ଫୁରସତ

ଷ୍ଟଣ୍ଟ କରିବା ପଡିଲା ମହଙ୍ଗା

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ଫଟୋ, ଭିଡିଓ ଭାଇରାଲ ହେବାରେ ଲାଗିଛି। ଠିକ୍‌ ସେପରି ଏକ ଭିଡିଓ ଭାଇରାଲ ହୋଇଛି। ଯାହାକୁ ଦେଖିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ। ତେବେ ସୋସିଆଲ ମିଡିଆରେ ଶେୟାର ହୋଇଥିବା ଭିଡିଓରେ…

ମଉଜ ମାନସିକତାରେ ଶିଳ୍ପୀ ଗଢ଼ିଥିଲେ ବିଶ୍ୱର ବିସ୍ମୟ

ନମସ୍ୟା ସେଇ ନାରୀ ଶ୍ରମିକମାନେ। ପିଲା ପରିବାରଙ୍କୁ ଛାଡ଼ି ଯେମିତି ସମୟକୁ ଖାତିର ନ କରି ଶ୍ରମଦାନ କରିଥିଲେ ତାହା ଜାଣିବା ପରେ ମନରେ ବିସ୍ମୟ ସୃଷ୍ଟି ହୁଏ। ଆମେ ‘ଦାନ’ ଶବ୍ଦ ଲେଖିଲୁ ସେଥିପାଇଁ ମନକୁ ପ୍ରଶ୍ନ ଆସିବ ବର୍ତ୍ତନ…

ମା’ଙ୍କ ସୁରକ୍ଷା ଅପରିହାର୍ଯ୍ୟ

ପରିବାରର ମେରୁଦଣ୍ଡ ହେଉଛନ୍ତି ମା’। ତାଙ୍କ ଉପରେ ସମସ୍ତ ବୋଝ ପଡ଼ିଥାଏ। ମା’ ସୁସ୍ଥ ରହିଲେ ପରିବାର ସୁଖୀ ହୋଇଥାଏ। ମା’ଙ୍କ ଉତ୍ତମ ସ୍ବାସ୍ଥ୍ୟ ପାଇଁ ସୁରକ୍ଷିତ ପ୍ରଜନନ ବ୍ୟବସ୍ଥା ଜରୁରୀ। ଏ କ୍ଷେତ୍ରରେ ଗର୍ଭ ନିରୋଧକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ…

ଚିତା ସହ ସେଲ୍‌ଫି, ଭିଡିଓ ଦେଖିଲେ…

ସୋସିଆଲ ମିଡିଆରେ ଅନେକ ଭିଡିଓ ଭାଇରାଲ ହୋଇଥାଏ। ସେଥିରୁ କିଛି ଭିଡିଓରେ ଲୋକଙ୍କ ସାହସକୁ ଦେଖିଲେ ଲୋମ ଟାଙ୍କୁରି ଉଠେ। ବିଶେଷକରି ଯେତେବେଳେ ଲୋକମାନେ ବନ୍ୟ ଜନ୍ତୁମାନଙ୍କ ସାମ୍ନାରେ ପହଞ୍ଚିବା ପରେ ଫଟୋ ଏବଂ ଭିଡିଓ ନେବାକୁ ଚାହାନ୍ତି। ପରବର୍ତ୍ତୀ ମୁହୂର୍ତ୍ତରେ…

ପ୍ରେମିକାଙ୍କୁ ପ୍ରପୋଜ କରିବା ପାଇଁ ଅଜବ ପନ୍ଥା ଆପଣାଇଲେ ଯୁବକ, ଜାଣିଲେ ହେବେ ଆଶ୍ଚର୍ଯ୍ୟ

ପ୍ରେମୀଯୁଗଳ ପରସ୍ପରକୁ ଯେତେବେଳେ ପ୍ରପୋଜ କରନ୍ତି, ସେହି ମୁହୂର୍ତ୍ତକୁ ସ୍ମରଣୀୟ କରିବା ପାଇଁ ଅନେକ ପନ୍ଥା ଆପଣାନ୍ତି। କିଛି ଲୋକ ଏହାକୁ ସ୍ମରଣୀୟ କରିବା ପାଇଁ ନିଜ ସାଙ୍ଗମାନଙ୍କ ସାହାଯ୍ୟ ମଧ୍ୟ ନେଇଥା’ନ୍ତି। କିନ୍ତୁ ଆମେରିକାର ଜଣେ ଯୁବକଙ୍କ ପ୍ରପୋଜ କରିବାର…

ଦିବ୍ୟାଙ୍ଗ ଝିଅ ପାଇଁ ପିତା ତିଆରି କଲେ ମା‘ ରୋବୋଟ…

ପଣଜୀ, ୨୫।୯ : ଅସୁସ୍ଥ ସ୍ତ୍ରୀଙ୍କ ଦ୍ୱାରା ଦିବ୍ୟାଙ୍ଗ ଝିଅଙ୍କୁ ଖାଇବାକୁ ଦେବାରେ ସମସ୍ୟା ଉପୁଜିବାରୁ ଗୋଆର ବିପିନ କଦାମ ନାମକ ଜଣେ ବ୍ୟକ୍ତି ମା’ ରୋବୋଟ ବିକଶିତ କରିଛନ୍ତି। ରୋବୋଟ ତାଙ୍କ ଝିଅଙ୍କୁ ଖାଦ୍ୟ ଖୁଆଇ ଦେଉଛି। ଗୋଆ ଷ୍ଟେଟ…

