ମନୋରଞ୍ଜନ

ମୋଟି ବୋଲି ଫିଲ୍ମନିର୍ମାତାଙ୍କ କଟୁ କଥା ଶୁଣୁଥିଲେ ରେଖା: ଓଜନ କମାଇବା ପାଇଁ ବାଛିଥିଲେ ଭୁଲ ବାଟ; ହେଲେ..

ବମ୍ବେ: ଆଜି ବି ଏଭରଗ୍ରୀନ ରେଖାଙ୍କ ଲକ୍ଷ ଲକ୍ଷ ପ୍ରଶଂସକ। ସୁନ୍ଦରତାଠାରୁ ଆରମ୍ଭ କରି ନିଜ ଅଭିନୟରେ ସମସ୍ତଙ୍କୁ ବାନ୍ଧି ପାରନ୍ତି। ଖାସ୍‌ ଏଥିପାଇଁ ପ୍ରଶଂସକମାନେ ହୃଦୟ ଦେଇ ବସନ୍ତି ଏହି ଅଭିନେତ୍ରୀଙ୍କୁ। ତେବେ ସଫଳତାର ଶୀର୍ଷରେ ପହଞ୍ଚିଥିବା ରେଖାଙ୍କ ପ୍ରାରମ୍ଭିକ…

ସ୍ତ୍ରୀଙ୍କୁ ‘ବିରିୟାନୀ’ କହି ଟ୍ରୋଲ ହେଲେ କ୍ରିଷ୍ଣା

ବଦଳିଯାଇଛନ୍ତି କଶ୍ମୀରା ଶାହ। ନିଜର ବଡି ଟାନ୍ସଫର୍ମେଶନକୁ ନେଇ ସେ ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି। ଯେକେହି ତାଙ୍କ ଏବେର ଫଟୋକୁ ଦେଖି ଘଡ଼ିଏ ଚାହୁଁଛନ୍ତି। ସେଥିରୁ ବା ସ୍ବାମୀ କ୍ରିଷ୍ଣା ଅଭିଶେକ ବର୍ତ୍ତିବେ କିଭଳି। କଶ୍ମୀରାଙ୍କ ନୂଆ ବୋଲ୍ଡ ଲୁକ୍‌…

ଗ୍ଲାମର ଦୁନିଆ ଛାଡ଼ି ଏବେ ଯୋଗିନୀ ଏସବୁ ଅଭିନେତ୍ରୀ: ପ୍ରଶଂସକଙ୍କୁ କରିଛନ୍ତି ଚକିତ

ବମ୍ବେ: କଳାକାରଟିଏ ହେବାର ସ୍ବପ୍ନ ନେଇ ଅନେକ ମୁମ୍ବାଇ ମୁହାଁ ହୋଇଥାନ୍ତି। ଏଥିପାଇଁ ସହରକୁ ସ୍ବପ୍ନର ସହର ବୋଲି କୁହାଯାଏ। ଅନେକ ଆଶାୟୀଙ୍କ ସ୍ବପ୍ନ ଏଠାରେ ପୂରଣ ହୋଇଛି, କେତେକ ନିରାଶ ହୋଇଛନ୍ତି। ହେଲେ ଏପରି କିଛି ଅଭିନେତ୍ରୀ ଅଛନ୍ତି ଯିଏ…

ବିନା ମେକ୍‌ଅପ୍‌ରେ ଫଟୋ ଶେୟାର କଲେ ବେବୋ, ମୁହଁରେ ସ୍ପଷ୍ଟ ବାରି ହେଉଛି ପ୍ରେଗ୍ନାସି ଗ୍ଲୋ

ଅଭିନେତ୍ରୀ କରୀନା କପୁର ଏବଂ ସୈଫ୍‌ ଅଲି ଖାଁଙ୍କ ଘରକୁ ଖୁବଶୀଘ୍ର ନୂଆ ଅତିଥି ଆସୁଛନ୍ତି। କରୀନା ତାଙ୍କ ଗର୍ଭାବସ୍ଥା ସମୟକୁ ଖୁବ୍‌ ଉପଭୋଗ କରୁଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ସେ ନିରନ୍ତର କାର୍ଯ୍ୟ କରୁଛନ୍ତି। ତେବେ କରୀନା ସେହି ଅଭିନେତ୍ରୀମାନଙ୍କ ମଧ୍ୟରୁ…

ଜାତୀୟ ଗଣମାଧ୍ୟମରେ ପ୍ରେମିକାଙ୍କୁ ପ୍ରପୋଜ କଲେ ରାହୁଲ ବୈଦ୍ୟ

ବମ୍ବେ: ଜାତୀୟ ଗଣମାଧ୍ୟମରେ ପ୍ରେମିକାଙ୍କୁ ବିବାହ ପାଇଁ ପ୍ରପୋଜକୁ ନେଇ ଚର୍ଚ୍ଚାରେ ରାହୁଲ ବୈଦ୍ୟ। ବିଗ୍‌ବସ୍‌ର ଚଳିତ ସଂସ୍କରଣରେ ସେ ପ୍ରତିଯୋଗୀ ଭାବେ ଓହ୍ଲାଇଛନ୍ତି। ଘରେ ସେ ଏକୁଟିଆ ଖେଳି ଆସୁଛନ୍ତି। ଶୋ’ର ଅନ୍ୟତମ ପ୍ରତିଯୋଗୀ ନିକ୍କି ତମ୍ବୋଲୀଙ୍କ ସହ ଭିନ୍ନ…

ଶାଶୁଙ୍କ ପାଇଁ ଶ୍ରୀଦେବୀଙ୍କ ନିକଟତର ହୋଇଥିଲେ ବୋନି କପୁର

ବଲିଉଡର ପ୍ରସିଦ୍ଧ ଚଳଚ୍ଚିତ୍ର ନିର୍ମାତା ବୋନି କପୁର ଆଜି ୬୫ତମ ଜନ୍ମଦିନ ପାଳନ କରୁଛନ୍ତି। ସେ ନଭେମ୍ବର ୧୧, ୧୯୫୫ରେ ଉତ୍ତରପ୍ରଦେଶର ମିରୁଟରେ ଜନ୍ମଗ୍ରହଣ କରିଥିଲେ। ବୋନି କପୁର ମିଷ୍ଟର ଇଣ୍ଡିଆ, ଜୁଦାଇ ଏବଂ ନୋ ଏଣ୍ଟ୍ରି ପରି ସୁପରହିଟ ବଲିଉଡ…

ପ୍ରଶଂସକଙ୍କ ଭିଡ଼ରେ ଫସିଲେ ରଣବୀର, କାର୍‌ ଉପରେ ଚଢ଼ି ଦେଲେ ଏମିତି ପ୍ରତିକ୍ରିୟା

ମୁମ୍ବାଇ: ବଲିଉଡ୍‌ ଅଭିନେତା ରଣବୀର ସିଂହ ଅଧିକାଂଶ ସମୟ ଚର୍ଚ୍ଚାରେ ରହିଥାନ୍ତି। କେବେ ନଜର ଫ୍ୟାଶନ ଷ୍ଟାଇଲ୍‌କୁ ନେଇ ତ କେବେ ଥ୍ରୋବ୍ୟାକ୍‌ ଫଟୋ କିମ୍ବା ଭିଡିଓ ଶେୟାର କରି ପ୍ରଶଂସକଙ୍କ ନିକଟତର ହୋଇଥାନ୍ତି। ଏବେ ରଣବୀରଙ୍କର ଏକ ଭିଡିଓ ସାମ୍ନାକୁ…

ପୁଣିଥରେ ବଲିଉଡ୍‌କୁ ଫେରୁଛନ୍ତି ଏହି ପ୍ରସିଦ୍ଧ ଅଭିନେତ୍ରୀ: ଏଥିପାଇଁ କମ୍‌ କଲେ ୧୫ କିଲୋ ଓଜନ

‘ମିଟୁ’କୁ ନେଇ ଚର୍ଚ୍ଚାକୁ ଆସିଥିବା ଅଭିନେତ୍ରୀ ତନୁଶ୍ରୀ ଦତ୍ତା ଲମ୍ବା ବ୍ୟବଧାନ ପରେ ପୁଣିଥରେ ବଲିଉଡ୍‌କୁ ପ୍ରତ୍ୟାବର୍ତ୍ତନ କରୁଛନ୍ତି। ସୋସିଆଲ ମିଡିଆରେ ଏକ ପୋଷ୍ଟକରି ତନୁଶ୍ରୀ ଏହି ସୂଚନା ଦେଇଛନ୍ତି। ଏଥିପାଇଁ ସେ ନିଜର ୧୫ କିଲୋ ଓଜନ କମ୍‌ କରିଥିବା…

ବୋହୂକୁ ୨୦ କ୍ୟାରେଟ୍‌ ହୀରା ମୁଦି ଦେବେ ଏହି ପ୍ରସିଦ୍ଧ ଅଭିନେତ୍ରୀ, ରଖିଛନ୍ତି ଏମିତି ସର୍ତ୍ତ

ବଲିଉଡ୍‌ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀଙ୍କୁ ସବୁଠାରୁ ଫିଟ୍‌ ଅଭିନେତ୍ରୀଙ୍କ ମଧ୍ୟରେ ଗଣନା କରାଯାଏ। ସୁଯୋଗ ମିଳିବା ମାତ୍ରେ ସେ ନିଜର ଫିଟ୍‌ ଶରୀରକୁ ପ୍ରଦର୍ଶିତ କରିଥାନ୍ତି। ଫିଟ୍‌ନେସ୍‌ ସାଙ୍ଗକୁ ଶିଳ୍ପା ବିଶେଷ ଉତ୍ସବରେ ନିଜର ଅଳଙ୍କାରକୁ ମଧ୍ୟ ପ୍ରଦର୍ଶିତ କରିବାକୁ ଭୁଲି…

ମାଳଦ୍ୱୀପରେ କ୍ୟାଟ୍ରିନା

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ କ୍ୟାଟ୍ରିନା କୈଫ୍‌ ସୋସିଆଲ ମିଡିଆରେ ଖୁବ୍‌ ଆକ୍ଟିଭ୍‌ ରହିଥାନ୍ତି। ସେ ନିକଟରେ ନିଜର କେତେକ ଫଟୋ ସୋସିଆଲ ମିଡିଆରେ ଶେୟାର କରିଛନ୍ତି, ଯେଉଁଥିରେ ସେ ସମୁଦ୍ରକୂଳରେ ସତରଙ୍ଗୀ ଡ୍ରେସ୍‌ରେ ନଜର ଆସିଛନ୍ତି। କ୍ୟାଟ୍ରିନା ପ୍ରାୟତଃ ଆଇଲ୍ୟାଣ୍ଡ ଯିବାକୁ…

ଦୀପିକାଙ୍କ ଫିଲ୍ମରେ ରାନୁ ମଣ୍ଡଳ ଗାଇବେ ଗୀତ, ପ୍ରଶଂସକଙ୍କ ଉଦ୍ଦେଶ୍ୟରେ ଦେଲେ ଏଭଳି ବାର୍ତ୍ତା

ବମ୍ବେ: ଦୀର୍ଘଦିନର ବିରତି ପରେ ଫେରୁଛନ୍ତି ସୋସିଆଲ ମିଡ଼ିଆ ସେନ୍‌ସେଶନ ରାନୁ ମଣ୍ଡଳ। ସେ ଅଭିନେତ୍ରୀ ଦିପିକା ଚିଖଲିୟାଙ୍କ ଫିଲ୍ମ ‘ସରୋଜିନୀ’ର ସମସ୍ତ ଗୀତରେ କଣ୍ଠଦାନ କରିବେ। ଅଭିନେତ୍ରୀଜଣଙ୍କ ଏନେଇ ପ୍ରଶଂସକଙ୍କୁ ଜଣାଇଛନ୍ତି। ଚଳଚ୍ଚିତ୍ରଟି ସରୋଜିନୀ ନାଇଡ଼ୁଙ୍କ ବାୟୋପିକ୍‌। ଏଥିରେ ଦୀପିକା…

ଷ୍ଟାରଡମ୍‌ ପାଇ ବଦଳିଗଲେ ଶେହନାଜ: ସାରାଜୀବନ ଝିଅଙ୍କ ମୁଁହ ଚାହିଁବେ ନାହିଁ ବୋଲି କହିଲେ ବାପା

ବମ୍ବେ: ବଦଳିଛି ସମୟ, ବଦଳିଛି ସମ୍ପର୍କର ପରିଭାଷା। କାଲି ଯେଉଁ ବାପା ଝିଅର ପ୍ରଶଂସା କରି ଥକୁ ନ ଥିଲେ, ସେ ଆଜି ଝିଅଙ୍କ ସହ ସାରାଜୀବନ କଥା ହେବେ ନାହିଁ ବୋଲି ଶପଥ ନେଇଥିବା କହିଛନ୍ତି। ବିଗ୍‌ବସ୍‌ ୧୩ ସିଜନ୍‌ରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?