କମଲା ହାରିସଙ୍କୁ ନେଇ ଏହି ବଲିଉଡ୍‌ ଅଭିନେତ୍ରୀଙ୍କ ଭବିଷ୍ୟବାଣୀ ସତ ହେଲା

ଭାରତର ମୂଳ ବାସିନ୍ଦା କମଲା ହାରିସ ଆମେରିକାର ଉପରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି। ଆମେରିକା ଇତିହାସରେ ଉପରାଷ୍ଟ୍ରପତି ପଦରେ ବସିଥିବା କମଲା ହେଉଛନ୍ତି ପ୍ରଥମ ମହିଳା। ତାଙ୍କର ଏହି ବିଜୟକୁ ସମଗ୍ର ବିଶ୍ୱ ପାଳନ କରୁଛି। ବଲିଉଡ୍‌ ସେଲିବ୍ରିଟି ମଧ୍ୟ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ତେବେ ବଲିଉଡ୍‌ ଅଭିନେତ୍ରୀ ମଲ୍ଲିକା ଶେରାଓ୍ବତ୍‌ କମଲାଙ୍କ ଏହି ସଫଳତା ପାଇଁ ୨୦୦୯ ମସିହାରୁ ଭବିଷ୍ୟବାଣୀ କରିସାରିଥିଲେ। ଯାହାକି ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
ମଲ୍ଲିକା ୧୧ ବର୍ଷ ପୂର୍ବେ ଅର୍ଥାତ୍‌ ୨୩ ଜୁନ୍‌, ୨୦୦୯ରେ ଟୁଇଟ୍‌ କରି କହିଥିଲେ ଯେ, କମଲା ରାଷ୍ଟ୍ରପତି ହୋଇପାରନ୍ତି। ଉକ୍ତ ସମୟରେ କମଲା ହାରିସ ସାନ୍‌ ଫ୍ରାନ୍ସିସ୍‌କୋର ଆଟର୍ଣ୍ଣି ଜେନେରାଲ ଥିଲେ। ଏବେ ମଲ୍ଲିକାଙ୍କ ଉକ୍ତ ଟୁଇଟ୍‌କୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଏହି ଟୁଇଟ୍‌ରେ ଲୋକମାନେ ତାଙ୍କୁ ଜୋଫ୍ରା ଆର୍ଚରଙ୍କ ସହ ତୁଳନା କରୁଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ସୁଶାନ୍ତଙ୍କୁ ନେଇ ପୋଷ୍ଟ ଲେଖି ପୁଣି ଟ୍ରୋଲ ହେଲେ ରିୟା: ଲୋକେ କହୁଛନ୍ତି ‘ଲୋକଦେଖାଣିଆ ଓ ଅଭିନୟ’

ବମ୍ବେ: ଅନେକ ଥର ସୁଶାନ୍ତ ସିଂ ରାଜପୁତଙ୍କ ସହ ସମ୍ପର୍କକୁ ଖୋଲାଖୋଲି ବନ୍ଧୁତାର ନାମ ଦେଇଥିଲେ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ। ହେଲେ ସୁଶାନ୍ତଙ୍କ ମୃତ୍ୟୁର ଏକ...

ପ୍ରଶଂସକଙ୍କୁ ଏମିତି ନ କରିବାକୁ କହିଲେ ସୋନୁ

ମୁମ୍ବାଇ: କରୋନା ମହାମାରୀ ସମୟରେ ଖୁବ୍‌ ଚର୍ଚ୍ଚାକୁ ଆସିଛନ୍ତି ବଲିଉଡ୍‌ ଖଳନାୟକ ସୋନୁ ସୁଦ। ଫିଲ୍ମରେ ସେ ଯେତିକି ପରିଚିତ ଥିଲେ ଏବେ ତା’ଠାରୁ ଅଧିକ...

