ରାସ୍ତାର ସେଇ ଧଳା ଓ ହଳଦିଆ ଗାର
ରାସ୍ତାରେ ଗଲାବେଳେ ଧଳା ଓ ହଳଦିଆ ରଙ୍ଗର ଗାର ନିଶ୍ଚୟ ଦେଖିଥିବେ। ତେବେ ଜାଣିଛନ୍ତି କି ଏହି ଗାର ସବୁ ରାସ୍ତାରେ କାହିଁକି କରାଯାଇଥାଏ। ରାସ୍ତାକୁ ଆକର୍ଷକ କରିବା ପାଇଁ ନୁହେଁ ବରଂ ପ୍ରତି ଗାର ପଛରେ ରହିଛି କିଛି ବିଶେଷ…
ସର୍ବପ୍ରଥମ ପାଣିତଳ ହୋଟେଲ
ମେଲ: ସମୟ ଆଗକୁ ବଢୁଥିବାବେଳେ ବେଳକୁ ବେଳ ପରିବେଶରେ ଅନେକ ପରିବର୍ତ୍ତନ ଦେଖିବାକୁ ମିଳୁଛି। ସହରରେ ଅନେକ ଆରାମଦାୟକ ହୋଟେଲମାନ ଖୋଲୁଛି। ତେବେ ସର୍ବପ୍ରଥମ ପାଣିତଳ ହୋଟେଲ ବାବଦରେ ମହିନ୍ଦ୍ରା ଗ୍ରୁପ୍ର ଚେୟାରମ୍ୟାନ୍ ଆନନ୍ଦ ମହିନ୍ଦ୍ରା ଏହି ହୋଟେଲର ଏକ ଭିଡିଓ…
ଦେଶଭକ୍ତିରେ ଭ୍ରମଣ
ସ୍ବାଧୀନତା ଦିବସ ଅବସରରେ ଭାରତର ବିଭିନ୍ନ ସ୍ଥାନରେ ଦେଶଭକ୍ତି ଓ ଦେଶପ୍ରୀତିର ଝଲକ ଦେଖିବାକୁ ମିଳିଥାଏ। ତେବେ ଏଭଳି ଏକ ବିଶେଷ ଅବସରରେ କେଉଁ କେଉଁ ସ୍ଥାନକୁ ବୁଲିଗଲେ ମନରେ ଦେଶପ୍ରେମ ଜାଗ୍ରତ ହେବା ସହ ଅନେକ ଐତିହାସିକ ତଥ୍ୟ ସମ୍ପର୍କରେ…
ନିଆରା ପାଠକ ଶିବସୁନ୍ଦର
”ଲେଖକର ପରମାୟୁ ପାଠକର ହୃଦୟରେ“ ବୋଲି ଖବରକାଗଜର ଏକ ସ୍ତମ୍ଭରେ ଲେଖିଛନ୍ତି ଅଧ୍ୟାପକ ବିଶ୍ୱରଞ୍ଜନ ସେହି ପାଠକଙ୍କ କଥା ଯାହାଙ୍କ ହୃଦୟ ଓ ମନରେ ଘର କରି ରହିଛନ୍ତି ଓଡ଼ିଶାର କୋଣଅନୁକୋଣରେ ରହିଥିବା ଅଗଣିତ କବି ଓ କଥାକାର । କୁଚିଣ୍ଡାର…
ଜୟ ଯବାନ୍:ସେବାନିବୃତ ହୋଇ ଗାଁକୁ ଫେରିବା ପରେ…
ସେନାବାହିନୀରେ ଯୋଗ ଦେଇ ଦେଶକୁ ଶତ୍ରୁ କବଳରୁ ରକ୍ଷା କରୁଥିବା ଏହି ସୈନିକମାନେ ଅବସର ପରେ ବି ଚୁପ୍ ହୋଇ ବସିଯାଇ ନାହାନ୍ତି। ନିଜ ଅଞ୍ଚଳର ବିକାଶ ସହ ସେନା ବା ପୋଲିସ ବିଭାଗରେ କାମ କରିବା ପାଇଁ ଆଗ୍ରହୀ ଯୁବତୀଯୁବକଙ୍କୁ…
ମୋ ଦେଶ ମହାନ, କୋଟିକରେ ଗୋଟିଏ…
ବିବିଧତା ଭିତରେ ଏକତାର ନିଦର୍ଶନ ହେଉଛି ଭାରତ। ଶାନ୍ତି, ମୈତ୍ରୀର ଦେଶ ହେଉଛି ଭାରତ। ଜ୍ଞାନ ହେଉକି ବିଜ୍ଞାନ ସବୁଥିରେ ଆଗରେ ଭାରତ। ଏକ ସଶକ୍ତ, ସମୃଦ୍ଧ ଦେଶ ଭାବେ ମଧ୍ୟ ସାରା ବିଶ୍ୱରେ ପରିଚିତ ଭାରତ। ଏହାବାଦ୍ ବି ଆହୁରି…
କ’ଣ କହେ ତ୍ରିରଙ୍ଗାର ରଙ୍ଗ
ତ୍ରିରଙ୍ଗାର ତିନୋଟି ରଙ୍ଗ ଆମକୁ ଅନେକ ସକରାତ୍ମକ ସଙ୍କେତ ଦେଇଥାଏ ବୋଲି ଜ୍ୟୋତିଷଶାସ୍ତ୍ରରେ କୁହାଯାଇଛି। ଯେମିତିକି: ଏହାର ପ୍ରଥମ ରଙ୍ଗ ହେଉଛି ନାରଙ୍ଗୀ; ଯାହାକି ସାମାଜିକତାର ପ୍ରତୀକ। ତା’ସହିତ ମାନସିକ ସ୍ତରରେ ବ୍ୟକ୍ତିଙ୍କୁ ଦୃଢ କରିବାରେ ବି ଏହି ରଙ୍ଗ ପ୍ରେରଣା…
ଆଧୁନିକ ଚିକିତ୍ସାରେ ଅଙ୍ଗଦାନର ଆବଶ୍ୟକତା ବଢୁଛି
ପ୍ରତିବର୍ଷ ଅଗଷ୍ଟ ୧୩ ତାରିଖରେ ବିଶ୍ୱ ଅଙ୍ଗ ଦାନ ଦିବସ ପାଳନ କରାଯାଇଥାଏ । ଅଙ୍ଗ ଦାନର ଆବଶ୍ୟକତା ବିଷୟରେ ସଚେତନତା ସୃଷ୍ଟି କରିବା ଏବଂ ମୃତ୍ୟୁ ପରେ ଲୋକଙ୍କୁ ଅଙ୍ଗ ଦାନ କରିବାକୁ ଉତ୍ସାହିତ କରିବା ପାଇଁ ଏହି ଦିନ…
ବାମହାତୀ ବ୍ୟକ୍ତି ଅଧିକ ସଫଳ
ଅଧିକାଂଶ ଲୋକ ଡାହାଣ ହାତରେ ସବୁ କାର୍ଯ୍ୟ କରୁଥିବା ବେଳେ କିଛି ଲୋକ ବାମହାତରେ ମଧ୍ୟ ସେଇ ସମାନ କାର୍ଯ୍ୟ କରିଥା’ନ୍ତି। ସେମାନଙ୍କୁ ଲେଫ୍ଟି (ବାମହାତୀ )ବୋଲି କୁହାଯାଇଥାଏ। ପୃଥିବୀରେ ବାମହାତୀ ଲୋକଙ୍କ ସଂଖ୍ୟା ୭ରୁ ୧୦% । ଏଭଳି ବ୍ୟକ୍ତିଙ୍କ…
ପରିଚୟ ଦେଇଛି ବାଲୁକା କଳା
ପଢ଼ାବେଳେ ଛୁଟିଦିନମାନଙ୍କରେ ପୁରୀ ବେଳାଭୂମିରେ ସେ ସମୟ କାଟୁଥିଲେ। ସାଙ୍ଗସାଥୀଙ୍କ ସହ ମିଶି ସମୁଦ୍ର ପାଣିରେ ଗାଧୋଇବା ଓ ବାଲିରେ ଘର ତୋଳିବା ତାଙ୍କୁ ଆନନ୍ଦ ଦେଉଥିଲା। ହେଲେ କୌଣସି ବାଲୁକା ଶିଳ୍ପୀଙ୍କ ଦ୍ୱାରା ବେଳାଭୂମିରେ ନିର୍ମିତ ବାଲୁକା କଳା ଥିଲା…
ମନ ବଦଳାଏ ରଙ୍ଗ
ନିଜ ଆଉଟ୍ଫିଟ୍ ସିଲେକ୍ସନକୁ ନେଇ ଯୁବପିଢ଼ିଙ୍କ ପସନ୍ଦ ଭିନ୍ନ ଭିନ୍ନ। ଅବସର ଅନୁୟାୟୀ କେବଳ ଡିଜାଇନ୍ ନୁହେଁ, କିଭଳି ରଙ୍ଗର ଡ୍ରେସ୍ ପିନ୍ଧିଲେ ପ୍ରେଜେଣ୍ଟେବଲ୍ ଲୁକ୍ ମିଳିବା ସହ ପର୍ସନାଲିଟି ଅଧିକ ଆକର୍ଷଣୀୟ ଲାଗିବ, ସେଥିପ୍ରତି ସେମାନେ ଭାରି ସଜାଗ। କାରଣ…
ହିନ୍ଦୁ ଶ୍ରଦ୍ଧାଳୁଙ୍କ ପାଇଁ ଲଙ୍ଗର ସହିତ ଫୋଟକା ପାଦରେ ମେହେନ୍ଦି ଲଗାଉଛନ୍ତି ମୁସଲମାନ…
ନୁହ,୧୨।୮ : ଶୋଭାଯାତ୍ରା ସମୟରେ, ନୁହ ସହର ସହିତ, ସିଙ୍ଗର ଗାଁ, ବଡକଲି ଚୌକରେ ହିଂସା ଦେଖାଯାଇଥାଇପାରେ। କିନ୍ତୁ ରାଜସ୍ଥାନର ସୀମା ନିକଟରେ ଥିବା ହରିୟାଣାର ନୁହ ଜିଲାର ବିଛୋର ଏବଂ ନିମକା ଗ୍ରାମରେ ଭାଇଚାରାର ଅବିସ୍ମରଣୀୟ ଉଦାହରଣ ସାମ୍ନାକୁ ଆସିଛି।…

