ଫୁରସତ

ଏ ନାବେ ଗୁରୁ କର୍ଣ୍ଣଧାର

ଭାରତୀୟ ଗୁରୁ-ଶିଷ୍ୟ ପରମ୍ପରାରେ ଗୁରୁ କେବଳ ଜଣେ ବ୍ୟକ୍ତି ନୁହନ୍ତି, ସେ ଏକ ଶକ୍ତିର ଉତ୍ସ। ଜୀବନ ଗଢ଼ିବାର ମହାସୂତ୍ର। ସ୍ବାମୀ ବିବେକାନନ୍ଦଙ୍କ ମତରେ, ଯେଉଁ ଆତ୍ମାରୁ ଶକ୍ତି ସଞ୍ଚରି ଆସେ ସେ ଗୁରୁ। ଯେଉଁଥିରେ ସଞ୍ଚାରିତ ହୁଏ ସେ ଶିଷ୍ୟ।…

କନଷ୍ଟେବଲ୍‌ ଦେଉଛନ୍ତି ମାଗଣା ଶିକ୍ଷା

ରାଜସ୍ଥାନ, ଚୁରୁ ଜିଲାର ଏଇ ପିଲାମାନେ ଦିନେ ମଇଳା ଚିରାଫଟା ପ୍ୟାଣ୍ଟ ସାର୍ଟ ପିନ୍ଧି ଅଳିଆଗଦା, ରାସ୍ତାକଡରୁ ପଲିଥିନ, ପ୍ଲାଷ୍ଟିକ ସାମଗ୍ରୀ ଗୋଟେଇ କାନ୍ଧରେ ଝୁଲାଇଥିବା ବସ୍ତାରେ ଭର୍ତ୍ତି କରୁଥିଲେ। ପାଠପଢା ସେମାନଙ୍କ ପାଇଁ ଥିଲା ସାତ ସପନ। ହେଲେ ଏବେ…

ଏତେ ବଡ ଗାଲ: କସ୍ମେଟିକ୍‌ ସର୍ଜରୀ କରି ରେକର୍ଡ କଲେ …

ଈଶ୍ୱରଙ୍କ ଦ୍ୱାରା ସୃଷ୍ଟ ସବୁକିଛି ବେଶ୍‌ ଖାସ୍‌ ଓ ସୁନ୍ଦର। ହେଲେ ବେଳେବେଳେ ଭଗବାନ ଦେଇଥିବା ରଙ୍ଗ ରୂପରେ ମଣିଷ ସନ୍ତୁଷ୍ଟ ହୋଇ ନ ଥାଏ। ଆଉ ନିଜ ଚେହେରା ତଥା ଶରୀରରେ ପରିବର୍ତ୍ତନ ଆଣିବା ପାଇଁ କରିଥାଏ ନାନା ପ୍ରୟାସ।…

ନାକରେ ବେଲୁନ ଫୁଙ୍କି କଲେ ରେକର୍ଡ

ସବୁ ମଣିଷ ପାଖରେ ଇଶ୍ୱରପ୍ରଦତ କିଛି ସ୍ବତନ୍ତ୍ର ପ୍ରତିଭା ଥାଏ। ସେଇ ପ୍ରତିଭାକୁ ଚିହ୍ନିପାରି ତାକୁ ଠିକ୍‌ ଭାବେ ସଦୁପଯୋଗ କରିପାରିଲେ ସଫଳତା ନିଶ୍ଚୟ ମିଳେ। ତେବେ କେତେକଙ୍କ ପାଖରେ କିଛି ଅଜବ ପ୍ରତିଭା ବି ଥାଏ। ଯେମିତିକି ଇଦାହେରେ ରହୁଥିବା…

ନାଁ ତାଙ୍କର, ପୂଜା ମଣିଷର…

ଦାଶବାବୁ ଖରାପ ଲୋକ ନୁହନ୍ତି l ହେଲେ କ’ଣ ହେଇଛି କେଜାଣି, ଗଣେଶ ପୂଜା ଆଗରୁ ଛୁଟି ଆଣି ଅଫିସି ନ ଯାଇ ଘରେ ଲୁଚିଛନ୍ତି l ଉପରେପଡ଼ି କୁହାଳିଆ ଗୁଣଥିବା ପତ୍ନୀ.. ଦମ୍ଭବତୀକି ନେହୁରା ହୋଇ ମୁଣ୍ଡଛୁଆଇଁ କହିଛନ୍ତି… ତାଙ୍କ…

କାଉ, କୁକୁରର ବନ୍ଧୁତା

କୁକୁର ଏକ ବିଶ୍ୱସ୍ତ ପ୍ରାଣୀଭାବେ ବେଶ୍‌ ପରିଚିତ। ମାଲିକ ସହ କୁକୁରର ବନ୍ଧୁତାର ଉଦାହରଣ ବି ଅନେକ ରହିଛି। ସେହିଭଳି କୁକୁରର ଅନ୍ୟ ପ୍ରାଣୀଙ୍କ ସହ ବନ୍ଧୁତା ହେଉଥିବା ମଧ୍ୟ ଦେଖିଥିବେ। ତେବେ ଏକ କୁକୁରର କୌଣସି ପକ୍ଷୀ ସହ ବନ୍ଧୁତା…

ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରା ବିନ୍‌ସର

ଉତ୍ତରାଖଣ୍ଡର ଅଲମୋରା ନିକଟସ୍ଥ ବିନ୍‌ସର ହେଉଛି ଏକ ସୁନ୍ଦର ପାହାଡିଆ ପର୍ଯ୍ୟଟନସ୍ଥଳୀ। ପ୍ରକୃତିର ଅପୂର୍ବ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ ଏହି ସ୍ଥାନକୁ ବୁଲିଗଲେ ଖୁବ୍‌ ମାନସିକ ଶାନ୍ତି ମିଳିଥାଏ। ଖାସ୍‌କରି ବିନ୍‌ସରରେ ଥିବା ‘ଜିରୋ ପଏଣ୍ଟ’ ନାମକ ସ୍ଥାନଟି ଦେଖିବାକୁ ଖୁବ୍‌ ଆକର୍ଷଣୀୟ…

ପେସା ରୋଷେଇ, ନିଶା ଅମ୍ପାୟରିଂ

ଧଳା ପ୍ୟାଣ୍ଟ, ଧଳା ଟି-ସାର୍ଟ ସହ ଆଖିରେ କଳା ଚଷମା ଓ ମୁଣ୍ଡରେ ଧଳା ଟୋପି ପିନ୍ଧି ସେ ପଡିଆକୁ ଆସନ୍ତି ଜଣେ ଅମ୍ପାୟରଭାବେ, ଖେଳ ଓ ଖେଳାଳୀଙ୍କ ନିର୍ଣ୍ଣାୟକ ସାଜି। ତାଙ୍କ ହାତର ଚାଳନା ଓ ନିଷ୍ପତିକୁ ଅନାଇ ରୁହନ୍ତି…

ପ୍ରଥମ ଉପାର୍ଜନରେ ବହି କିଣିଥିଲି: ଲେଖିକା ମାନିନୀ ମିଶ୍ର

ସେଇ ସମୟର ସମ୍ବଲପୁର ଜିଲାର ଗୋଟିଏ ଛୋଟ ଅଥଚ ପ୍ରସିଦ୍ଧ ଗାଁ ବରପାଲି । ଛୋଟ ବେଳେ ମଙ୍ଗାର ଠକ୍‌ ଠକ୍‌ , ବାନ୍ଧର ରଙ୍ଗଭରା ସୁନ୍ଦର ସୁନ୍ଦର ଜୀବନ୍ତ କଳା, ଖୋଷାକୁ ଶିଝେଇ ମଠା ସୂତା କାଢ଼ିବା ଇତ୍ୟାଦି ଦେଖି…

ସେବାରୁ ମିଳୁଛି ସନ୍ତୋଷ: ସୁରେନ୍ଦ୍ରନାଥ

ସରକାରୀ ଚାକିରିପ୍ରତି ମନ ନ ବଳାଇ ଜଣେ ଚିକିତ୍ସକଭାବେ ରୋଗୀଙ୍କୁ ଚିକିତ୍ସା କରିବା ସହିତ ସମାଜସଂସ୍କାର କାଯର୍‌ୟରେ ସର୍ବଦା ସେ ନିୟୋଜିତ ରହିଥାନ୍ତି। କେବଳ ସେ ଜଣେ ଚିକିତ୍ସକ ନୁହନ୍ତି ବରଂ ଏକାଧାରରେ ଜଣେ ନାଟ୍ୟକାର, ଗାୟକ, ଶିକ୍ଷାବିତ୍‌ ଓ ସମାଜସେବୀ।…

ପଥ ପ୍ରଦର୍ଶକ: କେବଳ ଶିଷ୍ୟର ସଫଳତା ହିଁ ଯାହାର ଗୁରୁ ଦକ୍ଷିଣା…

ଗୁରୁ ସିଏ, ଯିଏ ଅନ୍ଧକାରରୁ ଆଲୋକକୁ ବାଟ କଢ଼େଇ ନେବା ସହ ଛାତ୍ରକୁ ଠିକ୍‌ ମାର୍ଗରେ ନେବା ପାଇଁ ପଥପ୍ରଦର୍ଶନ କରିଥାନ୍ତି। ସେ ଶିକ୍ଷା ଗୁରୁ ହୁଅନ୍ତୁ କି ଆଧ୍ୟାତ୍ମିକ ଗୁରୁ ହୁଅନ୍ତୁ ଅବା ପ୍ରଶିକ୍ଷଣ ଦେଉଥିବା ଗୁରୁ। ଗୁରୁ କେବଳ…

ବେୱଫା ଚା’ ବାଲା: ପ୍ରେମରେ ଧୋକା ଖାଇଥିବା ଲୋକଙ୍କୁ କମ ଦାମରେ ଚା’…

ରାୟପୁର, ୪।୯ : ଆମେ ଏମ୍‌ବିଏ ଚା’ ବାଲା, ଗ୍ରାଜୁଏଟ ଚା’ ବାଲା, ଏମଏସ୍‌ସି ଚା’ ବାଲାଙ୍କ ବିଷୟରେ ତ ଶୁଣିଛେ। କିନ୍ତୁ ଛତିଶଗଡର ବାଲୋଦାବଜାର ରାସ୍ତାରେ ଏପରି ଏକ ଚା’ ଦୋକାନ ଅଛି, ଯାହା ଯୁବବର୍ଗମାନଙ୍କ ପାଇଁ ଏକ ବିଶେଷ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri