ବଲିଉଡ୍‌ରେ ୧୩ ବର୍ଷ

ମୁମ୍ବାଇ: ବଲିଉଡ୍ ବିୟୁଟି ଦୀପିକା ପାଦୁକୋନ । ବି ଟାଉନରେ ନିଜ ପାଇଁ ତିଆରି କରିଛନ୍ତି ଏକ ସ୍ୱତନ୍ତ୍ର ପରିଚୟ । ଆଜିକୁ ଠିକ୍ ୧୩ ବର୍ଷ ପୂର୍ବେ ସେ ବଲିଉଡ୍‌ରେ ଏଣ୍ଟ୍ରି କରିଥିଲେ । ପ୍ରଥମେ କନ୍ନଡ ଫିଲ୍ମରେ ନିଜର ଅଭିନୟର କଳା ଦେଖାଇଥିବା ଦୀପିକାଙ୍କ ଉପରେ ନଜର ପଡିଥିଲା ବଲିଉଡ୍ କୋରିଓଗ୍ରାଫର ଫରହା ଖାଁଙ୍କର । ତାଙ୍କର ଅଭିନୟ ଫରହାଙ୍କୁ ବେଶ୍ ପସନ୍ଦ ଆସିଥିଲା । ଏହାପରେ ଦୀପିକାଙ୍କୁ ମିଳିଥିଲା ବଲିଉଡ୍ ଅଫର୍ । ପ୍ରଥମେ ଶାହାରୁଖଙ୍କ ସହ ଫିଲ୍ମ ‘ଓମ୍ ଶାନ୍ତି ଓମ୍‌’ରେ ସେ ଦର୍ଶକଙ୍କ ହୃଦୟ ଜିତି ପାରିଥିଲେ । ଆଉ ଏହାପରେ ସେ ଆଉ ପଛକୁ ଫେରି ନ ଥିଲେ । ଗୋଟିଏ ପରେ ଗୋଟିଏ ହିଟ୍ ଫିଳ୍ମ ଭେଟିଦେଇ ସେ ଦର୍ଶକଙ୍କ ପ୍ରିୟ ନାୟିକା ପାଲଟି ଯାଇଥିଲେ । ଆଜି ୧୩ ବର୍ଷ ପରେ ସେ ଏବେ ବଲିଉଡ୍‌ର ଜଣେ ହାଇଏଷ୍ଟ ପେଡ୍ ନାୟିକାର ପରିଚୟ ବି ପାଇଛନ୍ତି । ତେବେ ବଲିଉଡ୍‌ରେ ୧୩ ବର୍ଷ ପୂର୍ତ୍ତି ଅବସରରେ ସେ ତାଙ୍କ ଟୁଇଟର ହ୍ୟାଣ୍ଡେଲରେ ‘ଓମ ଶାନ୍ତି ଓମ’ ଚଳଚ୍ଚିତ୍ରର ଚରିତ୍ର ‘ଶାନ୍ତିପ୍ରିୟା’କୁ ବଦଳାଇ ଦେଇଛନ୍ତି । ଏହାସହ ଡିପି ମଧ୍ୟ ବଦଳାଇ ଦେଇଛନ୍ତି । ସେତେବେଳେ ଏହି ଫିଲ୍ମ ବକ୍ସ ଅଫିସରେ ହିଟ୍ ହୋଇଥିବା ବେଳେ ଦୀପିକା ସାଉଁଟିଥିଲେ ଦର୍ଶକଙ୍କର ଅଜସ୍ର ପ୍ରଶଂସା ।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପରେ ‘ଗୋପୀ ବୋହୂ’ଙ୍କ ମୁଦି ଖୋଜା ରୀତିନୀତି, ଏଥିରେ କିଏ ଜିତିଲେ ଜାଣନ୍ତୁ…

ଛୋଟପରଦାର ‘ଗୋପୀ ବୋହୂ’ ରିଲ୍‌ରୁ ରିଏଲରେ ମଧ୍ୟ ବୋହୂ ହୋଇ ଯାଇଛନ୍ତି। ଅର୍ଥାତ୍‌ ଅଭିନେତ୍ରୀ ଦେବୋଲିନା ଭଟ୍ଟାଚାର୍ଯ୍ୟ ୧୪ ଡିସେମ୍ବରରେ ତାଙ୍କ ଜିମ୍‌ ପ୍ରଶିକ୍ଷକ ଶାହାନଓ୍ବାଜ...

ବିଗ୍‌-ବିଙ୍କ ସଂଘର୍ଷ କାହାଣୀ: ଏହି ସୁପରହିଟ୍‌ ଫିଲ୍ମର ଏକ ସିନ୍‌ କରିବାକୁ ଲାଗିଥିଲା ୨ ଘଣ୍ଟା

ବିଗ୍‌ବି ଅମିତାଭ ବଚ୍ଚନ ତାଙ୍କର ଜବରଦସ୍ତ ଫିଲ୍ମ ଏବଂ ଡାଏଲଗ୍‌ ପାଇଁ ହିନ୍ଦୀ ସିନେମାରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ଏହା ବ୍ୟତୀତ ସେ...

ଚନ୍ଦନଓ୍ବାଡି ଶ୍ମଶାନ ଘାଟରେ ରିଷିଙ୍କ ଶେଷକୃତ୍ୟ ହେବ ସମ୍ପନ୍ନ: ସାମିଲ ହେବେ ୧୫ ଜଣ

ମୁମ୍ବାଇ,୩୦।୪: ବଲିଉଡ୍‌ର ଭେଟେରାନ୍‌ ଆକ୍ଟର ରିଷି କପୁରଙ୍କର ଗୁରୁବାର ପରଲୋକ ହୋଇଛି। ତାଙ୍କ ବିୟୋଗରେ ବଲିଉଡ୍‌ ଦୁନିଆରେ ଏକ ଅପୂରଣୀୟ କ୍ଷତି ଘଟିଛି। ଦିନକ ପୂର୍ବରୁ...

ଭୟଙ୍କର କରୋନା ଭାଇରସ୍‌କୁ ନେଇ ବଲିଉଡ୍‌ ତିଆରି କରିବ ଫିଲ୍ମ

ମୁମ୍ବାଇ: ଚାଇନାର ଉହାନରୁ ଆରମ୍ଭ ହୋଇଥିବା କରୋନା ଭାଇରସ୍‌ ଏବେ ସାରା ବିଶ୍ୱରେ ମହାମାରୀ ରୂପ ଧାରଣ କରିଛି। ଏଥିଯୋଗୁ ହଜାର ହଜାର ଲୋକଙ୍କ ମୃତ୍ୟୁ...

ଅଭିନେତ୍ରୀ ସ୍ବରା ଭାସ୍କରଙ୍କୁ ହତ୍ୟା ଧମକ

ବଲିଉଡ୍‌ ଅଭିନେତ୍ରୀ ସ୍ବରା ଭାସ୍କରଙ୍କୁ ହତ୍ୟା ଧମକ ମିଳିଛି। ଚିଠି ମାଧ୍ୟମରେ ଏହି ଧମକ ଦିଆଯାଇଥିବା ଜଣାପଡିଛି। ସ୍ବରା ସଭରକରଙ୍କୁ ଅପମାନିତ କରିଥିବାରୁ ତାଙ୍କୁ ହତ୍ୟା...

ଦୀପିକାଙ୍କୁ ଜେରା ସମୟରେ ଏସବୁ ପ୍ରଶ୍ନ ପଚାରିଥିଲା ଏନ୍‌ସିବି, ଜାଣନ୍ତୁ କ’ଣ ଦେଇଥିଲେ ଉତ୍ତର

ମୁମ୍ବାଇ,୨୬ା୯: ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ବଲିଉଡ୍‌ରେ ଡ୍ରଗ୍ସ କାରବାର ଲିଙ୍କ୍‌ ଥିବା ଜଣାପଡ଼ିବା ପରେ ଏନ୍‌ସିବି ବଲିଉଡ୍‌ର ଅଭିନେତ୍ରୀ ଅଭିନେତାମାନଙ୍କୁ ମାରାଥନ ଜେରା...

ସୁଶାନ୍ତଙ୍କ ମୃତ୍ୟୁ ପରେ କାହିଁକି ଚୁପ୍‌ ଥିଲେ ଧୋନୀ

ମହେନ୍ଦ୍ର ସିଂ ଧୋନୀ, ଏହି ନାମରୁ ପରିଚୟ ବାରି ହୋଇପଡେ॥ ଧୋନୀ ମାନସିକ ସ୍ତରରେ କେତେ ଶକ୍ତିଶାଳୀ ତାହା ମଧ୍ୟ ତାଙ୍କ କ୍ରିକେଟ ନେତୃତ୍ୱରୁ ଜଣାପଡେ।...

ମହେଶ ହିଁ ବେଷ୍ଟ

କିଆରା ଆଡଓ୍ବାନୀଙ୍କ ଆଇଡିଆକୁ ମାନିବାକୁ ପଡିବ। ନିକଟରେ ସେ ସାଇନ୍‌ କରିଥିବା ଏକ ସିନେମାରେ କିଏ ମେଲ୍‌ ଲିଡ୍‌ରେ ଆକ୍ଟିଂ କରିବ ସେ ନେଇ ତାଙ୍କର...

Advertisement
Archives

Model This Week