ଫୁରସତ

ଅବସର ବିନୋଦନ ଆଣେ ନୂଆ ଉତ୍ସାହ

ବ୍ୟସ୍ତବହୁଳ ଜୀବନରେ ଅବସର ବିନୋଦନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହା ମନରେ ନୂଆ ଉତ୍ସାହ ସୃଷ୍ଟି କରିଥାଏ। ଏନେଇ ସଚେତନତା ସୃଷ୍ଟି ଲାଗି ପ୍ରତିବର୍ଷ ଜୁନ ୧୮ରେ ଅନ୍ତର୍ଜାତୀୟ ପିକ୍‌ନିକ୍‌ ଦିବସ ପାଳନ କରାଯାଇଥାଏ। ପିକ୍‌ନିକ୍‌ ବର୍ଷ ବର୍ଷ ଧରି ଅଧିକାଂଶ ସଂସ୍କୃତିର…

ଭାରତ ବୁଲିବାକୁ ଆସିଥିଲେ ପାକିସ୍ତାନ ୟୁଟ୍ୟୁବର, ରାସ୍ତାରେ ସରିଗଲା ତେଲ, ଆଉ ତା’ ପରେ…

ପାକିସ୍ତାନ ୟୁଟ୍ୟୁବର୍‌ ତଥା ମୋଟରସାଇକେଲ ଚାଳକ ଅବରାର ହାସନ ଏକ ମାସ ଧରି ଭାରତ ଗସ୍ତରେ ଆସିଥିଲେ। ଏହି ଗସ୍ତ ସମୟରେ ସେ ପଞ୍ଜାବ, ଦିଲ୍ଲୀ, ହରିୟାଣା, ରାଜସ୍ଥାନ, ମୁମ୍ବାଇ, କେରଳର ଅନେକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ବୁଲି ପ୍ରାୟ ୮୦୦୦ କିଲୋମିଟର…

ମାସେ ପରେ ଚୋରି କରିଥିବା ସାଇକେଲ ଫେରାଇଲେ ଶିଶୁ, ଚିଠିରେ ଲେଖିରେ ‘ଆ ଆମ ସରି’…

ଭାଗଲପୁର,୧୭।୬ : କୁହାଯାଏ ଛୋଟ ପିଲାମାନଙ୍କ ନୀରିହ ମନରେ ମିଥ୍ୟା ପ୍ରବେଶ କରି ନ ଥାଏ। ସେମାନେ ସତ୍ୟ ହିଁ କହିଥାନ୍ତି। ସେମାନଙ୍କ ମନରେ କୌଣସି ଦ୍ୱନ୍ଦ୍ୱ ନ ଥାଏ। ସମସ୍ତେ ପିଲାମାନଙ୍କର ସଚ୍ଚୋଟତା ଏବଂ ସତ୍ୟତା ଉପରେ ବିଶ୍ୱାସ କରନ୍ତି।…

କାର୍‌ ଉପରେ ଦୋକାନ, କୌଶଳ ଦେଖିଲେ କହିବେ…

ଆଜିକାଲି ଦେଶୀ ଜ୍ଞାନ କୌଶଳର ଅଭାବ ନାହିଁ। ଦେଶୀ କୌଶଳ ଆଗରେ ବଡ଼ ବଡ଼ ଇଞ୍ଜିନିୟର ମଧ୍ୟ ଫେଲ୍‌ ମାରିବେ। ଜଣେ ବ୍ୟକ୍ତିଙ୍କ ଚିନ୍ତାଧାରା ଏବଂ ସୃଜନଶୀଳତା ହେତୁ ବର୍ତ୍ତମାନ ସେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି। This is quite innovative…

ବାଥ୍‌ରୁମ ସାଓ୍ବାର ଉପରେ ବସିଥିଲା ବିରାଟକାୟ ଅଜଗର, ଏହାକୁ ଦେଖିବା ପରେ…

ସାପ ଏମିତି ଏକ ପ୍ରାଣୀ, ଏହାକୁ ଯେଉଁଠି ବି ଦେଖିଲେ ଭୟ ଲାଗେ। ସେ ଟିଭି ସ୍କ୍ରିନ୍‌ ହେଉ କି ସାମ୍ନାରେ। ନିକଟରେ ଜଣେ ବ୍ୟକ୍ତି ତାଙ୍କ ବାଥ୍‌ରୁମରେ ଏକ ବିରାଟ ସାପ (ଅଜଗର) ଦେଖିବା ପରେ ଭୟରେ ଥରିଉଠିଲେ। ବୁଧବାର…

ଯୌତୁକ ପାଇଁ ଗଛରେ ବନ୍ଧାହେଲେ ବର

ଲକ୍ଷ୍ନୌ: ଉତ୍ତର ପ୍ରଦେଶ ପ୍ରତାପଗଡ଼ରେ ବରକୁ ଯୌତୁକ ଦାବି କରିବାରୁ ଗ୍ରାମବାସୀ ତାଙ୍କୁ ଗଛରେ ବାନ୍ଧି ଦେବା ଖବର ସାମ୍ନାକୁ ଆସିଛି। ସ୍ଥାନୀୟ ଗ୍ରାମରେ ଗତ ମଙ୍ଗଳବାର ଏକ ବିବାହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ମାଳା ପିନ୍ଧାଇବା ସମୟରେ ବର ଅମରଜିତ…

କ୍ୟାନସର ହୋଇଛି କି ନାହିଁ କହିବ ମୋବାଇଲ କ୍ୟାମେରା

ଆଗାମୀ ଦିନରେ ଚିକିତ୍ସା ବିଜ୍ଞାନରେ ବଡ ପରିବର୍ତ୍ତନ ହେବାକୁ ଯାଉଛି। ଭବିଷ୍ୟତରେ ମୋବାଇଲ ଫୋନ ମାଧ୍ୟମରେ ଚର୍ମ କର୍କଟ ହୋଇଛି କି ନାହିଁ ତାହା ଜାଣିବା ସମ୍ଭବ ହେବ। ଏଥିପାଇଁ ନାନୋଟେକ୍ନୋଲୋଜିର ସାହାଯ୍ୟ ନିଆଯାଉଛି। ଏକ ସ୍ମାର୍ଟଫୋନ କ୍ୟାମେରା ଲେନ୍ସ ତିଆରି…

ଛୋଟ ରୋଡରେ ଡ୍ରାଇଭିଂବେଳେ ଲୋକ ଅଧିକ ନର୍ଭସ

ଟେନଶନରେ ରହି ଗାଡି ଚଳାଉଛନ୍ତି କି! ଏହା ଦ୍ୱାରା ଆପଣଙ୍କର ଡ୍ରାଇଭିଂ ଉପରେ ପ୍ରଭାବ ପଡିପାରେ। ଅଧିକାଂଶ ଲୋକ ବିଶ୍ୱାସ କରନ୍ତି ଯେ ନର୍ଭସ ହେବା ଦ୍ୱାରା ଡ୍ରାଇଭିଂ ଉପରେ ପ୍ରଭାବ ପଡିଥାଏ। ଅନେକ ଲୋକ ଏପରିକି କହିଛନ୍ତି ଯେ ଚିନ୍ତାଗ୍ରସ୍ତ…

ନିଜ ଅନ୍ତିମ ସଂସ୍କାରରେ ଆସି ପହଞ୍ଚିଲେ

ବ୍ରୁସେଲ୍‌ସ: ଜଣେ ବ୍ୟକ୍ତି ମରିବା ପରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଥାଏ। ଯେଉଁବ୍ୟକ୍ତିଙ୍କ ମୃତ୍ୟୁ ହୋଇଥାଏ, ସେ ଯଦି ତାଙ୍କ ଅନ୍ତିମ ସଂସ୍କାରରେ ପହଞ୍ଚତ୍ବେ? ଏପରି ଘଟଣା ଘଟିଛି ବେଲ୍‌ଜିୟମରେ। ରିପୋର୍ଟ ମୁତାବକ, ୪୫ ବର୍ଷୀୟ ଡେବିଡ ବାର୍ଟନ ନିଜ ମରିବାର…

ସ୍ବାମୀ ଆଦିଲଙ୍କଠୁ ଛାଡ଼ପତ୍ର ଚାହୁଁଛନ୍ତି ରାକ୍ଷୀ

ମୁମ୍ବାଇ: ବଲିଉଡ୍‌ ଡ୍ରାମା କୁଇନ ରାକ୍ଷୀ ସାୱନ୍ତ ଅନେକ ସମୟରେ କିଛି ନା କିଛି କାରଣ ପାଇଁ ଲାଇମଲାଇଟରେ ରହିଥାନ୍ତି। ନିକଟରେ ରାକ୍ଷୀଙ୍କ ଜୀବନରେ ଜଣେ ନୂଆ ଅତିଥି ଆସିଛନ୍ତି। ହେଲେ ସେ ଏଥିରେ ଭୟରେ ଅଛନ୍ତି। କାରଣ ଏହା ପୂର୍ବରୁ…

‘ବାୟୋନିକ୍‌ ଆଇ’ରେ ଦୁନିଆ ଦେଖିପାରିବେ ଦୃଷ୍ଟିହୀନ

କାନବେରା: ଆଖି ହେଉଛି ମନୁଷ୍ୟ ଶରୀରର ସବୁଠୁ ସୂକ୍ଷ୍ମ ଓ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। ଏହା ଦ୍ୱାରା ଆମେ ପ୍ରକୃତିର ସମସ୍ତ ସୌନ୍ଦର୍ଯ୍ୟକୁ ଉପଭୋଗ କରିଥାଉ। ତା’ ବିନା ମନୁଷ୍ୟ ଅସମ୍ପୂର୍ଣ୍ଣ। ହେଲେ ବର୍ତ୍ତମାନ ସମୟରେ ଅନେକଙ୍କ ଆଖି ଖରାପ ହେଉଥିବା ଦେଖିବାକୁ…

କର୍କଟ ରୋଗରୁ ସୁରକ୍ଷା ପାଇଁ ସନ୍‌ସ୍କ୍ରିନ ବଣ୍ଟନ

ଆମଷ୍ଟରଡାମ: ସୂର୍ଯ୍ୟଙ୍କ କ୍ଷତିକାରକ ଅତିବାଇଗଣି ରଶ୍ମି ଆମ ଦେହରେ ପଡ଼ିଲେ ତାହା ଚର୍ମ କର୍କଟ ସହ ଅନ୍ୟ ଚର୍ମ ରୋଗର କାରଣ ହୋଇଥାଏ। ବାୟୁମଣ୍ଡଳରେ ଥିବା ଓଜୋନ ଲେୟାରରେ କଣା ସୃଷ୍ଟି ହେଲେ ସିଧାସଳଖ ସୂର୍ଯ୍ୟଙ୍କ ରଶ୍ମି ଦେହରେ ପଡ଼ିଲେ ତାହା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?