Posted inଫୁରସତ

ବିଶ୍ୱ ଆଦିବାସୀ ଦିବସ: ଏହି ଦ୍ୱୀପରେ ରୁହନ୍ତି ଦୁନିଆର ସବୁଠାରୁ ପୁରୁଣା ଜନଜାତି

ଆଜି ବିଶ୍ୱ ଆଦିବାସୀ ଦିବସ। ମାନବ ସଭ୍ୟତାର ସଦ୍ୟତମ ବା ଅପଡେଟ୍‌ ଢାଞ୍ଚାରୁ ବଞ୍ଚିତ ରୁହନ୍ତି ଆଦିବାସୀ। ଏହାପରେ ବି ନିଜର ସଂସ୍କୃତି, ପରମ୍ପରାକୁ ବଜାୟ ରଖିବାକୁ ଏମାନେ ବିଭିନ୍ନ ପ୍ରକାରର ସମସ୍ୟାର ସମ୍ମୁଖିନ ହୁଅନ୍ତି। ତେବେ ଆଣ୍ଡାମାନ ଦ୍ୱୀପପୁଞ୍ଜରେ ଏପରି ଏକ ଦ୍ୱୀପ ଅଛି, ଯେଉଁଠାରେ ଦୁନିଆର ସବୁଠାରୁ ପୁରୁଣା ଆଦିବାସୀ ଜନଜାତି ବସବାସ କରନ୍ତି। ଏହାର ନାମ ହେଉଛି ସେଣ୍ଟିନଲ। ଏଠାରେ ଦୁନିଆର ସବୁଠାରୁ ପୁରୁଣା ଜାରୱା ନାମକ ଜନଜାତି ବାସ କରନ୍ତି। ପ୍ରାୟ ୬୦ହଜାର ବର୍ଷ ଧରି ଏହି ଦ୍ୱୀପରେ ସେମାନେ ରହି ଆସୁଛନ୍ତି। ତେବେ ଏହି ଦ୍ୱୀପକୁ ପର୍ଯ୍ୟଯକଙ୍କୁ ଯିବାକୁ ବାରଣ କରାଯାଇଛି କାରଣ ଏହି ସ୍ଥାନକୁ ଯିବା ବିପଜ୍ଜନକ ବୋଲି ଘୋଷଣା କରାଯାଇଛି।

ତେବେ ୫-୬ ବର୍ଷ ପୂର୍ବେ, ଜଣେ ଦୁଇଜଣ ବିଦେଶୀ ସେଠାକୁ ଯାଇଥିଲେ, କିନ୍ତୁ ସେମାନେ ଆଉ ଜୀବନ୍ତ ଫେରି ପାରି ନ ଥିଲେ। କେବଳ ସେମାନଙ୍କ ମୃତଦେହ ସେଠାରୁ ଫେରି ଆସିଥିଲା। ଭାରତ ସରକାର ଏଠାକୁ ଯିବାକୁ ସରକାରୀ ଭାବେ ବାରଣ କରିଛନ୍ତି। ବର୍ତ୍ତମାନ ଜାରୱା ଜନଜାତିର ପ୍ରାୟ ୪୦୦ ସଦସ୍ୟ ଅଛନ୍ତି। ସେଥିରୁ ୪୦-୫୦ଟି ପୃଥକ ଦଳ କରି ରହୁଛନ୍ତି।
ଜାରଓ୍ବାମାନେ ଧନୁତୀର ସହିତ ଘୁଷୁରି, କଇଁଛ ଏବଂ ମାଛ ଶିକାର କରନ୍ତି। ଏଥିସହ ସେମାନେ ଫଳମୂଳ, ପନିପରିବା ଏବଂ ମହୁ ଚାଷ କରନ୍ତି। ତାଙ୍କର ଧନୁତୀର ଚୋଇ କାଠରେ ର୍ନିମିତ, ଯାହାକୁ ସେ ବଟାରାଙ୍ଗ ନାମକ ଦ୍ୱୀପରୁ ସଂଗ୍ରହ କରନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହର୍ମୁଜ ଦେଇ ଯାଉଥିବା ଜାହାଜଗୁଡ଼ିକୁ ଦେବାକୁ ପଡ଼ିବ ଟ୍ୟାକ୍ସ! ଇରାନ-ଆମେରିକା କଥାବାର୍ତ୍ତା ମଧ୍ୟରେ ଓମାନ କହିଲା…

ମସ୍କାଟ,୨୭ା୬: ଇରାନ-ଆମେରିକା କଥାବାର୍ତ୍ତା ମଧ୍ୟରେ ଓମାନ ହର୍ମୁଜ ପ୍ରଣାଳୀ ଆଉ ପୂର୍ବ ପରି ଚାଲିପାରିବ ନାହିଁ। ରଣନୈତିକ ସମୁଦ୍ର ପଥରେ ପରିବହନ କରୁଥିବା ଜାହାଜଗୁଡ଼ିକୁ ଭବିଷ୍ୟତରେ କୌଣସି…

ଆସିଲେ ନାହିଁ ଭାଜପା ଅତିଥି, ଏନ୍‌ଏସି ଅଧ୍ୟକ୍ଷ କଲେ ଗୋଷ୍ଠୀକେନ୍ଦ୍ର ଉଦ୍‌ଘାଟନ, ପୂରା ଘଟଣା ଜାଣିଲେ…

କେସିଙ୍ଗା,୨୭ା୬(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଏନ୍‌ଏସିର ବଗାଡ଼ ଓ୍ବାର୍ଡ ନଂ ୨ରେ ନବନିର୍ମିତ ଗୋଷ୍ଠୀ କେନ୍ଦ୍ରକୁ ନଗରପାଳ ନୃପରାଜ ଯାଦବଙ୍କ କରକମଳରେ ଶନିବାର ଉଦ୍‌ଘାଟିତ ହୋଇଛି।…

ଦେଶରେ ହାଇ ଆଲର୍ଟ: ମାଡ଼ିଆସୁଛି ୨ଟି ଭୟଙ୍କର ବାତ୍ୟା; ୩ ଦେଶକୁ କରିବ ଛାରଖାର!

ନୂଆଦିଲ୍ଲୀ,୨୭।୬: ପ୍ରଶାନ୍ତ ମହାସାଗରର ଉତ୍ତର-ପଶ୍ଚିମ ଭାଗରେ ସୃଷ୍ଟି ହୋଇଥିବା ଶକ୍ତିଶାଳୀ କ୍ରାନ୍ତୀୟ ବାତ୍ୟା (ଟାଇଫୁନ୍) ‘ମେଖଲା’ ଜାପାନ ଏବଂ ଏହାର ଆଖପାଖ ଦ୍ୱୀପପୁଞ୍ଜ ଆଡ଼କୁ ମାଡ଼ି ଚାଲିଛି।…

ବିଷ ବୋତଲ ଧରି ଧାରଣାରେ ଚାଷୀ, ଟୋକନ ନ ମିଳିଲେ ପିଇବାକୁ ଦେଲେ ଧମକ

ବରଗଡ଼,୨୭ା୬(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ରବି ଧାନ ସଂଗ୍ରହ ପ୍ରକ୍ରିୟା ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ହେଲେ ଜିଲାର ଅନେକ ଚାଷୀଙ୍କୁ ଏପର୍ଯ୍ୟନ୍ତ ଧାନବିକ୍ରି ଟୋକନ ମିଳିନାହିଁ। ଏହାକୁ…

ପୁଣି ଧକ୍କା ଦେଲା ଆମବସ୍‌, ରଙ୍ଗ୍‌ରୁଟ୍‌ରେ ଆସି ବାପ-ଝିଅଙ୍କୁ…

ଭୁବନେଶ୍ୱର,୨୭ା୬: ପୁଣି ଧକ୍କା ଦେଇଛି ଆମବସ୍‌। ପ୍ରତିଦିନ ଆମବସ୍‌ କେଉଁଠି ନା କେଉଁଠି ଦୁର୍ଘଟଣା ଘଟାଉଥିବା ଖବର ଆସୁଛି। ଶନିବାର ଭୁବନେଶ୍ୱରସ୍ଥିତ ମଞ୍ଚେଶ୍ୱର ଅଞ୍ଚଳରେ ବାପ-ଝିଅଙ୍କୁ ଧକ୍କାଦେଇଛି…

FIFA World Cup 2026ରେ ଇତିହାସ ରଚିଲା କେପ ଭର୍ଡେ: ନକ୍‌ଆଉଟ୍‌ ପହଞ୍ଚିବାରେ ବିଶ୍ୱର ସବୁଠୁ ଛୋଟ ଦେଶ

ଫିଲାଡେଲଫିଆ,୨୭।୬:୨୦୨୬ ଫିଫା ବିଶ୍ୱକପ୍‌ରେ ରାଉଣ୍ଡ ଅଫ ୩୨ ପୂର୍ବରୁ କେପ ଭର୍ଡେ ଏକ ଚମତ୍କାର ପ୍ରଦର୍ଶନ ସହିତ ଇତିହାସ ରଚିଛି। ପ୍ରାୟ ୫୫୦,୦୦୦ ଜନସଂଖ୍ୟା ବିଶିଷ୍ଟ ଆଫ୍ରିକାର…

ଘର ଛାଡ଼ିଦେବେ ସଲମାନ: ଜାଣନ୍ତୁ କାହିଁକି

ବଲିଉଡ ସୁପରଷ୍ଟାର ସଲମାନ ଖାନ ତାଙ୍କ ଫିଲ୍ମକୁ ନେଇ ପ୍ରାୟତଃ ଚର୍ଚ୍ଚାରେ ରହିଥାନ୍ତି। ଯଦିଓ ‘ସିକନ୍ଦର’ ପରଠାରୁ ତାଙ୍କର କୌଣସି ଫିଲ୍ମ ରିଲିଜ ହୋଇନାହିଁ, କିନ୍ତୁ ସେ…

ସ୍ୱାମୀ-ସ୍ତ୍ରୀ କଳହର କରୁଣ ପରିଣତି: ଭଉଣୀ ବାହାଘର ପୂର୍ବରୁ ପଡ଼ୋଶୀ ଯୁବକଙ୍କୁ ନିର୍ମମ ହତ୍ୟା, କାନ୍ଦବୋବାଳିରେ…

ସୁନ୍ଦରଗଡ଼, ୨୭।୬( ଜୟ ନାରାୟଣ ମେଣ୍ଡୁଳି): ଭଉଣୀର ବିବାହକୁ ମାତ୍ର କିଛି ଦିନ ବାକି ଥିବାବେଳେ ଚାଲିଗଲା ଭାଇର ଜୀବନ। ସୁନ୍ଦରଗଡ଼ ଜିଲା ତଲସରା ଥାନା ଅନ୍ତର୍ଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri