ମନୋରଞ୍ଜନ

ଆଇସ୍‌କ୍ରିମପ୍ରିୟ ତମନ୍ନା

ନିଜର ମନ ପସନ୍ଦର ଖାଦ୍ୟ ଖାଇବାକୁ ସେ ତ ପଛାଇ ନ ଥାନ୍ତି। ହେଲେ ଗୋଟିଏ ଜିନିଷ ଦେଖିଲେ ତାଙ୍କ ପାଟିରୁ ଲାଳ ଗଡ଼େ। ତାକୁ ନ ଖାଇବା ପର୍ଯ୍ୟନ୍ତ ତାଙ୍କ ମନକୁ ଶାନ୍ତି ଆସି ନ ଥାଏ। ତାହା କ’ଣ…

ନୂଆ ଯୋଡ଼ି କ୍ରିଷ୍ଣା-ଅସୀମା

ଆଉ ଏକ ନୂଆ ଯୋଡ଼ି ଖୁବ୍‌ଶୀଘ୍ର ବଡ଼ ପରଦାରେ ମୁହଁ ଦେଖାଇବାକୁ ଯାଉଛନ୍ତି। ଏହି ଯୋଡ଼ି ହେଲେ କ୍ରିଷ୍ଣା-ଅସୀମା। ସୁବ୍ରତ ଏଣ୍ଟରଟେନମେଣ୍ଟ ବ୍ୟାନରରେ ନିର୍ମିତ ହେବାକୁ ଯାଉଥିବା ନୂଆ ଓଡ଼ିଆ ସିନେମା ‘ଇସ୍କ ତେରେ ନାମ୍‌’ରେ ଉକ୍ତ ଯୋଡ଼ିକୁ ବ୍ରେକ୍‌ ଦେଉଛନ୍ତି…

ବିବାହ ଡ୍ରେସ୍‌କୁ ନେଇ ଟ୍ରୋଲ ହେଲେ ନେହା କକ୍କର, କହିଲେ ସବ୍ୟସାଚୀ ଦେଇଛନ୍ତି ଉପହାର

ମୁମ୍ବାଇ: ବଲିଉଡ୍‌ ଗାୟିକା ନେହା କକ୍କର ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଏହି ବିବାହ ଚଳିତବର୍ଷର ଚର୍ଚ୍ଚିତ ବିବାହ। ଏହି ବିବାହ ଉତ୍ସବରେ ନେହାଙ୍କ ପରିବାରବର୍ଗ ଏବଂ ସାଙ୍ଗସାଥୀ ଉପସ୍ଥିତ ଥିଲେ। ବିବାହ ସମୟର ଭିଡିଓ ଏବଂ ଫଟୋ ମଧ୍ୟ ବେଶ୍‌…

ଏହି ଅଭିନେତ୍ରୀଙ୍କ କାର୍‌ ଭିତରୁ ଚୋରି ହୋଇଗଲା ହ୍ୟାଣ୍ଡ୍‌ବ୍ୟାଗ୍‌

ଛୋଟ ପରଦାର ଷ୍ଟାଇଲିସ ଏବଂ ଲୋକପ୍ରିୟ ଅଭିନେତ୍ରୀ ନିଆ ଶର୍ମାଙ୍କ ହ୍ୟାଣ୍ଡ୍‌ବ୍ୟାଗ୍‌ ଚୋରି ହୋଇଯାଇଛି। ଏନେଇ ସେ ମୁମ୍ବାଇ ପୋଲିସର ସହାୟତା ଲୋଡିଛନ୍ତି। ମୁମ୍ବାଇର ଲୋୟର ପାରେଲ ଅଞ୍ଚଳରେ ଥିବା ତାଙ୍କ କାରରେ ନିଆଙ୍କ ହ୍ୟାଣ୍ଡବ୍ୟାଗ ଚୋରି ହୋଇଥିଲା। ଖତ୍ରୋରୋଂ କେ…

ଏହି ପ୍ରସିଦ୍ଧ ଅଭିନେତ୍ରୀଙ୍କ ହାତରେ ଲାଗିଲା ମେହେନ୍ଦି

ବଲିଉଡ ଏବଂ ଦକ୍ଷିଣ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରେ ଜଣାଶୁଣା ଅଭିନେତ୍ରୀ କାଜଲ ଅଗ୍ରୱାଲଙ୍କ ବିବାହ ଉତ୍ସବ ଆରମ୍ଭ ହୋଇଛି। ଅକ୍ଟୋବର ୩୦ରେ ସେ ତାଙ୍କ ପ୍ରେମିକ ଗୌତମ କିଚଲୁଙ୍କୁ ବିବାହ କରିବାକୁ ଯାଉଛନ୍ତି। ବିବାହ ପୂର୍ବରୁ ମେହେନ୍ଦି ସମାରୋହରେ ଆୟୋଜିତ ହୋଇଛି। କାଜଲ…

ଶ୍ରୀଦେବୀଙ୍କ ପରେ ନାଗିନ ଭୂମିକାରେ ନଜର ଆସିବେ ଶ୍ରଦ୍ଧା

ମୁମ୍ବାଇ: ବଲିଉଡ୍ ନାୟିକା ଶ୍ରଦ୍ଧା କପୁର ପୁଣିଥରେ ବଡ ପରଦାରେ ଖୁବ୍ ଶୀଘ୍ର ଦେଖାଯିବେ । ମିଳିଥିବା ସୂଚନା ଅନୁଯାୟୀ ଶ୍ରଦ୍ଧା ଏଥର ଏକ ନୂଆ ଅବତାରରେ ନଜର ଆସିବେ । ଶ୍ରୀଦେବୀଙ୍କ ପରେ ଏବେ ଶ୍ରଦ୍ଧା ନାଗିନ ଭୂମିକାରେ ନଜର…

