ଫୁରସତ

ଫ୍ୟାଶନରେ ଚୋକର ଟପ୍ସ

ଯେକୌଣସି ଅକେଜନ୍‌ ହେଉ ନା କାହିଁକି ଜିନ୍ସ ଓ ଟପ୍ସ ପିନ୍ଧିଲେ କମ୍ଫଟେବଲ ଲାଗିଥାଏ ବୋଲି ଅନେକଙ୍କର ମତ ଥାଏ। ଏପରିକି କେହି କେହି ପାର୍ଟି, ଫଙ୍କ୍‌ସନରେ ସ୍କର୍ଟ ସହ ଟପ୍ସକୁ ପେୟାର କରୁଥିବାର ମଧ୍ୟ ଦେଖିବାକୁ ମିଳିଥାଏ। ସେଥିପାଇଁ...

୫ ସୁନାବେଶ

ମହାପ୍ରଭୁ ଶ୍ରୀଜଗନ୍ନାଥ। ରାଜାଧିରାଜ ସେ କାଳିଆ ସାଆନ୍ତ। ସମନ୍ବିତ ସାଂସ୍କୃତିକ ପରମ୍ପରାର ଶ୍ରେଷ୍ଠ ନିଦର୍ଶନ। ଅପୂର୍ବ ତାଙ୍କର ମାନବୀୟ ଲୀଳା। ପ୍ରତ୍ୟେକ ଲୀଳାର ଅନ୍ତରାଳେ ନିହିତ ଥାଏ ମଙ୍ଗଳ କାମନା। ସେଥିପାଇଁ ଦାରୁଦିଅଁଙ୍କ ନୀତିକାନ୍ତି, ଭୋଗ, ବେଶ ସବୁକିଛି ମହିମାମଣ୍ଡିତ।...

ସାପଙ୍କ ବନ୍ଧୁ ସ୍ନେହାଶ୍ରୀ

ପେସାରେ ଜଣେ ଶିକ୍ଷୟିତ୍ରୀ। ହେଲେ ନିଶା ତାଙ୍କର ସାପ ଧରିବା। କେବଳ ସାପ କାହିଁକି ବିଭିନ୍ନ ପଶୁପକ୍ଷୀ ଏବଂ ଜୀବଜନ୍ତ୍‌ୁଙ୍କ ସୁରକ୍ଷା ପାଇଁ ମଧ୍ୟ ସେ ସର୍ବଦା ତତ୍ପର। ଯେଉଁଥିପାଇଁ ଜଣେ ପ୍ରାଣୀ ସୁରକ୍ଷାକାରୀ ଭାବେ ସେ ସ୍ଥାନୀୟ ଅଞ୍ଚଳରେ...

ରେନିଡେ’ ଆଉଟିଂ

ବର୍ଷାଦିନିଆ କୋହଲା ପାଗ ସାଙ୍ଗକୁ ଥଣ୍ଡା ଥଣ୍ଡା ପବନରେ ବୁଲିବାର ମଜା ନେବାକୁ ବେଶ୍‌ ଆଗ୍ରହୀ ଯୁବପିଢ଼ି। ହେଲେ ଏମିତିରେ ସାମାନ୍ୟ ଅବହେଳା ସାଜିପାରେ ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟାର କାରଣ… ବର୍ଷାଦିନିଆ ଥଣ୍ଡା ପାଗରେ ସାଙ୍ଗସାଥୀଙ୍କ ସହ ବିଭିନ୍ନ ସ୍ଥାନ...

ପୁରୁଷଙ୍କ ଶରୀରରେ ମହିଳାଙ୍କ ପ୍ରଜନନ ଅଙ୍ଗ

ମାନବ ଶରୀର ବହୁତ ଅଦ୍ଭୁତ ଅଟେ। ଆମ ଶରୀର ସହିତ ଜଡ଼ିତ ଅନେକ ଦିଗ ଅଛି, ଯାହା ବିଷୟରେ ଆମେ ସଠିକ୍‌ ଭାବରେ ଜାଣିନାହୁଁ। କିଛି ଜିନିଷ ଅଛି, ଯାହା ପ୍ରତ୍ୟେକ ମାନବ ଶରୀରରେ ସମାନ କିନ୍ତୁ କିଛି ଜିନିଷ...

ପାଚେରି ଭିତରେ ଘୋଡ଼ାକୁ ଏମିିତି ଗେଲ କରୁଛି କୁକୁର

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ...

