ଫୁରସତ

ହସ୍ତତନ୍ତ ସାଂସ୍କୃତିକ ଐତିହ୍ୟର ପ୍ରତୀକ

ହସ୍ତତନ୍ତ କ୍ଷେତ୍ର ହେଉଛି ଦେଶର ଗୌରବମୟ ସାଂସ୍କୃତିକ ଐତିହ୍ୟର ପ୍ରତୀକ ଏବଂ ଦେଶରେ ଜୀବିକାର ଏକ ଗୁରୁତ୍ୱପୂର୍ଣ୍ଣ ଉତ୍ସ। ଦେଶର ସାମାଜିକ ଅର୍ଥନୈତିକ ବିକାଶରେ ହସ୍ତତନ୍ତ ଶିଳ୍ପର ଗୁରୁତ୍ୱ ବିଷୟରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ କେନ୍ଦ୍ର ସରକାର ଜୁଲାଇ ୨୦୧୫…

ମା’ଙ୍କ ଉତ୍ତମ ଖାଦ୍ୟ ନାତିନାତୁଣୀଙ୍କ ମସ୍ତିଷ୍କକୁ ସୁସ୍ଥ ରଖେ

ନୂଆଦିଲ୍ଲୀ,୭ା୮(ପି.ଟି.): ଜଣେ ମହିଳା ଗର୍ଭଧାରଣର ପ୍ରଥମ ଭାଗରେ ଯଦି ସେଓ ଏବଂ ଗୁଳ୍ମଜାତୀୟ ଖାଦ୍ୟ ଖାଇଥାନ୍ତି, ତେବେ ତାଙ୍କ ପିଲା ଏବଂ ନାତିନାତୁଣୀଙ୍କ ମସ୍ତିଷ୍କ ସ୍ବାସ୍ଥ୍ୟକୁ ସୁରକ୍ଷିତ ରଖିପାରିବ। ମେଲବୋର୍ନର ମୋନାଶ ୟୁନିଭର୍ସିଟିରେ ଜେନେଟିକ୍‌ ମଡେଲ୍‌ ବ୍ୟବହାରରେ କରାଯାଇଥିବା ଅଧ୍ୟୟନରୁ ଏହା…

ସୁପର୍‌ ଗାଡି

ଗାଡି ବିଭିନ୍ନ ପ୍ରକାରର ଥାଏ। ସେଗୁଡ଼ିକର ବୈଶିଷ୍ଟ୍ୟ ବି ଭିନ୍ନ ଭିନ୍ନ ଥାଏ। ତେବେ ଆମେ ଏଠାରେ ଏମିତି ଏକ ଗାଡି ସମ୍ପର୍କରେ କହୁଛୁ ଯାହା ବେଶ୍‌ ଅଜବ। କିନ୍ତୁ ବେଶ୍‌ ଉପଯୋଗୀ। ଫିନ୍‌ଲାଣ୍ଡର ଏକ କମ୍ପାନୀ ତିଆରି କରିଥିବା ଏହି…

ହାଈ ହିଲ ପିନ୍ଧି ଦୌଡିଲେ

ମହିଳାଙ୍କୁ ଷ୍ଟାଇଲିଶ୍‌ ଲୁକ ଦିଏ ହାଈ ହିଲ୍‌। ହେଲେ ଏହାକୁ ଅଧିକ ସମୟ ପିନ୍ଧି ଚାଲିଲେ ଯନ୍ତ୍ରଣା ହୁଏ। ତେଣୁ ଏହାକୁ ପିନ୍ଧି ଦୌଡିବା କଥା ତ ଭାବି ହେବନି। ତେବେ ଜାଣି ଆଶ୍ଚର୍ଯ୍ୟ ହେବେ ଜଣେ ବ୍ୟକ୍ତି ହାଈ ହିଲ…

ରେଡ଼ି ଟୁ କୁକ୍‌ ଚିକେନ୍‌

କୁକୁଡ଼ା ବିଭିନ୍ନ ରଙ୍ଗର ଓ ପ୍ରକାରର ଥାଆନ୍ତି। ତେବେ ଇସ୍ରାଇଲର ଜେନେଟିସିଷ୍ଟ ଓ ପଲଟ୍ରି ବ୍ରିଡିଂ ଏକ୍ସପର୍ଟ ଅଭିଗଦୋର କାହାନର୍‌ ତିଆରି କରିଛନ୍ତି ଏମିତି ଏକ କୁକୁଡା ଯାହାକୁ ଦେଖି ସମସ୍ତେ ଚକିତ ହୋଇ ଯାଉଛନ୍ତି। ଏହି କୁକୁଡା ବି ସାଧାରଣ…

ସାଧବ ବୋହୂ

କୀଟପତଙ୍ଗଙ୍କୁ ଅନେକେ ଡରନ୍ତି, ଘୃଣା ବି କରନ୍ତି। ହେଲେ ଇଏ ଏମିତି ଏକ କୀଟ, ଯାହାକୁ ଦେଖିବା ଓ ଟିକେ ଧରିବାକୁ ସମସ୍ତେ ଚାହାନ୍ତି। କାରଣ ଏହା ବହୁତ ସୁନ୍ଦର, ଲାଲ ଭେଲ୍‌ଭେଟ୍‌ ପରି ତା’ର ଶରୀର। ଆଖି ଲାଗିଗଲା ଭଳି…

