ଫୁରସତ

ବର କନ୍ୟା ମୁଣ୍ଡରେ ସିନ୍ଦୁର ଦେଲାପରେ ଭାଙ୍ଗି ଗଲା ବାହାଘର: କନ୍ୟାଙ୍କ ସାନଭଉଣୀକୁ ଉଠାଇ ନେଲେ ବର

ବାଲ୍ୟ ବିବାହକୁ ପୋଲିସ ଦ୍ୱାରା ରୋକା ଯିବାରୁ ବର ରାଗି କରି କନ୍ୟାଙ୍କ ଭଉଣୀଙ୍କୁ ଉଠାଇ ନେଇଥିଲେ। ପରେ ପୋଲିସ ଉକ୍ତ ଯୁବତୀଙ୍କୁ ଉଦ୍ଧାର କରିଛି। ଏହି ଘଟଣାରେ ସମ୍ପୃକ୍ତ ଥିବା ବରଙ୍କ ସମ୍ପର୍କୀୟ ମହିଳାଙ୍କୁ ଗିରଫ କରାଯାଇଛି। ହେଲେ...

ଏଠାରେ ମୂଷା ପାଳିବା ପାଇଁ ସରକାରଙ୍କଠାରୁ ଆଣିବାକୁ ପଡ଼େ ଅନୁମତି

ସାଧାରଣତଃ ଘରେ ଘରେ ମୂଷା ଦେଖାଯାଏ। ଏହି ମୂଷାକୁ କିଏ ଘରେ ପାଳୁଥିବା ବେଳେ ଏମାନେ ଆସବାବପତ୍ର କାଟି ପକାଉଥିବା ନେଇ କିଏ ମାରି ଗୋଡ଼ାନ୍ତି। ମାତ୍ର ବିଶ୍ୱରେ ଏପରି କିଛି ଦେଶ ଅଛି ଯେଉଁଠି ସାମାନ୍ୟ ମୂଷାକୁ ପାଳିବା...

ଗୋଟିଏ ମଣ୍ଡପରେ ବିବାହ କଲେ ମା’-ଝିଅ

ଗୋରଖପୁର,୧୧ ।୧୨: ଉତ୍ତର ପ୍ରଦେଶର ଗୋରଖପୁର ଜିଲାରେ ଏକ ବିଚିତ୍ର ବିହାହ ଦେଖିବାକୁ ମିଳିଛି । ଏଠାରେ ମୁଖ୍ୟମନ୍ତ୍ରୀ ସାମୁହିକ ବିବାହ ଯୋଜନା ଅଧିନରେ ଗୋଟିଏ ମଣ୍ଡପରେ ମା’ ଓ ଝିଅ ବିବାହ କରିଥିବା ଦେଖାଯାଇଛି । ଏମାନେ ଗୋଟିଏ...

ଚାର୍ଜରେ ଲାଗିଥିଲା ଆଇଫୋନ୍‌ ବାର୍ଥଟବ୍‌ରେ ପଡ଼ିଯିବାରୁ , ଘଟିଲା ଏମିତି

ରୁଷିଆର ଆର୍ଖଙ୍ଗଲେସ୍କରେ ଜଣେ ୨୪ ବର୍ଷୀୟା ଯୁବତୀ ଓଲେସିଆ ସେମେନୋଭାଙ୍କ ଏକ ବାର୍ଥ ଟବ୍‌ରୁ କରେଣ୍ଟ ଲାଗି ମୃତ୍ୟୁ ଘଟିଛି। ଓଲେସିଆଙ୍କ ଆଇଫୋନ ଚାର୍ଜ କରୁଥିଲେ। ହଠାତ୍‌ ଫୋନ ତାଙ୍କ ବାର୍ଥଟବ୍‌ରେ ଖସି ପଡ଼ିଥିଲା। ଓଲେସିଆ ସେହି ସମୟରେ ଗାଧୋଉଥିଲେ...

