ଫୁରସତ

ଆମେରିକାରେ ତାତି ସଙ୍କଟ: ୫୫ ନିୟୁତରୁ ଅଧିକ ଲୋକ ପ୍ରଭାବିତ…

ଓ୍ବାଶିଂଟନ,୨୮।୬ : ଦକ୍ଷିଣ ଆମେରିକାର ଅଧିକାଂଶ ଅଞ୍ଚଳରେ ତାତି ସଙ୍କଟ ସୃଷ୍ଟି ହୋଇଛି। ଅସହ୍ୟ ଗରମ ଯୋଗୁଁ ଲୋକମାନେ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଦେଶର ୫୫ ମିଲିୟନରୁ ଅଧିକ ଲୋକ ଏହା ଦ୍ୱାରା ପ୍ରଭାବିତ ହୋଇଛନ୍ତି। ଲୋକମାନଙ୍କ ପାଇଁ ବର୍ତ୍ତମାନ…

ଜାପାନର ରୋବୋଟିକ୍‌ ବାହୁ

ଟୋକିଓ: ଯୁଗ ଯେତେ ଆଗକୁ ବଢୁଛି, ତା’ ସହ ବୈଜ୍ଞାନିକ ଯନ୍ତ୍ରପାତିର ସଂଖ୍ୟା ବେଳକୁ ବେଳ ବୃଦ୍ଧି ପାଉଛି। ନିକଟରେ ଜାପାନର ଅନୁସନ୍ଧାନକାରୀ ନିକଟରେ ରୋବୋଟିକ୍‌ ବାହୁ ତିଆରି କରିଛି; ଯେଉଁଥିରେ କି ମଣିଷ ଗୋଟିଏ ସ୍ଥାନରେ ବସି ବିଭିନ୍ନ ପ୍ରକାରର…

ସବୁଠୁ ଅସୁନ୍ଦର କୁକୁର ‘ସ୍କୁଟର’

ୱାଶିଂଟନ୍‌: ବିଭିନ୍ନ ସମୟରେ ଅନେକ ପ୍ରତିଯୋଗିତା ହେଉଛି। ଯେଉଁଥିରେ ଲୋକଙ୍କୁ ଶ୍ରେଷ୍ଠ ସୁନ୍ଦରୀ ଭାବେ ପୁରସ୍କୃତ କରାଯାଉଛି। ନିକଟରେ ୭ ବର୍ଷୀୟ ଚାଇନା ପ୍ରଜାତିର ଏକ କୁକୁର ‘ସ୍କୁଟର’କୁ ସବୁଠୁ ଅସୁନ୍ଦର କୁକୁର ଭାବେ ପୁରସ୍କୃତ କରାଯାଇଛି। ଏଥିରେ ‘ସ୍କୁଟର’କୁ ୧୫୦୦…

ମୁମ୍ବାଇରେ ଡେଉଁଥିବା ବୁଢ଼ିଆଣୀ

ମୁମ୍ବାଇ: ଦୁନିଆରେ ମଣିଷଙ୍କ ଅପେକ୍ଷା ପ୍ରାଣୀଙ୍କ ସଂଖ୍ୟା ଅଧିକ। ବର୍ତ୍ତମାନ ପର୍ଯ୍ୟନ୍ତ ଲୋକଲୋଚନକୁ ଆସିଥିବା ପ୍ରାଣୀଙ୍କୁ ଛାଡ଼ିଦେଲେ ଆହୁରି ଅନେକ ପ୍ରାଣୀ ଅଛନ୍ତି, ଯେଉଁମାନଙ୍କ ବିଷୟରେ ଆମେ କେବେ ଜାଣିନୁ। ନିକଟରେ ଅନୁସନ୍ଧାନକାରୀ ଏକ ନୂଆ ପ୍ରଜାତିର ଡେଉଁଥିବା ବୁଢ଼ିଆଣୀକୁ ମୁମ୍ବାଇରେ…

ଜୀବିତ ରହିବା ପାଇଁ ପ୍ରାଚୀନ ମାନବ ଖାଉଥିଲା ଅନ୍ୟ ମାନବଙ୍କ ମାଂସ: ୧୫ ଲକ୍ଷ ବର୍ଷ ପୂରାତନ ହାଡ଼ରେ ଦାନ୍ତ ଚିହ୍ନ…

ନାଇରୋବି,୨୭।୬ : ଏକ ପ୍ରାଚୀନ ମାନବ ପ୍ରଜାତିର ହାଡ଼ରେ ମିଳିଥିବା କଟା ଦାଗ ସୂଚିତ କରୁଛି ଏହାକୁ ୧୫ ଲକ୍ଷ ବର୍ଷ ପୂର୍ବେ ଅନ୍ୟ ଜଣେ ମଣିଷ ଖାଇଥିଲା। ଏହା ମାନବ ନିଜ ଦଳର ଅନ୍ୟ ସଦସ୍ୟଙ୍କ ମାଂସ ଖାଇବା’ର ସର୍ବ…

ଧୋନିଙ୍କ ଭିଡିଓ ଭାଇରାଲ ହେବା ପରେ ଗେମ୍‌ କମ୍ପାନୀକୁ ଫାଇଦା, ୩ ଘଣ୍ଟାରେ ୩୬ ଲକ୍ଷ ଲୋକ ଡାଇନଲୋଡ କଲେ ଆପ୍‌

ନୂଆଦିଲ୍ଲୀ,୨୭।୬: ପୂର୍ବତନ ଭାରତୀୟ କ୍ରିକେଟର ମହେନ୍ଦ୍ର ସିଂ ଧୋନିଙ୍କ କ୍ୟାଣ୍ଡି କ୍ରସ ଗେମ୍‌ ଖେଳୁଥିବା ଭିଡିଓ ଭାଇରାଲ ହେବା ପରେ ଭିଡିଓ ଗେମ୍‌ କମ୍ପାନୀକୁ ଏକ ବଡ଼ ଫାଇଦା ହୋଇଛି। ଭିଡିଓ ଭାଇରାଲ ହେବାର ତିନି ଘଣ୍ଟା ମଧ୍ୟରେ ୩୬ ଲକ୍ଷ…

୨୭ ଥର ପରୀକ୍ଷା ଦେଇ କୋଟିପତି ବିଫଳ

ବେଜିଂ: ଜଣେ ୫୬ ବର୍ଷୀୟ କୋଟିପତି ୨୭ ଥର ପାଇଁ କଲେଜ ପ୍ରବେଶିକା ପରୀକ୍ଷାରେ ବିଫଳ ହୋଇଛନ୍ତି। ଲିଆଙ୍ଗ ଶି ଚାଇନାର ଜଣେ ଆତ୍ମନିର୍ଭରଶୀଳ କୋଟିପତି। ହେଲେ ସେ ବିଶ୍ୱବିଦ୍ୟାଳୟରେ ପାଠ ପଢ଼ିନାହାନ୍ତି। ସେ ଗତ ୪୦ ବର୍ଷ ମଧ୍ୟରେ ଅନେକ…

ବୃଦ୍ଧି ପାଉଛି କୋକେନ୍‌ ଚାହିଦା

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ଅଧିକାଂଶ ଯୁବପିଢ଼ି ନିଶା ସେବନ କରୁଥିବା ଦେଖିବାକୁ ମିଳୁଛି। ପୋଲିସ ଅନେକ ସମୟରେ ବିଭିନ୍ନ ସ୍ଥାନକୁ ଡ୍ରଗ୍‌ ପଠାଯାଉଥିବାବେଳେ ଲୋକଙ୍କୁ ଧରିଥାଏ। ବ୍ୟବସାୟୀ ବିଭିନ୍ନ ଉପାୟରେ ଡ୍ରଗ୍‌ ସପ୍ଲାଏ କରୁଥିବା ମଧ୍ୟ ଦେଖିବାକୁ ମିଳିଥାଏ। ହେଲେ କୋକେନ୍‌…

