ସ୍ତ୍ରୀ ଜାଣିପାରିବେ ନାହିଁ ବୋଲି ପ୍ରେମିକାଙ୍କ ନାଁରେ ଝିଅଙ୍କ ନାମ ରଖିଦେଲେ ବ୍ୟକ୍ତି; ପରେ ଯାହା ହେଲା ଜାଣିଲେ…
ନୂଆଦିଲ୍ଲୀ: ମାତାପିତାମାନେ ବହୁତ ଭାବିଚିନ୍ତି ନିଜ ସନ୍ତାନର ନାମ ସ୍ଥିର କରିଥାନ୍ତି। କିଛି ଲୋକ ସେମାନଙ୍କ ପିଲାମାନଙ୍କ ନାମ ସମସ୍ତଙ୍କଠାରୁ ଅଲଗା ରଖିବାକୁ ଚାହୁଁଥିବା ବେଳେ କିଛି ସେମାନଙ୍କର ଆଦର୍ଶ ଏବଂ ବିଚାରକୁ ନେଇ ନାମ ବାଛନ୍ତି। ତେବେ ଜଣେ ବ୍ୟକ୍ତି…
ଅଜବ ଟେଷ୍ଟ ମ୍ୟାଚ୍, ମାତ୍ର ଦୁଇଟି ଇନିଂସରେ ନିର୍ଣ୍ଣୟ ହୋଇଥିଲା ବିଜେତା
ଅନ୍ତର୍ଜାତୀୟ ଟେଷ୍ଟ କ୍ରିକେଟରେ ୪ କିମ୍ବା ୩ଟି ଇନିଂସରେ ଫଳାଫଳ ନିର୍ଣ୍ଣୟ ହୋଇଥାଏ। କିନ୍ତୁ କ୍ରିକେଟ ଇତିହାସରେ ଏଭଳି ଏକ ଟେଷ୍ଟ ଖେଳାଯାଇଥିଲା, ଯେଉଁଥିରେ ମାତ୍ର ଦୁଇଟି ଇନିଂସରେ ନିର୍ଣ୍ଣୟ ହୋଇଥିଲା ବିଜେତା। ୨୦୦୦ ମସିହାର କଥା। ଦକ୍ଷିଣ ଆଫ୍ରିକା ଓ…
ପାଟନାର ଏହି ୧୭ ବର୍ଷୀୟ ଯୁବକଙ୍କ ପାଟିରୁ ବାହାରିଲା ୮୨ ଦାନ୍ତ: ଡାକ୍ତରମାନେ କହିଲେ…
ପାଟନା: ଜଣେ ସାଧାରଣ ମନୁଷ୍ୟ ଶରୀରରେ ୩୨ ଦାନ୍ତ ଥିବା କଥା ସମସ୍ତେ ଜାଣନ୍ତି। ହେଲେ ଯଦି ଆପଣଙ୍କୁ ୮୨ ଦାନ୍ତ ଥିବା କୁହାଯାଏ ତେବେ ଆଶ୍ଚର୍ଯ୍ୟ ହେବା ସ୍ବାଭାବିକ। ତେବେ ବିହାରର ପାଟଣାରୁ ଏଭଳି ଏକ ବିରଳ ମାମଲା ସାମ୍ନାକୁ…
ପ୍ରେମରେ ଧୋକା ଦେଇଥିଲେ ପ୍ରେମିକ, ରାଗରେ ଏଭଳି କାଣ୍ଡ ଭିଆଇଲେ ପ୍ରେମିକା; ପୋଲିସ ବି ତାଜୁବ…
ନୂଆଦିଲ୍ଲୀ: କିଛି ଲୋକ ପ୍ରେମରେ ପ୍ରତାରଣାକୁ ସହଜ ଭାବେ ଗ୍ରହଣ କରି ପାରନ୍ତି ନାହିଁ। ସେମାତେ ହତାଶ ହୋଇପଡ଼ନ୍ତି। ନଚେତ କିଛି ଅବିଶ୍ୱାସନୀୟ ପଦକ୍ଷେପ ନେଇଯାଇଥାନ୍ତି। କିନ୍ତୁ ଚାଇନାରୁ ପ୍ରେମ ଆଉ ପ୍ରତାରଣାର ଏକ ଅଜବ ଘଟଣା ସାମ୍ନାକୁ ଆସିଛି। ଏଠାରେ…
ଉଡନ୍ତା ବିମାନର କବାଟ ଖୋଲୁଥିଲେ ଯାତ୍ରୀ, ତା’ପରେ…
ଓ୍ବାଶିଂଟନ୍,୧୩।୭: ପ୍ରାୟ ସମୟରେ ବିମାନର କ୍ର୍ୟୁ ମେମ୍ବର ଓ ଯାତ୍ରୀଙ୍କୁ ନେଇ ଅନେକ ଖବର ସାମ୍ନାକୁ ଆସିଥାଏ। କେତେବେଳେ କ୍ର୍ୟୁ ମେମ୍ବରଙ୍କ ଦୁର୍ବ୍ୟବହାର ତ ଆଉ କେତେବେଳେ ଯାତ୍ରୀଙ୍କ ଅଭଦ୍ରାମୀ ଦେଖିବାକୁ ମିଳିଥାଏ। ଆଉ ଏଥିପାଇଁ ବେଳେ ବେଳେ ଅନ୍ୟମାନଙ୍କୁ ସମସ୍ୟାର…
ରାଣୀର ଲମ୍ବ ୨୦ ଇଞ୍ଚ
