ଏଲିଅନଙ୍କ ସମ୍ପର୍କରେ ପଡ଼ିବ ଜଣା: ୟୁଏଫଓର ଗୁପ୍ତ ତଥ୍ୟ ସାର୍ବଜନୀନ କରି ପାରନ୍ତି ବାଇଡେନ ସରକାର…
ଓ୍ବାଶିଂଟନ,୧୫।୭ : ଆମେରିକାର ସିନେଟ ନେତା ଚକ ଶୁମାନ ଏକ ଆଇନ ଆଗତ କରିଛନ୍ତି ଯାହା ଅଜ୍ଞାତ ଫ୍ଲାଇଙ୍ଗ ବସ୍ତୁ (ୟୁଏପଓ) ସହିତ ଜଡିତ ଗୁପ୍ତ ତଥ୍ୟଗୁଡ଼ିକୁ ସାର୍ବଜନୀନ କରିପାରେ। ଯେହେତୁ ଡେମୋକ୍ରାଟମାନେ ଜାତୀୟ ପ୍ରତିରକ୍ଷା ପ୍ରାଧିକରଣ ଅଧିନିୟମରେ ସଂଶୋଧନ କରିବାକୁ…
୧୦୦୦ ପିଲାଙ୍କୁ ସନ୍ତ୍ୟପାନ କରାଇଲେ ମହିଳା, ଗିନିଜ ବୁକ୍ରେ ରେକର୍ଡ
ମା’ର କ୍ଷୀର ପିଲାମାନଙ୍କ ପାଇଁ ଅମୃତ ସହ ସମାନ। ଡାକ୍ତରମାନେ କହିଛନ୍ତି, ଜନ୍ମ ପରେ ୬ ମାସ ପର୍ଯ୍ୟନ୍ତ ପିଲାମାନଙ୍କୁ ମା’ର କ୍ଷୀର ଦିଆଯିବା ଉଚିତ। କାରଣ ଏଥିରେ ପ୍ରଚୁର ପରିମାଣର ପୋଷକତତ୍ତ୍ୱ ରହିଥାଏ, ଯାହା ଶିଶୁର ମାନସିକ ବିକାଶ ବୃଦ୍ଧି…
ନବଜାତ ଶିଶୁଙ୍କ ସହ କଥାବାର୍ତ୍ତା କରିବା ଦ୍ୱାରା ମାନସିକ ବିକାଶ ଶୀଘ୍ର ହୋଇଥାଏ
ଟେକ୍ସାସ,୧୫।୭: ନବଜାତ ଶିଶୁଙ୍କର ଶାରୀରିକ ତଥା ମାନସିକ ଅତ୍ୟନ୍ତ ସମ୍ବେଦନଶୀଳ। ତେଣୁ ଜନ୍ମର କିଛି ମାସ ପରେ ଶିଶୁ ପିତାମାତାଙ୍କ ଅଙ୍ଗଭଙ୍ଗୀ ବୁଝିବା ଆରମ୍ଭ କରଥାଏ। ସେହି ଅନୁସାରେ ସେ ମଧ୍ୟ ହସିହସି ଏହାକୁ ଗଅହଣ କରିବାକୁ ଚେଷ୍ଟା କରେ। ଏକ…
ଦେଶ ବିକାଶରେ ଯୁବ ଦକ୍ଷତା
ଅତ୍ୟାଧୁନିକ ଜ୍ଞାନକୌଶଳର ପ୍ରୟୋଗ ଏବେ ବିକାଶଶୀଳ ରାଷ୍ଟ୍ରର ମୁଖ୍ୟ ଅସ୍ତ୍ର । ଏଥିପାଇଁ ପ୍ରଯୁକ୍ତିବିଦ୍ୟା ଓ ବୈଷୟିକ ଜ୍ଞାନକୌଶଳ ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି । ଏହି ଜ୍ଞାନକୌଶଳରୁ ପ୍ରସ୍ତୁତ ଉପକରଣରେ ଜଟିଳ କାର୍ଯ୍ୟକୁ ସରଳ ଓ ସୁବିଧାରେ କରିହେଉଛି ।…
ସଠିକ୍ ବରପାତ୍ର ଖୋଜିଦେଲେ ଯୁବତୀ ଦେବେ ୪ ଲକ୍ଷ
ଓ୍ବାଶିଂଟନ,୧୪ା୭: ଆମେରିକାର ଲସ୍ଏଞ୍ଜଲସ୍ରୁ ଏକ ଅଜବ ମାମଲା ସାମ୍ନାକୁ ଆସିଛି। ଜଣେ ଯୁବତୀ ଏକୁଟିଆ ରହିବା ଦ୍ୱାରା ଅସୁବିଧାରେ ପଡ଼ିଛନ୍ତି। ସେ କହିଛନ୍ତି, ଯିଏ ତାଙ୍କ ପାଇଁ ପରଫେକ୍ଟ ବରପାତ୍ର ଖୋଜିଦେବେ ସେ ତାଙ୍କୁ ୫୦୦୦ ଡଲାର ଅର୍ଥାତ୍ ଭାରତୀୟ ମୁଦ୍ରାରେ ୪,୧୦,୪୬୨…
ଏକ ଘଣ୍ଟାରେ ୬ ବୋତଲ ପାଣି ପିଇଦେଲେ ୧୦ ବର୍ଷର ବାଳକ: ଆଉ ତା’ପରେ
ପୃଥିବୀର ପ୍ରତ୍ୟେକ ଜୀବ ବଞ୍ଚିବା ପାଇଁ ପ୍ରଚୁର ପାଣି ପିଇବା ଆବଶ୍ୟକ। ପାଣି ବିନା ଜୀବନ ବଞ୍ଚିବାକୁ କେହି କଳ୍ପନା ମଧ୍ୟ କରିପାରିବେ ନାହିଁ। ସୁସ୍ଥ ରହିବା ପାଇଁ ଅଧିକାଂଶ ଡାକ୍ତର ପ୍ରଚୁର ପାଣି ପିଇବାକୁ ପରାମର୍ଶ ଦିଅନ୍ତି। କିନ୍ତୁ ଯଦି…
ଉଡ଼ି ଉଡ଼ି ପିଜ୍ଜା ଡେଲିଭରି
ଲଣ୍ଡନ: ଯୁଗ ଆଧୁନିକ ହେବା ସହ ଲୋକେ ମଧ୍ୟ ଆଧୁନିକ ପ୍ରଣାଳୀକୁ ଆପଣେଇଲେଣି। ଲୋକେ ଘରେ ବସି ସମସ୍ତ ସାମଗ୍ରୀ ଅର୍ଡର କରୁଛନ୍ତି। ତେବେ ଖାଦ୍ୟ ପଦାର୍ଥ ମଧ୍ୟରେ ଲୋକେ ପିଜ୍ଜାକୁ ବେଶି ପସନ୍ଦ କରିଥାନ୍ତି। ଏବେ ଡୋମିନସ୍ ପିଜ୍ଜା ତାଙ୍କ…
ଅବାରେକାଇ ମେଳା
ବେଙ୍ଗାଲୁରୁ: ଯେତେବେଳେ ବି ଆମେ ଜଲେବି ବିଷୟରେ ଚିନ୍ତାକରୁ ସେତେବେଳେ ଆମ ମନରେ ଗୋଲ ଏବଂ ହଳଦିଆ ରଙ୍ଗର ଜଲେବି ନଜରକୁ ଆସିଥାଏ। ହେଲେ ନିକଟରେ ସବୁଜ ରଙ୍ଗର ଜଲେବି ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି, ଯାହାକୁ ମାଉଣ୍ଟ…
ମ୍ୟାଡାମ ନୁହେଁ କି ମିସେସ ନୁହେଁ ନୀତାଙ୍କୁ ବଡ ଆଦରରେ ସମ୍ବୋଧନ କରନ୍ତି ତାଙ୍କ କର୍ମଚାରୀ
ମୁମ୍ବାଇ: ଦେଶର ଜଣାଶୁଣା ଉଦ୍ଦ୍ୟୋଗପତି ମୁକେଶ ଅମ୍ବାନୀ ଓ ତାଙ୍କ ପତ୍ନୀ ତଥା ବିଜନେସ ଓମେନ ନୀତା ଅମ୍ବାନୀଙ୍କ ସମ୍ପର୍କରେ ଜାଣିବାକୁ ପ୍ରାୟ ସମସ୍ତଙ୍କର ଆଗ୍ରହ ଥାଏ। ବିଶେଷ କରି ନୀତାଙ୍କ ସମ୍ପର୍କରେ ଜାଣିବାକୁ ଅନେକେ ଉତ୍ସୁକତାର ସହ ଅପେକ୍ଷା ରଖିଥାଆନ୍ତି।…
ବଦଳିଲା ସମୁଦ୍ରର ୫୬ ପ୍ରତିଶତ ପାଣିର ରଙ୍ଗ, ବୈଜ୍ଞାନିକ କଲେ ଆଶ୍ଚର୍ଯ୍ୟଜନକ ଖୁଲାସା
ଏକ ଅଧ୍ୟୟନରେ ଆଶ୍ଚର୍ଯ୍ୟଜନକ ଖୁଲାସା ହୋଇଛି ଯେ, ଗତ ଦୁଇ ଦଶନ୍ଧି ମଧ୍ୟରେ ୫୬ ପ୍ରତିଶତରୁ ଅଧିକ ମହାସାଗର ରଙ୍ଗ ବଦଳିଯାଇଛି। ଯାହା ପୃଥିବୀର ସମୁଦାୟ ଭୂମି କ୍ଷେତ୍ରଠାରୁ ବଡ଼ ଅଟେ। ମାନବ-ଜଳବାୟୁ ପରିବର୍ତ୍ତନ ଏହା ପଛର କାରଣ ବୋଲି କୁହାଯାଉଛି।…
ପରିବେଶ ପାଇଁ କ୍ଷତିକାରକ ଡିସପୋଜେବଲ ଇ-ସିଗାରେଟ: ଆମେରିକାରେ ପ୍ରତି ମାସରେ ବିକ୍ରି ହେଉଛି ୧.୧୯କୋଟି ଇ-ସିଗାରେଟ
ସାରା ବିଶ୍ୱରେ ଡିସପୋଜେବଲ ଇ-ସିଗାରେଟ ଏବଂ ଇଲେକ୍ଟ୍ରିକ ଭେପ ବ୍ୟବହାର ବୃଦ୍ଧି ପାଇବାରେ ଲାଗିଛି। ତେବେ ଏହି ଇ-ବର୍ଜ୍ୟବସ୍ତୁ ସାରା ଦେଶରେ ଚିନ୍ତା ବଢାଇଛି। ଏହି ଇ-ସିଗାରେଟକୁ କେବଳ ଥରେ ବ୍ୟବହାର କରିହେବ ତେଣୁ ସବୁଆଡେ ଏହାର ବହୁଳ ବ୍ୟବହାର ଦେଖାଯାଉଛି।…
ଟମାଟୋ ଫସଲ ଜମିରେ କଡ଼ା ପହରା, ଚୋରଙ୍କୁ ଭୟ !…
ଶ୍ରୀନଗର,୧୩।୭ : ଟମାଟୋ ବର୍ତ୍ତମାନ ମୂଲ୍ୟବାନ ହୋଇଛି। ଏହାର ମୂଲ୍ୟ ସାଧାରଣ ଲୋକଙ୍କ ହାତ ପାଆନ୍ତ ବାହାରକୁ ଚାଲିଯାଇଛି। ଦୁଇ ସପ୍ତାହ ପୂର୍ବରୁ କିଲୋଗ୍ରାମ ପିଛା ୨୦ ରୁ ୩୦ ଟଙ୍କାରେ ବିକ୍ରି ହୋଇଥିବା ଟମାଟୋ ଏବେ ୨୦୦ଟଙ୍କା ଅତିକ୍ରମ କରିଛି।…
Archives


