ଫୁରସତ

ଗଣେଶ ପୂଜାରେ ‘ଚନ୍ଦ୍ରମୁଖୀ-୨’

ମୁମ୍ବାଇ: କଙ୍ଗନା ରାଣାଓ୍ବତ ଓ ରାଘବ ଲରେନ୍ସଙ୍କ ଫିଲ୍ମ ଚନ୍ଦ୍ରମୁଖୀ-୨ ଗଣେଶ ପୂଜାରେ ମୁକ୍ତିଲାଭ କରିବ। ଏହି ହରର୍‌ କମେଡି ଫିଲ୍ମର ନିର୍ଦ୍ଦେଶନା ଓ କାହାଣୀ ଲେଖିଛନ୍ତି ବି. ବାସୁ। ଲାଇକା ପ୍ରଡକ୍ସନ ପକ୍ଷରୁ ବହୁ ଭାଷାରେ ନିର୍ମାଣ କରାଯାଇଥିବା ଏହି…

ବିମାନ ଯାତ୍ରାର ନିଶା: ୩୩ ବର୍ଷରେ ୩୭ ନିୟୁତ କି.ମି.

ଓ୍ବାଶିଂଟନ୍‌: ଆମେରିକାର ଟମ୍‌ ଷ୍ଟୁକର (୬୯) ନ୍ୟୁଜର୍ସିର ଏକ ଗାଡ଼ି ନିର୍ମାଣକାରୀ କମ୍ପାନୀରେ କନ୍‌ସଲଟାଣ୍ଟ ଭାବେ କାର୍ଯ୍ୟ କରନ୍ତି। ମାତ୍ର ୩୩ ବର୍ଷ ମଧ୍ୟରେ ଟମ୍‌ ମୋଟ ୩୭ ନିୟୁତ କି.ମି, ଦୂର ଯାତ୍ରା କରିଛନ୍ତି। ଟ୍ରାଭେଲ କରିବାକୁ ପସନ୍ଦ କରୁଥିବା…

ବାନ୍ତିରେ ଝଡ଼ିଗଲା ସବୁ ଦାନ୍ତ

ଲଣ୍ଡନ: ଗର୍ଭଧାରଣ ସମୟରେ ବାନ୍ତି ହେବା ସାଧାରଣ କଥା। କିନ୍ତୁ ବ୍ରିଟେନ୍‌ର ଜଣେ ମହିଳାଙ୍କୁ ବାନ୍ତି ଯୋଗୁ ସବୁ ଦାନ୍ତ ହରାଇବାକୁ ପଡ଼ିଛି। ଲୁଇସ୍‌ କୁପର (୨୬) ୨୦୧୭ରେ ପ୍ରଥମ ଥର ପାଇଁ ଗର୍ଭବତୀ ହେଲେ। ପେଟରେ ପିଲା ରହିବା ପରେ…

ଏହି ଗାଁର ପ୍ରତ୍ୟେକ ଘର ଦୁଆରମୁହଁ ଚିର ସବୁଜ, ମାନିବାକୁ ପଡ଼ିଥାଏ ଅଜବ ନିୟମ

ପ୍ରତ୍ୟେକ ଦେଶର ନିଜସ୍ବ ତଥା ଭିନ୍ନ ଭିନ୍ନ ନିୟମ ରହିଥାଏ। ଯାହାକୁ ସେଠାକାର ଲୋକମାନେ ଅନୁସରଣ କରନ୍ତି। ତାହା କେବେ ତିଆରି ହେଲା କେହି ଜାଣନ୍ତି ନାହିଁ, କିନ୍ତୁ ଲୋକମାନେ ସେଗୁଡ଼ିକୁ ଏକ ପରମ୍ପରା ଭାବରେ ମାନିଆସିଥାନ୍ତି। ବ୍ରିଟେନର ଏକ ଗ୍ରାମରେ…

ଡିପ୍ରେସନରେ କୁକୁର

କରୋନା ମହାମାରୀ ପରଠାରୁ ଲୋକମାନେ ନାନା ରୋଗରେ ପୀଡ଼ିତ ହେବା ସହିତ ଡିପ୍ରେସନର ଶିକାର ହେଉଛନ୍ତି। ଏଭଳି ପରିସ୍ଥିତିରେ ଡାକ୍ତରମାନେ ଲୋକଙ୍କୁ ବୁଲିବାକୁ ଯିବା ପାଇଁ ପରାମର୍ଶ ଦେଉଛନ୍ତି। କିନ୍ତୁ ନିକଟରେ ବ୍ରିଟେନର ଡାକ୍ତର ମଣିଷ ପରି କୁକୁରମାନଙ୍କୁ ବୁଲିବାକୁ ନେବାକୁ…

ସେନାରେ ରବି କିଶନଙ୍କ ଝିଅ ଈଶିତା

ମୁମ୍ବାଇ: ଜଣାଶୁଣା ଅଭିନେତା ରବି କିଶନଙ୍କ ଝିଅ ଈଶିତା ଶୁକ୍ଳା ସେନାରେ ଯୋଗ ଦେଇଛନ୍ତି । ବିବାଦୀୟ ଅଗ୍ନିବୀର ଯୋଜନା ଅନ୍ତର୍ଗତ ଈଶିତା ଆର୍ମିରେ ଜଏନ୍‌ କରିବାର ସୁଯୋଗ ପାଇଛନ୍ତି। ଏ ନେଇ ଭାଜପା ନେତା ରବି କିଶନ ଝିଅ ଈଶିତାଙ୍କ…

