ଅର୍ବୁଦା ଦେବୀ ମନ୍ଦିର
ପବିତ୍ର ଅର୍ବୁଦା ଦେବୀ ମନ୍ଦିର ରାଜସ୍ଥାନର ମାଉଣ୍ଟ ଆବୁଠାରେ ଅବସ୍ଥିତ। ଏହା ହେଉଛି ଏକ ଦେବୀପୀଠ। ମାନ୍ୟତା ଅନୁସାରେ, ଏଠାରେ ପୂଜା ପାଉଥିବା ଅର୍ବୁଦା ଦେବୀ ହେଉଛନ୍ତି ମାତା କାତ୍ୟାୟନୀଙ୍କର ଏକ ସ୍ବରୂପ; ଯିଏ କି ଖୁବ୍ ପ୍ରତ୍ୟେକ୍ଷା… ପବିତ୍ର ଅର୍ବୁଦା…
ଚାନ୍ଦାରେ ଦେଇଥିଲି ପ୍ରଥମ ପାରିଶ୍ରମିକ
କେନ୍ଦୁଝର ଜିଲା ହାଟଡିହୀ ବ୍ଲକ୍ ଅନ୍ତର୍ଗତ କଳିଗାଁ ଗାଁରେ ମୋର ଜନ୍ମ। ଗାଁ ସ୍କୁଲ୍ରେ ପ୍ରଥମରୁ ଅଷ୍ଟମ ଓ ପରେ କେନ୍ଦ୍ରାପଡା ଜିଲା ଅନ୍ତର୍ଗତ ଜନତା ଉଚ୍ଚ ବିଦ୍ୟାଳୟ, ପାଳିମୀରେ ନବମ ଓ ଦଶମ ପଢିଥିଲି। ତା’ପରେ ଯୁକ୍ତ ଦୁଇ ଭଦ୍ରକ…
ବହୁମୁଖୀ ବଦ୍ରି ମିଶ୍ର
ଜୀବନ ତାଙ୍କର ଏମିତି ଏକ ମୂଲ୍ୟବାନ ବହି ଯାହାର ପ୍ରତି ଫର୍ଦ୍ଦରେ ସମାଜ ପାଇଁ କାମ ସବୁ ରହିଛି ଲେଖିହୋଇ। ସେ ହେଲେ ବଦ୍ରି ମିଶ୍ର, ଯାହାଙ୍କ ଆଖିଦୃଶିଆ ସାମାଜିକ କାମ ତାଙ୍କ ପରିଚୟ… ସେ ସର୍ବଗୁଣସମ୍ପନ୍ନ। କାର୍ଯ୍ୟର ବିବିଧତା…
ସୁନ୍ଦର କିନ୍ତୁ ଭୟଙ୍କର
ସମୁଦ୍ରଗର୍ଭରେ ଅନେକ ପ୍ରକାର ମାଛ ଅଛନ୍ତି। କିଛି ମାଛ ଖାଇବାକୁ ବେଶ୍ ସୁସ୍ବାଦୁ ହେବାବେଳେ କିଛି ମାଛ ଖାଦ୍ୟପୋଯୋଗୀ ନୁହନ୍ତି। ଆଉ କିଛି ମାଛ ତ ଦେଖିବାକୁ ଖୁବ୍ ସୁନ୍ଦର ହୋଇଥାନ୍ତି। ତେବେ ଏହି ସୁନ୍ଦର ମାଛ ମଧ୍ୟରେ କିଛି ଦେଖିବାକୁ…
ମାଣିକପାଟଣା: ସେବେ ଆଉ ଏବେ
ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଲୀଳା ବଡ଼ ବିଚିତ୍ର। ଭକ୍ତଙ୍କ ମାନରକ୍ଷା ପାଇଁ ବିଭିନ୍ନ ସ୍ଥାନରେ ଭିନ୍ନଭିନ୍ନ ରୂପରେ ସେ ପ୍ରକଟ ହୁଅନ୍ତି । ଯାହା କାଞ୍ଚତ୍ ଅଭିଯାନ କଥାରେ ବି ଦେଖିବାକୁ ମିଳେ। କିମ୍ବଦନ୍ତୀ ଅନୁଯାୟୀ – ଶ୍ରୀକ୍ଷେତ୍ରରେ ରଥଯାତ୍ରା ପର୍ବର ପରିବେଶ।…
ଆଈତୋଟା
ଜଗତ ଠାକୁର ଦାରୁଦିଅଁ । ଭାଇ ଭଉଣୀଙ୍କୁ ସାଥୀରେ ଧରି ଏବେ ଆବିର୍ଭାବ ସ୍ଥଳରେ ବିରାଜିତ। ସେବକ, ଶ୍ରଦ୍ଧାଳୁଙ୍କ ସମାବେଶରେ ମୁଖରିତ ସୁନ୍ଦରାଚଳ। କାଳିଆ ସାଆନ୍ତଙ୍କ ଜନ୍ମ/ଆବିର୍ଭାବ ସ୍ଥଳ, ଜନ୍ମବେଦି, ଆଟୋପ ମଣ୍ଡପ /ଆଡ଼ମ୍ବର ମଣ୍ଡପ ବା ଲୋକମୁଖରେ ପ୍ରଚାରିତ ଆଡ଼ପ…
ସୁସ୍ଥ ରହିବାର ଉପାୟ
ରୋଷେଇ ଘରେ ନିତ୍ୟ ବ୍ୟବହୃତ ହେଉଥିବା ଏଭଳି କେତେକ ଖାଦ୍ୟଦ୍ରବ୍ୟ ରହିଛି, ଯାହା ଶରୀରକୁ ସୁସ୍ଥ ରଖିବାରେ ବିଶେଷ ସହାୟକ ହୋଇଥାଏ। କାରଣ ଏଥିରେ ଭରି ରହିଥାଏ ଅନେକ ଔଷଧୀୟ ଗୁଣ। ଯେମିତି କି: ଅଁଳା: ଭିଟାମିନ୍ ସି, ଆଣ୍ଟିଅକ୍ସିଡାଣ୍ଟ ଓ…
ଗଙ୍ଗାଜଳ ଦୂର କରିବ ବାସ୍ତୁଦୋଷ
ହିନ୍ଦୁଧର୍ମରେ ଗଙ୍ଗାଜଳକୁ ଖୁବ୍ ପବିତ୍ର ବୋଲି କୁହାଯାଇଥାଏ। ମନରେ ଶ୍ରଦ୍ଧା ରଖି ଗଙ୍ଗାଜଳକୁ ଘରେ ରଖିଲେ ସୁଖସମୃଦ୍ଧି ବୃଦ୍ଧି ପାଇଥାଏ ବୋଲି ବିଶ୍ୱାସ ରହିଛି। ତା’ଛଡ଼ା ବାସ୍ତୁଦୋଷ ହେଉ ଅବା କାହାର କୁ-ଦୃଷ୍ଟିକୁ ଦୂର କରିବାରେ ମଧ୍ୟ ଗଙ୍ଗାଜଳର ରହିଛି ଅନେକ…
୨୦୫୦ ବେଳକୁ ୨ଗୁଣା ଟପିବେ ମଧୁମେହ ରୋଗୀ
ନୂଆଦିଲ୍ଲୀ ଅନ୍ୟ ଦେଶ ତୁଳନାରେ ଭାରତରେ ଅଣ-ସଂକ୍ରାମକ ରୋଗର ମାତ୍ରା ଅଧିକ। ଦେଶର ୧୦.୧ କୋଟି ଲୋକ ମଧୁମେହ ଏବଂ ୧୩.୬ କୋଟି ଲୋକ ପ୍ରାଥମିକ ରୋଗରେ ଆକ୍ରାନ୍ତ। ୨୦୫୦ ବେଳକୁ ପୃଥିବୀ ଜନସଂଖ୍ୟାର ୧.୩ ବିଲିୟନ୍ ଅର୍ଥାତ୍ ୧୩୦ କୋଟି…
୩୬ ବର୍ଷ ଗର୍ଭଧାରଣ କରିଥିଲେ ୬୦ ବର୍ଷୀୟ
ମୁମ୍ବାଇ ୩ ଦଶନ୍ଧିରୁ ଅଧିକ ସମୟ ଧରି ଜଣେ ୬୦ ବର୍ଷୀୟ ବ୍ୟକ୍ତି ୨ଟି ଯାଅଁାଳା ଶିଶୁକୁ ଗର୍ଭରେ ଧାରଣ କରିଥିଲେ। ଏଥିପାଇଁ ତାଙ୍କୁ ଲୋକେ ଗର୍ଭବତୀ ପୁରୁଷ ବୋଲି ଡାକୁଥିଲେ। ମହାରାଷ୍ଟ୍ରର ନାଗପୁର ଅଞ୍ଚଳର ସଞ୍ଜୁ ଭଗତ ଏକ ବିରଳ…
ସିଙ୍ଗଡ଼ା ଖାଇଲେ ମିଳିବ ୭୧ ହଜାର
ଲକ୍ଷ୍ନୌ ସିଙ୍ଗଡ଼ା କହିଲେ ସାଧାରଣତଃ ଆମେ ଆମ ହାତମୁଠାରେ ଧରି ପାରୁଥିବା ସିଙ୍ଗଡ଼ା କଥା ଭାବିଥାଉ। ହେଲେ ଉତ୍ତରପ୍ରଦେଶର ଏକ ମିଠା ଦୋକାନରେ ପ୍ରସ୍ତୁତ ବିରାଟ ସିଙ୍ଗଡ଼ା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି। ଏହାର ନାମ ଦିଆଯାଇଛି ବାହୁବଳୀ ସିଙ୍ଗଡ଼ା। ୧୨…
ସଫଳ ଉଦ୍ୟୋଗୀ
ଦୃଢ଼ ମନୋବଳ, ଅଦମ୍ୟ ଇଚ୍ଛାଶକ୍ତି ଓ ଉଦ୍ୟମ ବଳରେ ରୁଚି ରଖୁଥିବା ବିଭିନ୍ନ ଦିଗରେ ସଫଳତା ସାଉଁଟି ସେମାନେ ସାଜିଛନ୍ତି ଯୁବସମାଜ ପାଇଁ ପ୍ରେରଣା। ଆଉ ଚାକିରି ହିଁ ରୋଜଗାରର ଏକମାତ୍ର ବଳିଷ୍ଠ ମାଧ୍ୟମ; ଅନେକଙ୍କ ମନରେ ଥିବା ଏହି ଭାବନାକୁ…

