ବଲିଉଡ୍‌ରେ ୧୩ ବର୍ଷ

ମୁମ୍ବାଇ: ବଲିଉଡ୍ ବିୟୁଟି ଦୀପିକା ପାଦୁକୋନ । ବି ଟାଉନରେ ନିଜ ପାଇଁ ତିଆରି କରିଛନ୍ତି ଏକ ସ୍ୱତନ୍ତ୍ର ପରିଚୟ । ଆଜିକୁ ଠିକ୍ ୧୩ ବର୍ଷ ପୂର୍ବେ ସେ ବଲିଉଡ୍‌ରେ ଏଣ୍ଟ୍ରି କରିଥିଲେ । ପ୍ରଥମେ କନ୍ନଡ ଫିଲ୍ମରେ ନିଜର ଅଭିନୟର କଳା ଦେଖାଇଥିବା ଦୀପିକାଙ୍କ ଉପରେ ନଜର ପଡିଥିଲା ବଲିଉଡ୍ କୋରିଓଗ୍ରାଫର ଫରହା ଖାଁଙ୍କର । ତାଙ୍କର ଅଭିନୟ ଫରହାଙ୍କୁ ବେଶ୍ ପସନ୍ଦ ଆସିଥିଲା । ଏହାପରେ ଦୀପିକାଙ୍କୁ ମିଳିଥିଲା ବଲିଉଡ୍ ଅଫର୍ । ପ୍ରଥମେ ଶାହାରୁଖଙ୍କ ସହ ଫିଲ୍ମ ‘ଓମ୍ ଶାନ୍ତି ଓମ୍‌’ରେ ସେ ଦର୍ଶକଙ୍କ ହୃଦୟ ଜିତି ପାରିଥିଲେ । ଆଉ ଏହାପରେ ସେ ଆଉ ପଛକୁ ଫେରି ନ ଥିଲେ । ଗୋଟିଏ ପରେ ଗୋଟିଏ ହିଟ୍ ଫିଳ୍ମ ଭେଟିଦେଇ ସେ ଦର୍ଶକଙ୍କ ପ୍ରିୟ ନାୟିକା ପାଲଟି ଯାଇଥିଲେ । ଆଜି ୧୩ ବର୍ଷ ପରେ ସେ ଏବେ ବଲିଉଡ୍‌ର ଜଣେ ହାଇଏଷ୍ଟ ପେଡ୍ ନାୟିକାର ପରିଚୟ ବି ପାଇଛନ୍ତି । ତେବେ ବଲିଉଡ୍‌ରେ ୧୩ ବର୍ଷ ପୂର୍ତ୍ତି ଅବସରରେ ସେ ତାଙ୍କ ଟୁଇଟର ହ୍ୟାଣ୍ଡେଲରେ ‘ଓମ ଶାନ୍ତି ଓମ’ ଚଳଚ୍ଚିତ୍ରର ଚରିତ୍ର ‘ଶାନ୍ତିପ୍ରିୟା’କୁ ବଦଳାଇ ଦେଇଛନ୍ତି । ଏହାସହ ଡିପି ମଧ୍ୟ ବଦଳାଇ ଦେଇଛନ୍ତି । ସେତେବେଳେ ଏହି ଫିଲ୍ମ ବକ୍ସ ଅଫିସରେ ହିଟ୍ ହୋଇଥିବା ବେଳେ ଦୀପିକା ସାଉଁଟିଥିଲେ ଦର୍ଶକଙ୍କର ଅଜସ୍ର ପ୍ରଶଂସା ।


Enter your email to get our daily news in your inbox.

All Right Reserved By Dharitri.Com

ଅଭିନେତ୍ରୀଙ୍କ ସହ ରୋମାନ୍ସ କରୁଥିବା ଇମ୍ରାନ ହାସ୍‌ମୀ ଆଲିଆଙ୍କ ସହ କରନ୍ତି ନାହିଁ ଏପରି କିଛି, କାରଣ ଜାଣିଲେ…

ଫିଲ୍ମକୁ ସୁପରହିଟ କରିବା ପାଇଁ, ହିରୋ ହିରୋଇନ୍‌ ମଧ୍ୟରେ ରୋମାନ୍ସ ସିନ୍‌ ରହିବା ଜରୁରୀ। ଏପରି ସିନ୍‌ ନ ଥିଲେ ଦର୍ଶକ ଫିଲ୍ମକୁ ପସନ୍ଦ କରୁ...

ଅନିଦ୍ରା ରହିଥିଲେ ପ୍ରିୟଙ୍କା

ନିକ୍‌ ଜୋନାସଙ୍କ ସହ ବିବାହ ବନ୍ଧନରେ ଆବଦ୍ଧ ହେବା ପରେ ପ୍ରିୟଙ୍କା ଚୋପ୍ରା ପ୍ରାୟ ଅଭିନୟ ନିକଟରୁ ଦୂରେଇ ଯାଇଛନ୍ତି। ଯଦି ସୁଯୋଗ ମିଳେ ତେବେ...

ବାସ୍‌, କେବଳ ନାଟକ!

”ନବମ ଶ୍ରେଣୀରେ ମୁଁ ପ୍ରଥମ ନାଟକ ଲେଖିଥିଲି। ବାସ୍‌, ସେବେଠୁ ନାଟକ ପ୍ରେମରେ ଏମିତି ପଡ଼ିଯାଇଛି ଯେ ତା’ କବଳରୁ ମୁକୁଳି ପାରୁନି।“ ଏକଥା କହନ୍ତି...

ପ୍ରିୟଙ୍କାଙ୍କ ଏହି ଗୁଣ ଦେଖି ପ୍ରେମରେ ପଡିଯାଇଥିଲେ ନିକ୍‌

ବଲିଉଡ୍‌ର ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା ଏବଂ ହଲିଉଡ୍‌ର ପପ୍‌ ଗାୟକ ନିକ ଜୋନସଙ୍କ ଯୋଡିକୁ ନେଇ ସବୁ ସମୟରେ କିଛି ନା କିଛି କଥା...

ବିବାହ ପରେ ମଧ୍ୟ ଏହି ଅଭିନେତ୍ରୀଙ୍କ ସହ ଶତ୍ରୁଘ୍ନଙ୍କ ଥିଲା ପ୍ରେମ ସମ୍ପର୍କ: ସବୁକିଛି ଜାଣିଥିଲେ ସ୍ତ୍ରୀ

ଶତ୍ରୁଘ୍ନ ସିହ୍ନା, ବଲିଉଡ୍‌ର ପ୍ରସିଦ୍ଧ ଅଭିନେତା। ପାରିବାରିକ ପୃଷ୍ଠଭୂମି ନଥିଲେ ମଧ୍ୟ ସେ ବଲିଉଡରେ ନାମ ଅର୍ଜନ କରିଥିଲେ,। ସେ ତାଙ୍କ ଅଭିନୟରେ ଦର୍ଶକଙ୍କୁ ବାନ୍ଧି...

ଭର୍ସାଟାଇଲ ଆକ୍ଟର ରଣବୀର

ମୁମ୍ବାଇ: ବଲିଉଡ୍‌ ନାୟକ ରଣବୀର ସିଂଙ୍କୁ ବହୁମୁଖୀ ପ୍ରତିଭାର କଳାକର ବୋଲି କୁହାଯାଇଥାଏ। କାରଣ ସେ ଭିନ୍ନ ଭିନ୍ନ ଚରିତ୍ରରେ ଭଲ ଅଭିନୟ କରିପାରନ୍ତି। ନିକଟରେ...

ଇନ୍‌ଷ୍ଟାଗ୍ରାମରେ ବଢ଼ିଚାଲିଛି ସୁଶାନ୍ତଙ୍କ ଫଲୋଅର୍‌ ସଂଖ୍ୟା: କରନ୍‌-ଆଲିଆଙ୍କ କମୁଛି

ବମ୍ବେ: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ନିଧନ ଖବର ଲକ୍ଷାଧିକ ପ୍ରଶଂସକଙ୍କ ପାଇଁ ବଡ଼ ଆଘାତ ପାଲଟିଛି। ବିଭିନ୍ନ ସୋସିଆଲ ମିଡିଆରେ ତାଙ୍କର ଲକ୍ଷାଧିକ...

ଫିଲ୍ମ ପାଇଁ ରିୟଲରେ କ୍ୟାମେରା ସମ୍ମୁଖରେ ପ୍ରସବ କରିଥିଲେ ଏହି ଅଭିନେତ୍ରୀ

ଫିଲ୍ମକୁ ସୁପରହିଟ୍‌ କରିବା ପାଇଁ କଳାକାରଙ୍କଠାରୁ ଆରମ୍ଭ କରି ନିର୍ମାତା, ନିର୍ଦ୍ଦେଶକଙ୍କ ପର୍ଯ୍ୟନ୍ତ ସମେସ୍ତ କଠିନ ପରିଶ୍ରମ କରିଥାନ୍ତି। ତେବେ ୯୦ ଦର୍ଶକର ଅଭିନେତ୍ରୀ ଶ୍ୱେତା...

Advertisement
Seven Jackpot


Archives

Model This Week