ଫୁରସତ

ଝାଳରୁ ସୃଷ୍ଟି ହେବ ବିଦ୍ୟୁତ୍‌ ଶକ୍ତି, ଫୋନ୍‌ ବି ହେବ ଚାର୍ଜ

ବିଜ୍ଞାନ ଯେଉଁସ୍ତରରେ ଅଗ୍ରଗତି କରୁଛି ତାହାର ନମୁନା ପୁଣି ଥରେ ଦେଖିବାକୁ ମିଳିଛି। ବିଶେଷଜ୍ଞମାନେ ଏପରି ଏକ ଯନ୍ତ୍ର ବାହାର କରିଛନ୍ତି, ଯାହାକୁ ପିନ୍ଧି ଯେକୌଣସି ବ୍ୟକ୍ତି ଝାଳରୁ ବିଜୁଳି ଶକ୍ତି ଉତ୍ପାଦନ କରିପାରିବେ। ବିଶେଷଜ୍ଞମାନେ କହିଛନ୍ତି ଯେ, ଏହି ଉପକରଣଟି…

ଗଲ୍ଫ କୋର୍ସରେ ୧୫ ଫୁଟ କୁମ୍ଭୀର…

ମେକ୍ସିକୋ ସିଟି,୧୫।୭: ସୋସିଆଲ୍‌ ମିଡ଼ିଆରେ ସମ୍ପ୍ରତି ମେକ୍ସିକୋର ଏକ ଗଲ୍ଫ କୋର୍ସର ଭିଡ଼ିଓ ବେଶ୍‌ ଭାଇରାଲ ହେବାରେ ଲାଗିଛି। ଏହି ୧୫ ସେକେଣ୍ଡର ଭିଡ଼ିଓରେ ଏକ ୧୫ ଫୁଟ ଲମ୍ବ ବିରାଟକାୟ କୁମ୍ଭୀର ଗଲ୍ଫ କୋର୍ସରେ ବୁଲୁଥିବାର ଦେଖିବାକୁ ମିଳୁଛି। ଏହି…

୫୦୦ ଟଙ୍କାରେ ବିବାହ କଲେ ସିଟି ମାଜିଷ୍ଟ୍ରେଟ

ଧର୍‌,୧୫।୭: ସାଧାରଣତଃ ସରକାରୀ କର୍ମଚାରୀମାନେ ଧୁମ୍‌ଧାମ୍‌ରେ ବିବାହ କରନ୍ତି। କିନ୍ତୁ ମଧ୍ୟ ପ୍ରଦେଶର ଧର ଜିଲାର ସିଟି ମାଜିଷ୍ଟ୍ରେଟ ଶିବାଙ୍ଗୀ ଯୋଶୀଙ୍କ ବିବାହ କଥା ଶୁଣିଲେ ଆଶ୍ଚର୍ଯ୍ୟ ଲାଗିପାରେ। ସେ ମାତ୍ର ୫୦୦ ଖର୍ଚ୍ଚ କରି ଆର୍ମି ମେଜର ଅନିକେତ ଚତୁର୍ବେଦୀଙ୍କୁ…

ଜାଣନ୍ତି ସିଂହମାନେ କାହିଁକି ଗୋଷ୍ଠୀ ହୋଇ ରୁହନ୍ତି

ସିଂହକୁ ‘ଜଙ୍ଗଲର ରାଜା’ କୁହାଯାଏ। କିନ୍ତୁ ଜାଣନ୍ତି କି ଜଙ୍ଗଲର ରାଜା ହୋଇ ମଧ୍ୟ ସିଂହ ଏକୁଟିଆ ନ ରହି କାହିଁକି ଗୋଷ୍ଠୀ ହୋଇ ରୁହନ୍ତି। ଯଦିଓ ପୃଥିବୀରେ ସିଂହମାନଙ୍କର ଅସ୍ତିତ୍ୱ ବହୁତ ପୁରୁଣା, କିନ୍ତୁ ସେମାନଙ୍କ ଇତିହାସ ବିଷୟରେ ଜାଣିବା…

ରାସ୍ତାରେ କ୍ରିକେଟ୍‌ ଖେଳିଲେ ଗୁଗଲ ସିଇଓ

ସମଗ୍ର ବିଶ୍ୱରେ କ୍ରିକେଟ ଖେଳ ଲୋକପ୍ରିୟ। କିନ୍ତୁ ଭାରତରେ ଏହି ଖେଳ ପାଇଁ କ୍ରେଜ ବୋଶୀ। ଦେଶରେ କୌଣସି ବ୍ୟକ୍ତି ନାହାଁନ୍ତି ଯିଏ କି ପିଲାଦିନରେ କ୍ରିକେଟ ଖେଳି ନାହାଁନ୍ତି। ଗୁଗୁଲର ସିଇଓ ସୁନ୍ଦର ପିଚାଇ ଏହାର ବଳିଷ୍ଠ ଉଦାହରଣ। ଏତେ…

ଏହି ଜେଲ୍‌ରେ ମିଳିବ ମନପସନ୍ଦର ଖାଦ୍ୟ

ମୁମ୍ବାଇ: ସାଧାରଣତଃ ସମସ୍ତେ ଜାଣନ୍ତି ଜେଲ୍‌ରେ ରହିବା ବହୁତ କଷ୍ଟ। ଖାଇବା ପିଇବା ଠିକ୍‌ରେ ମିଳି ନ ଥାଏ। ମାତ୍ର ଏମିତି ଏକ ଜେଲ୍‌, ଯେଉଁଠି ରେଷ୍ଟୁରାଣ୍ଟ ପରି ସୁନ୍ଦର ସୁନ୍ଦର ବ୍ୟଞ୍ଜନ ମିଳିବ। ଚିକେନ ଭାତ ସହ ଅନ୍ୟାନ୍ୟ ସୁସ୍ବାଦୁ…