ଢାକା,୧୩ ।୭: ବାଂଲାଦେଶର ଏକ ଗାଈ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯାହାକୁ ଦେଖିବାକୁ ତା’ ମାଲିକଙ୍କ ଘରେ ପ୍ରତିଦିନ ହଜାର ହଜାର ସଂଖ୍ୟାର ଲୋକଙ୍କ ଭିଡ ଲାଗୁଛି । ବାଂଲାଦେଶରେ କରୋନାର ପ୍ରକୋପ କମ୍ ହୋଇ…
ହୀରା ଭିତରେ ୮୦ କୋଟି ବର୍ଷ ତଳର ପୁରୁଣା ହୀରା…
ମସ୍କୋ,୧୩।୭: ପ୍ରକୃତିର ସୃଷ୍ଟି ଅତି ବିଚିତ୍ରମୟ। ଏବେ ରୁଷିଆରେ ମିଳିଥିବା ଏକ ହୀରାକୁ ନେଇ ସୋସିଆଲ୍ ମିଡ଼ିଆରେ ଚର୍ଚ୍ଚା ଜାରି ରହିଛି। ଏହି ହୀରା ଭିତରେ ୮୦ କୋଟି ବର୍ଷ ପୁରୁଣା ଅନ୍ୟ ଏକ ହୀରା ରହିଛି। ଏହା ରୁଷିଆର ପାରମ୍ପରିକ…
ପାଖରେ ଅଛି କି ଏଭଳି ନୋଟ୍, ରାତାରାତି ପାଲଟିବେ ଧନୀ…
ନୂଆଦିଲ୍ଲୀ,୧୩।୭: କେତେକ ପୁରୁଣା ନୋଟ୍ ଏବଂ ସ୍ବତନ୍ତ୍ର ନମ୍ବର ରହିଥିବା ନୋଟ୍ ପାଖରେ ଥିଲେ ଏହା ରାତାରାତି ଧନୀ କରିଦେବ। ଏକ ଟଙ୍କିଆରୁ ଆରମ୍ଭ କରି ୨,୫, ୧୦, ୨୦, ୫୦, ୧୦୦, ୨୦୦, ୫୦୦ ଏବଂ ୨୦୦୦ ଟଙ୍କା ନୋଟ୍ରେ…
ଜଳାଶୟ ପାଖେ ଗୋଡକୁ ଟେକି ପକ୍ଷୀ କରୁଛି ଏପରି…
ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ…
ଛାତ ଭାଙ୍ଗି ରୋଷେଇ ଘରେ ଲ୍ୟାଣ୍ଡିଂ କଲେ ସୈନ୍ୟ
ଓ୍ବାଶିଂଟନ୍,୧୨।୭: ଆମେରିକାର ଦକ୍ଷିଣ କାଲିଫର୍ନିଆରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ପାରାଚ୍ୟୁଟ ଟ୍ରେନିଂ ନେଉଥିବା ଜଣେ ସୈନ୍ୟ ଭୁଲରେ ଏକ ଘରର ଛାତ ଉପରେ ଲ୍ୟାଣ୍ଡିଂ କରିଥିଲେ। ଏହାପରେ ଘରର ଛାତକୁ ଭାଙ୍ଗି ସୈନ୍ୟ ଜଣକ ସିଧା ପହଞ୍ଚିଥିଲେ ରୋଷେଇ ଘରେ।…
ସ୍ମାର୍ଟଫୋନ୍ ବ୍ୟାଟେରୀ-ଡାଟା ଶୀଘ୍ର ସରୁଛି କି, ହ୍ୟାକିଂ ପ୍ରତି ରୁହନ୍ତୁ ସତର୍କ…
ନୂଆଦିଲ୍ଲୀ,୧୨।୭: ଏବେ ଡିଜିଟାଲର ଯୁଗ। ପ୍ରତିଟି କାର୍ଯ୍ୟ ଅନ୍ଲାଇନ୍ରେ ସମ୍ପନ୍ନ ହେଉଛି। ବ୍ୟାଙ୍କ କାରବାରଠାରୁ ଆରମ୍ଭ କରି ଅନ୍ଲାଇନ୍ରେ ଜିନିଷପତ୍ର କିଣା ସବୁ ସମ୍ଭବ ହେଉଛି। ଘରେ ବସି ସ୍ମାର୍ଟଫୋନ୍ ମାଧ୍ୟମରେ ସହଜରେ ଏହା କରାଯାଇ ପାରୁଛି। ତେବେ ଯଦି ସ୍ମାର୍ଟଫୋନ୍ର…
ପିଞ୍ଜରା ଭିତରେ ବିହାର-ୟୁପିର ଅର୍କେଷ୍ଟ୍ରା ଡ୍ୟାନ୍ସର…
ଲକ୍ଷ୍ନୌ/ପାଟନା,୧୨।୭: ଦୁନିଆ ବଦଳୁଛି। ତେବେ ବିହାର ଏବଂ ଉତ୍ତରପ୍ରଦେଶ(ୟୁପି)ର ଅର୍କେଷ୍ଟ୍ରା ଡ୍ୟାନ୍ସର ପୂର୍ବ ଭଳି ଦୁଃଖରେ ଦିନ ବିତାଉଛନ୍ତି। କୌଣସି ସରକାରୀ ଯୋଜନାର ସୁଫଳ ସେମାନଙ୍କ ପାଖରେ ଅପହଞ୍ଚ। ବିବାହରେ ବ୍ୟାଣ୍ଡ ପାର୍ଟିରେ ସେମାନେ ପିଞ୍ଜରା ଗାଡ଼ି ଭିତରେ ରହି ଡ୍ୟାନ୍ସ୍…