ବିଶ୍ୱର ସବୁଠୁ ଥଣ୍ଡା ଦେଶ

ବିଶ୍ୱରେ ଏମିତି କିଛି ସ୍ଥାନ ଅଛି, ଯେଉଁଠି ଅଧିକ ଶୀତ ଅନୁଭୂତ ହୋଇଥାଏ। ଏହି ସ୍ଥାନଗୁଡ଼ିକରେ ତାପମାତ୍ରା ବେଳେବେଳେ ଶୂନ ରହିଥାଏ। ଫଳରେ ପ୍ରବଳ ତୁଷାରପାତ ହୁଏ। ଯାହା ଜନଜୀବନରେ ବାଧା ସୃଷ୍ଟି କରିଥାଏ। ଜାଣନ୍ତୁ ଏସବୁ ସ୍ଥାନ ବିଷୟରେ…...

ଏଠାରେ ୭ ସନ୍ତାନ ଜନ୍ମ ଦେଲେ ମହିଳାଙ୍କୁ ମିଳେ ସ୍ବର୍ଣ୍ଣ ପଦକ: ସାରା ଜୀବନ ରହିବା, ଖାଇବା ମାଗଣା

ବିଶ୍ୱରେ ଜନସଂଖ୍ୟା ବୃଦ୍ଧିକୁ ନେଇ ସମସ୍ତେ ଚିନ୍ତାରେ। ଜନସଂଖ୍ୟା ବୃଦ୍ଧି ଯୋଗୁ ଅନେକ ପ୍ରକାରର ସମସ୍ୟା ଦେଖିଦେଉଛି। ଗ୍ଲୋବାଏ ଓ୍ବାର୍ମି, ପ୍ରଦୂଷଣ ହାର ବୃଦ୍ଧି ଆଦି ଏଥିରେ ଅନ୍ତର୍ଭୁକ୍ତ। ଅନେକ ଦେଶ ବିଶେଷକରି ଚାଇନା ଜନସଂଖ୍ୟା ନିୟନ୍ତ୍ରଣ କରିବା ପାଇଁ...

ବୋହୂଙ୍କ ଇଚ୍ଛା ପୂରଣ ପାଇଁ ଶ୍ୱଶୁର ନେଲେ ଏଭଳି ନିଷ୍ପତ୍ତି

ବିବାହରେ କନ୍ୟା ବିଦାୟ ଏକ ଭାବପ୍ରବଣ ମୂହୁର୍ତ୍ତ। ରାଜସ୍ଥାନର ଭରତପୁରରେ ଜଣେ କନ୍ୟାଙ୍କ ବିଦାୟକୁ ନେଇ ଚର୍ଚ୍ଚା ଜୋର ଧରିଛି। ଛତ୍ରପୁରର ଗାଁର ଝିଅ ହେଲିକପ୍ଟରରେ ଶାଶୁଘରକୁ ବିଦା ହୋଇଛନ୍ତି। ହେଲିକପ୍ଟରରେ ଶାଶୁଘର ଯିବା କନ୍ୟାଙ୍କ ଇଚ୍ଛା ଥିଲା। ପରେ...

ନମ୍ରତାର ଅନନ୍ୟ ବ୍ୟକ୍ତିତ୍ୱ ବିବେକାନନ୍ଦ

ବିବେକାନନ୍ଦ ପରିଡ଼ା, ନମ୍ରତାର ଅନନ୍ୟ ବ୍ୟକ୍ତିତ୍ୱ। ଦୀର୍ଘ ୭୬ ବର୍ଷର ଜୀବନରେ ସେ ଗଢ଼ିଛନ୍ତି ଅନେକ ଅନୁଷ୍ଠାନ। ଶୈବପୀଠ ମାଣତ୍ରୀ ଓ ଶକ୍ତିପୀଠ ଦୁର୍ଗାଦେବୀ ସନ୍ନିକଟ ଆଦିବାସୀ ଅଧ୍ୟୁଷିତ ଭଞ୍ଜଭୂମିର ଅଖ୍ୟାତ ପଲ୍ଲୀ ଆରପଟାରେ ୧୨ ଅଗଷ୍ଟ ୧୯୪୫ରେ ତାଙ୍କର...