ବ୍ରେଡ୍‌ ଲ୍ୟାମ୍ପ

ବ୍ରେଡ ବା ପାଉଁରୁଟି ତ ସମସ୍ତେ ଖାଇଥିବେ। ତେବେ ଯଦି କିଛି ବ୍ରେଡ ବେଶି ଦିନ ରହିଯାଇ ନଷ୍ଟ ହେବାକୁ ଲାଗେ ତେବେ ପ୍ରାୟ ସମସ୍ତେ ତାକୁ ଫୋପାଡି ଦିଅନ୍ତି। କିନ୍ତୁ ୟୁକିକୋ ମୋରିତା ନାମକ ଜଣେ ବେକର୍‌ ଯେକି ଏବେ…

କାନ ଫୋଡ଼ାଇ ଆଜ୍‌ମା ସମସ୍ୟାର ଚିକିତ୍ସା, ବିଏଚୟୁ ୬୦ ଜଣଙ୍କ ଉପରେ କରୁଛି ପରୀକ୍ଷା…

ବାରାଣସୀ, ୨୫।୯ : ଆୟୁର୍ବେଦ, ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସ, ବିଏଚୟୁରେ ଅବସ୍ଥିତ କାୟା ମେଡିସିନ ବିଭାଗରେ ଆଜମା ସମସ୍ୟାର ଚିକିତ୍ସା ପାଇଁ ରୂପା କାନଫୁଲର ବ୍ୟବହାର କରାଯାଉଛି। ଏହି ପଦ୍ଧତିକୁ କର୍ଣ୍ଣ ବେଧନ କୁହାଯାଉଛି। ଏହି ପଦ୍ଧତି ୬୦ ଜଣଙ୍କ…

ଜାଣନ୍ତି କି ଉଡାଜାହାଜର ବି ଅଛି କବରସ୍ଥଳ

କିଛି ଧର୍ମରେ ମୃତ୍ୟୁପରେ ମଣିଷଙ୍କୁ କବର ଦିଆଯାଇଥାଏ। ସେଥିପାଇଁ ଗାଁ ଓ ସହରରେ କବରସ୍ଥଳ ଥାଏ। ଯେଉଁଠି ଲୋକେ ନିଜ ପରିବାରର ଦିବଗନ୍ତ ସଦସ୍ୟଙ୍କୁ କବର ଦେଇଥାନ୍ତି। ତେବେ ଜାଣନ୍ତି କି ମଣିଷଙ୍କ ପରି ଉଡାଜାହାଜ ବା ବିମାନର କବରସ୍ଥଳ ବି…

ଭାଇଚାରା: ଆଗ୍ରାର ମୁସଲମାନ ପରିବାର ତିଆରି କରୁଛନ୍ତି ଦଶହରା ଲାଗି ରାବଣ ମୂର୍ତ୍ତି…

ଆଗ୍ରା, ୨୫।୯ : ଆଗ୍ରାର ଐତିହାସିକ ରାମଲୀଳାରେ ହିନ୍ଦୁ-ମୁସଲମାନ ଏକତାର ବାର୍ତ୍ତା ଏକ ଉଦାହରଣ ସୃଷ୍ଟି କରୁଛି। ଆଗ୍ରା ରେ, ରାବଣ ଏବଂ ତାଙ୍କ ପରିବାର ସଦସ୍ୟଙ୍କର ମୂର୍ତ୍ତିଗୁଡ଼ିକ ମଥୁରାର କୋସି କଳାର ମୁସଲମାନ କାରିଗରମାନଙ୍କ ଦ୍ୱାରା ପ୍ରସ୍ତୁତ କରାଯାଉଛି। ଚଳିତ…

ନିଆରା ସମ୍ପର୍କ

ଆଜିକାଲି ଦେଖାଯାଉଛି ମଣିଷ ଭିତରୁ ସ୍ନେହ, ମମତା ଭାବ ଦୂରେଇ ଯିବାରେ ଲାଗିଛି। କିନ୍ତୁ ନିକଟରେ ସୋସିଆଲ ମିଡିଆରେ ଦେଖିବାକୁ ମିଳିଥିଲା ଛୋଟିଆ କୁକୁର ଛୁଆ ଓ ଏକ ବତକର ସ୍ନେହ ମମତାଭରା ଏକ ସୁନ୍ଦର ଭିଡିଓ, ଯାହାକୁ ଲକ୍ଷ ଲକ୍ଷ…

କେବଳ ଲୟ ରଖରେ ବାବା

ଗଛ ତଳେ ଜଣେ ସନ୍ଥ ବିଶ୍ରାମ ନେଉଥିଲେ l ଗଛର ଗୋଟିଏ ଶାଖାରେ ପଞ୍ଜୁରିଟିଏ ଓହଳି ଥାଏ l ପଞ୍ଜୁରି ଭିତରେ ଶାରୀଟିଏ ଥାଇ ଆନନ୍ଦରେ ଗୀତ ଗାଉଥlଏ l ଠିକ୍‌ ସେହି ସମୟରେ ସେ ଅଞ୍ଚଳର ଜଣେ ସେଠ୍‌ ଆସି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?