ଫୁରସତ

ଛୋଟ ବୁଢ଼ିଆଣୀ ଭୟରେ ବନ୍ଦ ହେଲା ଅଷ୍ଟ୍ରିଆର ସୁପର ବଜାର…

ଭିଏନା,୧୨।୮ : ଅଷ୍ଟ୍ରିଆର ଏକ ସୁପର ବଜାରରେ ବ୍ରାଜିଲର ଭ୍ରମଣକାରୀ ବୁଢ଼ିଆଣୀ ଦେଖିବାକୁ ମିଳିଛି ଯାହାର କାମୁଡ଼ା ଯନ୍ତ୍ରଣାଦାୟକ। ଏହା ଯୋଗୁ ମୃତ୍ୟୁ ମଧ୍ୟ ହୋଇପାରେ। ବୁଢ଼ିଆଣୀ ଦେଖିବା ପରେ ଭୟରେ ସୁପର ବଜାର ବନ୍ଦ ହୋଇଯାଇଥିଲା। ଫକ୍ସ ନ୍ୟୁଜ ରିପୋର୍ଟ…

ଅଜବ ସ୍କୁଟର: ଦେଖିବାକୁ ଓଲଟା, ଗଡୁଛି ସିଧା, ଭିଡିଓ ଦେଖିଲେ…

ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମ ‘ଇନ୍‌ଷ୍ଟାଗ୍ରାମ୍‌’ରେ ଏବେ ଏକ ଭିଡିଓ ଭାଇରାଲ ହେଉଛି। ଏଥିରେ ଜଣେ ଯୁବକ ଏକ ଅଜବ ସ୍କୁଟର ଚଳାଉଥିବାର ନଜର ଆସିଛନ୍ତି। ସ୍କୁଟରକୁ ଏପରି ରୂପାନ୍ତରିତ କରାଯାଇଛି ଯେ, ଦେଖାଯାଉଛି ଆରୋହୀ ଏହାକୁ ଓଲଟା ଚଢୁଛନ୍ତି। ଏହାର ଡିଜାଇନ…

ଆଖିରେ ପଟି ବାନ୍ଧି ପଢନ୍ତି ବହି, ବଲ୍‌ ଛୁଇଁ ଏହାର ରଙ୍ଗ କହିଦିଅନ୍ତି ଏହି କୁନି ପିଲା

କିଛି ସମୟ ପାଇଁ ଆଖି ବନ୍ଦ କଲେ ସବୁକିଛି ଯେମିତି ଅନ୍ଧାର ଦେଖାଯାଏ। ଆଖି ବୁଜି ପଢ଼ିବା କଥା ତ ବହୁ ଦୂରରେ। ମାତ୍ର ଜଣେ ପିଲା ଯିଏ କି ଆଖି ବୁଜି ବହି ପଢ଼ିଥାନ୍ତି। ଏପରିକି ବଲ୍‌ ଛୁଇଁ ଏହର…

ତାପମାତ୍ରା ବୃଦ୍ଧି ହେଲେ ପିଲାଙ୍କ ଠାରେ ଦେଖାଯାଏ ଅଧିକ ଡାଇରିଆ ମାମଲା: ଆଇସିଏମଆର ରିପୋର୍ଟ

ନୂଆଦିଲ୍ଲୀ,୧୨।୮: ତାପମାତ୍ରା ୩୩ ଡିଗ୍ରୀ କିମ୍ବା ଏହାଠାରୁ ଅଧିକ ହେଲେ ପିଲାଙ୍କ ଠାରେ ଡାଇରିଆ ମାମଲା ୪୩ ଶତକଡା ବୃଦ୍ଧି ପାଉଛି। ଡାଇରିଆ ସଂକ୍ରମିତ ଶିଗେଲା ଜୀବାଣୁ ବିଷୟରେ ନୂଆ ତଥ୍ୟ ପ୍ରକାଶ କରିଛି ନୂଆଦିଲ୍ଲୀ ସ୍ଥିତ ଇଣ୍ଡିଆନ କାଉନସିଲ ଅଫ…

ଯୁବଶକ୍ତି ଦେଶ ପ୍ରଗତିର ଉତ୍ସ

ଦେଶ ପ୍ରଗତିର ଉତ୍ସ ହିଁ ଯୁବଶକ୍ତି। ସେମାନଙ୍କ ଦ୍ୱାରା ହେଉଥିବା ବହୁବିଧ କାର୍ଯ୍ୟ ଉପରେ ଦେଶର ଅର୍ଥନୀତି ନିର୍ଭର କରିଥାଏ। ଯୁବବର୍ଗଙ୍କର ଆଗକୁ ବଢ଼ିବା ପଥରେ ରହିଥିବା ସମସ୍ୟା ଏବଂ ସେସବୁର ସଫଳ ସମାଧାନ ଦିଗରେ ସଚେତନତା ସୃଷ୍ଟି ଲାଗି ପ୍ରତିବର୍ଷ…

୫ ବର୍ଷରେ ୪୫୧ ହାତୀଙ୍କ ମୃତ୍ୟୁ

ଭଞ୍ଜନଗର,୧୨ା୮(ବାବୁଲା ପ୍ରଧାନ): ଶନିବାର ବିଶ୍ୱ ହସ୍ତୀ ଦିବସ। ତେଣୁ ହାତୀମାନଙ୍କ ସୁରକ୍ଷା ପାଇଁ ସରକାରଙ୍କ ପକ୍ଷରୁ ରାଜ୍ୟର ବିଭିନ୍ନ ସ୍ଥାନରେ ଅନେକ କାର୍ଯ୍ୟକ୍ରମ ଆୟୋଜିତ ହେବ। ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡ ପକ୍ଷରୁ ଶନିବାର ପୂର୍ବାହ୍ନରେ ଲାଲସିଂ ନର୍ସରୀ ପରିସରରେ ଏକ…

୭ ମାସରେ ମଲେଣି ୪୪ ହାତୀ

ଭୁବନେଶ୍ୱର, ୧୧।୮(ଅସମାପିକା ସାହୁ): ହାତୀକୁ ଐତିହ୍ୟ ପ୍ରାଣୀ ବୋଲି ଘୋଷଣା କରାଯାଇଛି। କିନ୍ତୁ ହାତୀ ଓ ମଣିଷ ଲଢ଼େଇ ଏବେ ବି କମିବାର ନାଁ ନେଉନାହିଁ। ଏହି ଲଢ଼େଇରେ କେତେବେଳେ ହାତୀର ମୃତ୍ୟୁ ହେଉଛି ତ ଆଉ କେଉଁଠି ମଣିଷର ଜୀବନ…

ଜୋତା ଆକୃତିର ଘର, ହନିମୁନ୍‌ ମନାଇବା ପାଇଁ ଏଠାକୁ ଆସିଥାନ୍ତି ନବଦମ୍ପତି, କାରଣ ଜାଣିଲେ…

ଆପଣ ନିଶ୍ଚିତ ଭାବେ ଦୁନିଆର ଅନେକ ଅଦ୍ଭୁତ ଅଟ୍ଟାଳିକା ଦେଖିଥିବେ। ଚାଇନାର ଜଣେ ବ୍ୟକ୍ତି ତାଙ୍କ ଘରକୁ ଜଳପ୍ରପାତରେ ପରିଣତ କରିଥିବା ବେଳେ ପର୍ତ୍ତୁଗାଲରେ ଜଣେ ବୁଲେଟ ପ୍ରୁଫ ଓ୍ବିଣ୍ଡୋ ତିଆରି କରିଛନ୍ତି। କବାଟ ଇସ୍ପାତର, ଯାହାକୁ ଭାଙ୍ଗି ସହଜରେ ଭିତରକୁ…

ଏଭଳି ଏକ ଦେଶ ଯେଉଁଠି ଗୋଟିଏ ହେଲେ ହିନ୍ଦୁ ନାହାନ୍ତି, ହେଲେ ଜାତୀୟ ପତାକାରେ ରହିଛି ମନ୍ଦିରର ଚିତ୍ର

କମ୍ବୋଡିଆ,୧୦।୮: ଦୁନିଆରେ ଏପରି କୌଣସିି ଦେଶ ନାହିଁ ଯାହାକୁ ସଂପୂର୍ଣ୍ଣ ଭାବେ ହିନ୍ଦୁ ରାଷ୍ଟ୍ର କୁହାଯାଇପାରେ। କିନ୍ତୁ ଏଭଳି ଏକ ଦେଶ ଅଛି ଯାହାର ରାଷ୍ଟ୍ରୀୟ ପ୍ରତୀକଗୁଡ଼ିକରେ ଆପଣ ହିନ୍ଦୁ ଦେବାଦେବୀ, ପ୍ରତୀକ ଏବଂ ମନ୍ଦିରର ଚିତ୍ର ପାଇବେ। ଆଜି ଆମେ…

ବିବାହ ଭୋଜିକୁ ପଶି ଆସି ସବୁ ମିଠା ଖାଇଗଲା ଭାଲୁ

ଓ୍ବାଶିଂଟନ: ନିମନ୍ତ୍ରିତ ଅତିଥିମାନେ ବିବାହ ଭୋଜିରେ ଯୋଗଦେବା ସାଧାରଣ କଥା। କିଛି ଲୋକ କେବଳ ଖାଦ୍ୟ ଲୋଭରେ ବିବାହ ଭୋଜିକୁ ଆସିଥାନ୍ତି। ଏହି ବିଷୟରେ ଅନେକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ବି ଦେଖିଥିବେ। ମାତ୍ର କେବେ ଭାବିଛନ୍ତି କିମ୍ବା…

୯୫ ପ୍ରତିଶତରୁ ଅଧିକ ଗର୍ଭାଶୟ କର୍କଟ ଆକ୍ରାନ୍ତ ଗ୍ରାମାଞ୍ଚଳ ଗରିବ, ଶସ୍ତା ଟିକାକରଣ ଅଭିଯାନ ପାଇଁ ପ୍ରସ୍ତୁତି…

ନୂଆଦିଲ୍ଲୀ,୧୦।୮ : ଗର୍ଭାଶୟ କର୍କଟ ସମ୍ବନ୍ଧରେ ଏକ ଅଧ୍ୟୟନ ରିପୋର୍ଟ ସାମ୍ନାକୁ ଆସିଛି। ରିପୋର୍ଟ ଅନୁଯାୟୀ, ଦେଶରେ ଗର୍ଭାଶୟ କର୍କଟରେ ପୀଡିତ ୯୫ ପ୍ରତିଶତରୁ ଅଧିକ ଆକ୍ରାନ୍ତ ଗ୍ରାମାଞ୍ଚଳର ପରିବେଶରେ ବସବାସ କରୁଛନ୍ତି। ସେମାନଙ୍କ ଆର୍ଥିକ ସ୍ଥିତି ସ୍ବଚ୍ଛଳ ନୁହେଁ। ଆକ୍ରାନ୍ତଙ୍କ…

ବିନା ବିମାନରେ ୧୯୫ ଦେଶ ବୁଲିଛନ୍ତି ଏହି ବ୍ୟକ୍ତି, ତାଙ୍କ ଭ୍ରମଣ କାହାଣୀ ଶୁଣିଲେ ହେବେ ଚକିତ

ଡେନମାର୍କର ଟୋର୍‌ବର୍ନ ପେଡର୍ସନ ଏକ ସଫଳତା ହାସଲ କରିଛନ୍ତି। ଯାହା ଅଧିକାଂଶ ଲୋକ କେବଳ ସ୍ବପ୍ନରେ ଭାବିଥାନ୍ତି। ସେ ଗୋଟିଏ ବି ବିମାନ ନ ନେଇ ଦୁନିଆର ୧୯୫ଟି ଦେଶ ପରିଦର୍ଶନ କରିବାରେ ସଫଳ ହୋଇଛନ୍ତି। ଟୋର୍‌ବର୍ନ ୨୦୧୩ରେ ତାଙ୍କର ଯାତ୍ରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?