ଶାନ୍ତିପ୍ରିୟ ଗାଁ ନାକୋ

ହୀମାଚଳ ପ୍ରଦେଶର କିନ୍ନାଉର୍‌ ଜିଲା ଅନ୍ତର୍ଗତ ଏକ ଆକର୍ଷଣୀୟ ଗାଁ ହେଉଛି ନାକୋ। ପାହାଡ଼, ପର୍ବତ, ନଦୀ, ହ୍ରଦର ଅପୂର୍ବ ସୌନ୍ଦର୍ଯ୍ୟ ଏହି ଗାଁକୁ ଦେଇଥାଏ ଏକ ନିଆରା ପରିଚୟ। ନାକୋ ହ୍ରଦ, ନାକୋ ମଠ ତଥା ଏକାଧିକ ବୌଦ୍ଧ ସ୍ତୂପ…

ସ୍ଥାପତ୍ୟ ପ୍ରେମରେ ନରୋତ୍ତମ

ସେରାମିକ୍‌ ଓ ଟେରାକୋଟା କଳାରେ ସେ ତିଆରି କରନ୍ତି ଭିନ୍ନ ଭିନ୍ନ ପ୍ରକାରର କଳାକୃତି । ତାଙ୍କ ହାତଗଢ଼ା କଳାକୃତିଗୁଡ଼ିକୁ ଦେଖିଲେ ଯେ କେହି ବି ଖୁସି ହୋଇଯିବେ। ସେହି କଳାକୃତୀ ଭିତରେ ଥାଏ ପୌରାଣିକ ବିଷୟବସ୍ତୁ, ନାରୀ ଚରିତ୍ର ଓ…

ଦରମା ଟଙ୍କାରେ ନୂଆଲୁଗା ଓ ବହି କିଣିଥିଲି

ପ୍ରଥମ ସ୍କୁଲ୍‌, ପ୍ରଥମ ଟିଉସନ୍‌ ସାର୍‌, ପ୍ରଥମ କରି ବୁଲିବାକୁ ଯିବା ଏମିତି ଅନେକ କିଛି ଘଟଣା ପିଲାଦିନୁ ଆଜିଯାଏ ମନରେ ଛବି ହୋଇରହିଛି। ସେମିତି ଏକ ଅଭୁଲା ସ୍ମୃତି ହେଉଛି ଜୀବନର ପ୍ରଥମ ରୋଜଗାର। କଲେଜରେ ପଢ଼ିବାବେଳେ ଅନେକ ଥର…

ଗାଈକୁ ଏମିତି ଶିକାର କଲା ବାଘ, ଭିଡିଓ ଦେଖିଲେ…

ରଣଥମ୍ବାର ଜାତୀୟ ଉଦ୍ୟାନରେ ଏକ ୭ ବର୍ଷର ବାଘ ‘ଜୟ’ ଏକ ଗାଈ ଉପରେ ଆକ୍ରମଣ କରିଥିବାର ଭିଡିଓ ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଆକ୍ରମଣ ସମୟରେ ବାଘ ‘ଜୟ’ ଶିକାରୀ ଭାବରେ ଏକ ଅଦ୍ଭୁତ ଶକ୍ତି ପ୍ରଦର୍ଶନ କରିଛି। ଏହି…

ବନ୍ଧୁ ପାଇଁ ଦିନଟିଏ

ସବୁ ସମ୍ପର୍କଠୁ ନିଆରା ବନ୍ଧୁତାର ସମ୍ପର୍କ। ସେଇଥିପାଇଁ ତ ଏହି ସମ୍ପର୍କକୁ ସମ୍ମାନ ଜଣାଇ ସାରା ପୃଥିବୀରେ ପାଳନ କରାଯାଏ ବନ୍ଧୁତା ଦିବସ। ତା’ରି ସମ୍ପର୍କରେ କିଛି… ବନ୍ଧୁତା ଦିବସ କେବେଠୁ: ବନ୍ଧୁତାର ମହତ୍ୱ ସବୁବେଳେ, ସବୁଠି ସ୍ବତନ୍ତ୍ର। ତେଣୁ ଏହାକୁ…

ମହିଳାଙ୍କୁ ୧.୪୧ ଲକ୍ଷ ଦିନ ଜେଲଦଣ୍ଡ

ବ୍ୟାଙ୍କକ୍‌: ଅପରାଧ ପାଇଁ ଲୋକଙ୍କୁ ଅନେକ ବର୍ଷ ଜେଲଦଣ୍ଡ ଭୋଗିବାକୁ ପଡ଼ିଥାଏ। ହେଲେ ଜଣେ ମହିଳାଙ୍କୁ ତାଙ୍କ ଅପରାଧ ପାଇଁ ଏପର୍ଯ୍ୟନ୍ତ ସବୁଠୁ ଲମ୍ବା ସମୟ ପାଇଁ ଜେଲ ଦଣ୍ଡାଦେଶ ହୋଇଥିବା ଜଣାପଡ଼ିଛି। ଏହି ମହିଳା ଜଣଙ୍କ ଏହା ମଧ୍ୟରେ ୧୬…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?