ନିଜ ଟୁଇଟର ଆକାଉଣ୍ଟ ଡିଲିଟ୍‌ କଲେ ଅନୁରାଗ

ମୁମ୍ବାଇ: ବଲିଉଡ୍‌ର ନାମୀ ନିର୍ଦ୍ଦେଶକ ଅନୁରାଗ କାଶ୍ୟପ ଏବେ ତାଙ୍କ ଟୁଇଟର ଆକାଉଣ୍ଟ ଡିଲିଟ କରିଥିବା କହିଛନ୍ତି। ଗ୍ୟାଙ୍ଗସ୍‌ ଅଫ୍‌ ଓ୍ବାସିପୁର, ବ୍ଲାକ ଫ୍ରାଇଡେ ଭଳି...

ଆଇପିଏଲ୍‌ ଦଳ କିଣିବେ ଦୀପିକା-ରଣବୀର!

ବଲିଉଡ ତାରକା ଏବଂ କ୍ରିକେଟର ଅତି ଘନିଷ୍ଠ ସମ୍ପର୍କ ଅଛି। ଅନେକ ବଲିଉଡ୍‌ ସେଲିବ୍ରିଟି କ୍ରିକେଟ ଦେଖିବାକୁ ପସନ୍ଦ କରନ୍ତି। ଅନେକ ସେଲିବ୍ରିଟିଙ୍କ ମଧ୍ୟ ଇଣ୍ଡିଆନ...

ଅଙ୍କିତାଙ୍କୁ ୩୬: ସୁଶାନ୍ତଙ୍କୁ ଏବେ ବି ପାରି ନାହାନ୍ତି ଭୁଲି

ମୁମ୍ବାଇ,୧୯।୧୨: ଛୋଟ ପରଦାର ପବିତ୍ର ରିସ୍ତାରୁ କ୍ୟାରିୟର ଆରମ୍ଭ କରିଥିବା ସୁନ୍ଦରୀ ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେ ଶନିବାର ୩୬ ବର୍ଷରେ ପଦାର୍ପଣ କରିଛନ୍ତି। ୧୯୮୪ ଡିସେମ୍ବର...

ବିଜ୍ଞାପନରେ ଏକାଠି ନଜର ଆସିଲେ ଦୀପବୀର

ମୁମ୍ବାଇ: ବଲିଉଡ୍ ନାୟିକା ଦୀପିକା ପାଦୁକୋନ ଏବେ ଖୁବ୍ ଚର୍ଚ୍ଚାରେ । ବଲିଉଡ୍ ନାୟକ ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରେ ଏହାସହ ଯୋଡି ହୋଇଯାଇଛି...

ହ୍ରିତିକ୍‌ଙ୍କୁ ଛାଡ଼ିବା ପରେ ୧୦ ବର୍ଷ ସାନ ଏହି ବ୍ୟକ୍ତିଙ୍କ ପ୍ରେମରେ ସୁଜୈନ୍‌; ଏବେ କହିଲେ…

ବମ୍ବେ: ପ୍ରେମରେ ପଡ଼ିଛନ୍ତି ସୁଜୈନ ଖାନ୍‌। ଅଭିନେତା ତଥା ସ୍ବାମୀ ହ୍ରିତିକ୍‌ ରୋଶନଙ୍କଠାରୁ ଅଲଗା ହେବା ପରେ ସେ ନିଜଠାରୁ ୧୦ ବର୍ଷ ସାନ ଅର୍ସଲାନ...

ଫିଲ୍ମ ‘ପୁଷ୍ପା’ର ଆଇଟମ୍‌ ଗୀତକୁ ନେଇ ବଢିଲା ବିବାଦ

ହାଇଦ୍ରାବାଦ: ବହୁ ପ୍ରତିକ୍ଷୀତ ଫିଲ୍ମ ‘ପୁଷ୍ପା’ ଶୁକ୍ରବାର ତେଲୁଗୁ ଭାଷାରେ ମୁକ୍ତିଲାଭ କରିବାକୁ ଯାଉଛି । ଏହି ଚଳଚ୍ଚିତ୍ରର ପ୍ରମୋଶନ ମଧ୍ୟ ଆରମ୍ଭ ହୋଇଯାଇଛି। ତେବେ...

Advertisement
Archives

Model This Week