ଫୁରସତ

୧୨ ବର୍ଷୀୟ ମିନି ହଲ୍କ

ବ୍ରାସିଲିଆ: ଅନେକ ବଡିବିଲ୍ଡର ଅଛନ୍ତି, ଯେଉଁମାନେ କି ବହୁ ସମୟ ଜିମ୍‌ରେ ଅତିବାହିତ କରନ୍ତି। ସେମାନଙ୍କୁ ବଡି କରିବାକୁ କିଛି ବର୍ଷ ସମୟ ଲାଗିଥାଏ। ହେଲେ ଜଣେ ବାଳକ ୧୨ ବର୍ଷ ବୟସରେ ବଡି ତିଆରିକରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛନ୍ତି। ଏଥିପାଇଁ…

ପ୍ରେମିକଙ୍କୁ ଛାଡ଼ି ୩୦ ଘୁଷୁରିଙ୍କ ସହ ଫେରାର ହୋଇଗଲେ ପ୍ରେମିକା

ପ୍ରତିଦିନ ସୋସିଆଲ ମିଡିଆରେ ଅଜବ ଘଟଣା ସବୁ ସାମ୍ନାକୁ ଆସୁଛି। ଏବେ ସେମିତି ଏକ ଅଜବ ଘଟଣା ଜାଣିବାକୁ ମିଳିଛି। ଜଣେ ପ୍ରେମିକା ୩୦ ଘୁଷୁରିଙ୍କୁ ନେଇ ଫେରାର ହୋଇଯାଇଛନ୍ତି। କଥାଟି ଅଡୁଆ ଲାଗୁଥିଲେ ମଧ୍ୟ ସତ। ପ୍ରେମିକଙ୍କ ଗୋଡ଼ ଭାଙ୍ଗିଯିବାରୁ…

ଭାରତରେ ରହିଛି ଦୁନିଆର ସବୁଠୁ ବଡ଼ ସ୍କୁଲ, ଗିନିଜ୍‌ ବୁକ୍‌ରେ ପାଇଛି ସ୍ଥାନ

ଆମ ଦେଶ ଭାରତରେ ଅନେକ ସ୍କୁଲ ରହିଛି। ମାତ୍ର ଏପରି ଏକ ସ୍କୁଲ ରହିଛି, ଯାହା ଦୁନିଆର ସବୁଠୁ ବଡ଼ ସ୍କୁଲ ଭାବରେ ପରିଗଣିତ। ଖାଲି ଏତିକି ନୁହେଁ, ଏହି ସ୍କୁଲ ଗିନିଜ୍‌ ବୁକ୍‌ରେ ମଧ୍ୟ ସ୍ଥାନ ପାଇଛି। ଏପରି ଏକ…

କ୍ୟାନସର-ହାର୍ଟ ଆଟାକ୍‌ ପାଇଁ ବିକଶିତ ହେବ ଗୋଟିଏ ଟିକା…

ଲଣ୍ଡନ,୮।୪ : କ୍ୟାନସର ଏବଂ ହାର୍ଟ ଆଟାକ୍‌ ଭୋଗୁଥିବର ଲୋକଙ୍କ ପାଇଁ ଏକ ଭଲ ଖବର ଆସିଛି। ବିଶେଷଜ୍ଞମାନେ କହିଛନ୍ନି ଚଳିତ ଦଶନ୍ଧି ଶେଷ ସୁଦ୍ଧା ଏସବୁ ସମସ୍ୟାରୁ ମୁକ୍ତି ପାଇବା ପାଇଁ ଗୋଟିଏ ଟିକା ଉଦ୍ଭାବନ କରାଯାଇପାରିବ। ସେ କହିଛନ୍ତି…

ବ୍ରିଟେନ୍‌ ରୟାଲ ଟ୍ରେଜେରିରେ ଭାରତୀୟ ରତ୍ନ ଅଳଙ୍କାର

ଲଣ୍ଡନ: ବ୍ରିଟିଶ୍‌ ଶାସନ କାଳରେ ଭାରତରୁ ବହୁ ମୂଲ୍ୟବାନ୍‌ ରତ୍ନ ପଥର, ଗହଣା ଇଂରେଜମାନେ ଜୋର ଜବରଦସ୍ତି ଓ ରାଜନୈତିକ ଜାଲ ବିଛାଇ ହାତେଇ ନେଇଥିଲେ। ତେବେ ଭାରତର କେଉଁ କେଉଁ ମୂଲ୍ୟବାନ୍‌ ରତ୍ନପଥର ଏବେ ବ୍ରିଟିଶ୍‌ ରାଜପରିବାର ସିନ୍ଦୁକରେ ଶୋଭା…

ବେବି ରେସର

ଅଙ୍କାରା: ଜଣେ ଗାଡ଼ି ଚଲାଇବାକୁ ହେଲେ ସେ ସାବାଳିକା/ସାବାଳକ ହୋଇଥିବ ଏବଂ ତାଙ୍କ ପାଖରେ ଡ୍ରାଇଭିଂ ଲାଇସେନ୍ସ ରହିବା ନିହାତି ଆବଶ୍ୟକ। କିନ୍ତୁ ବର୍ତ୍ତମାନ ସମୟରେ ଅନେକେ ଏହି ନିୟମକୁ ମାନୁନାହାନ୍ତି। ଛୋଟ ପିଲାମାନେ ମଧ୍ୟ ଗାଡ଼ି ଚଲାଉଥିବା ଦେଖିବାକୁ ମିଳୁଛି।…

କର୍ମଚାରୀଙ୍କୁ ୮ ଲକ୍ଷ ଟଙ୍କାର ଥ୍ୟାଙ୍କ୍‌ ୟୁ ବୋନସ୍‌

ୱାଶିଂଟନ: ଅନେକ ଅନୁଷ୍ଠାନର ଲାଭ ହେଲେ ଅନୁଷ୍ଠାନ ପ୍ରତିଷ୍ଠାତା ଖୁସି ହୋଇ ତାଙ୍କ କର୍ମଚାରୀଙ୍କୁ ବୋନସ୍‌ ଦେଇଥାନ୍ତି। ହେଲେ ନିକଟରେ ଆମେରିକାର ଏକ କମ୍ପାନୀ ତାଙ୍କ କର୍ମଚାରୀଙ୍କ ଥ୍ୟାଙ୍କ୍‌ ୟୁ ବୋନସ୍‌ ଦେଇଛନ୍ତି। ଯେଉଁଥିପାଇଁ କର୍ମଚାରୀମାନେ ତାଙ୍କ ବସ୍‌ଙ୍କୁ ବିଶ୍ୱର ସବୁଠୁ…

ଜୁଏଲେରି ଡିଜାଇନରଙ୍କ ସୁନାର ଆଉଟ୍‌ଫିଟ୍‌

ମୁମ୍ବାଇ: ନୀତା ମୁକେଶ ଅମ୍ବାନୀ କଲ୍ଚର ସେଣ୍ଟରର ଗାଲା ଇଭେଣ୍ଟ ୩ ଦିନ ଧରି ଚାଲୁଥିବାବେଳେ ତାହା ସମସ୍ତଙ୍କ ଦୃଷ୍ଟିଆକର୍ଷଣ କରିଛି। ଇଭେଣ୍ଟରେ ଅନେକ ବଲିଉଡ୍‌, ହଲିଉଡ୍‌ ଓ କଲ୍ଚରାଲ ଆର୍ଟିଷ୍ଟ ସାମିଲ ହୋଇଥିଲେ। ସମସ୍ତେ ସମସ୍ତଙ୍କଠାରୁ ଭଳିକି ଭଳି ସୁନ୍ଦର…

ଜାଣନ୍ତି କି ରାସ୍ତାରେ କାହିଁକି ଲାଗିଥାଏ କ୍ୟାମେରା ସାଇନ୍‌ ବୋର୍ଡ

ଆଜିକାଲି ଅନେକ ସଡ଼କ ଦୁର୍ଘଟଣା ସାମ୍ନାକୁ ଆସୁଛି। ଲୋକଙ୍କ ସହ ଗାଡ଼ିମୋଟର ସଂଖ୍ୟା ରାସ୍ତାରେ ବି ବଢୁଛି। ଏହା ସହିତ ସଡ଼କ ଦୁର୍ଘଟଣା ମାମଲା ମଧ୍ୟ ବୃଦ୍ଧି ପାଉଛି। ସଡ଼କ ଦୁର୍ଘଟଣାକୁ ଦୂର କରିବା ପାଇଁ ଅନେକ ପ୍ରକାରର ଟ୍ରାଫିକ ନିୟମ…

ଅନ୍ୟ କାହା ଚାର୍ଜରରେ ମୋବାଇଲ ଚାର୍ଜ କରୁଛନ୍ତି କି? ରୁହନ୍ତୁ ସାବଧାନ

ଆଜିକାଲି ସ୍ମାର୍ଟଫୋନ ଆମର ଏତେ ଆବଶ୍ୟକ ହୋଇଗଲାଣି ଯେ, ଏହା ବିନା ଯେମିତି କିଛି କାମ କରିହେବନି। ବ୍ୟାଙ୍କିଂ ହେଉ, ଶପିଂ ହେଉ କିମ୍ବା ସାଙ୍ଗମାନଙ୍କ ସହିତ ଚାଟିଂ। ଏଭଳି ପରିସ୍ଥିତିରେ ସବୁଠାରୁ ବଡ଼ ସମସ୍ୟା ହେଉଛି ଫୋନର ବ୍ୟାଟେରି। ଆପଣ…

ଏଣିକି ବିପଦପୂର୍ଣ୍ଣ ସ୍ଥାନରେ ଶହୀଦ ହେବେ ନାହିଁ ସୈନିକ, ଜଗିବେ ରୋବୋ ଡଗ୍‌

ଯେକୌଣସି ଦେଶର ସୁରକ୍ଷା ଏହାର ସୈନ୍ୟମାନଙ୍କ ଉପରେ ନିର୍ଭର କରିଥାଏ। ଦେଶସେବାରେ ନିୟୋଜିତ ସୈନିକମାନେ ନିଜ ଜୀବନକୁ ଖାତିର ନ କରି ପ୍ରତ୍ୟେକ ବିପଦର ମୁକାବିଲା କରିବାକୁ ପ୍ରସ୍ତୁତ ରହିଥାନ୍ତି। ସେମାନଙ୍କ ପାଇଁ ଦେଶର ସୁରକ୍ଷା ନିଜ ଜୀବନ ଅପେକ୍ଷା ଅଧିକ…

ହାତକଡ଼ି ଲଗାଇ ୭ ମାଇଲ ପହଁରି ରେକର୍ଡ

କାଇରୋ, ୬ା୪: ବିନା ହାତ ଚାଳନାରେ ପାଣିରେ ପହଁରିବା ପ୍ରାୟତଃ ଅସମ୍ଭବ। କିନ୍ତୁ ଏହାକୁ ସମ୍ଭବ କରିବା ସହ ଗିନିଜ୍‌ ଓ୍ବାଲର୍‌ଡ ରେକର୍ଡସ୍‌ରେ ନିଜକୁ ସାମିଲ କରିଛନ୍ତି ଇଜିପ୍ଟର ଶେହାବ ଆଲମ। ସେ ହାତରେ ହାତକଡ଼ି ଲଗାଇ ଗୋଟିଏ କିମ୍ବା ଦୁଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?