ଫୁରସତ

ବିବାହର ୩ ଦିନ ପୂର୍ବରୁ କନ୍ୟାହେଲେ କରୋନା ପଜିଟିଭ୍‌: ସବୁ ଯୋଗାଡ଼ ସରିଥିବାରୁ ବର କଲେ ଏମିତି ବିବାହ

ବିବାହର ୩ ଦିନ ପୂର୍ବରୁ କନ୍ୟା କରୋନା ପରୀକ୍ଷା କରାଇଥିଲେ। ପରେ ତାଙ୍କ ରିପୋର୍ଟ ମଧ୍ୟ ପଜିଟିଭ୍‌ ଆସିଥିଲା। ମାତ୍ର ଏହା ସତ୍ତ୍ୱେ ବର, କନ୍ୟା ଉଭୟ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ। ତେବେ ଆପଣଙ୍କ ମନରେ ପ୍ରଶ୍ନ ଉଠୁଥିବ...

ଏକଦା ରାତାରାତି ଭୟରେ ଖାଲି ହୋଇଯାଇଥିଲା ଏହି ସହର

ବିଶ୍ୱରେ ଅନେକ କିଛି ରହସ୍ୟ ଅଛି, ଯାହା ବିଷୟରେ ପ୍ରାୟ ସମସ୍ତେ ଜାଣନ୍ତି ନାହିଁ। ଏପରି ଏକ ରହସ୍ୟ ପୂର୍ଣ୍ଣ ଯାଗା ହେଉଛି ସାଇପ୍ରସର ଭରୋସା ସହର। କିନ୍ତୁ ବର୍ତ୍ତମାନ ଏହି ସହରଟି ଜନଶୂନ୍ୟ ହୋଇଯାଇଛି। ଭରୋସା ଭୂତ ସହର...

ଗର୍ଲଫ୍ରେଣ୍ଡଙ୍କୁ ପରିବାର ସହ ଭେଟ କରିବାକୁ ରାଜି ନ ଥିଲେ ବୟଫ୍ରେଣ୍ଡ୍‌, ଆଉ ତା’ପରେ

ଆମେରିକାର କାର୍ର୍ଲିଫର୍ନିଆ ସହରରେ ଏକ ଅଜବ ଘଟଣା ଘଟିଛି। ଗର୍ଲଫ୍ରେଣ୍ଡ ଅଧିକ ମୋଟା ହୋଇଥିବାରୁ ବୟଫ୍ରେଣ୍ଡ ତାଙ୍କ ହାତ ଛାଡି ଦେଇଥିଲେ। ଏହା ଜାଣିବା ପରେ ଗର୍ଲଫ୍ରେଣ୍ଡ ପ୍ରତିଶୋଧ ନେବା ଲକ୍ଷ୍ୟରେ ୯୦ କେଜି ଓଜନ କମାଇଛନ୍ତି। କାର୍ଲିଫର୍ନିଆ ସହରରେ...

କୋଟିଏ ଟଙ୍କାର ଲଟେରୀ ଜିଣିଲେ ପକେଟକୁ ଆସିବ କେତେ…

ନୂଆଦିଲ୍ଲୀ, ୭।୧୨: କେତେକ ଲୋକେ ଲଟେରୀ କିଣି ରାତାରାତି ଲକ୍ଷପତି ଅବା କୋଟିପତି ହେବାର ସ୍ବପ୍ନ ଦେଖିଥାନ୍ତି। ତେବେ ଲଟେରୀ ଜିଣିଲେ ଏହା ଉପରେ ୧୯୬୧ ଆୟକର ଅଧିନିୟମ ଅନୁସାରେ ବିଭିନ୍ନ ଟିକସ ଲାଗୁ ହୋଇଥାଏ। ଫଳରେ ପକେଟକୁ ଆସିବା...

ପରସ୍ପରକୁ ବିବାହ କଲେ ଦୁଇ ଭଉଣୀ

ରାଞ୍ଚି,୬।୧୨: ଝାଡଖଣ୍ଡର ରାଜଧାନୀ ରାଞ୍ଚିଠାରୁ ୧୬୦ କିମି ଦୂର କୋଡରମା ଜିଲାରେ ଏକ ନିଆରା ଘଟଣା ଘଟିଛି। ଏଠାରୁ ଦୁଇ ସମ୍ପର୍କୀୟ ଭଉଣୀ ସାତ ଜନମର ସାଥୀ ହୋଇଛନ୍ତି। ଗତ ୫ ର୍ବେ ଉଭୟ ପ୍ରେମ କରୁଥିଲେ। ଗତ ମାସରେ...

ମୃତ୍ୟୁ ପୂର୍ବରୁ ପଡ଼ୋଶୀଙ୍କ ନାମରେ ୫୫ କୋଟିର ସମ୍ପତ୍ତି ଲେଖିଦେଲେ ବୃଦ୍ଧା, ଜଣାପଡ଼ିବା ପରେ…

ସାଧାରଣତଃ ଯଦି ପରିବାରରେ କୌଣସି ଝଗଡ଼ା ହୁଏ ତେବେ ସମ୍ପତ୍ତି ଭାଗବଣ୍ଟାକୁ ନେଇ ହୋଇଥାଏ। ଏପରି ସ୍ଥିତିରେ କୌଣସି ବ୍ୟକ୍ତି ଇଞ୍ଚେ ଜାଗା ବି କାହାକୁ ଛାଡ଼ିବା ପାଇଁ ରାଜି ହୋଇ ନ ଥାନ୍ତି। ଫଳରେ ମାମଲା କୋର୍ଟ କଚେରୀ...

ମୃତ୍ୟୁ ମୁହଁରୁ ଓ୍ବରର୍ଥୋଗକୁ ଟାଣି ଆଣିଲେ ୨ ଜଳହସ୍ତୀ

ବର୍ତ୍ତମାନ ସମୟରେ ଲୋକେ ସୋସିଆଲ ମିଡିଆରେ ଅଧିକ ସକ୍ରିୟ ରହୁଛନ୍ତି। ଏହି ସମୟରେ ମଧ୍ୟ ସୋସିଆଲ ମିଡିଆର ଚାହିଦା ବଢ଼ିଥିବା ବେଳେ ଭାଇରାଲ ହେଉଥିବା ଫଟୋ ଓ ଭିଡିଓକୁ ନେଇ ଚର୍ଚ୍ଚା ଜୋର ଧରୁଛି। ବର୍ତ୍ତମାନ ସେଭଳି ଏକ ଭିଡିଓ...

ଖୁସିରେ କୀଟ ଖାଇବାକୁ ଗଛରୁ ଉଡ଼ିଆସିଥିଲା ପକ୍ଷୀ: ତଳେ ଜଗି ରହିଥିଲା ବଡ଼ ବିପଦ

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହୋଇଥାଏ। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ...

ସଙ୍ଗୀତ ସାଧନାରେ ସତ୍ୟନାରାୟଣ

ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରତି ତାଙ୍କର ରହିଛି ଆଦର । ସେ ଏକାଧାରରେ ଜଣେ କବି, ଗୀତିକାର, କଣ୍ଠଶିଳ୍ପୀ ଓ ସଙ୍ଗୀତ ନିର୍ଦ୍ଦେଶକ। ବିଭିନ୍ନ ମହୋତ୍ସବରେ ମଞ୍ଚ ସଂଯୋଜନା କରିବାରେ ତାଙ୍କର ନିଆରା ପରିଚୟ ରହିଛି। ସଙ୍ଗୀତ କ୍ଷେତ୍ରରେ ବି...

ପୋକରେ ତିଆରି ଆମଲେଟ୍‌: ବାସ୍ନାରେ ଟାଣି ହୋଇ ଚାଲି ଆସନ୍ତି ଲୋକେ

ଆମିଷ ଖାଉଥିବା ମଣିଷ ନିଶ୍ଚିତଭାବେ ଆମଲେଟ୍‌ ଖାଇଥିବେ। ତେବେ ଭିଏତ୍‌ନାମ, ହାନୋଇରେ ପ୍ରସ୍ତୁତ ହେଉଥିବା ଏକ ସ୍ବତନ୍ତ୍ର ପ୍ରକାରର ଆମଲେଟ୍‌ ବୋଧହୁଏ ସମସ୍ତଙ୍କ ପକ୍ଷେ ଖାଇବା ସମ୍ଭବ ହେବ ନାହିଁ। ଏହାର କାରଣ ହେଉଛି ଏଥିରେ ବ୍ୟବହାର କରାଯାଉଥିବା ଏକ...

ଆଖିପତା ସାଜିଛି କାନ୍‌ଭାସ୍‌

ଇସ୍ରାଇଲର ତାଲ ପେଲେଗ୍‌ ଜଣେ ଅଭିଜ୍ଞ ମେକ୍‌ଅପ୍‌ ଆର୍ଟିଷ୍ଟ। ପିଲାଟିବେଳୁ ସେ ଚିତ୍ର ଆଙ୍କୁଥିଲେ ଓ ସାନ ଭଉଣୀକୁ ମଡେଲ ସଜେଇ ମୁହଁରେ ମେକ୍‌ଅପ୍‌ ଏକ୍ସପେରିମେଣ୍ଟ କରୁଥିଲେ। ଏବେବି ସେହି ସଉକ ସେ ଛାଡି ନାହାନ୍ତି। ବରଂ ନିଜ ଆଖିପତାକୁ...

କୁକୁଡା ଅଣ୍ଡାଠୁ ବଡ ଏଇ ଅଙ୍ଗୁର

ପେନ୍ଥା ପେନ୍ଥା ତାଜା ଅଙ୍ଗୁର ଦେଖିଲେ ଭାରି ଲୋଭ ଲାଗେ। ଯଦି ଏହା ମଞ୍ଜି ବିହୀନ, ରସାଳ ହୋଇଥାଏ ତେବେ ଖାଇବାରେ ମଜା ଆସିଯାଏ। ଆମେ ଏଠାରେ ଯେଉଁ ଅଙ୍ଗୁର ବିଷୟରେ କହୁଛୁ ତାକୁ ଦେଖି ଯେତିକି ଆଶ୍ଚର୍ଯ୍ୟ ଲାଗିବ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri