ଫୁରସତ

ବିଶ୍ୱ ଜୈବ ଇନ୍ଧନ ଦିବସ : ଜୈବ ଇନ୍ଧନ ଏକ ନୂଆ ବିକଳ୍ପ

ଅଶୋଧିତ ତୈଳ ଉପରୁ ନିର୍ଭରଶୀଳତା ହ୍ରାସ କରିବାରେ ଜୈବ ଇନ୍ଧନ ବିଶେଷ ଭାବେ ସହାୟକ ହେବାରେ ଲାଗିଛି। ଏହା ସ୍ବଚ୍ଛ ପରିବେଶ ସୃଷ୍ଟି କରିବା ସହିତ କୃଷକଙ୍କ ଆୟ, ଗ୍ରାମାଞ୍ଚଳରେ ରୋଜଗାର ବୃଦ୍ଧି ଆଦି କ୍ଷେତ୍ରରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ କରିଥାଏ।…

ଆଜି ବିଶ୍ୱ ସିଂହ ଦିବସ: ପରିବେଶ ସନ୍ତୁଳନ ବଜାୟ ରଖେ ସିଂହ

ସିଂହମାନେ ପରିବେଶ ପ୍ରଣାଳୀରେ ଏକ ସନ୍ତୁଳନ ରଖିଥାନ୍ତି। ସେମାନଙ୍କର ସଂରକ୍ଷଣ ଜୈବ ବିବିଧତା ଏବଂ ପ୍ରାକୃତିକ ଜଙ୍ଗଲର ସୁରକ୍ଷା ଲାଗି ଅପରିହାର୍ଯ୍ୟ। ଅପରପକ୍ଷେ ଦ୍ରୁତ ଜଙ୍ଗଲ କ୍ଷୟ ଏବଂ ବେଆଇନ ଶିକାର ଯୋଗୁ ସିଂହଙ୍କ ସଂଖ୍ୟା କମିବାରେ ଲାଗିଛି। ସିଂହଙ୍କ ସୁରକ୍ଷା…

କେବଳ ଆମେରିକା କି ବ୍ରିଟେନ ନୁହଁ, ଏଠାରେ ମଧ୍ୟ ୧୦୦ରୁ ୧୦୦ ଇଂରାଜୀ କୁହନ୍ତି ଲୋକେ, ଜାଣନ୍ତୁ ଭାରତରେ ରହିଛି କେତେ ପ୍ରତିଶତ…

ଯେତେବେଳେ ବି ଇଂରାଜୀ ବକ୍ତାମାନଙ୍କ କଥା ଆସେ, ସେତେବେଳେ ଅଧିକାଂଶ ଲୋକ ଭାବନ୍ତି ଆମେରିକା କିମ୍ବା ବ୍ରିଟେନର ଲୋକମାନେ ହିଁ ୧୦୦ ପ୍ରତିଶତ ଲୋକ ଇଂରାଜୀ ଜାଣିଥାନ୍ତି ଏବଂ କହିଥାନ୍ତି। ମାତ୍ର ସେମିତି ନୁହେଁ। ଆଉ ମଧ୍ୟ କିଛି ଦେଶ ରହିଛି,…

ବିଶ୍ୱ ଆଦିବାସୀ ଦିବସ: ଏହି ଦ୍ୱୀପରେ ରୁହନ୍ତି ଦୁନିଆର ସବୁଠାରୁ ପୁରୁଣା ଜନଜାତି

ଆଜି ବିଶ୍ୱ ଆଦିବାସୀ ଦିବସ। ମାନବ ସଭ୍ୟତାର ସଦ୍ୟତମ ବା ଅପଡେଟ୍‌ ଢାଞ୍ଚାରୁ ବଞ୍ଚିତ ରୁହନ୍ତି ଆଦିବାସୀ। ଏହାପରେ ବି ନିଜର ସଂସ୍କୃତି, ପରମ୍ପରାକୁ ବଜାୟ ରଖିବାକୁ ଏମାନେ ବିଭିନ୍ନ ପ୍ରକାରର ସମସ୍ୟାର ସମ୍ମୁଖିନ ହୁଅନ୍ତି। ତେବେ ଆଣ୍ଡାମାନ ଦ୍ୱୀପପୁଞ୍ଜରେ ଏପରି…

ଭବିଷ୍ୟତ ଦୁନିଆ ଦେଖି ବ୍ୟକ୍ତି ଛାନିଆ, ଜାଣନ୍ତୁ କ’ଣ କହିଛି କାରଣ…

ଦୁନିଆରେ ଅନେକ ଲୋକ ଅଛନ୍ତି, ଯେଉଁମାନେ ଭବିଷ୍ୟତ ବିଷୟରେ ଜାଣିବା ପାଇଁ ଇଚ୍ଛା ପ୍ରକାଶ କରିଥାନ୍ତି। କିଛି ଲୋକ ତାଙ୍କ ଜୀବନରେ ଆଗାମୀ ଘଟଣାଗୁଡ଼ିକୁ ବର୍ଣ୍ଣନା କରିବା ଆରମ୍ଭ କରନ୍ତି। କେବଳ ଗ୍ରହ ଏବଂ ନକ୍ଷତ୍ରର ଗତିବିଧି ଦ୍ୱାରା ଏଗୁଡ଼ିକ ଦେଖି…

ଆମେରିକାରେ ବୃଦ୍ଧି ପାଉଛି ବୟସ୍କଙ୍କ ଛାଡ଼ପତ୍ର ମାମଲା…

ଓ୍ବାଶିଂଟନ,୯।୮ : ଆମେରିକାରେ ୫୦ ବର୍ଷରୁ ଅଧିକ ବୟସ୍କଙ୍କ ମଧ୍ୟରେ ଛାଡପତ୍ର ହାର କ୍ରମାଗତ ଭାବେ ବୃଦ୍ଧି ପାଉଛି। ଏହାକୁ ଗ୍ରେ ଡାଇଭର୍ସ( ଧୂସର ଛାଡପତ୍ର) କୁହାଯାଉଛି। ବ୍ରାଉନ ଏବଂ ଆଇ-ଫେନ ଲିନଙ୍କ ଦ୍ୱାରା କରାଯାଇଥିବା ଏକ ଅନୁସନ୍ଧାନରୁ ଏହା ଜଣାପଡିଛି।…

ଅସ୍ମିତାର ପୁନରୁଦ୍ଧାର ଅପରିହାର୍ଯ୍ୟ

ଯୁଗ ବଦଳୁଛି, ସମୟ ବଦଳୁଛି । ସମୟର ତାଳେ ତାଳେ ଲୋକଙ୍କ ମଧ୍ୟରେ ପରିବର୍ତ୍ତନ ବି ଆସୁଛି । ଏପରିସ୍ଥଳେ ଆଦିବାସୀ ସମ୍ପ୍ରଦାୟର ଲୋକେ ଆଜି ମଧ୍ୟ ନିଜର ସଂସ୍କୃତି, ପରମ୍ପରା, ଐତିହ୍ୟ ବଜାୟ ରଖିବାକୁ ପ୍ରୟାସ କରୁଥିଲେ ମଧ୍ୟ କେତେକ…

ମହଙ୍ଗା ଗୋଲାପ

ବୃସେଲ୍‌ସ: ଦୁନିଆରେ ଅନେକ ପ୍ରକାର ଗୋଲାପ ଫୁଲ ରହିଛି। ତା’ ଭିତରୁ ଆମ ମନ ପସନ୍ଦର ଗୋଲାପକୁ ଆମେ କିଣିଥାଉ। ହେଲେ ଏପରି ଏକ ଗୋଲାପ ରହିଛି, ଯାହାକୁ କିଣିବାକୁ ହେଲେ କୋଟିପତି ହେବା ଜରୁରୀ । କାରଣ ଏହି ଗୋଲାପର…

ପିରାମିଡ ନିର୍ମାଣ: ଏଲିଅନ ଆଣିଥିଲେ ୨୩ ଲକ୍ଷ ବୃହତ ପଥର !…

କାହିରା,୮।୮ : ଦୁନିଆର ସବୁଠାରୁ ରହସ୍ୟମୟ ନିର୍ମାଣ ହେଉଛି ମିଶରର ପିରାମିଡ। ଏହା କିପରି ତିଆରି ହେଲା ସେ ସମ୍ବନ୍ଧରେ ସମୟ ସମୟରେ ଅନେକ ତଥ୍ୟ ଉପସ୍ଥାପନ କରାଯାଇଥାଏ। ବୈଜ୍ଞାନିକମାନେ ଅନୁମାନ କରୁଛନ୍ତି ସେମାନେ ବୋଧହୁଏ ପିରାମିଡ ନିର୍ମାଣ ସହିତ ଜଡିତ…

ଗର୍ଭଧାରଣ କଲେ ସମଲିଙ୍ଗୀ ଯୋଡ଼ି

ସିଓଲ: ନିକଟରେ ୨ ଜଣ ଝିଅଙ୍କ ପ୍ରେମ କାହାଣୀ ସୋସିଆଲ ମିଡିଆରେ ବେଶ୍‌ ଭାଇରାଲ ହେବାରେ ଲାଗିଛି। ଦୁହେଁ କିଛି ବର୍ଷ ତଳେ ବିବାହ କରିଥିବାବେଳେ ଏବେ ସେ ମା’ ହେବାକୁ ଯାଉଥିବା ନେଇ ଫଟୋ ଶେୟାର କରିଛନ୍ତି। ସେମାନଙ୍କ ପାଇଁ…

କୁକୁର ପାଇଁ ଛାଡ଼ିଲେ ଚାକିରି

କାନ୍‌ବେରା: ଘରେ ପାଳୁଥିବା ପ୍ରାଣୀଙ୍କୁ ପ୍ରାୟ ସମସ୍ତେ ବହୁତ ଭଲ ପାଆନ୍ତି। ତାଙ୍କ ପାଇଁ ସେମାନେ ମଧ୍ୟ ଅନେକ କିଛି କରିଥାନ୍ତି। ହେଲେ ନିକଟରେ ଜଣେ ଯୁବତୀ ପାଳିଥିବା ତାଙ୍କ କୁକୁର ପାଇଁ ଏମିତି କିଛି କରିଛନ୍ତି, ଯାହା ଶୁଣିଲେ ଆଶ୍ଚର୍ଯ୍ୟ…

ଟ୍ରାଫିକ ଯୋଗୁ ବେଙ୍ଗାଲୁରୁରେ ପ୍ରତିବର୍ଷ କ୍ଷତି ହେଉଛି ୨୦ ହଜାର କୋଟି…

ବେଙ୍ଗାଲୁରୁ,୭।୮ : କର୍ନାଟକର ରାଜଧାନୀ ବାଙ୍ଗାଲୋର ଏହାର ବୈଷୟିକ ଶିଳ୍ପ ଏବଂ ଭିଡ଼ ପାଇଁ ଜଣାଶୁଣା । ଏ ସମ୍ପର୍କରେ ଏକ ଆଶ୍ଚର୍ଯ୍ୟଜନକ ରିପୋର୍ଟ ଆସିଛି। ରିପୋର୍ଟରେ କୁହାଯାଇଛି ସହରକୁ ପ୍ରତିବର୍ଷ ପ୍ରାୟ ୨୦ ହଜାର କୋଟି କ୍ଷତି ସହିବାକୁ ପଡୁଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?