ବାଘକୁ ଏମିତି ଗୋଡ଼ାଇଲା ଭାଲୁ, ଭିଡିଓ ଦେଖିଲେ…
ସୋସିଆଲ ମିଡିଆରେ କେତେବେଳେ କ’ଣ ଭାଇରାଲ ହୁଏ ତାହା କାହାକୁ ଜଣା ନ ଥାଏ। ଏବେ ଏମିତି ଏକ ଭିଡିଓ ଭାଇରାଲ ହେଉଛି, ଯାହାକୁ ଦେଖିଲେ ଆଶ୍ଚର୍ଯ୍ୟ ହେବେ। ଭିଡିଓରେ ଏକ ଭାଲୁ ବାଘର ପିଛା କରୁଛି। ବାଘଟି ବିଚରା ଭାଲୁକୁ…
ପୁଅ ନବମ, ହେଲେ ଝିଅ ଡାକ୍ତର-ଇଞ୍ଜିନିୟର: ଜାଣନ୍ତୁ କେତେ ପଢ଼ିଛନ୍ତି ଲାଲୁ ଯାଦବଙ୍କ ସନ୍ତାନ…
ଲାଲୁ ପ୍ରସାଦ ଯାଦବ ଭାରତୀୟ ରାଜନୀତିର ଲୋକପ୍ରିୟ ଚେହେରା ମଧ୍ୟରୁ ଅନ୍ୟତମ। ବିହାରର ମୁଖ୍ୟମନ୍ତ୍ରୀ ପଦଠାରୁ ଆରମ୍ଭ କରି କେନ୍ଦ୍ରରେ ରେଳ ମନ୍ତ୍ରୀ ରହିଥିବା ଲାଲୁ ଓକିଲାତି କରିଛନ୍ତି। ବିହାର ପାଟଣାର ବିଏନ୍ କଲେଜରେ ଓକିଲାତି ପଢ଼ା ସାରିବା ପରେ ସେ…
ସ୍ବାମୀଙ୍କ ଝିଅ ସାଙ୍ଗଙ୍କ ପ୍ରେମରେ ପଡ଼ିଲେ ସ୍ତ୍ରୀ, ନେଲେ ଏପରି ଅଜବ ନିଷ୍ପତ୍ତି; ଜାଣିଲେ…
‘ସ୍ତ୍ରୀ-ସ୍ବାମୀ ଏବଂ ସିଏ’ ସମ୍ପର୍କରେ ବହୁତ ଶୁଣିଥିବେ। ମାତ୍ର ଯୁକ୍ତରାଷ୍ଟ୍ର ଆମେରିକାର ସିଏଟଲରେ ଏମିତି ଏକ ଘଟଣା ସାମ୍ନାକୁ ଆସିଛି, ଯାହା ଶୁଣିଲେ ଆଶ୍ଚର୍ଯ୍ୟ ହେବେ। ବିବାହ ପରେ ସ୍ବାମୀ ଜାଣିବାକୁ ପାଇଲେ ଯେ, ତାଙ୍କ ସ୍ତ୍ରୀ ଉଭୟଲିଙ୍ଗୀ । ଯେଉଁଥିପାଇଁ…
କାଳିଆ ସେବାରେ ପରିବାର
ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସେବାକୁ ନେଇ ସ୍ବତନ୍ତ୍ର ପ୍ରଥା, ପରମ୍ପରା ରହିଛି। ଏଥିପାଇଁ ସେବାକାର୍ଯ୍ୟରେ ନିଜକୁ ନିୟୋଜିତ କରିଥାନ୍ତି ସେବକ ଓ ଭକ୍ତଗଣ। ତେବେ ବର୍ଷର ଅନ୍ୟ ଦିନ ଅପେକ୍ଷା ରଥଯାତ୍ରାରେ ଶ୍ରୀଜୀଉଙ୍କ ଦର୍ଶନ ସହିତ ମହାପ୍ରଭୁଙ୍କ ସେବାକାର୍ଯ୍ୟରେ ନିୟୋଜିତ ଲାଗି ଭକ୍ତଙ୍କ…
ଝରଣାର ଗନ୍ତାଘର ଅଥିରାପ୍ପିଲ୍ଲୀ
କେରଳର ତ୍ରିଶୂର ଜିଲାରେ ଥିବା ଅଥିରାପ୍ପିଲ୍ଲୀରେ ଅନେକ ପାହାଡ଼, ଝରଣା ଆଦି ଦେଖିବାକୁ ମିଳିଥାଏ। ସେଥିପାଇଁ ଏହାକୁ କେହି କେହି ଝରଣାର ଗନ୍ତାଘର ବୋଲି ମଧ୍ୟ କହିଥାନ୍ତି। ତେବେ ପ୍ରାକୃତିକ ପରିବେଶରେ ଭରା ଏହି ସ୍ଥାନରେ ଟ୍ରେକିଂ ତଥା ଫିଶିଂ ପାଇଁ…
ଏମିତି ମନ୍ଦିର ଯେଉଁଠି ପୁରୁଷଙ୍କୁ ପ୍ରବେଶ ମନା
ଦେବୀ କନ୍ୟାକୁମାରୀ ମନ୍ଦିର, କନ୍ୟାକୁମାରୀ- ଭାରତର ଦକ୍ଷିଣ ଭାଗରେ ସ୍ଥିତ ଏହି ମନ୍ଦିର ବର୍ଷର କୌଣସି ଦିନ ପୁରୁଷଙ୍କ ପାଇଁ ଖୋଲା ନୁହେଁ। କେବଳ ତପସ୍ବୀ ପୁରୁଷଙ୍କୁ ମନ୍ଦିରର ଗେଟ୍ ପର୍ଯ୍ୟନ୍ତ ଯିବାକୁ ଅନୁମତି ରହିଛି। ବିବାହିତ ପୁରୁଷ ତ ଏହାର…
