କୋଇଲା କମ୍ପାନୀରେ କାମ କରୁଥିଲେ ଅମିତାଭ

ଟେଲିଭିଜନର ଲୋକପ୍ରିୟ ଶୋ’ କୌନ ବନେଗା କରୋଡପତିକୁ ହୋଷ୍ଟ କରୁଛନ୍ତି ମେଗାଷ୍ଟାର ଅମିତାଭ ବଚ୍ଚନ। ଏହି ଶୋ’ରେ ଅମିତାମ ପ୍ରତିଯୋଗୀଙ୍କ ସହ ନିଜ ବ୍ୟକ୍ତି ଜୀବନର କିଛି ଘଟଣା ଶେୟାର କରିଥାନ୍ତି। ନିକଟରେ ଶୋ’ର ଏକ ଏପିସୋଡରେ ରବିକାନ୍ତ ସାହୁ ନାମକ ପ୍ରତିଯୋଗୀ ଅମିତାଭ ବଚ୍ଚନଙ୍କ ସାମ୍ନାରେ ହଟ୍‌ସିଟରେ ବସିଥିଲେ। ରବିକାନ୍ତ ଜଣେ କୋଇଲା ଖଣି କର୍ମଚାରୀ। କୋଇଲା ଖଣିରେ କାମ କରରୁଥିବା ସମୟର ଅନୁଭବକୁ ସେ ଅମିତାଭଙ୍କ ସହ ଶେୟାର କରିଥିଲେ। ରବିକାନ୍ତଙ୍କ କାର୍ଯ୍ୟ ବିଷୟରେ ଶୁଣି ବଲିଉଡକୁ ଆସିବା ପୂର୍ବରୁ ଏପରି ଏକ ଖଣିରେ କାମ କରିଥିବା ଅମିତାଭ କହିଥିଲେ। ୬୦ ଦଶକରେ ପଶ୍ଚିମବଙ୍ଗରେ ତତ୍ବା ଏକ କୋଇଲା କମ୍ପାନୀରେ ସେ କାମ କରୁଥିଲେ। ଏଠାରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କୁ ହାତ ଓ ଟୋକେଇରେ କୋଇଲା ଆଣିବାକୁ ପଡୁଥିଲା। ତେଣୁ ଯେଉଁମାନେ ଏପରି କାମ କରନ୍ତି ସେମାନଙ୍କୁ ମୁଁ ସମ୍ମାନ କରେ ବୋଲି ଅମିତାଭ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବୋଲ୍ଡ ଲୁକ୍‌ରେ ଜ୍ୟାକ୍‌ଲିନ

ମୁମ୍ବାଇ: ଅଭିନେତ୍ରୀ ଜ୍ୟାକଲିନ୍‌ ଫର୍ନାଡିଜ ଇନ୍‌ଷ୍ଟାଗ୍ରାମରେ ନିଜର କିଛି ବୋଲ୍ଡନେସ ଫଟୋ ଶେୟାର କରିଛନ୍ତି। ଯାହା ଦେଖି ପ୍ରଶଂସକ ପାଗଳ ହୋଇଯାଇଛନ୍ତି। ଏଥିରେ ସେ ଲିଓପାର୍ଡ...

‘ରାତ୍‌ ଅକେଲି ହୈ’ର ଟ୍ରେଲର ରିଲିଜ

ବଲିଉଡ୍‌ ଅଭିନେତା ନଓ୍ବାଜୁଦ୍ଦିନ ସିଦ୍ଧିକି ଏବଂ ଅଭିନେତ୍ରୀ ରାଧିକା ଆପ୍ତେଙ୍କ ଅଭିନୀତ ଫିଲ୍ମ ‘ରାତ ଅକେଲି ହୈ’ର ଟ୍ରେଲିଜ ରିଲିଜ୍‌ ହୋଇଯାଇଛି। ତେବେ ଫିଲ୍ମର କାହାଣୀ...

ସୋନୁ ସୁଦଙ୍କୁ ‘ଗୁଡ ବୟ’ କହିଲେ କୁନି ଝିଅ

ବଲିଉଡ ଅଭିନେତା ସୋନୁ ସୁଦ ପ୍ରବାସୀ ଶ୍ରମିକମାନଙ୍କୁ ସାହାଯ୍ୟ କରି ସମସ୍ତଙ୍କ ପ୍ରଶଂସାର ପାତ୍ର ପାଲଟିଛନ୍ତି। ତାଙ୍କ ପ୍ରଶଂସକଙ୍କମାନେ ସୋନୁଙ୍କୁ ଖୁବ ପ୍ରଶଂସା ମଧ୍ୟ କରୁଛନ୍ତି।...

ରାତିଅଧରେ ଘରଛାଡି ଚାଲିଗଲେ ଶାହାରୁଖ୍‌ଙ୍କ ଝିଅ

ମହାମାରୀ କରୋନା ଯୋଗୁ ଜାରି ରହିଥିବା ଲକ୍‌ଡାଉନ୍‌ ପାଇଁ ସାଧାରଣ ଜନତାଙ୍କ ପରି ବଲିଉଡ୍‌ କଳାକାରଙ୍କୁ ମଧ୍ୟ ମାସ ମାସ ଧରି ଘରେ ରହିବାକୁ ପଡ଼ିଥିଲା।...

ଜନ୍ମଦିନରେ ଅମିରଙ୍କୁ ବଡ଼ ଉପହାର ଦେଲେ ପୂର୍ବତନ ସ୍ତ୍ରୀ

ବଲିଉଡର ମିଷ୍ଟର ପରଫେକ୍ସନିଷ୍ଟ ଅମିର ଖାନ ଆଜି ୫୭ ତମ ଜନ୍ମଦିନ ପାଳନ କରୁଛନ୍ତି। ପ୍ରଶଂସକଙ୍କଠାରୁ ଆରମ୍ଭ କରି ଅନେକ ସେଲିବ୍ରିଟି ତାଙ୍କୁ ଜନ୍ମଦିନ ଶୁଭେଚ୍ଛା...

ଡିସେମ୍ବରରେ ବିବାହ କରିବେ ବଲିଉଡର ଏହି ଚର୍ଚ୍ଚିତ ଲଭ୍‌ବାର୍ଡ !

ବମ୍ବେ: ଡିସେମ୍ବରରେ ବିବାହ କରିବେ ବଲିଉଡ୍‌ର ଚର୍ଚ୍ଚିତ ଲଭ୍‌ବାର୍ଡ ବିକ୍କି କୌଶଲ-କଟ୍ରିନା କୈଫ। ଏନେଇ ଅନେକ କିଛି ଶୁଣିବାକୁ ମିଳୁଛି। ଡିଜାଇନର ସବ୍ୟସାଚୀ କଟ୍ରିନାଙ୍କ ବିବାହ...

ବଲିଉଡ୍‌ର ନିଆରା ପ୍ରେମକାହାଣୀ: ଘାତ ପ୍ରତିଘାତ ପରେ ଗୌରୀ ଧରିଥିଲେ ଶାହରୁଖଙ୍କ ହାତ

ମୁମ୍ବାଇ,୮।୧୦: କିଙ୍ଗ୍‌ ଖାଁ ଶାହରୁଖ୍‌ଙ୍କ ସ୍ତ୍ରୀ ଗୌରୀ ଖାଁ ମଙ୍ଗଳବାର ୪୯ ବର୍ଷରେ ପଦାର୍ପଣ କରିଛନ୍ତି। ୧୯୭୦ ଅକ୍ଟୋବର ୮ରେ ସେ ନୂଆଦିଲ୍ଲୀରେ ଏକ ପଞ୍ଜାବୀ...

ଗଞ୍ଜେଇ, ଡ୍ରଗ୍ସ ସେବନ କରୁଥିଲେ ସୁଶାନ୍ତ! ଶ୍ରୁତି ମୋଦିଙ୍କୁ ଦେଇଥିଲେ ଏଭଳି ପ୍ରତିଶ୍ରୁତି

ବମ୍ବେ: ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ଆତ୍ମହତ୍ୟା ନା ହତ୍ୟା, ତାହା ଏବେ ବି ସନ୍ଦେହ ଘେରରେ। ପ୍ରଥମେ ଏହା ଆତ୍ମହତ୍ୟା କୁହାଯାଉଥିବା ବେଳେ...

Advertisement
Archives

Model This Week