୧,୬୩୯ କୋଟିର ଘର

ବର୍ନ: ସୁଇଜରଲାଣ୍ଡରେ ବିଶ୍ୱର ସବୁଠୁ ଦାମୀ ଘର ୨୦୦ ନିୟୁତ ଡଲାର (ପାଖାପାଖି ୧,୬୩୯ କୋଟି)ରେ କିଣି ଚର୍ଚ୍ଚାକୁ ଆସିଛନ୍ତି ଭାରତୀୟ ବଂଶୋଦ୍ଭବ ପଙ୍କଜ ଓସ୍ବାଲ ଏବଂ ସ୍ତ୍ରୀ ରାଧିକା ଓସ୍ବାଲ। ୪୩୦,୦୦୦ ସ୍କୋୟାର୍‌ ଫୁଟ୍‌ର ଏହି ଘରକୁ ପୂର୍ବରୁ ଗ୍ରୀସ୍‌…

୮ ଫୁଟ୍‌ର ଆଇଫୋନ୍‌

ନ୍ୟୁୟର୍କ: ୮ ଫୁଟ୍‌ର ଆଇଫୋନ୍‌କୁ ନେଇ ଏବେ ନ୍ୟୁୟର୍କର ୟୁଟ୍ୟୁବର ମଥେଉ ବିମ୍‌ ଚର୍ଚ୍ଚାକୁ ଆସିଛନ୍ତି। ଆଇ-ଫୋନ୍‌ ୧୪ ପ୍ରୋ ମାକ୍ସର ଏହି ମଡେଲ ସାଧାରଣ ଫୋନ୍‌ ଭଳି କାମ କରୁଛି। ଫୋନ୍‌ରେ କ୍ୟାମେରା ଥିବାବେଳେ ସେଲ୍‌ଫି ପାଇଁ ଫ୍ରଣ୍ଟ କ୍ୟାମେରା…

ସାମାଜିକ ଉନ୍ନତି ପାଇଁ ପରିସଂଖ୍ୟାନ

ସାମାଜିକ ଉନ୍ନତି ପାଇଁ ପରିସଂଖ୍ୟାନର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ପରିସଂଖ୍ୟାନ ସମ୍ପର୍କରେ ସଚେତନତା ସୃଷ୍ଟି ଲାଗି ଭାରତରେ ପ୍ରତିବର୍ଷ ୨୯ ଜୁନ୍‌ରେ ଜାତୀୟ ପରିସଂଖ୍ୟାନ ଦିବସ ପାଳନ କରାଯାଇଥାଏ। ଏହିଦିନ କିମ୍ବଦନ୍ତୀ ଭାରତୀୟ ପରିସଂଖ୍ୟାନ ବିଶେଷଜ୍ଞ ପି.ସି. ମାହାଲାନୋବିସଙ୍କ ଜନ୍ମ ଦିବସକୁ…

ଭାରତରୁ ପ୍ରତିନିଧିତ୍ୱ କରିବେ ସୋନମ

ଲଣ୍ଡନ: ବ୍ରିଟେନ୍‌-ଇଣ୍ଡିଆ ଓ୍ବିକ୍‌ ୨୦୨୩ ରିସେପ୍ସନ୍‌ରେ ଯୋଗ ଦେବା ଲାଗି ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ଋଷି ସୁନକ ବଲିଉଡ୍‌ ଅଭିନେତ୍ରୀ ସୋନମ କପୁରଙ୍କୁ ନିମନ୍ତ୍ରଣ କରିଛନ୍ତି। ଖବର ମୁତାବକ ଆୟୋଜିତ ରିସେପ୍ସନ୍‌ କାର୍ଯ୍ୟକ୍ରମରେ ଭାରତ ପକ୍ଷରୁ ସୋନମ ପ୍ରତିନିଧିତ୍ୱ କରିବେ। ଏହାପୂର୍ବରୁ ବ୍ରିଟେନ୍‌ର…

ପିଲାଙ୍କ ଦୋଳିକୁ କବ୍‌ଜା କରିଥିଲେ ଆଣ୍ଟି, ଘଟିଲା ଏମିତି, ଭିଡିଓ ଦେଖିଲେ…

କୁହାଯାଏ, ଯାହା ପାଇଁ ଯେଉଁ କାମ। ଯେଉଁ ଜିନିଷ ଯାହା ପାଇଁ ତିଆରି ହୋଇଛି ତାହାର ବ୍ୟବହାର ସେମାନଙ୍କ ପାଇଁ ଠିକ୍‌। ଯଦି ଏହାର ଅପବ୍ୟବହାର କରାଯାଏ ତେବେ ଫଳ ତ ଓଲଟା ମିଳିଥାଏ ନିଶ୍ଚିତ। ସୋସିଆଲ ମିଡିଆରେ ଏଭଳି ଏକ…

ଏମିତି ଚାକିରି, ବୁଲାବୁଲି ଆଉ ମଦ ପିଇବାକୁ ମିଳେ ମୋଟା ଅଙ୍କର ଟଙ୍କା

ଦୁନିଆର ଲୋକେ ଅନେକ ଚାକିରି କରିଥାନ୍ତି। ଏଥିମଧ୍ୟରୁ କିଛି ଚାକିରି ବିପଦପୂର୍ଣ୍ଣ ରହିଥାଏ। ଫଳରେ ଜଣେ ବ୍ୟକ୍ତି ଏପରି ଚାକିରି ନାଁ ଶୁଣି ବି ଭୟଭୀତ ହୋଇଯାଇଥାନ୍ତି। କିନ୍ତୁ ଏହି ଦୁନିଆରେ ଏମିତି ଚାକିରି ଅଛି, ଯେଉଁଠି ବୁଲାବୁଲି ଆଉ ମଦ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?