା ବରଙ୍କ ବେକରେ ମଙ୍ଗଳସୂତ୍ର ପିନ୍ଧାଇବା ଶୁଣିଲେ ଆଶ୍ଚର୍ଯ୍ୟ ଲାଗେ। କିନ୍ତୁ ଏହା ସତ। ଶାର୍ଦ୍ଦୁଳ ନାମକ ବର ବିବାହ ପୂର୍ବରୁ କହିଥିଲେ, ବିବାହ ଦିନ…
ଗଛରେ ସାଲାଇନ୍ ଟାଙ୍ଗି କରୋନା ଆକ୍ରାନ୍ତଙ୍କ ଚିକିତ୍ସା: ଭିଡ଼ିଓ ଭାଇରାଲ…
ଭୋପାଳ,୬।୫: ଦେଶରେ କରୋନା ମହାମାରୀ ସଂକ୍ରମଣ ଅଣାୟତ୍ତ ହେବାରେ ଲାଗିଛି। ଏପରିସ୍ଥଳେ ଗ୍ରାମୀଣ ଅଞ୍ଚଳରେ କେତେକ ଆକ୍ରାନ୍ତ ଚିକିତ୍ସା ଲାଗି ହସ୍ପିଟାଲକୁ ଯିବାକୁ ଅମଙ୍ଗ ହେଉଛନ୍ତି। ଏଭଳି ଲୋକଙ୍କୁ ଚିକିତ୍ସା ଆଳରେ ବହୁ ଠକାମୀର ଶିକାର ହେବାକୁ ପଡୁଛି। କିଛି କରୋନା…