ଏଠାରେ ଏମିତି ପୋଷାକ ପିନ୍ଧିଲେ ଦେବାକୁ ପଡ଼ିବ ମୋଟା ଅଙ୍କର ଜରିମାନା

ପର୍ଯ୍ୟଟନ ସ୍ଥଳକୁ ଲୋକେ ଯେକୌଣସି ପୋଷାକ ପିନ୍ଧି ଆସିପାରନ୍ତି। କିନ୍ତୁ ଇଟାଲୀରେ ମହିଳାମାନଙ୍କୁ ପର୍ଯ୍ୟଟନ ସ୍ଥାନରେ ବିକ୍‌ନୀ ପିନ୍ଧିବାକୁ ବାରଣ କରାଯାଇଛି। ଯଦି କେହି ଏହା କରନ୍ତି, ତେବେ ତାଙ୍କୁ ମୋଟା ଅଙ୍କର ଜରିମାନା ଦେବାକୁ ପଡ଼ିବ। ଜରିମାନା ବାବଦକୁ...

ଏମିତି ଆଇସ୍‌କ୍ରିମ୍‌, ଯାହା ତରଳି ନ ଥାଏ; ଦାମ୍‌ ଜାଣିଲେ…

ପିଲାଙ୍କଠାରୁ ବୟସ୍କ ପର୍ଯ୍ୟନ୍ତ ସମସ୍ତେ ପ୍ରାୟ ଆଇସ୍‌କ୍ରିମ୍‌ ଖାଇବାକୁ ଭଲ ପାଆନ୍ତି। ସାଧାରଣତଃ ଆଇସ୍‌କ୍ରିମ୍‌ ଖାଇବା ବିଳମ୍ବ ହେଲେ ତାହା ତରଳି ଯାଇଥାଏ ବୋଲି ଆମେ ଜାଣିଛେ। ମାତ୍ର ଚାଇନାରେ ଏହି ସମସ୍ୟାର ସମାଧାନ ପାଇଁ ଏପରି ଏକ ଆଇସ୍‌କ୍ରିମ୍‌...

କେବଳ ଅଣ୍ଡରଓ୍ବେୟାର ପିନ୍ଧି ଚୋରି କରନ୍ତି ଏହି ଚୋର, କାରଣ ଜାଣିଲେ…

ରବିନ୍‌ ହୁଡ୍‌ଙ୍କ ବିଷୟରେ ଶୁଣିଥିବେ ନିଶ୍ଚିତ। ସେ ଧନୀମାନଙ୍କଠାରୁ ଟଙ୍କା ଚୋରି କରି ଗରିବ ଲୋକମାନଙ୍କ ମଧ୍ୟରେ ବାଣ୍ଟି ଦେଉଥିଲେ। ଆଜି ବି ଏକବିଂଶ ଶତାବ୍ଦୀର ରବିନ ହୁଡ୍‌ଙ୍କ ପରି ଜଣେ ବ୍ୟକ୍ତି ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଛନ୍ତି। ଏହି...

ପାଣି ପିଇବା ପରେ ଏପରି ଟ୍ୟାପ୍‌ ବନ୍ଦ କରୁଛି କୁକୁର, ଭିଡିଓ ଦେଖିଲେ ନିଶ୍ଚିତ ପ୍ରଶଂସା କରିବେ

କୁକୁରମାନଙ୍କୁ କେବଳ ବୁଦ୍ଧିମାନ ପ୍ରାଣୀ ଭାବରେ ବିବେଚନା କରାଯାଏ ନାହିଁ ବରଂ ସବୁଠାରୁ ବୁଦ୍ଧିମାନ ବୋଲି କୁହାଯାଇଥାଏ। ମଣିଷ ସହିତ କୁକୁରମାନଙ୍କର ଏକ ଅଦ୍ଭୁତ ସମ୍ପର୍କ ରହିଛି। ବୁଝାମଣା, ମଧୁର ସମ୍ପର୍କ, ବିଶ୍ୱସ୍ତ ଏବଂ ଏପରିକି କୁକୁରମାନେ ମାଲିକଙ୍କ ପାଇଁ...

କ୍ଷମା ହିଁ ଶାନ୍ତିପୂର୍ଣ୍ଣ ଜୀବନର ଲକ୍ଷ୍ୟ

କ୍ଷମା ଏକ ମାନବୀୟ ଗୁଣ। ଏହା ଦ୍ୱାରା ଶତ୍ରୁ ମଧ୍ୟ ମିତ୍ର ହୋଇଯାଇଥାଏ। କ୍ଷମା କରିବା ଗୁଣକୁ ଉତ୍ସାହିତ କରିବା ପାଇଁ ପ୍ରତିବର୍ଷ ଜୁଲାଇ ୭ ରେ ବିଶ୍ୱ କ୍ଷମା ଦିବସ ପାଳନ କରାଯାଇଥାଏ। କ୍ଷମା କରିବା ଦ୍ୱାରା ଶରୀରରେ...

ଜଣେ ଜଣଙ୍କୁ ବର୍ଷାରୁ ବଞ୍ଚାଇବା ପାଇଁ କରୁଛନ୍ତି ଏପରି

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri