ଫୁରସତ

ହାଓ୍ବଡା ବ୍ରିଜ୍‌

କଲିକତା ସହରରେ ଥିବା ହାଓ୍ବଡା ବ୍ରିଜ୍‌ର ନିଆରା ନିର୍ମାଣ ଶୈଳୀ ଏହାକୁ କେବଳ ଭାରତରେ ନୁହେଁ, ସମଗ୍ର ବିଶ୍ୱର ପର୍ଯ୍ୟଟକମାନଙ୍କ ଦୃଷ୍ଟି ଆକର୍ଷଣ କରିପାରିଛି। ଜାଣିବା ଏହା ସମ୍ପର୍କରେ କିଛି ରୋଚକ ତଥ୍ୟ… ମିଟର ଲମ୍ବ ବିଶିଷ୍ଟ ହାଓ୍ବଡା ବ୍ରିଜ୍‌କୁ ନିର୍ମାଣ…

ଶାଶୁ ଶ୍ୱଶୁରଙ୍କୁ ଉପହାର ଦେଇଥିଲି

ଦୁଇହଜାର ପାଞ୍ଚ ମସିହା, ଫେବୃୟାରୀ ମାସ। ତାରିଖ ଠିକ୍‌ ଭାବେ ମନେନାହିଁ। ସେଣ୍ଟ୍ରାଲ ବ୍ୟାଙ୍କରୁ ଉଠାଇଥିଲି ପନ୍ଦରଶହ ଟଙ୍କା, ସରକାରୀ ଚାକିରି ଜୀବନର ମୋ ପ୍ରଥମ କମାଣି। ଜାନୁୟାରୀ ମାସରେ ଯୋଗ ଦେଇଥିଲି ଶିକ୍ଷୟିତ୍ରୀ ଭାବେ। ଦରମା ଆସିବା ପର୍ଯ୍ୟନ୍ତ ଖର୍ଚ୍ଚ…

ପାଠକୀୟ ସ୍ବୀକୃତି ମୋ ପାଇଁ ସବୁକିଛି

ଦୀର୍ଘ ତିନି ଦଶନ୍ଧିରୁ ଅଧିକ ହେବ ସେ ରଚନା କରିଚାଲିଛନ୍ତି ଏକାଧିକ ଗଳ୍ପ, ନାଟକ, ଉପନ୍ୟାସ ପୁଣି ଇଞ୍ଜିନିୟରିଂ ଓ ବାସ୍ତୁଶାସ୍ତ୍ର ସମ୍ପର୍କିତ ଅନେକ ପୁସ୍ତକ । କେତେକ ହିନ୍ଦୀ ଓ ଇଂଲିଶ ପୁସ୍ତକକୁ ଅନୁବାଦ ମଧ୍ୟ କରିଛନ୍ତି। ତାଙ୍କ ରଚିତ…

ସ୍କୁଟିରେ ଭର୍ତ୍ତି କଲେ ୫୫ ହଜାର ଟଙ୍କାର ପେଟ୍ରୋଲ…

ଥାଣେ, ୨୫।୯ : ପେଟ୍ରୋଲ ପମ୍ପରେ କମ ପେଟ୍ରୋଲ ଭରିବା ନେଇ ବାରମ୍ବାର ଅଭିଯୋଗ ହେଉଛି, କିନ୍ତୁ ମହାରାଷ୍ଟ୍ରର ଥାଣେରେ ଏହାର ଓଲଟା ଘଟିଛି। ଏଠାରେ ସ୍କୁଟିରେ ପେଟ୍ରୋଲ ଭରିବା ପାଇଁ ଜଣେ ଗ୍ରାହକଙ୍କଠାରୁ ୫୫ ହଜାର ଟଙ୍କା ଆଦାୟ କରାଯାଇଛି।…

ସଉକ ଦେଇଛି ପରିଚୟ

ସଂଗ୍ରହାଳୟ କେବଳ ଜ୍ଞାନର ଗନ୍ତାଘର କି ବିଭିନ୍ନ ବିରଳ ସାମଗ୍ରୀର ସାଇତା ସମ୍ପଦ ନୁହେଁ ବରଂ ଏହାଦ୍ୱାରା ବହୁ ଜଣାଅଜଣା କଥା ଜାଣିହୁଏ। ଗବେଷଣା ପାର୍ଁଇ ସୂତ୍ର ମିଳେ। ଏମିତିରେ ହଜିଯାଉଥିବା ବହୁ ପୁରାତନ ବ୍ୟବହାରିକ ସାମଗ୍ରୀକୁ ଗୋଟିଏ ସ୍ଥାନରେ ଦେଖିବା…

ସୁଖ, ସମୃଦ୍ଧି ପାଇଁ

ଘରର ସୁଖଶାନ୍ତି ଓ ସମୃଦ୍ଧି ପାଇଁ ବାସ୍ତୁ ନିୟମ ମାନିବା ସହ କିଛିଟା ଛୋଟମୋଟ ଭୁଲ୍‌କୁ ସୁଧାରିପାରିଲେ ଜୀବନ ସରସ, ସୁନ୍ଦର ହୋଇଥାଏ ବୋଲି ବିଶ୍ୱାସ କରାଯାଏ.. * ଶୁକ୍ରବାର ଏବଂ ପୂର୍ଣ୍ଣିମା ଦିନ କାନ୍ଦିଲେ ଘରର ପ୍ରତିଷ୍ଠା କ୍ଷୁଣ୍ଣ ହେବା…

ବିଲେଇ ଗଢୁଛି ମାଟିପାତ୍ର, କୌଶଳ ଦେଖିଲେ ଲାଖିଯିବ ଆଖି

ବିଲେଇମାନେ ଏତେ ସୁନ୍ଦର ଯେ, ସମସ୍ତେ ସେମାନଙ୍କୁ ଘରେ ରଖିବାକୁ ପସନ୍ଦ କରନ୍ତି। ବେଳେବେଳେ ଏମାନେ ମଣିଷ ପରି ଆରଚଣ ଦେଖାଇଥାନ୍ତି। ଯାହା ଆଶ୍ଚର୍ଯ୍ୟ ଲାଗେ। ଏବେ ସେମିତି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଯାହାକୁ ଦେଖିଲେ ଆଖି…

ଭୋକ ଲାଗିବାରୁ ଦୋକାନ ଭିତରେ ପଶିଲା ଭାଲୁ , ଆଉ ତା’ ପରେ…

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛିନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ଯାହା ହସର ଖୋରାକ ଯୋଗାଉ ଥିବା ବେଳେ ଅନେକ ସମୟରେ ଭାବପ୍ରବଣ କରୁଛି। ବର୍ତ୍ତମାନ ଟୁଇଟରରେ ଏକ ଭିଡିଓ ଭାଇରାଲ ହେଉଛି। ଭିଡିଓରେ ଏକ ଭାଲୁକୁ…

ସ୍କୁଲ ଭିତରକୁ ପଶି ଆସିଲା ହାତୀ, ଆଉ ତା’ ପରେ…

ପିଲାମାନେ ସ୍କୁଲକୁ ଯାଉଥିବାର ଆପଣ ନିଶ୍ଚିତ ଦେଖିଥିବେ। କେହି କେହି ଖୁସିରେ ବିଦ୍ୟାଳୟକୁ ଯାଆନ୍ତି ତ କେହି କେହି ବିଦ୍ୟାଳୟକୁ ଯିବାବେଳେ କାନ୍ଦନ୍ତି। ଆଉ କିଛି ପିଲା ବିଦ୍ୟାଳୟକୁ ଯାଇ ମଜା କରିବାକୁ ଚାହିଥାନ୍ତି। କିନ୍ତୁ ଏକ ହାତୀ ବିଦ୍ୟାଳୟ ଭିତରକୁ…

ବୁକର ବିଜୟିନୀ ହିଲାରି ମାଣ୍ଟେଲ୍‌ଙ୍କ ବିୟୋଗ

ଇଂଲଣ୍ଡ: ବୁକର୍‌ ପୁରସ୍କାର ବିଜୟିନୀ ହିଲାରି ମାଣ୍ଟେଲ୍‌ଙ୍କ ବିୟୋଗ ଗୁରୁବାର ଇଂଲଣ୍ଡରେ ଥିବା ତାଙ୍କ ବାସଭବନରେ ହୋଇଛି। ମୃତ୍ୟୁବେଳକୁ ତାଙ୍କୁ ୭୦ ବର୍ଷ ହୋଇଥିଲା। ବହୁଲୋକପ୍ରୀୟ ପୁସ୍ତକ ‘ଓଲ୍‌ଫ ହଲ୍‌’ର ଲେଖିକା ହେଉଛନ୍ତି ହିଲାରି। ଉଚ୍ଚକୋଟିର ଲେଖନୀ ପାଇଁ ସେ ଦୁଇଥର…

ଅଙ୍ଗ ହରାଇଥିବା ବ୍ୟକ୍ତିଙ୍କ ପାଇଁ ଇସ୍ରୋର ସ୍ମାର୍ଟ ଲିମ୍ବ୍‌

ନୂଆଦିଲ୍ଲୀ: ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ଅଙ୍ଗ ହରାଇଥିବା ବ୍ୟକ୍ତିଙ୍କ ପାଇଁ ସ୍ମାର୍ଟ ଲିମ୍ବ (ଗୋଡ଼, ହାତ) ତିଆରି କରିଛି। ସ୍ମାର୍ଟ ତଥା ଉନ୍ନତ ଜ୍ଞାନକୌଶଳରେ ତିଆରି ହୋଇଥିବା ଗୋଡ଼, ହାତ ସାହାଯ୍ୟରେ ଅଙ୍ଗ ହରାଇଥିବା ବ୍ୟକ୍ତି ଅତି ସହଜରେ…

ଆପଣ ଜାଣିଛନ୍ତି କି ପୃଥିବୀରେ ପିମ୍ପୁଡ଼ିଙ୍କ ସଂଖ୍ୟା କେତେ?

ପୃଥିବୀରେ ପିମ୍ପୁଡ଼ିଙ୍କ ସଂଖ୍ୟା ଅଧିକ ରହିଛି ବୋଲି ଆମେ ଶୁଣିଛେ। ଯାହାକୁ ଆକଳନ କରିବା ଆମ ପକ୍ଷେ ସମ୍ଭବ ନୁହେଁ। ଏକ ଅଧ୍ୟୟନରୁ ଜଣାପଡିଛି ଯେ, ପୃଥିବୀରେ ୨୦,୦୦୦,୦୦୦,୦୦୦,୦୦୦,୦୦୦,୦୦୦ କିମ୍ବା ୨୦ କ୍ୱାଡ୍ରିଲିଅନ ପିମ୍ପୁଡ଼ି ଅଛନ୍ତି ବୋଲି ଅନୁମାନ କରାଯାଇଛି। ଏହା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?