ଦେଶର ନୂତନ ସଂସଦ ଭବନ ଗୋଲାକାର ନୁହେଁ ବରଂ ନିର୍ମାଣ ହେବ ତ୍ରିଭୁଜ ଆକାରର, ଜାଣନ୍ତୁ ଏହା ପଛର କାରଣ

ନୂଆଦିଲ୍ଲୀ: ଆମ ଦେଶର ନୂତନ ସଂସଦ ଭବନର ପ୍ରାରମ୍ଭିକ ଫଟୋ ପ୍ରକାଶ ପାଇଛି। ଟାଟା ପ୍ରୋଜେକ୍ଟ ଲିମିଟେଡ୍‌ ଅଧୀନରେ ନିର୍ମାଣ ହେବାକୁ ଥିବା ଏହି ନୂତନ କୋଠାର ଭିତ୍ତିପ୍ରସ୍ତର ଡିସେମ୍ବର ୧୦ ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ସ୍ଥାପନ...

ପତ୍ର ତୋଳିଲେ ଗଛକୁ ବି ହୁଏ କଷ୍ଟ…

ତେଲ୍‌ ଅଭିବ୍‌: ମଣିଷକୁ ଆଘାତ ଲାଗିଲେ କଷ୍ଟ ହୋଇଥାଏ। ଅନୁରୂପ ଭାବେ ଛୋଟ ବଡ଼ ସମସ୍ତ ପ୍ରାଣୀଙ୍କୁ ମଧ୍ୟ ଏଭଳି ଅନୁଭୁତି ହୋଇଥାଏ। ତେବେ ଗଛଲତାକୁ କାଟିଲେ ଅବା ପତ୍ର ଛିଣ୍ଡାଇଲେ କଷ୍ଟ ହୋଇଥାଏ। ଏନେଇ ଇସ୍ରାଏଲ୍‌ ତେଲ୍‌ ଅଭିବ୍‌...

ମିସ୍‌ ଥାଇଲାଣ୍ଡ ପାଇଁ ଚାଲିଥିଲା ଫଟୋସୁଟ୍‌: ଅଚାନକ ପାଣିରେ ଖସିପଡିଲେ ମଡେଲ

ବ୍ୟାକଂକ,୧୦।୧୨: ନିକଟରେ ଥାଇଲାଣ୍ଡରେ ମିସ୍‌ ଥାଇଲାଣ୍ଡ ପ୍ରତିଯୋଗିତାରେ ଅନେକ ମଡେଲଙ୍କ ଏକ ଫଟୋସୁଟ୍‌ ଚାଲିଥିଲା। ହେଲେ ସେହି ସମୟରେ ହଠାତ୍‌ ଏକ ଦୁର୍ଘଟଣା ଘଟିଥିଲା। ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ସୂଚନାଯୋଗ୍ୟ, ମିସ୍‌ ଥାଇଲାଣ୍ଡ ପ୍ରତିଯୋଗିତା...

୭ ବର୍ଷର ଏହି ବାଳିକାଙ୍କ ଅଦ୍ଭୁତ ପ୍ରତିଭା: କୁନି ହାତରେ ୭୦ କିଗ୍ରା ଭାରୋତ୍ତୋଳନ କରି ଏବେ ଚର୍ଚ୍ଚାରେ

ନୂଆଦିଲ୍ଲୀ: ବୟସ ମାତ୍ର ୭ ବର୍ଷ। ହେଲେ କାରନାମା କୌଣସି ବଡ଼ ତାରକାଠାରୁ କମ୍‌ ନୁହେଁ। ଆମେ କଥା ହେଉଛୁ କାନାଡ଼ାର ରୋରି ଭାନ ଉଲଫତଙ୍କ କଥା। ଏତେ କମ୍‌ ବୟସରେ ସେ ୭୦ କେଜି ଭାରୋତ୍ତୋଳନ କରୁଛନ୍ତି। କଥାଟି...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri