ମନୋରଞ୍ଜନ

ଅର୍ଣ୍ଣବଙ୍କ ସପକ୍ଷରେ ବାହାରିଲେ ବଲିଉଡ୍‌ର କୁଇନ୍‌: କହିଲେ ଏଭଳି

ବମ୍ବେ: ପୁଣି ଥରେ ଚର୍ଚ୍ଚାରେ ଅଭିନେତ୍ରୀ କଙ୍ଗନା ରାଣାଓ୍ବତ। ରିପବ୍ଲିକ ଟିଭି ଏଡିଟର-ଇନ-ଚିଫ୍‌ ଅର୍ଣ୍ଣବ ଗୋସ୍ବାମୀଙ୍କୁ ମୁମ୍ବାଇ ପୋଲିସ ଗିରଫ କରିବାକୁ ପ୍ରତିବାଦ କରିଛନ୍ତି ସେ। ନିଜର ଟୁଇଟର ପୃଷ୍ଠାରେ ସେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ କଟାକ୍ଷ କରିଛନ୍ତି। ଟୁଇଟ୍‌…

କୋଇଲା କମ୍ପାନୀରେ କାମ କରୁଥିଲେ ଅମିତାଭ

ଟେଲିଭିଜନର ଲୋକପ୍ରିୟ ଶୋ’ କୌନ ବନେଗା କରୋଡପତିକୁ ହୋଷ୍ଟ କରୁଛନ୍ତି ମେଗାଷ୍ଟାର ଅମିତାଭ ବଚ୍ଚନ। ଏହି ଶୋ’ରେ ଅମିତାମ ପ୍ରତିଯୋଗୀଙ୍କ ସହ ନିଜ ବ୍ୟକ୍ତି ଜୀବନର କିଛି ଘଟଣା ଶେୟାର କରିଥାନ୍ତି। ନିକଟରେ ଶୋ’ର ଏକ ଏପିସୋଡରେ ରବିକାନ୍ତ ସାହୁ ନାମକ…

ଲାଲ୍ ସିଂ ଚଡ୍ଡାରେ ଶାହାରୁଖ!

ମୁମ୍ବାଇ: ବଲିଉଡ୍‌ର ମିଷ୍ଟର ପରଫେକ୍ସନିଷ୍ଟ ଆମିର ଖାଁଙ୍କ ମୋଷ୍ଟ ଆୱେଟେଡ ଫିଲ୍ମ ‘ଲାଲ୍ ସିଂ ଚଡ୍ଡା’ର ଏବେ ଶୁଟିଂ ଚାଲିଛି । ଏଥିରେ ମୁଖ୍ୟ ଭୂମିକାରେ ଆମିର ଖାଁ ଓ କରିନା କପୁର ଖାଁ ନଜର ଆସିବେ । ମିଳିଥିବା ସୂଚନାରୁ…

ବଲିଉଡ୍‌ରେ ୧୩ ବର୍ଷ

ମୁମ୍ବାଇ: ବଲିଉଡ୍ ବିୟୁଟି ଦୀପିକା ପାଦୁକୋନ । ବି ଟାଉନରେ ନିଜ ପାଇଁ ତିଆରି କରିଛନ୍ତି ଏକ ସ୍ୱତନ୍ତ୍ର ପରିଚୟ । ଆଜିକୁ ଠିକ୍ ୧୩ ବର୍ଷ ପୂର୍ବେ ସେ ବଲିଉଡ୍‌ରେ ଏଣ୍ଟ୍ରି କରିଥିଲେ । ପ୍ରଥମେ କନ୍ନଡ ଫିଲ୍ମରେ ନିଜର…

ଆଖିବୁଜିଲେ ଏହି ପ୍ରସିଦ୍ଧ ଫିଲ୍ମ ନିର୍ମାତା

ଲୋକପ୍ରିୟ ଆନିମେଟେଡ୍‌ ସିରିଜ୍‌ ‘ସ୍କୁବି ଡୁ’ର ସହ ନିର୍ମାତା କେନ ସ୍ପିୟର୍ସଙ୍କ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୮୨ ବର୍ଷ ହୋଇଥିଲା। ଏ ନେଇ ତାଙ୍କ ପୁଅ କେଭିନ ସୂଚନା ଦେଇଛନ୍ତି। ଡିମେନି୍ସଆ ରୋଗରେ ଆକ୍ରାନ୍ତ ଯୋଗୁ ତାଙ୍କର ମୃତ୍ୟୁ…

ଗର୍ଭାବସ୍ଥାରେ ଡରିଗଲେ ଏହି ପ୍ରସିଦ୍ଧ ଅଭିନେତ୍ରୀ

ଅନେକ ହିଟ୍‌ ଟିଭି ଶୋ’ ଏବଂ ବଲିଉଡ୍‌ ଫିଲ୍ମରେ କାମ କରିସାରିଥିବା ପ୍ରସିଦ୍ଧ ଅଭିନେତ୍ରୀ ଅନୀତା ହସନନ୍ଦିନୀ ବର୍ତ୍ତମାନ ଗର୍ଭବତୀ ଅଛନ୍ତି। ଏହି ସମୟକୁ ଏବେ ସେ ମନଭରି ଉପଭୋଗ କରୁଛନ୍ତି। ତେବେ ବିବାହର ୭ ବର୍ଷ ପରେ ଅନୀତା ପ୍ରଥମ…

କମଲା ହାରିସଙ୍କୁ ନେଇ ଏହି ବଲିଉଡ୍‌ ଅଭିନେତ୍ରୀଙ୍କ ଭବିଷ୍ୟବାଣୀ ସତ ହେଲା

ଭାରତର ମୂଳ ବାସିନ୍ଦା କମଲା ହାରିସ ଆମେରିକାର ଉପରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି। ଆମେରିକା ଇତିହାସରେ ଉପରାଷ୍ଟ୍ରପତି ପଦରେ ବସିଥିବା କମଲା ହେଉଛନ୍ତି ପ୍ରଥମ ମହିଳା। ତାଙ୍କର ଏହି ବିଜୟକୁ ସମଗ୍ର ବିଶ୍ୱ ପାଳନ କରୁଛି। ବଲିଉଡ୍‌ ସେଲିବ୍ରିଟି ମଧ୍ୟ ତାଙ୍କୁ…

ଦୀପାବଳିରେ ସିନେପ୍ରେମୀଙ୍କୁ ବଡ଼ ଉପହାର: ହଲ୍‌ରେ ଦେଖିପାରିବେ ଏହିସବୁ ସୁପରହିଟ୍‌ ଫିଲ୍ମ

ଦେଶରେ କରୋନାର ସବୁଠାରୁ ବଡ଼ ପ୍ରଭାବ ସିନେମା ଉପରେ ପଡ଼ିଛି। ପ୍ରତିବର୍ଷ ଦୀପାବଳି ଅବସରରେ ପ୍ରାୟତଃ ଫିଲ୍ମ ରିଲିଜ ପାଇଁ ନିର୍ମାତାଙ୍କ ମଧ୍ୟରେ ଯୁଦ୍ଧ ଲାଗିଯାଇଥାଏ। କିନ୍ତୁ ଚଳିତବର୍ଷ ଥିଏଟରଗୁଡିକ ଖାଲି ପଡ଼ିଛି। ଏଭଳି ପରିସ୍ଥିତିରେ ଦର୍ଶକଙ୍କୁ ସିନେମା ହଲ୍‌ ଆଡକୁ…

ହନିମୁନ ପାଇଁ ଦୁବାଇରେ ପହଞ୍ଚିଲେ ନେହା: ଭାଇରାଲ ହେଲା ହୋଟେଲର ଭିଡିଓ

ଅକ୍ଟୋବର ୨୪ରେ ଦିଲ୍ଲୀରେ ବଲିଉଡ ପ୍ରସିଦ୍ଧ ସିଙ୍ଗର ନେହା କକ୍କର ଓ ରୋହନପ୍ରୀତ ସିଂହ ବିବାହ କରିଥିଲେ। ବିବାହ ପରେ ନେହା ତାଙ୍କ ଫ୍ୟାନ ମାନଙ୍କ ପାଇଁ ସୋସିଆଲ ମିଡିଆରେ ତାଙ୍କର ଅନେକ ଫଟୋ ଓ ଭିଡିଓ ଶେୟାର କରିଥିଲେ। ଏହି…

ହନିମୁନ୍‌ ଟ୍ରିପ୍‌ରେ ଏହି ଲୋକପ୍ରିୟ ଅଭିନେତ୍ରୀ: ଫ୍ୟାନ୍‌ଙ୍କ ପାଇଁ ଶେୟାର କଲେ ଫଟୋ

ଅକ୍ଟୋବର ୩୦ ତାରିଖରେ ଅଭିନେତ୍ରୀ କାଜଲ ଅଗ୍ରଓ୍ବାଲ ବ୍ୟବସାୟୀ ଗୌତମ କିଚଲୁଙ୍କୁ ବିବାହ କରିଥିଲେ। ବିବାହ ପରେ ଫ୍ୟନ୍‌ମାନଙ୍କ ପାଇଁ କାଜଲ ଅନେକ ଫଟୋ ସୋସିଆଲ ମିଡିଆରେ ଶେୟାର କରିଥିଲେ। ବର୍ତ୍ତମାନ କାଜଲ ସ୍ବାମୀଙ୍କ ସହ ହନିମୁନ୍‌ରେ ମାଳଦ୍ୱୀପ ଯାଇଛନ୍ତି। ବର୍ତ୍ତମାନ…

ଦୀର୍ଘ ସମୟ ପରେ ଥିଏଟରରେ ରିଲିଜ୍‌ ହେବ ଫିଲ୍ମ ‘ସୁରଜ ପେ ମଙ୍ଗଲ ଭାରୀ’

ମୁମ୍ବାଇ: କରୋନା କାଳ ଯୋଗୁ ଦୀର୍ଘ ସମୟ ଧରି ସିନେମା ହଲ୍‌ ବନ୍ଦ ରହିଥିବାରୁ ଫିଲ୍ମ ରିଲିଜ୍‌ ଉପରେ ମଧ୍ୟ ବ୍ରେକ୍‌ ଲାଗିଯାଇଥିଲା। ବର୍ତ୍ତମାନ ଅନ୍‌ଲକ-୬.୦ରେ ସିନେମା ହଲ୍‌ ଖୋଲିବାକୁ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ଅନୁମତି ଦେଇଛନ୍ତି। ଏହି…

କରୋନା ସମୟରେ ଗର୍ଭବତୀଙ୍କୁ ଟିପ୍ସ ଦେଲେ କରିନା

ମୁମ୍ବାଇ: କରୋନା ମହାମାରୀ ସମୟରେ ଅନୁଷ୍କା ଶର୍ମା, କରିନା କପୁର ଖାଁ ତଥା ଆଉ କେତେଜଣ ଅଭିନେତ୍ରୀ ଗର୍ଭବତୀ ହୋଇଥିବା ଜଣାପଡିଛି । ହେଲେ ଏହାକୁ ନେଇ ସାମାନ୍ୟ ସାବଧାନତା ଜରୁରୀ ବୋଲି କହିଛନ୍ତି କରିନା । ଏବେ କରିନା ଦ୍ୱିତୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?