ଟ୍ରେନ୍‌ରେ ଗୁପ୍‌ଚୁପ୍‌ ମଜା ନେଉଛନ୍ତି ଯାତ୍ରୀ

ନୂଆଦିଲ୍ଲୀ: କେତେକ ଲୋକେ ଷ୍ଟ୍ରିଟ୍‌ ଫୁଡ୍‌କୁ ଅଧିକ ପସନ୍ଦ କରିଥାନ୍ତି। ରାସ୍ତାରେ ମିଳଉଥିବା ଗୁପ୍‌ଚୁପ୍‌ ଚାଟ୍‌ ଖାଇବାକୁ ଲୋକଙ୍କ ଅଧିକ ଗହଳି ଦେଖିବାକୁ ମିଳିଥାଏ। ସମସ୍ତ ଖାଦ୍ୟ ମଧ୍ୟରୁ ଲୋକେ ଅଧିକ ଗୁପ୍‌ଚୁପ୍‌କୁ ପସନ୍ଦ କରିଥାନ୍ତି। ଆମେ କୌଣସି ସ୍ଥାନକୁ ଯାତ୍ରା…

ବିକାଶ ପାଇଁ ନିଶାଦ୍ରବ୍ୟ କାରବାରରେ ଲଗାମ ଅପରିହାର୍ଯ୍ୟ

ନିଶାଦ୍ରବ୍ୟ ସମାଜକୁ ପଙ୍ଗୁ କରିଦିଏ। ସମାଜ, ଦେଶ ତଥା ସମଗ୍ର ପୃଥିବୀର ବିକାଶ ପାଇଁ ନିଶାଦ୍ରବ୍ୟ କାରବାରରେ ଲଗାମ ଅପରିହାର୍ଯ୍ୟ। ଏଥିରୁ ଦୂରେଇ ରହିବା ପାଇଁ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି ଲାଗି ପ୍ରତିବର୍ଷ ଜୁନ୍‌ ୨୬ରେ ଅନ୍ତର୍ଜାତୀୟ ନିଶାଦ୍ରବ୍ୟ ଅପବ୍ୟବହାର…

ବିବାହ ପାଇଁ ଜରୁରୀ ହେବ ସିକଲ ସେଲ ଆନିମିଆର ଅନୁବାଂଶିକ ପରାମର୍ଶ କାର୍ଡ…

ଭୋପାଳ,୨୫।୬ : ମଧ୍ୟପ୍ରଦେଶର ପଶ୍ଚିମ ଅଞ୍ଚଳର ଆଦିବାସୀ ପ୍ରାଧାନ୍ୟ ଧର, ଝାବୁଆ ଏବଂ ଆଲିରାଜପୁର ଜିଲାରେ ଜୁନ ୨୭ ରୁ ସିକଲ ସେଲ ଆନିମିଆ ଭୋଗୁଥିବା ଲୋକଙ୍କ ପାଇଁ ଜେନେଟିକ ପରାମର୍ଶ କାର୍ଡ ଉପଲବ୍ଧ ହେବ। ଏହି ଜେନେଟିକ ପରାମର୍ଶକାର୍ଡ ମାଧ୍ୟମରେ…

ହାଇହିଲ୍‌ ପିନ୍ଧି ୧୦୦ ମିଟର ଦୌଡ଼ି ବିଶ୍ୱ ରେକର୍ଡ

ଯେତେବେଳେ ଉସେନ ବୋଲ୍ଟ ପ୍ରଥମ ଥର ପାଇଁ ୨୦୦୮ରେ ଅଲିମ୍ପିକ୍ସରେ ସ୍ବର୍ଣ୍ଣପଦକ ଜିତିଥିଲେ। ସେତେବେଳେସେତେବେଳେ ସାରା ବିଶ୍ୱ ତାଙ୍କୁ ଜାଣିଥିଲା। ସେ ହାଇହିଲ୍‌ ପିନ୍ଧି ୧୦୦ ମିଟର ଦୌଡ଼ରେ ବିଶ୍ୱ ରେକର୍ଡ ସୃଷ୍ଟି କରିଥିଲେ। ବର୍ତ୍ତମାନ ପୁଣି ଜଣେ ବ୍ୟକ୍ତି ହାଇହିଲ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?