ପ୍ରୋଗ୍ରାମ୍ ଟଙ୍କାରେ ନୃତ୍ୟାଭୂଷଣ କିଣିଥିଲି: ଲିଙ୍ଗରାଜ ସ୍ବାଇଁ
ମୋର ଜନ୍ମ ପୁରୀ ଜିଲାର କୋଣାର୍କଠାରେ। କୋଣାର୍କ ଉଚ୍ଚ ବିଦ୍ୟାଳୟରୁ ମାଟ୍ରିକ୍ ପାସ୍ କରିବା ପରେ ସ୍ଥାନୀୟ ଭଗବତୀ ମହାବିଦ୍ୟାଳୟରେ ଯୁକ୍ତ ତିନି ଯାଏଁ ପାଠ ପଢିଥିଲି। ପାଠ ସିନା ପଢୁଥିଲି ହେଲେ ମୋର ରୁଚି ରହିଥିଲା ଓଡ଼ିଶୀ ନୃତ୍ୟରେ। ଲୋକପ୍ରିୟ…
ଓଡ଼ିଆ ସଂଗୀତ ଜଗତର ଉଜ୍ଜ୍ୱଳ ତାରକା ସୁବାସ
୧୯୬୦ ମସିହା ମେ ୧୯ ତାରିଖରେ ଭଦ୍ରକ ଜିଲା ଅଧୀନ ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ଗଉଡ଼ୁଣୀପୋଖରୀ ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ ସୁବାସ ଦାଶ। ତାଙ୍କ ପିତାଙ୍କ ନାମ ଆଦିକନ୍ଦ ଓ ମାତା ଜୟମଣି ଦେବୀ। ସେ ଥିଲେ ଛଅ ଭାଇ…
ମହାପ୍ରଭୁଙ୍କ ସେବାରେ ବାଳକ
ଶ୍ରୀମନ୍ଦିର ଉପାସନା ଧାରାରେ ଏକ ଅନନ୍ୟ ଆକର୍ଷଣ ବାଳକ ସେବା। ମୁଖ୍ୟତଃ ମୁଦିରଥ(ମୁଦିରସ୍ତ), ଦଇତା ଓ ଦତ୍ତ ମହାପାତ୍ର ପରିବାରର ବାଳକ, କିଶୋର ସାଜନ୍ତି ସେବକ। ଗଜପତିଙ୍କ ପ୍ରତିନିଧି ମୁଦିରଥ। ବାସ୍ତବରେ ଏହି ସେବା ଏକ ବ୍ୟତିକ୍ରମ। ଦଇତା କୁଳର ୨୧…
ଏମିତି ସ୍କୁଲ, ଯେଉଁଠି ଇଲେକ୍ଟ୍ରି ଶକ୍ ନେବେ ପିଲା
ପିଲାଙ୍କୁ ସ୍କୁଲରେ ଇଲେକ୍ଟ୍ରି ଶକ୍ ଦିଆଯିବ। ଏକଥା ଶୁଣିଲେ ମନରେ ଭୟ ଆସେ। ମାତ୍ର ଆମେରିକାର ମାସାଚୁସେଟ୍ର ଏକ ସ୍କୁଲରେ ପୁଣି ଛାତ୍ରୀଛାତ୍ରଙ୍କୁ ଇଲେକ୍ଟ୍ରି ଶକ୍ ଦିଆଯିବାକୁ ଅନୁମତି ମିଳିଛି। ଗତ ମଙ୍ଗଳବାର ସେଠାକାର ଫେଡେରାଲ କୋର୍ଟ ଏହି ନିଷ୍ପତ୍ତି ଶୁଣାଇଛନ୍ତି।…
ଏଲିଅନ୍ଙ୍କ ସହିତ ଶାରୀରିକ ସମ୍ପର୍କ ରଖିଥିବା ଦାବି କଲେ ୩୦୦ରୁ ଅଧିକ ମହିଳା-ପୁରୁଷ…
ଲଣ୍ଡନ,୧୧।୭: ୟୁଏଫ୍ଓ ଏବଂ ଏଲିଅନ୍ଙ୍କ ଉପସ୍ଥିତି ନେଇ ବହୁ ଲୋକଙ୍କ ମଧ୍ୟରେ ବିଶ୍ୱାସ ନାହିଁ। ତେବେ କେତେକ ଲୋକ ଏଲିଅନ୍ ଏବଂ ୟୁଏଫ୍ଓକୁ ଭେଟିଥିବା ସମ୍ପର୍କରେ କହିଥାନ୍ତି। ଏବେ ବିଟ୍ରେନ୍ରେ ଏଲିଅନ୍ଙ୍କ ସହିତ ଶାରୀରିକ ସମ୍ପର୍କ ରଖିଥିବା ନେଇ ନାନା ଚର୍ଚ୍ଚା…
ଜାଣନ୍ତି କି ପାଣିରେ ଅଧିକ ସମୟ ରହିଲେ ତ୍ୱଚା କାହିଁକି ଲୋଚା ହୋଇଯାଏ
ସାଧାରଣତଃ ଆମେ ସମସ୍ତେ ଜାଣିଛେ ଯେ, ଦୀର୍ଘ ସମୟ ଧରି ପାଣିରେ ରହିବା ହେତୁ ହାତ ଏବଂ ପାଦର ଚର୍ମ ଲୋଚା ହୋଇଯାଏ। କିନ୍ତୁ ଆପଣଙ୍କ ମନକୁ କେବେ ପ୍ରଶ୍ନ ଆସିଛି କି ଏହା କାହିଁକି ହୁଏ ବୋଲି। ତେବେ ଜାଣନ୍ତୁ…