ପାଣିକୁ ଏପରି ଅଟକାଉଛି ହାତୀ

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ…

କୂଅରୁ ବାହାରୁଛି ୨ ହଜାର ଟଙ୍କିଆ ନୋଟ୍‌, ଟଙ୍କା ନେବା ପାଇଁ ଭିଡ଼…

ଘାଟମପୁର,୧୪।୭: ଟଙ୍କା ପୁଣି କୂଅରୁ ବାହାରୁଥିବା ଶୁଣିଲେ ଯେ କେହି ଆଶ୍ଚର୍ଯ୍ୟ ହେବେ। ତେବେ ଏହା ସତ। ଉତ୍ତରପ୍ରଦେଶର ଘାଟମପୁର ଅନ୍ତର୍ଗତ ଭିତରଗାଓ୍ବଁ ଅଞ୍ଚଳର ପସେମା ଗାଁରେ ଏକ ପରିତ୍ୟକ୍ତ ଶୁଖିଲା କୂଅରୁ ଶହେ, ଦୁଇ ଶହ, ପାଞ୍ଚ ଶହ ଏବଂ…

ଗାଡ଼ି ଭିତରେ ନୁହେଁ, ବରଂ ଏସ୍‌ୟୁଭିର ବୋନେଟ୍‌ରେ ବସି ବିବାହସ୍ଥଳରେ ପହଞ୍ଚିଲେ କନ୍ୟା: ଭିଡିଓ ଭାଇରାଲ ପରେ…

ପୁଣେ: ଆଧୁନିକତାର ଏହି ଯୁଗରେ ମଣିଷ ନିଜ ଜୀବନର ସମସ୍ତ ଗୁରୁତ୍ୱପୁର୍ଣ୍ଣ ମୁହୂର୍ତ୍ତକୁ ସ୍ମରଣୀୟ କରିବା ପାଇଁ ଟେକ୍ନୋଲୋଜିର ସାହାଯ୍ୟ ନେଉଛି। ହେଲେ କିଛି ଲୋକ ନିଜର ସୁଖ ପାଇଁ ବେଳେବେଳେ ଅନ୍ୟମାନଙ୍କ ଜୀବନକୁ ବିପଦରେ ପକାଇବାକୁ ଦ୍ୱିଧା କରନ୍ତି ନାହିଁ।…

ଦ୍ୱାରକାଧୀଶ ମନ୍ଦିର ଧ୍ୱଜା ଉପରେ ବଜ୍ରପାତ…

ଅହମଦାବାଦ,୧୪।୭: ଗୁଜରାଟର ଦ୍ୱାରକାରେ ଥିବା ଦ୍ୱାରକାଧୀଶ ମନ୍ଦିରର ଧ୍ୱଜା ଉପରେ ବଜ୍ରପାତ ହୋଇଛି। ମଙ୍ଗଳବାର ପ୍ରଚଣ୍ଡ ବଜ୍ରପାତ ଯୋଗୁ ଏଭଳି ଘଟିଛି। ଅପରାହ୍ନ ୨ଟା ୩୦ରେ ହୋଇଥିବା ବଜ୍ରପାତରେ ଏଭଳି ଅଘଟଣ ଘଟିଥିବା କୁହାଯାଉଛି। ମନ୍ଦିରର ୫୨ ଗଜ ଲମ୍ବ ଧ୍ୱଜାକୁ…

କେତେଟା ଫୋନ୍‌ ବ୍ୟବହାର କରନ୍ତି ଗୁଗଲ୍‌ ସିଇଓ ସୁନ୍ଦର ପିଚାଇ

ଓ୍ବାଶିଂଟନ,୧୪।୭: ଗୁଗୁଲ ଏବଂ ଆଲଫାବେଟ ସିଇଓ ସୁନ୍ଦର ପିଚାଇ ତାଙ୍କର କିଛି ବୈଷୟିକ ଅଭ୍ୟାସ ବିଷୟରେ ସୂଚନା ଦେଇଛନ୍ତି। ପାସୱାର୍ଡ କେବେ ଏବଂ କେତେ ଶୀଘ୍ର ବଦଳାଯିବ ଏବଂ ସେ କେତେ ମୋବାଇଲ ଫୋନ ବ୍ୟବହାର କରନ୍ତି ସେ ସମସ୍ତ ସୂଚନା…

ଏ ହେଉଛନ୍ତି ବାସ୍ତବ ଜୀବନର କୁମ୍ଭକର୍ଣ୍ଣ ! ବର୍ଷର ୩୬୫ ଦିନରୁ ଶୋଇଥାନ୍ତି ୩୦୦ ଦିନ…

ନାଗୌର: ରାମାୟଣରେ ରାବଣର ସାନଭାଇ କୁମ୍ଭକର୍ଣ୍ଣଙ୍କ ବିଷୟରେ ଉଲ୍ଲେଖ ରହିଛି। ସେ ବର୍ଷରେ ଛଅମାସ ଖାଉଥିବା ବେଳେ ଛଅମାସ ଶୋଇଥାନ୍ତି। ଏବେ ରାଜସ୍ଥାନର ନାଗୌରରେ ଏଭଳି ଜଣେ ବ୍ୟକ୍ତି ଚର୍ଚ୍ଚାରେ ଅଛନ୍ତି, ଯିଏ ବର୍ଷର ୩୬୫ ଦିନରୁ ୩୦୦ ଦିନ ଶୋଉଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?