ପ୍ରିୟଙ୍କାଙ୍କ ହାତରେ ଆଉ ଏକ ହଲିଉଡ୍ ଅଫର

ମୁମ୍ବାଇ: ବଲିଉଡ୍ ଦେଶୀଗର୍ଲ ପ୍ରିୟଙ୍କା ଚୋପ୍ରା ଖୁବ୍‌ଶୀଘ୍ର ହିନ୍ଦୀ ସିନେମାରେ ପୁଣିଥରେ ନଜର ଆସିବେ ବୋଲି ଶୁଣିବାକୁ ମିଳିଥିଲା । ଏବେ କିନ୍ତୁ ପ୍ରିୟଙ୍କା ନିଜେ ଜଣାଇଛନ୍ତି କି ଏବେ ତାଙ୍କ ହାତରେ ଲାଗିଛି ଆଉ ଏକ ହଲିଉଡ୍ ଅଫର୍ ।…

ଅକ୍ଷୟ କୁମାରଙ୍କୁ ଏମିତି ଉପହାର ଦେଲେ କପିଲ ଶର୍ମା, ଦର୍ଶକ ହେଲେ ଆଶ୍ଚର୍ଯ୍ୟ

ବଲିଉଡର ଖିଲାଡି ଅକ୍ଷୟ କୁମାର ବହୁ ପ୍ରତୀକ୍ଷିତ ‘ଲକ୍ଷ୍ମୀ ବମ୍‌’ର ପ୍ରମୋସନରେ ଏବେ ବ୍ୟସ୍ତ ଅଛନ୍ତି। ଚଳିତ ସପ୍ତାହରେ ଅକ୍ଷୟ ଟିଭି ଶୋ’ ‘ଦ କପିଲ ଶର୍ମା ଶୋ’ରେ ଫିଲ୍ମର ପ୍ରମୋଶନ କରିବେ। ଅକ୍ଷୟ କୁମାରଙ୍କ ସହ କିଆରା ଆଡଭାନୀ ଏବଂ…

ସୁଶାନ୍ତଙ୍କ ଭଉଣୀଙ୍କୁ ଗିରଫ ଭୟ

ଅଭିନେତା ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ୟା ମାମଲାର ତଦନ୍ତ ଚାଲିଛି। ସିବିଆଇ ଏବେ ମାମଲାର ତଦନ୍ତ କରୁଛି। ସୁଶାନ୍ତଙ୍କ ମୃତ୍ୟର କାରଣ ଜାଣିବା ପାଇଁ ତାଙ୍କ ଭଉଣୀମାନେ ମଧ୍ୟ ଦିନରାତି ଏକଜୁଟ ହୋଇଛନ୍ତି। କିନ୍ତୁ ସୁଶାନ୍ତଙ୍କ ଭଉଣୀ ପ୍ରିୟଙ୍କା ସିଂ ଏବଂ…

ଜାଭେଦ ଅଖତରଙ୍କୁ ମିଳିଲା ରିଚାର୍ଡ ଡକ୍ସିନ୍ସ ଟ୍ରଫି

ମୁମ୍ବାଇ: ରିଚାର୍ଡ ଡକ୍ସିନ୍ସ ଟ୍ରଫି ଜିତିଥିବା ପ୍ରଥମ ଭାରତୀୟ ଜାଭେଦ ଅଖତରଙ୍କ ପାଖରେ ପହଞ୍ଚିଛି ଏହି ଟ୍ରଫି । ଏହାର ଏକ ଫଟୋ ନିକଟରେ ଦେଖିବାକୁ ମିଳିଛି । ଜାଭେଦଙ୍କ ପତ୍ନୀ ଶବାନା ଆଜମୀ ଟ୍ରଫି ସହ ଜାଭେଦ ସାହେବଙ୍କ ଏକ…

ଗଲ୍ଫ ଖେଳିଲେ ପ୍ରିୟଙ୍କା

ମୁମ୍ବାଇ; ବଲିଉଡ୍ ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା ଏବେ ଜର୍ମାନୀରେ ତାଙ୍କର କ୍ୱାଲିଟି ଟାଇମ୍ ସ୍ପେଣ୍ଡ କରୁଛନ୍ତି । କେବେ କେବେ ଜଙ୍ଗଲରେ ତ କେବେକେବେ ବର୍ଲିନ ରାସ୍ତାରେ ନିଜ କୁକୁର ଡାଏନା ସହ ବୁଲୁଥିବା ନଜର ଆସିଛନ୍ତି ପିସି ।…

ବୋହୂ ଐଶ୍ୱର୍ଯ୍ୟାଙ୍କ ଫିଲ୍ମରେ କମ୍‌ବ୍ୟାକ୍‌ କରି ବଦଳିଥିଲା ଅମିତାଭଙ୍କ ଭାଗ୍ୟ

ବଲିଉଡ୍‌ ଫିଲ୍ମ ‘ମହବତେ’ ରିଲିଜ୍‌ ହେବା ଇତିମଧ୍ୟରେ ୨୦ ବର୍ଷ ହୋଇଯାଇଛି। ୨୭ ଅକ୍ଟୋବର ୨୦୦୦ରେ ଏହା ରିଲିଜ୍‌ ହୋଇଥିଲା। ଫିଲ୍ମଟି ବକ୍ସଅଫିସରେ ସୁପରହିଟ୍‌ ମଧ୍ୟ ହୋଇଥିଲା। ଅମିତାଭ ବଚ୍ଚନ, ଶାହାରୁଖ୍‌ ଖାନ୍‌, ଐଶ୍ୱର଼୍ୟା ରାୟ ପ୍ରମୁଖ ଚରିତ୍ର ବିଶିଷ୍ଟ ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?